୩୬ଘଣ୍ଟା ପରେ ଡେରଜାଙ୍ଗ ଡ୍ୟାମ୍ରେ ଭାସମାନ ଅବସ୍ଥାରେ ମିଳିଲା ବୁଡ଼ିଥିବା ଯୁବକଙ୍କ ମୃତଦେହ, ବ୍ୟବଚ୍ଛେଦ ପାଇଁ ପଠାଇଲା ପୋଲିସ
ଅନୁଗୁଳ: ୩୬ ଘଣ୍ଟା ପରେ ମିଳିଲା ସ୍ଥାନୀୟ ଡେରଜାଙ୍ଗ ଜଳ ଭଣ୍ଡାରରେ ବୁଡ଼ି ଯାଇଥିବା ଯୁବକଙ୍କ ମୃତ ଦେହ। ଦୀର୍ଘ ସମୟ ଧରି ଓଡ୍ରାଫ ଓ ଅଗ୍ନିଶମ ବିଭାଗ ତାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ବିଫଳ ହୋଇଥିବା ବେଳେ ଆଜି ତାଙ୍କ…
