ଅନୁଗୁଳରେ ବନ୍ୟା ପରିସ୍ଥିତି ସାଂଘାତିକ, ଏବେ ବି ଜଳବନ୍ଦୀ ଅଛନ୍ତି ଶତାଧିକ ପରିବାର

ଅନୁଗୁଳ: ଲଗାଣ ବର୍ଷା ପରେ ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। ଅନୁଗୁଳ ଜିଲ୍ଲାରେ ମଧ୍ୟ ସ୍ଥିତି ସମାନ ରହିଛି। ଅନୁଗୁଳ ବ୍ଲକ ଓ ଆଠମଲ୍ଲିକ ବ୍ଲକର ଅନେକ ପଞ୍ଚାୟତ ଏବେ ପାଣି ଘେରରେ। ବନ୍ୟା ପ୍ରଭାବିତ…

Continue Readingଅନୁଗୁଳରେ ବନ୍ୟା ପରିସ୍ଥିତି ସାଂଘାତିକ, ଏବେ ବି ଜଳବନ୍ଦୀ ଅଛନ୍ତି ଶତାଧିକ ପରିବାର

ଓପି ଜିନ୍ଦଲ ଅନୁଗୁଳ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ, ଆଠଗଡ଼କୁ ୨-୧ ଗୋଲରେ ହରାଇଲା ପତାକା

ଅନୁଗୁଳ: ଓପି ଜିନ୍ଦଲ ଅନୁଗୁଳ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଗ୍ରୁପ ବି ଆଜିର କ୍ୱାଟରଫାଇନାଲ ମ୍ୟାଚରେ ଆଠଗଡ଼କୁ ୨-୧ ଗୋଲରେ ପରାସ୍ତ କରି ଆଠମଲ୍ଲିକର ପତାକା ଅଷ୍ଟକିଳା କ୍ଲବ ସେମିଫାଇନାଲକୁ ଉନ୍ନୀତ ହୋଇଛି। ଆଜି ଅନୁଷ୍ଠତ ଖେଳକୁ ମୁଖ୍ୟ ରେଫରୀ ସଲିଲ…

Continue Readingଓପି ଜିନ୍ଦଲ ଅନୁଗୁଳ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ, ଆଠଗଡ଼କୁ ୨-୧ ଗୋଲରେ ହରାଇଲା ପତାକା

ଆଜି ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୪ର୍ଥ ଶ୍ରାଦ୍ଧ ଦିବସ, ଶ୍ରଦ୍ଧାଞ୍ଜଳି ଜଣାଇଲେ ବଡ଼ ବଡ଼ ନେତା

ଭୁବନେଶ୍ବର: ଆଜି ହେଉଛି ଭାରତରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧ ଦିବସ। ଏ ଅବସରରେ ଆଜି ସମସ୍ତେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି। ଏକ ସମୃଦ୍ଧ ଭାରତ ଗଠନରେ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ଆଜି ବାଜପେୟୀଙ୍କ ପୁଣ୍ୟତିଥିରେ…

Continue Readingଆଜି ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୪ର୍ଥ ଶ୍ରାଦ୍ଧ ଦିବସ, ଶ୍ରଦ୍ଧାଞ୍ଜଳି ଜଣାଇଲେ ବଡ଼ ବଡ଼ ନେତା

ମେଡିକାଲର ବିଭିନ୍ନ ସମସ୍ୟା ଦୂର ପାଇଁ ୭ଦଫା ଦାବିପତ୍ର ପ୍ରଦାନ

ଅନୁଗୁଳ:ଅନୁଗୁଳ ମେଡିକାଲର ବିଭିନ୍ନ ସମସ୍ୟା ତଥା ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ଆଜି ଅନୁଗୁଳ ଜନ ଜୀବନ ସୁରକ୍ଷା କମିଟିର ଏକ ପ୍ରତିନିଧି ଦଳ ୭ଦଫା ଦାବି ନେଇ ଅନୁଗୁଳ ଏଡିଏମ୍‌ଓ ଡା ମାନସ ରଞ୍ଜନ ବିଶ୍ୱାଳଙ୍କ ଜରିଆରେ ସିଡିଏମ୍ଓଙ୍କୁ…

Continue Readingମେଡିକାଲର ବିଭିନ୍ନ ସମସ୍ୟା ଦୂର ପାଇଁ ୭ଦଫା ଦାବିପତ୍ର ପ୍ରଦାନ

୪ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରି ବାଳାଶ୍ରମକୁ ପଠାଇଲା ଚାଇଲ୍ଡ ଲାଇନ୍

ଅନୁଗୁଳ : ନତଡ଼ା ଅଞ୍ଚଳରୁ ୪ ଜଣ ନାବାଳକଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି ଅନୁଗୁଳ ଚାଇଲ୍ଡ ଲାଇନ୍ । ସୂଚନା ମୁତାବକ, ସ୍ଥାନୀୟ ଅଞ୍ଚଳରେ ଏକ ଠିକାଦାରଙ୍କ ଅଧୀନରେ ରେଳ ବିଭାଗର ରାସ୍ତା କାମ ଚାଲିଛି। ସେଠାରେ କଳାହାଣ୍ଡି ଜିଲ୍ଲାର…

Continue Reading୪ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରି ବାଳାଶ୍ରମକୁ ପଠାଇଲା ଚାଇଲ୍ଡ ଲାଇନ୍

ବର୍ଷାରେ କାଉନସିଲରଙ୍କ ଘର ଭୁଶୁଡ଼ିଲା

ଅନୁଗୁଳ: ଗତ କିଛି ଦିନ ଧରି ହୋଇଥିବା ଲଗାଣ ବର୍ଷାରେ ଅନୁଗୁଳ ପୌରପାଳିକାର ୧୭ ନମ୍ବର ୱାର୍ଡର କାଉନସିଲର ସଂଯୁକ୍ତା ନନ୍ଦଙ୍କ ଚାଳଘରର ଗୋଟିଏ କାନ୍ଥ ଭୁଶୁଡି ପଡିଥିଲା। ସେ ଦୀର୍ଘ ଦିନ ଧରି ଚାଳ ଛପର ଘରେ ରହି ଆସୁଥିଲେ।…

Continue Readingବର୍ଷାରେ କାଉନସିଲରଙ୍କ ଘର ଭୁଶୁଡ଼ିଲା

ଓପି ଜିନ୍ଦଲ ଅନୁଗୁଳ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ, ଡୋନା କ୍ଲବକୁ ୫-୦ ଗୋଲରେ ହରାଇଲା ପତାକା

ଅନୁଗୁଳ: ଓପି ଜିନ୍ଦଲ ଅନୁଗୁଳ କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜିର ମ୍ୟାଚରେ ଅନୁଗୁଳ ଡୋନା କ୍ଲବକୁ ଆଠମଲ୍ଲିକର ପତାକା କ୍ଲବ ୫-୦ ଗୋଲରେ ହରାଇ ଥିଲା। ମ୍ୟାଚ ପରିଚାଳନା କରିଥିଲେ ଶ୍ରୀମୁଖ ଗଡନାୟକ। ଜିନ୍ଦଲର ମହାପ୍ରବନ୍ଧକ ଆଶିଷ ରଞ୍ଜନ ମହାନ୍ତି, ଜିଲ୍ଲା…

Continue Readingଓପି ଜିନ୍ଦଲ ଅନୁଗୁଳ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ, ଡୋନା କ୍ଲବକୁ ୫-୦ ଗୋଲରେ ହରାଇଲା ପତାକା

ଦେଶ ବିଭାଜନର ସ୍ମୃତିଚାରଣ କାର୍ଯ୍ୟକ୍ରମ, ଯୋଗ ଦେଲେ ବର୍ଷିଆନ୍ ସ୍ୱାଧୀନତା ସଂଗ୍ରାମୀ

ତାଳଚେର: ତାଳଚେର ସ୍ୱୟଂ ଶାସିତ ମହାବିଦ୍ୟାଳୟର ସଭାଗୃହ ଠାରେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ବିଭାଜନର ସ୍ମୃତି ଚାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅଧ୍ୟକ୍ଷ ଡଃ ବିନୟ କୁମାର ଖିଲାରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଅଧ୍ୟାପକ ଶଶାଙ୍କ ଶେଖର…

Continue Readingଦେଶ ବିଭାଜନର ସ୍ମୃତିଚାରଣ କାର୍ଯ୍ୟକ୍ରମ, ଯୋଗ ଦେଲେ ବର୍ଷିଆନ୍ ସ୍ୱାଧୀନତା ସଂଗ୍ରାମୀ

ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରଥମ ଅଭିଭାବକ ବୈଠକ

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ଗଡ଼ସନ୍ତ୍ରୀ ପଞ୍ଚାୟତ ନେହରୁ ଉଚ୍ଚ ବିଦ୍ୟାଳୟରେ ରବିବାର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରଥମ ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ପ୍ରାୟ ୫୦ ରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀଙ୍କ ଅଭିଭାବକ ଯୋଗ ଦେଇଥିଲେ। ବୈଠକରେ ଛାତ୍ରଛାତ୍ରୀଙ୍କ ପାଇଁ…

Continue Readingଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରଥମ ଅଭିଭାବକ ବୈଠକ

କାଲି ବର୍ଷା କମିବ, କିନ୍ତୁ ବୁଧବାରଠୁ ପୁଣି ଛେଚିବ

ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ୍ ସୋମବାର ଠାରୁ କମିବ ବର୍ଷାର ପରିମାଣ କମିବ। ମଙ୍ଗଳବାର ପାଇଁ କୌଣସି ସତର୍କ ସୂଚନା ନାହିଁ। କିନ୍ତୁ ବୁଧବାର ଓ ଗୁରୁବାର ଠାରୁ ପୁଣି ବର୍ଷା ବଢ଼ିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ଅନ୍ୟପଟେ ସୁଦୃଶ୍ୟ…

Continue Readingକାଲି ବର୍ଷା କମିବ, କିନ୍ତୁ ବୁଧବାରଠୁ ପୁଣି ଛେଚିବ