ଓସିଏସ୍ ପରୀକ୍ଷାର୍ଥୀଙ୍କ ପାଇଁ ପୁଣି ଏକ ସୁଯୋଗ, ପୁଣିଥରେ ପରୀକ୍ଷା ଦେଇପାରିବେ ବୋଲି ରାଜ୍ୟ ସରକାରଙ୍କ ଘୋଷଣା

ଭୁବନେଶ୍ୱର : ଓସିଏସ୍ ପରୀକ୍ଷାର୍ଥୀଙ୍କୁ ପୁଣି ଏକ ସୁଯୋଗ ଦେଇଛନ୍ତି ରାଜ୍ୟ ସରକାର। ତିନିଟି ସୁଯୋଗ ସରିଥିଲେ ବି ପରୀକ୍ଷା ପାଇଁ ତାଙ୍କୁ ଆଉ ଏକ ସୁଯୋଗ ଦିଆଯିବ। ୨୦୧୯, ୨୦୨୦ ଓ ୨୦୨୧ରେ ଯେଉଁମାନେ ପରୀକ୍ଷା ଦେଇଥିଲେ, ସେମାନଙ୍କୁ ପୁଣି…

Continue Readingଓସିଏସ୍ ପରୀକ୍ଷାର୍ଥୀଙ୍କ ପାଇଁ ପୁଣି ଏକ ସୁଯୋଗ, ପୁଣିଥରେ ପରୀକ୍ଷା ଦେଇପାରିବେ ବୋଲି ରାଜ୍ୟ ସରକାରଙ୍କ ଘୋଷଣା

ଆସନ୍ତା ୨ ଦିନ ଘନ କୁହୁଡ଼ି

ଭୁବନେଶ୍ୱର: ଆସନ୍ତା ୪-୫ ଦିନ ଯାଏ ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ବଢ଼ିଯିବ। ସାମୁଦ୍ରିକ ବାୟୁ ପ୍ରଭାବରେ ରାଜ୍ୟରେ ଏହି ରାତି ତାପମାତ୍ରା ବୃଦ୍ଧି ପାଇଛି। ଫଳରେ ରାଜ୍ୟରେ ଶୀତର ବିଶେଷ ପ୍ରଭାବ ରହିବନି। କିନ୍ତୁ ଘନ କୁହୁଡ଼ି ପଡ଼ିବ।…

Continue Readingଆସନ୍ତା ୨ ଦିନ ଘନ କୁହୁଡ଼ି

ଶ୍ରୀମନ୍ଦିରକୁ ସ୍ମାର୍ଟ ଫୋନ୍‌ ନିଷିଦ୍ଧ, ନେଇହେବ କ୍ୟାମେରା ନ ଥିବା କିପ୍ୟାଡ୍‌ ଫୋନ୍‌

ପୁରୀ: ନୂଆବର୍ଷଠାରୁ ଶ୍ରୀମନ୍ଦିରକୁ ସ୍ମାର୍ଟ ଫୋନ୍‌ ନିଷିଦ୍ଧ ହୋଇଛି। ଏହା କେବଳ ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀଙ୍କ ପାଇଁ ଲାଗୁ ହୋଇଛି। ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ, ନୂଆ ବର୍ଷ ଠାରୁ ଏହି ନୂଆ ନିୟମ ଲାଗୁ ହୋଇଛି।…

Continue Readingଶ୍ରୀମନ୍ଦିରକୁ ସ୍ମାର୍ଟ ଫୋନ୍‌ ନିଷିଦ୍ଧ, ନେଇହେବ କ୍ୟାମେରା ନ ଥିବା କିପ୍ୟାଡ୍‌ ଫୋନ୍‌

ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ତଦନ୍ତ କରୁଛି ବନ ବିଭାଗ

ବନ୍ତଳା : ଅନୁଗୁଳ ବ୍ଲକ ହମାମିରା ଗାଁରେ ହାତୀ ଆକ୍ରମଣରେ ଆଜି ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ବନ୍ତଳା ପୋଲିସ ଓ ବନ ବିଭାଗ ପହଞ୍ଚି ତଦନ୍ତ କରୁଛନ୍ତି। ସୂଚନା ଅନୁଯାୟୀ, ଅନୁଗୁଳ ବ୍ଲକ ବନ୍ତଳା ବନାଞ୍ଚଳ ହମାମିରା ଗାଁର ନିତ୍ୟା…

Continue Readingହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ତଦନ୍ତ କରୁଛି ବନ ବିଭାଗ

ବର୍ଷ ଆରମ୍ଭରୁ ରାଜ ପରିବାରରେ ଦୁଃଖ, ଜୟପୁରର ଶେଷ ରାଣୀ ରମାକୁମାରୀ ଦେବୀଙ୍କ ପରଲୋକ

ଜୟପୁର: ଚାଲିଗଲେ ଶେଷ ରାଣୀ। ବର୍ଷ ଆରମ୍ଭରୁ ରାଜ ପରିବାରରେ ଦୁଃଖଦ ଖବର। ଜୟପୁର ରାଜ ପରିବାରର ଶେଷ ରାଣୀ ରାଜମାତା ରମାକୁମାରୀ ଦେବୀଙ୍କ ୯୦ ବର୍ଷ ବୟସରେ ଜୟପୁର ସ୍ଥିତ ମୋତି ପେଲେସରେ ପରଲୋକ ହୋଇଛି। ବର୍ତ୍ତମାନ ରାଣୀଙ୍କ ନିକଟରେ…

Continue Readingବର୍ଷ ଆରମ୍ଭରୁ ରାଜ ପରିବାରରେ ଦୁଃଖ, ଜୟପୁରର ଶେଷ ରାଣୀ ରମାକୁମାରୀ ଦେବୀଙ୍କ ପରଲୋକ

ଟ୍ରକ୍-ବାଇକ ମୁହାଁମୁହିଁ ଧକ୍କା, ପୋଡ଼ି ପାଉଁଶ ହୋଇଗଲା ଦୁଇ ଗାଡ଼ି

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ନୂଆହତା ପଞ୍ଚାୟତର ଜୋରାଗାଡିଆ ଛକର ଗ୍ରୀଡ ସାମ୍ନା ୫୫ନମ୍ବର ଜାତୀୟ ରାଜପଥରେ ବାଇକ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଦୁଇ ଗାଡି ପୋଡ଼ି ପାଉଁଶ ହୋଇଯାଇଛି। ସୂଚନା ଅନୁଯାୟୀ ଟ୍ରକ୍(ଓଡି ୧୯ ଏଲ…

Continue Readingଟ୍ରକ୍-ବାଇକ ମୁହାଁମୁହିଁ ଧକ୍କା, ପୋଡ଼ି ପାଉଁଶ ହୋଇଗଲା ଦୁଇ ଗାଡ଼ି

ମିଲରୁ ଧାନ ଚୋରି କରିବା ବେଳେ ଧରା ପଡ଼ି ବନ୍ଧା ହେଲେ ଯୁବକ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ବେନ୍ତପୁରରୁ ଧାନ ଚୋରି କରୁଥିବା ବେଳେ ଜଣେ ଯୁବକ ଧରାପଡ଼ିଛନ୍ତି। ଅଭିଯୁକ୍ତ ହେଲେ କୁମୁରିସିଂହା ଗ୍ରାମର ଶିବ ବେହେରା। ତାଙ୍କୁ ପୋଲିସ ଗିରଫ କରିଛି। ସୂଚନା ମୁତାବକ, ବେନ୍ତପୁରର ପ୍ରଶାନ୍ତ ପଣ୍ଡାଙ୍କ ଧାନ ମିଲରୁ…

Continue Readingମିଲରୁ ଧାନ ଚୋରି କରିବା ବେଳେ ଧରା ପଡ଼ି ବନ୍ଧା ହେଲେ ଯୁବକ

କାଳ ହେଲା ମୁକୁଳା ନାଳ, ଡ୍ରେନରେ ପଡ଼ି ଗଲା ଜଣଙ୍କ ଜୀବନ

ଅନୁଗୁଳ: ମୁକୁଳା ନାଳ ନେଲା ଜୀବନ। ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ପୋକତୁଙ୍ଗା ଗ୍ରାମର ହରିଜନ ସାହିରେ ନବ ବର୍ଷ ପାଳନ ବେଳେ ମୁକୁଳା ନାଳରେ ପଡ଼ି ଜଣଙ୍କ ଜୀବନ ଯାଇଛି। ମୃତକ ସାହିର ମଙ୍ଗୁଳୁ ଗୋଛାୟତ ବୋଲି ଜଣାଯାଇଛି। ସୂଚନା…

Continue Readingକାଳ ହେଲା ମୁକୁଳା ନାଳ, ଡ୍ରେନରେ ପଡ଼ି ଗଲା ଜଣଙ୍କ ଜୀବନ

ଶିକାରୀ ଫାସରେ ପୁଣି ପଡ଼ିଲା ବାଘ

ବନ୍ତଳା: ଅନୁଗୁଳ ବନଖଣ୍ଡ ଅଞ୍ଚଳରେ ପୁଣି ଏକ କଲରାପତରିଆ ବାଘ ଫାଶରେ ପଡ଼ିଛି। ଫାଶରେ ପଡ଼ି ସାରା ରାତି ଛଟପଟ ହେବା ପରେ ରବିବାର ବନ କର୍ମଚାରୀମାନେ ବାଘଟିକୁ ଉଦ୍ଧାର କରିଛନ୍ତି । ଟ୍ରାଙ୍କୁଲାଇଜ୍ କରି ତାକୁ ଯନ୍ତାରେ ରଖିବା ପରେ…

Continue Readingଶିକାରୀ ଫାସରେ ପୁଣି ପଡ଼ିଲା ବାଘ

ସ୍ମାଇଲ ଗ୍ରୁପ୍ ତରଫରୁ ନବ ବର୍ଷରେ ସ୍ଵେଚ୍ଛାକୃତ ରକ୍ତଦାନ

ଅନୁଗୁଳ: ସ୍ଥାନୀୟ ରନ୍ତଲେଇ ସ୍ମାଇଲ ଗ୍ରୁପ ତରଫରୁ ଇଂରାଜୀ ନବବର୍ଷ ଅବସରରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରାଜ୍ୟ ରକ୍ତ ଭଣ୍ଡାରରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଏଥିରେ ୬୧ ଜଣ ସ୍ଵେଚ୍ଛାକୃତ ଭାବେ ରକ୍ତ ଦାନ…

Continue Readingସ୍ମାଇଲ ଗ୍ରୁପ୍ ତରଫରୁ ନବ ବର୍ଷରେ ସ୍ଵେଚ୍ଛାକୃତ ରକ୍ତଦାନ