ନିତାଇ ଗୌର ଆଶ୍ରମରେ ଗିରି ଗୋବର୍ଦ୍ଧନ ବେଶ ଓ ଛପନ ଭୋଗ ଅର୍ପଣ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ପରାବିଲ ପଞ୍ଚାୟତ ଗହମସ୍ଥିତ ନିତାଇ ଗୌର ଆଶ୍ରମରେ ବୁଧବାର ପ୍ରଭୁ ଶ୍ରୀକୃଷ୍ଣଙ୍କ ଗିରି ଗୋବର୍ଦ୍ଧନ ବେଶ ଓ ଛପନ ଭୋଗ ଅର୍ପଣ କାର୍ଯ୍ୟକ୍ରମ ଆଡମ୍ବରରେ ଅନୁଷ୍ଠିତ ହୋଇଛି। ସକାଳୁ ଶ୍ରୀମଦ୍ ଭାଗବତ ପାଠ, ଗୋପାଳ…

Continue Readingନିତାଇ ଗୌର ଆଶ୍ରମରେ ଗିରି ଗୋବର୍ଦ୍ଧନ ବେଶ ଓ ଛପନ ଭୋଗ ଅର୍ପଣ

୬୬ତମ ପୁଲିସ ସହିଦ ସ୍ମୃତି ଦିବସ ପାଳିତ

ଅନୁଗୁଳ: ଅନୁଗୁଳ ଛେଳିଆପଡ଼ା ସ୍ଥିତ ରିଜର୍ଭ ଅଫିସର ପରେଡ୍ ଗ୍ରାଉଣ୍ଡରେ ୬୬ତମ ପୁଲିସ ସହିଦ ସ୍ମୃତି ଦିବସ ମଙ୍ଗଳବାର ଏସ୍‌ପି ରାହୁଲ ଜୈନ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଇଜି ସତ୍ୟବ୍ରତ ଭୋଇ…

Continue Reading୬୬ତମ ପୁଲିସ ସହିଦ ସ୍ମୃତି ଦିବସ ପାଳିତ

ତାଳଚେରରେ କୋଇଲା ଚୋରୀ: ଉଚ୍ଚସ୍ତରୀୟ ତଦନ୍ତ ଦାବି

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଦିନକୁ ଦିନ ବଢ଼ୁଥିବା କୋଇଲା ଚୋରୀ ରୋକିବା ଓ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଘଂଟପଡା ଟ୍ରକ୍ ମାଲିକ ସଂଘ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତାଳଚେର ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛି। ଦାବିପତ୍ରରେ ଉଲ୍ଲେଖ କରାଯାଇଛି…

Continue Readingତାଳଚେରରେ କୋଇଲା ଚୋରୀ: ଉଚ୍ଚସ୍ତରୀୟ ତଦନ୍ତ ଦାବି

ଅନୁଗୁଳ ପୋଲିସ ପକ୍ଷରୁ ମୋବାଇଲ୍ ହସ୍ତାନ୍ତର ମେଳା ୨.୦ ଆୟୋଜିତ, ମାଲିକଙ୍କୁ ଫେରସ୍ତ ହେଲା ୧୦୧ ଟି ଚୋରି ସ୍ମାର୍ଟଫୋନ୍

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୋଲିସ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ହଜିଯାଇଥିବା ମୋବାଇଲ୍ ହସ୍ତାନ୍ତର ମେଳା ୨.୦ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ନିଖୋଜ କିମ୍ବା ହଜିଯାଇଥିବା ୧୦୧ ଟି ସ୍ମାର୍ଟ ମୋବାଇଲ ଫୋନ୍ ଉଦ୍ଧାର କରାଯାଇ ମାଲିକଙ୍କୁ…

Continue Readingଅନୁଗୁଳ ପୋଲିସ ପକ୍ଷରୁ ମୋବାଇଲ୍ ହସ୍ତାନ୍ତର ମେଳା ୨.୦ ଆୟୋଜିତ, ମାଲିକଙ୍କୁ ଫେରସ୍ତ ହେଲା ୧୦୧ ଟି ଚୋରି ସ୍ମାର୍ଟଫୋନ୍

ବଇଣ୍ଡାରେ ୫୦ ଷ୍ଟ୍ରିଟ ଲାଇଟ ଅଚଳ: ଜିଲ୍ଲାପାଳଙ୍କୁ ଗ୍ରାମବାସୀଙ୍କ ଅଭିଯୋଗ

ବଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବଇଣ୍ଡା ଛକରେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଫ୍ଲାଏ ଓଭର ବ୍ରିଜରେ ଲଗାଯାଇଥିବା ୧୧୦ ଷ୍ଟ୍ରିଟ ଲାଇଟ ମଧ୍ୟରୁ ୫୦ଟି ଅଚଳ ହୋଇପଡ଼ିଛି। ଅଗଷ୍ଟ ମାସରେ ଲଗାଯାଇଥିବା ଏହି ଲାଇଟଗୁଡ଼ିକ ନିମ୍ନମାନର ହୋଇଥିବା ଅଭିଯୋଗ…

Continue Readingବଇଣ୍ଡାରେ ୫୦ ଷ୍ଟ୍ରିଟ ଲାଇଟ ଅଚଳ: ଜିଲ୍ଲାପାଳଙ୍କୁ ଗ୍ରାମବାସୀଙ୍କ ଅଭିଯୋଗ

ପ୍ରଧାନ ଆଇ କେୟାରରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ମାମଲା: ପ୍ରତି ପୀଡ଼ିତଙ୍କୁ ମିଳିବ ୧ ଲକ୍ଷ ଟଙ୍କାର ସହାୟତା

ଅନୁଗୁଳ: ଅନୁଗୁଳ ଅମଲାପଡ଼ାରେ ଥିବା ପ୍ରଧାନ ଆଇ କେୟାରରେ ଗତ ବର୍ଷ ଜୁନ ୨୦ ତାରିଖରେ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର କରିଥିବା ମାମଲାରେ ରାଜ୍ୟ ସରକାର ୧୩ ଜଣ ପୀଡ଼ିତଙ୍କୁ ଲକ୍ଷେ ଟଙ୍କା ଲେଖାଏଁ  ଆର୍ଥିକ ସହାୟତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।ଉକ୍ତ…

Continue Readingପ୍ରଧାନ ଆଇ କେୟାରରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ମାମଲା: ପ୍ରତି ପୀଡ଼ିତଙ୍କୁ ମିଳିବ ୧ ଲକ୍ଷ ଟଙ୍କାର ସହାୟତା

ବ୍ଲକ୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ଅନୁଗୁଳ: ସ୍ଥାନୀୟ କଲେଜପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ବ୍ଲକ୍ ସ୍ତରୀୟ କାର୍ଯ୍ୟକ୍ରମ ସୁରଭି ଆୟୋଜିତ ହୋଇଯାଇଛି। ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ରୂପେ ଉତ୍ସବକୁ ଉଦ୍ଘାଟନ କରିଥିଲେ। ମୁଖ୍ୟ ବକ୍ତା ରୂପେ ଜିଲ୍ଲା ଶିକ୍ଷା ଅଧିକାରୀ…

Continue Readingବ୍ଲକ୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ଅକ୍ଟୋବର ୨୯ରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରିବ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ

ଅନୁଗୋଳ: ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ଆସନ୍ତା ଅକ୍ଟୋବର ୨୯ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟ ଘେରାଉ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ସମାବେଶ ଓ ଧାରଣାରେ ସାରା ରାଜ୍ୟରୁ ପ୍ରାୟ ୧୦ ହଜାର କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକ…

Continue Readingଅକ୍ଟୋବର ୨୯ରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରିବ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ

ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ସୋମବାର ରାତିରେ ହଣ୍ଡପା - ପାତ୍ରପଡ଼ା ପୂର୍ତ୍ତ ବିଭାଗ ରାସ୍ତାର ଲକ୍ଷ୍ମୀପ୍ରିୟାପୁର ନିକଟରେ…

Continue Readingଅଜଣା ଗାଡ଼ି ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

ଶିଶୁ କିଶୋର ପତ୍ରିକା “ଆମ କୁନାକୁନି”ର ଶାରଦୀୟ ବିଶେଷାଙ୍କ  ଉନ୍ମୋଚିତ

ଅନୁଗୁଳ: ତାଳଚେରରୁ ପ୍ରକାଶ ପାଉଥିବା ତ୍ରୈମାସିକ ଶିଶୁ କିଶୋର ପତ୍ରିକା ‘ଆମ କୁନାକୁନି’ର ଶାରଦୀୟ ବିଶେଷାଙ୍କ ଉନ୍ମୋଚିତ ହୋଇଯାଇଛି। କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ରୌପ୍ୟ ଜୟନ୍ତୀ ସମାରୋହର ଉଦ୍‌ଘାଟନୀ ଉତ୍ସବରେ ଏହି ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ପରିଚାଳନା…

Continue Readingଶିଶୁ କିଶୋର ପତ୍ରିକା “ଆମ କୁନାକୁନି”ର ଶାରଦୀୟ ବିଶେଷାଙ୍କ  ଉନ୍ମୋଚିତ