ଅମୃତ ମହୋତ୍ସବରେ ତ୍ରିରଙ୍ଗାମୟ ହେବ ଅନୁଗୁଳ, ସଂକଳ୍ପ ନେଲା ବିଜେପି

ଅନୁଗୁଳ : ସ୍ୱାଧୀନତାର ୭୫ ବର୍ଷ ପୂରଣ ଅବସରରେ ଚଳିତବର୍ଷ ପାଳିତ ହେଉଛି ଅମୃତ ମହୋତ୍ସବ। ଏଥିପାଇଁ ଆସନ୍ତା ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଇଁ ଅନୁଗୁଳ ଭାରତୀୟ ଜନତା ପାର୍ଟି ଜିଲ୍ଲା କାର୍ଯ୍ୟାଳୟ…

Continue Readingଅମୃତ ମହୋତ୍ସବରେ ତ୍ରିରଙ୍ଗାମୟ ହେବ ଅନୁଗୁଳ, ସଂକଳ୍ପ ନେଲା ବିଜେପି

ସ୍ତ୍ରୀ ନିର୍ଯାତନା ଅଭିଯୋଗରେ ସ୍ବାମୀ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗ ପାତ୍ରପଡ଼ା ଗାଁର ପ୍ରାଣବନ୍ଧୁ ସାହୁ ସ୍ତ୍ରୀ ନିର୍ଯାତନା ଅଭିଯୋଗରେ ଗିରଫ ହୋଇଛନ୍ତି। ସୂଚନା ମୁତାବକ, ୪ ତାରିଖ ସନ୍ଧ୍ୟାରେ ପ୍ରାଣବନ୍ଧୁ ତାଙ୍କ ସ୍ତ୍ରୀ ମୀନତି ପ୍ରଧାନ(୨୫) ଙ୍କୁ ଏକ ଲକ୍ଷ ଟଙ୍କା ଯୌତୁକ…

Continue Readingସ୍ତ୍ରୀ ନିର୍ଯାତନା ଅଭିଯୋଗରେ ସ୍ବାମୀ ଗିରଫ

ଝାଡୁଦାରଙ୍କୁ ରେନକୋଟ ବଣ୍ଟନ

ଅନୁଗୁଳ: ଅନୁଗୁଳ ପୌରପାଳିକାର ୧୩୩ଜଣ ଠିକା ଝାଡୁଦାରଙ୍କୁ ପୋୖରାଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ ଆଜି ରେନକୋଟ ବଣ୍ଟନ କରିଥିଲେ।ଖରା ବର୍ଷାରେ ଝାଡୁଦାର ମାନେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମକୁ ଯେଭଳି ସଫଳ କରାଇଛନ୍ତି ତାହା ବେଶ ପ୍ରଶଂସନୀୟ ବୋଲି ଶ୍ରୀ ସାମନ୍ତ ପ୍ରକାଶ…

Continue Readingଝାଡୁଦାରଙ୍କୁ ରେନକୋଟ ବଣ୍ଟନ

ମହଙ୍ଗା ପଡ଼ିଲା ନଦୀରେ ଡିନାମାଇଟ ଫଟାଇ ମାଛ ମାରିବା, ହାତରେ ହେଲା ବିସ୍ଫୋରଣ

ଅନୁଗୁଳ: ନଦୀରେ ଡିନାମାଇଟ୍ ଫଟାଇ ମାଛ ମାରିବା ପଡ଼ିଲା ମହଙ୍ଗା। ବିସ୍ଫୋରଣରେ ଡିନାମାଇଟ୍ ପକାଇଥିବା ବ୍ୟକ୍ତି ଗୁରୁତର। ଆଜି ତାଳଚେରର ପାଇକ ସାହିରେ ଏଭଳି ଘଟଣା ଘଟିଛି। ସୂଚନା ମୁତାବକ, ସ୍ଥାନୀୟ ପାଇକ ସାହିର ଗଣେଶ୍ୱର ଥମ୍ବ ବ୍ରାହ୍ମଣୀ ନଦୀକୁ ମାଛ…

Continue Readingମହଙ୍ଗା ପଡ଼ିଲା ନଦୀରେ ଡିନାମାଇଟ ଫଟାଇ ମାଛ ମାରିବା, ହାତରେ ହେଲା ବିସ୍ଫୋରଣ

ବିଭିନ୍ନ ଦାବି ନେଇ କୋଲ୍ ଇଣ୍ଡିଆ ଆଇଟିଆଇ କର୍ମଚାରୀ ସଂଘର ବିକ୍ଷୋଭ ପ୍ରଦର୍ଶନ, ସମସ୍ୟା ସମାଧାନ ନହେଲେ ଆନ୍ଦୋଳନ କରିବାକୁ ଚେତାବନୀ

ତାଳଚେର : ତାଳଚେର ବ୍ଲକ କୋଲିୟରୀ ସ୍ଥିତ ଜଗନ୍ନାଥ ଏରିଆ ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୋଲ୍ ଇଣ୍ଡିଆ ଆଇଟିଆଇ ଏମ୍ପେ୍ଲାଇଜ୍ ଆସୋସିଏସନ୍ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିସହ କୋଇଲା ଖଣିର ଡାଇରେକ୍ଟ ପର୍ସନାଲ୍‌ଙ୍କ ଉଦ୍ଦେଶ୍ୟରେ ମହାପ୍ରବନ୍ଧକଙ୍କ ଜରିଆରେ ୭ ଦଫା…

Continue Readingବିଭିନ୍ନ ଦାବି ନେଇ କୋଲ୍ ଇଣ୍ଡିଆ ଆଇଟିଆଇ କର୍ମଚାରୀ ସଂଘର ବିକ୍ଷୋଭ ପ୍ରଦର୍ଶନ, ସମସ୍ୟା ସମାଧାନ ନହେଲେ ଆନ୍ଦୋଳନ କରିବାକୁ ଚେତାବନୀ

ଦର ଦାମ୍ ବୃଦ୍ଧି ପ୍ରତିବାଦରେ ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ଅନୁଗୁଳ: ଦରଦାମ ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା ସଭାପତିଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କେନ୍ଦ୍ର ସରକାରଙ୍କର ଦର ବୃଦ୍ଧି ରୋକିବା ପାଇଁ କୌଣସି ପ୍ରକାର ଉଦ୍ୟମ ନାହିଁ, ଫଳରେ ଦରବୃଦ୍ଧି ଯୋଗୁ…

Continue Readingଦର ଦାମ୍ ବୃଦ୍ଧି ପ୍ରତିବାଦରେ ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

୯ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅଞ୍ଚଳରେ ଜଣେ ୯ ବର୍ଷର ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ସୂଚନା ମୁତାବକ, ଗତ ୩୧ ତାରିଖରେ ସୌନା ସୋରେନ୍(୨୦) ନାମକ ଜଣେ ଯୁବକ ବାହାରେ ବୁଲୁଥିବା ୯ ବର୍ଷର ନାବାଳିକାଙ୍କୁ ବିସ୍କୁଟ ଦେବାକୁ…

Continue Reading୯ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ଅନ୍ତର୍ଜାତୀୟ ଆର୍ଦ୍ରଭୂମିର ମାନ୍ୟତା ପାଇଲା ସାତକୋଶିଆ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମହାନଦୀର ସାତକୋଶିଆ ଗଣ୍ଡ ଅନ୍ତର୍ଜାତୀୟ ସ୍ତରରେ ଏକ ପ୍ରାକୃତିକ ଆର୍ଦ୍ରଭୂମି ବା ରାମସର୍ ସାଇଟରେ ମାନ୍ୟତା ପାଇଛି। ଅଗଷ୍ଟ ୩ ତାରିଖରେ ବିଧିବଧ ଭାବେ କେନ୍ଦ୍ର ପରିବେଶ, ଜଂଗଲ ଓ ଜଳବାୟୁ ମନ୍ତ୍ରାଳୟ ଏହା ଘୋଷଣା କରିବା…

Continue Readingଅନ୍ତର୍ଜାତୀୟ ଆର୍ଦ୍ରଭୂମିର ମାନ୍ୟତା ପାଇଲା ସାତକୋଶିଆ

ବିଦେଶୀ ମଦ ଜବତ, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଲିପଟା ଗାଁରେ ପୁଲିସ ବୁଧବାର ରାତିରେ ଚଢ଼ାଉକରି ୨୪ ଲିଟର ବିଦେଶୀମଦ ଜବତ କରିଛି। ସୂଚନା ମୁତାବକ, ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୋଲିସ ବାଲିପଟା କୁସୁମସାହିର ପ୍ରମୋଦ କୁମାର ବେହେରା(୩୪)ଙ୍କ…

Continue Readingବିଦେଶୀ ମଦ ଜବତ, ଜଣେ ଗିରଫ

ସହକାରୀ ବ୍ୟାଙ୍କ ପରିଚାଳକଙ୍କୁ ଭୁଜାଲିରେ ଆକ୍ରମଣ

ଅନୁଗୁଳ: ଅନୁଗୁଳ ପ୍ରଗତି ନଗରରେ ରହୁଥିବା ଜଣେ ସହକାରୀ ବ୍ୟାଙ୍କ ପରିଚାଳକଙ୍କୁ ଗୁରୁବାର ରାତି ୯ଟା ସମୟରେ ଜଣେ ଦୁର୍ବୁତ୍ତ ଭୁଜାଲିରେ ହାଣି କ୍ଷତାକ୍ତ କରିଛି। ସଦର ଥାନା ଆଇଆଇସି ସତ୍ୟବ୍ରତ ରାଉତଙ୍କ ସୂଚନା ମୁତାବକ, ଇଣ୍ଡସଇଣ୍ଡ ବ୍ୟାଙ୍କ ସହକାରୀ ପରିଚାଳକ…

Continue Readingସହକାରୀ ବ୍ୟାଙ୍କ ପରିଚାଳକଙ୍କୁ ଭୁଜାଲିରେ ଆକ୍ରମଣ