ଆଜି ଶିଶୁ ଦିବସ

ଅନୁଗୁଳ: ମହାନ୍ ସ୍ୱାଧୀନତା ସଂଗ୍ରାମୀ, ପ୍ରଖ୍ୟାତ ରାଜନୀତିଜ୍ଞ ତଥା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହରୁଙ୍କ ଜୟନ୍ତୀକୁ ଭାରତରେ ଶିଶୁ ଦିବସ ଭାବେ ପାଳନ କରାଯାଇଥାଏ। ନେହରୁ ପିଲାମାନଙ୍କୁ ଅତ୍ୟନ୍ତ ସ୍ନେହ, ଶ୍ରଦ୍ଧା କରୁଥିଲେ। ପିଲାମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଓ…

Continue Readingଆଜି ଶିଶୁ ଦିବସ

ମଦୁଆ ସାରଙ୍କ ଉନ୍ମତ୍ତ କାଣ୍ଡ! ପିଲାଙ୍କୁ ମଧ୍ୟାହ୍ନ ଭୋଜନ ନ ଦେଇ ରୋଷେୟାଙ୍କୁ ତାଲା ପକାଇ ପଳାଇ ଗଲେ ଶିକ୍ଷକ

ଅନୁଗୁଳ: ପିଲାଙ୍କର ଶୀଘ୍ର ଛୁଟି କରି ରୋଷେୟାଙ୍କୁ ତାଲା ପକାଇ ଦେଇ ଛୁ ମାରିଛନ୍ତି ସାର। ବିଶ୍ୱାସ ନ ହେଲେ ବି ଅନୁଗୁଳ ବ୍ଲକ ଖିଣ୍ଡା ପଞ୍ଚାୟତ ମରଣ୍ଡା ପ୍ରାଥମିକ ବିଦ୍ୟାଳୟରେ ଏମିତି ଘଟଣା ସାମ୍ନାକୁ ଆସିଛି। ଏଠାକାର ଶିକ୍ଷକ ଭରତ…

Continue Readingମଦୁଆ ସାରଙ୍କ ଉନ୍ମତ୍ତ କାଣ୍ଡ! ପିଲାଙ୍କୁ ମଧ୍ୟାହ୍ନ ଭୋଜନ ନ ଦେଇ ରୋଷେୟାଙ୍କୁ ତାଲା ପକାଇ ପଳାଇ ଗଲେ ଶିକ୍ଷକ

ରାଷ୍ଟ୍ରୀୟ ଲୋକ ଅଦାଲତ, ମୋଟର ଦୁର୍ଘଟଣାର ଶୁଣାଣି କରାଯାଇ ୪୨ ଲକ୍ଷ ୫୯ ହଜାର ଟଙ୍କା ପ୍ରଦାନ

ଆଠମଲ୍ଲିକ: ଆଠମଲ୍ଲିକ ସିଭିଲକୋର୍ଟ ପରିସରରେ ଶନିବାର ଦିନ ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ତାଲୁକ ଆଇନସେବା କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ ଲକ୍ଷ୍ମୀନାରାୟଣ ରାୟଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ ଅଦାଲତରେ ୭ଟି…

Continue Readingରାଷ୍ଟ୍ରୀୟ ଲୋକ ଅଦାଲତ, ମୋଟର ଦୁର୍ଘଟଣାର ଶୁଣାଣି କରାଯାଇ ୪୨ ଲକ୍ଷ ୫୯ ହଜାର ଟଙ୍କା ପ୍ରଦାନ

ନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଳା ବନ୍ତଳା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ଖିଣ୍ଡା ଗାଁର ରାଜା ସେଠୀ(୨୦) ଜଣେ ୧୫ ବର୍ଷର ନାବାଳିକାଙ୍କୁ ପ୍ରେମ…

Continue Readingନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଓଡ଼ିଶା ସ୍ବାସ୍ଥ୍ୟ ଠିକା କର୍ମଚାରୀ ସଂଘର ସାଧାରଣ ପରିଷଦ ବୈଠକ, ସ୍ଥାୟୀ ନିଯୁକ୍ତି ଦାବି

ଅନୁଗୁଳ: ଆଜି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଥିବା ସଦଭାବନା ଗୃହରେ ଓଡ଼ିଶା ସ୍ବାସ୍ଥ୍ୟ ଠିକା କର୍ମଚାରୀ ସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ସରୋଜ ଦାଶ ସଭାପତିତ୍ବ କରିଥିବା ବେଳେ ଜିଲ୍ଲାର ସମସ୍ତ ସ୍ବାସ୍ଥ୍ୟ ବିଭାଗର ଠିକା କର୍ମଚାରୀ…

Continue Readingଓଡ଼ିଶା ସ୍ବାସ୍ଥ୍ୟ ଠିକା କର୍ମଚାରୀ ସଂଘର ସାଧାରଣ ପରିଷଦ ବୈଠକ, ସ୍ଥାୟୀ ନିଯୁକ୍ତି ଦାବି

ଲିଟିଲ ହାର୍ଟସ ଟଡ଼ଲର୍ସ ଏକାଡେମୀରେ ବାର୍ଷିକ ପ୍ରଦର୍ଶନୀ, ୩୦୦ରୁ ଊର୍ଦ୍ଧ୍ବ ପ୍ରକଳ୍ପ ପ୍ରଦର୍ଶିତ

ଅନୁଗୁଳ: ସ୍ଥାନୀୟ ଲିଟିଲ ହାର୍ଟସ ଟଡ଼ଲର୍ସ ଏକାଡେମୀ ପରିସରରେ ବାର୍ଷିକ ପ୍ରଦର୍ଶନୀ ମହାସମାରୋହରେ ଅନୁଷ୍ଠିତ ହୋଇଛି। ଏହି ପ୍ରଦର୍ଶନୀରେ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡଃ ଗଙ୍ଗାଧର କର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ନୂତନ ଚିନ୍ତାଧାରା ସହ…

Continue Readingଲିଟିଲ ହାର୍ଟସ ଟଡ଼ଲର୍ସ ଏକାଡେମୀରେ ବାର୍ଷିକ ପ୍ରଦର୍ଶନୀ, ୩୦୦ରୁ ଊର୍ଦ୍ଧ୍ବ ପ୍ରକଳ୍ପ ପ୍ରଦର୍ଶିତ

ବାଇକ୍ ଚୋରି ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଳା ମୁଖ୍ୟ ଡ଼ାକଘର ପରିସରରୁ ଶନିବାର ଏକ ବାଇକ୍ ଚୋରି ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଯେ, ଡ଼ାକ କର୍ମଚାରୀ ପ୍ରଦୀପ କୁମାର ସାମଲ ଶନିବାର ସକାଳେ ତାଙ୍କ ବାଇକ୍(ଓଡି୧୯-୩୮୭୧)ଟିକୁ କାର୍ଯ୍ୟାଳୟ ପଛପାଖରେ ରଖିଥିଲେ। ଅପରାହ୍ନ ୪ଟାରେ ଆସି…

Continue Readingବାଇକ୍ ଚୋରି ଅଭିଯୋଗ

୨୮ ରେ ବିଧାନସଭା ଘେରାଉ କରିବ ପାଚିକା ସହାୟିକା ସଂଘ, ଆଜି ପ୍ରସ୍ତୁତି ଶେଷ

ଅନୁଗୁଳ: ସ୍ଥାନୀୟ ସାଇ ମନ୍ଦିରସ୍ଥିତ ଏସୟୁସିଆଇ କମ୍ୟୁନିଟି କାର୍ଯ୍ୟାଳୟ ଠାରେ କେନ୍ଦ୍ରୀୟ ଶ୍ରମିକ ସଂଗଠନର ଏଆଇୟୁଟିୟୁସି ସହବନ୍ଧିତ ଓଡ଼ିଶା ମିଳିତ ବିଦ୍ୟାଳୟ ପାଚିକା ସହାୟିକା ସଂଘ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଆସନ୍ତା…

Continue Reading୨୮ ରେ ବିଧାନସଭା ଘେରାଉ କରିବ ପାଚିକା ସହାୟିକା ସଂଘ, ଆଜି ପ୍ରସ୍ତୁତି ଶେଷ

ପ୍ରଜାପିତା ବ୍ରହ୍ମା କୁମାରୀ ଅନୁଷ୍ଠାନର ସୁବର୍ଣ୍ଣ ଜୟନ୍ତୀ ସମାରୋହ: ମାତୃଭାଷାରେ ପଢିଲେ ପିଲାଙ୍କ ଜ୍ଞାନର ଅଭ୍ୟୁଦୋୟ ଘଟିବ- ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ: ଅନୁଗୁଳ ସଭାଘରଠାରେ ରବିବାର ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ମାତୃଭାଷାରେ…

Continue Readingପ୍ରଜାପିତା ବ୍ରହ୍ମା କୁମାରୀ ଅନୁଷ୍ଠାନର ସୁବର୍ଣ୍ଣ ଜୟନ୍ତୀ ସମାରୋହ: ମାତୃଭାଷାରେ ପଢିଲେ ପିଲାଙ୍କ ଜ୍ଞାନର ଅଭ୍ୟୁଦୋୟ ଘଟିବ- ଧର୍ମେନ୍ଦ୍ର ପ୍ରଧାନ

କଳା ଓ ସଂସ୍କୃତି ପ୍ରତିଷ୍ଠାନ ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା

ଅନୁଗୁଳ: ଅନୁଗୁଳ ଉଚ୍ଚ ବିଦ୍ୟାଳୟରେ ଉତ୍କଳ କଳା ଓ ସଂସ୍କୃତି ପ୍ରତିଷ୍ଠାନ ଅନୁଗୁଳ ଶାଖା ପକ୍ଷରୁ ଆଜି ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ସିନେ ଅଭିନେତା ଅଶୋକ ଦାସ ମୁଖ୍ୟ ଅତିଥି ଭାବେ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ସମ୍ନାନିତ ଅତିଥି…

Continue Readingକଳା ଓ ସଂସ୍କୃତି ପ୍ରତିଷ୍ଠାନ ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା