ହାଇକୋର୍ଟ ସ୍ୱାସ୍ଥ୍ୟ କମିଟିର ଅନୁଗୁଳ ଗସ୍ତ

ଅନୁଗୁଳ: ଲକ୍ଷ ଲକ୍ଷ ଟଙ୍କାର ମେଡିସିନ ଘୋଟାଲା, ବେଆଇନ ନର୍ସ ଓ ଲ୍ୟାବ ଟେକ୍ନିସିଆନ ନିଯୁକ୍ତି, ରୋଗୀ କୋଠାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ, ସୁରକ୍ଷାକର୍ମୀ ନିଯୁକ୍ତିରେ ଲାଞ୍ଚ ତଥା ଅନ୍ୟାନ୍ୟ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ନେଇ ବହୁ ବଦନାମ ମୁଣ୍ଡାଇ ଥିବା…

Continue Readingହାଇକୋର୍ଟ ସ୍ୱାସ୍ଥ୍ୟ କମିଟିର ଅନୁଗୁଳ ଗସ୍ତ

ତାଳଚେରରେ ପଦ୍ମଶ୍ରୀ ପୂଜ୍ୟପୂଜକ ବଳିଆଙ୍କ ଦୁଇ ଦିନିଆ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

ତାଳଚେର: ତାଳଚେରରେ ଆୟୋଜିତ ହେବ ପଦ୍ମଶ୍ରୀ ପୂଜ୍ୟପୂଜକ ବଳିଆଙ୍କ ଦୁଇ ଦିନିଆ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ। ଏ ନେଇ ଅନନ୍ତ ବଳିଆ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତାକାଲି ରବିବାର ଓ ସୋମବାର ଦୁଇ ଦିନ ଧରି ଏନ୍‌.ଏସ୍‌.ନଗର ଭରତପୁର ସ୍ଥିତ ବ୍ରାହ୍ମଣୀ…

Continue Readingତାଳଚେରରେ ପଦ୍ମଶ୍ରୀ ପୂଜ୍ୟପୂଜକ ବଳିଆଙ୍କ ଦୁଇ ଦିନିଆ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

ବିଜୁ ଯୁବ ଜନତା ଦଳର ରାଜ୍ୟ ଯୁଗ୍ମ ସମ୍ପାଦକ ଭାବେ ଦାୟିତ୍ବ ନେଲେ ଚନ୍ଦ୍ରକାନ୍ତ ପ୍ରଧାନ

ଅନୁଗୁଳ: ବିଜୁ ଯୁବ ଜନତା ଦଳର ରାଜ୍ୟ ଯୁଗ୍ମ ସମ୍ପାଦକ ଭାବେ ଦାୟିତ୍ବ ନେଇଛନ୍ତି ଚନ୍ଦ୍ରକାନ୍ତ ପ୍ରଧାନ। ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଏହି ପଦରେ ଅବସ୍ଥାପିତ…

Continue Readingବିଜୁ ଯୁବ ଜନତା ଦଳର ରାଜ୍ୟ ଯୁଗ୍ମ ସମ୍ପାଦକ ଭାବେ ଦାୟିତ୍ବ ନେଲେ ଚନ୍ଦ୍ରକାନ୍ତ ପ୍ରଧାନ

କସିଡିହ ଗାଁରେ ୫ ଦିନ ହେଲା ନାହିଁ ବିଜୁଳି, ଅନ୍ଧାରରେ ପୂରା ଅଞ୍ଚଳ

ଅନୁଗୁଳ: ସ୍ଥାନୀୟ ଛେଣ୍ଡିପଦା ବ୍ଲକ କୁକୁରପେଟା ପଞ୍ଚାୟତର କସିଡିହ ଗାଁରେ ଗତ ୫ ଦିନ ହେଲା ବିଜୁଳି ନାହିଁ। ଏ ନେଇ ଅଭିଯୋଗ ହୋଇଥିଲେ ମଧ୍ୟ ବିଦ୍ୟୁତ ବିଭାଗର ଏବେ ଯାଏଁ ନିଦ ଭାଙ୍ଗି ନାହିଁ। ଫଳରେ ସ୍ଥାନୀୟ ଲୋକେ ନାହିଁ…

Continue Readingକସିଡିହ ଗାଁରେ ୫ ଦିନ ହେଲା ନାହିଁ ବିଜୁଳି, ଅନ୍ଧାରରେ ପୂରା ଅଞ୍ଚଳ

ସ୍ୱାୟତ୍ତ ଶାସନ ଦିବସ ପାଇଁ ପ୍ରତିଯୋଗିତା

ଅନୁଗୁଳ: ସ୍ୱାୟତ୍ତ ଶାସନ ଦିବସ ୨୦୨୨ ପାଇଁ ଅନୁଗୁଳ ପୌରପାଳିକା ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହେଉଛି। ପୌରପାଳିକା ମଧ୍ୟରେ ଥିବା ବିଭିନ୍ନ ସ୍କୁଲ ଛାତ୍ର ଛାତ୍ରୀଙ୍କୁ ନେଇ ଏହି ପ୍ରତିଯୋଗିତା କରାଯିବ। ଏହି କ୍ରମରେ ଚଳିତ ୨୪ ତାରିଖ ଦିନ…

Continue Readingସ୍ୱାୟତ୍ତ ଶାସନ ଦିବସ ପାଇଁ ପ୍ରତିଯୋଗିତା

ବ୍ୟାରେଜକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ, ତୁରନ୍ତ ଗେଟ୍ ବନ୍ଦ କରିଦେବାରୁ ବଞ୍ଚିଗଲା ଜୀବନ

ତାଳଚେର:କଣିହାଁ ବ୍ଲକ ସମଲ ବ୍ୟାରେଜକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ। ସୂଚନା ମୁତାବକ, ଜଣେ ଯୁବତୀ ଆଜି ସକାଳୁ ସାମଲ ବ୍ୟାରେଜର ୨୪ ନମ୍ବର ଗେଟ ତଳକୁ ଡେଇଁ ପଡ଼ିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଅଞ୍ଚଳବାସୀ ଏହା ଦେଖି ତୁରନ୍ତ ବ୍ୟାରେଜ୍ କର୍ତ୍ତୃପକ୍ଷଙ୍କୁ…

Continue Readingବ୍ୟାରେଜକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ, ତୁରନ୍ତ ଗେଟ୍ ବନ୍ଦ କରିଦେବାରୁ ବଞ୍ଚିଗଲା ଜୀବନ

ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଚରମ ଅବହେଳା: ତାଳଚେର ସେଣ୍ଟ୍ରାଲ ହସ୍ପିଟାଲରେ ହୋଇପାରୁନି ଅଲ୍ଟ୍ରାସାଉଣ୍ଡ ; ଶୋଷୁଛନ୍ତି ଘରୋଇ ନର୍ସିଂହୋମ୍

ତାଳଚେର: ତାଳଚେର ଏମସିଏଲ କେନ୍ଦ୍ରୀୟ ଚିକିତ୍ସାଳୟରେ ଅଲ୍ଟ୍ରାସାଉଣ୍ଡ ହୋଇପାରୁନଥିବାରୁ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନେ ନାନା ସମସ୍ୟା ଦେଇ ଗତି କରୁଛନ୍ତି। ଏହାର ସୁଯୋଗ ନେଇ ଘରୋଇ ନର୍ସିଂହୋମଗୁଡିକ ଜନସାଧାରଣଙ୍କୁ ଶୋଷଣ କରୁଛନ୍ତି। ତେବେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନବୀକରଣ…

Continue Readingଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଚରମ ଅବହେଳା: ତାଳଚେର ସେଣ୍ଟ୍ରାଲ ହସ୍ପିଟାଲରେ ହୋଇପାରୁନି ଅଲ୍ଟ୍ରାସାଉଣ୍ଡ ; ଶୋଷୁଛନ୍ତି ଘରୋଇ ନର୍ସିଂହୋମ୍

ବନ୍ୟାର ପ୍ରଖର ସୁଅ ଦେଖି ପୋଲରେ ଆଶ୍ରୟ ନେଇଥିବା ବୃଦ୍ଧଙ୍କୁ ଦଉଡ଼ି ପକାଇ ଉଦ୍ଧାର କଲେ ଗାଁ ଲୋକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ପଞ୍ଚାୟତ ଅନ୍ତର୍ଗତ ସାହାରାଗୁଡା ଗ୍ରାମର ଟାକୁଆ ନାଳରେ ଆଜି ଜଣେ ବୃଦ୍ଧ ଭାସିଯାଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରିଛନ୍ତି। ରିପୋର୍ଟ ମୁତାବକ, ସ୍ଥାନୀୟ ବନ୍ତଳା ପଞ୍ଚାୟତ ସାହାରାଗୁଡ଼ାର କିଶୋରୀ ସାହୁ(୬୨) ବନ୍ତଳା…

Continue Readingବନ୍ୟାର ପ୍ରଖର ସୁଅ ଦେଖି ପୋଲରେ ଆଶ୍ରୟ ନେଇଥିବା ବୃଦ୍ଧଙ୍କୁ ଦଉଡ଼ି ପକାଇ ଉଦ୍ଧାର କଲେ ଗାଁ ଲୋକ

ତୃତୀୟ ଥର ପାଇଁ ବିଜୁ ଯୁବ ଜନତା ଦଳର ସଭାପତି ଭାବେ ଦାୟିତ୍ବ ନେଲେ ଦିନେଶ ପ୍ରଧାନ

ଅନୁଗୁଳ: ତୃତୀୟ ଥର ପାଇଁ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଦିନେଶ ପ୍ରଧାନ। ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ପୁଣି ଥରେ ତାଙ୍କ ଉପରେ ବିଶ୍ୱାସ…

Continue Readingତୃତୀୟ ଥର ପାଇଁ ବିଜୁ ଯୁବ ଜନତା ଦଳର ସଭାପତି ଭାବେ ଦାୟିତ୍ବ ନେଲେ ଦିନେଶ ପ୍ରଧାନ

ଅନୁଗୁଳରେ ନିଯୁକ୍ତି ପାଇଲେ ୧୯ ଜଣ ଲ୍ୟାବ ଟେକ୍ନିସିଆନ

ଅନୁଗୁଳ: ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ପକ୍ଷରୁ ପରୀକ୍ଷା କରାଯାଇ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୧୯ ଜଣଙ୍କୁ ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚୁକ୍ତି ଭିତ୍ତିକ ଲ୍ୟାବ ଟେକ୍ନିସିଆନ ଭାବେ ନିଯୁକ୍ତି ଦିଆଯାଇଛି। ସିଡ଼ିଏମଓ ଆଜି ଏଥିନେଇ ବିଧିବଦ୍ଧ…

Continue Readingଅନୁଗୁଳରେ ନିଯୁକ୍ତି ପାଇଲେ ୧୯ ଜଣ ଲ୍ୟାବ ଟେକ୍ନିସିଆନ