ଚକବନ୍ଦୀ ରେକର୍ଡକୁ ଉଚ୍ଛେଦ କରି ଶାବକ ଦଖଲ ଅନୁଯାୟୀ ପଟ୍ଟା ପ୍ରଦାନ ଲାଗି ଚାଷୀଙ୍କ ଦାବି

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ କୁରୁଡ଼ୋଲ ପଞ୍ଚାୟତର ନୂଆପଡ଼ା ଶିବ ମନ୍ଦିରରେ ଚାଷୀ ସୁରକ୍ଷା କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ସହ ସାଧାରଣ ସଭା ଅନୁଷ୍ଠିତ ହୋଇଛି। ସୂଚନା ଅନୁଯାୟୀ, ଜିଲ୍ଲାର ୯୨ ଟି ଗ୍ରାମର ଚକବନ୍ଦୀ ରେକର୍ଡକୁ ଉଚ୍ଛେଦ କରି…

Continue Readingଚକବନ୍ଦୀ ରେକର୍ଡକୁ ଉଚ୍ଛେଦ କରି ଶାବକ ଦଖଲ ଅନୁଯାୟୀ ପଟ୍ଟା ପ୍ରଦାନ ଲାଗି ଚାଷୀଙ୍କ ଦାବି

ରାଜ୍ୟ ରାଜନୀତିର ଅପରାଧିକରଣକୁ ପ୍ରତିବାଦ, ବିଜେପିର ସତ୍ୟାଗ୍ରହ ଜାରି

ଅନୁଗୁଳ: ଆଜି ସ୍ଥାନୀୟ ଅନୁଗୁଳ ସହର ସଭା ଘର ସମ୍ମୁଖ ଗୋପବନ୍ଧୁ ପାର୍କ ସମ୍ମୁଖରେ ବିଜେପି ପକ୍ଷରୁ ସତ୍ୟାଗ୍ରହ କରାଯାଇଛି। ଓଡ଼ିଶା ଏବେ ରାଜନୈତିକ ନେତାଙ୍କ ଅପରାଧର ଚରାଭୂଇଁ ପାଲଟିଛି। ଏଣୁ ରାଜ୍ୟ ରାଜନୀତିର ଅପରାଧିକରଣ ପ୍ରତିବାଦରେ ବିଜେପି ସତ୍ୟାଗ୍ରହ କରିଛି।…

Continue Readingରାଜ୍ୟ ରାଜନୀତିର ଅପରାଧିକରଣକୁ ପ୍ରତିବାଦ, ବିଜେପିର ସତ୍ୟାଗ୍ରହ ଜାରି

ଭାରପ୍ରାପ୍ତ ଅଧିକାରୀରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ: ମେଡିସିନ ସ୍ପେସାଲିଷ୍ଟଙ୍କ ବଦଳି

ଅନୁଗୁଳ: ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ଅନୁଗୁଳ ଦୁଇ ଡାକ୍ତରଙ୍କ ବଦଳି ହୋଇଛି।ମେଡିସିନ ସ୍ପେସାଲିଷ୍ଟ ଡା ଦିଗାମ୍ବର ସାହୁଙ୍କୁ ସରକାର ପଦୋନ୍ନତି ଦେଇ କାମାକ୍ଷା ନଗର ହସ୍ପିଟାଲ ସୁପରିନଟେଣ୍ଡେଣ୍ଟ ଭାବେ…

Continue Readingଭାରପ୍ରାପ୍ତ ଅଧିକାରୀରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ: ମେଡିସିନ ସ୍ପେସାଲିଷ୍ଟଙ୍କ ବଦଳି

ବିପଦ ସଂକୁଳ ପୌରପାଳିକା ମାର୍କେଟ

ଅନୁଗୁଳ: ଆଜି ବଡି ଭୋର ସମୟରେ ଅନୁଗୁଳ ଅମଲାପଡ଼ା ଶିଶୁ ଉଦ୍ୟାନ ପାଖ ଜୟଦୁର୍ଗା ମାର୍କେଟର ଦୋକାନ ଛାତ ଫିନ ଭାଙ୍ଗିଯାଇ ସିମେଣ୍ଟ ଚକଡ଼ା ଖସି ପଡିଥିଲା ଓ ବଡ ଖଣ୍ଡେ ଛଡ଼ ସହ ଝୁଲି ରହିଥିଲା। ଦୋକାନସବୁ ବନ୍ଦ ଥିବାରୁ…

Continue Readingବିପଦ ସଂକୁଳ ପୌରପାଳିକା ମାର୍କେଟ

ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି ଶିବିର

ଅନୁଗୁଳ: ଅନୁଗୁଳ ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି ଶିବିର ସୋମବାର ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଦାଖଲ ହୋଇଥିବା ସମୁଦାୟ ୪୬ଟି ଅଭିଯୋଗରୁ ୪୦ଟି ବ୍ୟକ୍ତିଗତ…

Continue Readingଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି ଶିବିର

ଜାତୀୟ ସମର କଳା ପ୍ରତିଯୋଗିତା ପାଇଁ ଜମ୍ମୁ କାଶ୍ମୀର ଯିବେ ଅନୁଗୁଳର ୫ ଖେଳାଳି

ଅନୁଗୁଳ : ଚଳିତ ମାସ ୩୦ ତାରିଖ ଠାରୁ ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ଜମ୍ମୁ କାଶ୍ମୀର ଠାରେ ଅନୁଷ୍ଠିତ ହେବାକୁ ଯାଉଛି ୨୩ତମ ଜାତୀୟସ୍ତରୀୟ ସମର କଳା ପ୍ରତିଯୋଗିତା। ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ଲାଗି ଅନୁଗୁଳ ଜିଲ୍ଲାରୁ…

Continue Readingଜାତୀୟ ସମର କଳା ପ୍ରତିଯୋଗିତା ପାଇଁ ଜମ୍ମୁ କାଶ୍ମୀର ଯିବେ ଅନୁଗୁଳର ୫ ଖେଳାଳି

ଚା’ ଵାଲା ଖୋଜୁଛି ….

ଅନୁଗୁଳ: ସକାଳ ଚା' ଖଟିରେ ଜଣେ ଭଦ୍ର ଲୋକ ଗପୁଥିଲେ। ଝାରଖଣ୍ଡି ଚା' ଵାଲା କଥା। ଆମେ ପଚାରିଲୁ କଣ ହେଇଛି। ଭଦ୍ର ଲୋକ ଜଣକ କହିବା ଆରମ୍ଭ କଲେ ଗୋଟେ ଅଫିସ କାମରେ ଜିଲ୍ଲା କର୍ଯ୍ୟାଳୟକୁ ଯାଇଥିଲି। ବୁଲୁ ବୁଲୁ…

Continue Readingଚା’ ଵାଲା ଖୋଜୁଛି ….

ବିଶିଷ୍ଟ ଶ୍ରମିକ ନେତା ଦ୍ୱାରିକା ମୋହନ ମିଶ୍ରଙ୍କ ପରଲୋକ, ଶୋକବ୍ୟକ୍ତ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ: ଶ୍ରମିକ ଗୌରବ, ବିଶିଷ୍ଟ ଶ୍ରମିକ ନେତା, ଲେଖକ, ସୁବକ୍ତା ତଥା ଢେଙ୍କାନାଳସ୍ଥିତ ଦତ୍ତାତ୍ରୟ ସାଇ ଆଶ୍ରମର ପ୍ରତିଷ୍ଠାତା ତାଳଚେରର ଜନନେତା ଦ୍ୱାରିକା ମୋହନ ମିଶ୍ରଙ୍କ ପରଲୋକ ଘଟିଛି। ତାଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକବ୍ୟକ୍ତ କରିଛନ୍ତି। ଧର୍ମେନ୍ଦ୍ର…

Continue Readingବିଶିଷ୍ଟ ଶ୍ରମିକ ନେତା ଦ୍ୱାରିକା ମୋହନ ମିଶ୍ରଙ୍କ ପରଲୋକ, ଶୋକବ୍ୟକ୍ତ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବାଜପେୟୀଙ୍କ ଜୟନ୍ତୀରେ ରକ୍ତଦାନ ଶିବିର, ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କ୍ରିକେଟର ଗୌତମ ଗମ୍ଭୀର

ଅନୁଗୁଳ: ଅନୁଗୁଳ ସହର ଗାନ୍ଧି ମାର୍ଗ ସ୍ଥିତ ସରଳିଆ ଭବନରେ ରବିବାର ଆମ ଅନୁଗୁଳ ଆମ ଗୌରବ ଅନୁଷ୍ଠାନ ପକ୍ଷରୁ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଛି। ଭାରତ ରତ୍ନ ସ୍ଵର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ…

Continue Readingବାଜପେୟୀଙ୍କ ଜୟନ୍ତୀରେ ରକ୍ତଦାନ ଶିବିର, ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କ୍ରିକେଟର ଗୌତମ ଗମ୍ଭୀର

କୂଅରେ ଗଳି ପଡ଼ିଲା ଖାଦ୍ୟ ଅନ୍ୱେଷଣରେ ଆସିଥିବା ଭାଲୁ, ଉଦ୍ଧାର କଲା ବନ ବିଭାଗ

ଛେଣ୍ଡିପଦା: ସ୍ଥାନୀୟ ଛେଣ୍ଡିପଦା ରେଞ୍ଜ କରୁଡ଼ା ଗ୍ରାମର ଆମ୍ବୁରି ସାହିର ଏକ କୂଅରୁ ଛେଣ୍ଡିପଦା ବନ ବିଭାଗ ଏକ ଭାଲୁ ଉଦ୍ଧାର କରିଛି। ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଖାଦ୍ୟ ଅନ୍ୱେଷଣରେ ଆସିଥିବା ଏକ ଭାଲୁ ଆମ୍ବୁରି ସାହିର ସୁକୁଟୁ…

Continue Readingକୂଅରେ ଗଳି ପଡ଼ିଲା ଖାଦ୍ୟ ଅନ୍ୱେଷଣରେ ଆସିଥିବା ଭାଲୁ, ଉଦ୍ଧାର କଲା ବନ ବିଭାଗ