ଜାତୀୟ କ୍ୟୁରୋଗି ଓ ପୁମ୍ସେ ଚାମ୍ପିଅନସିପ୍: ତାଳଚେରର ରାଜଶ୍ରୀ ନାୟକଙ୍କ କାଂସ୍ୟ ପଦକ ଜୟ
ତାଳଚେର: ଉତ୍ତରପ୍ରଦେଶର ବରେଲିରେ ଅନୁଷ୍ଠିତ ୪୧ତମ ବରିଷ୍ଠ ଏବଂ ଅଷ୍ଟମ କ୍ୟାଡେଟ କ୍ୟୁରୋଗି ଓ ପୁମ୍ସେ ଚାମ୍ପିଅନସିପ୍ରେ ତାଳଚେରର ରାଜଶ୍ରୀ ନାୟକ ବ୍ରୋଞ୍ଜ ପଦକ ଜିତି ରାଜ୍ୟ ଏବଂ ଅନୁଗୁଳ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଏହି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଦେଶର…



