ବିଜେଡିର ହାତ ଛାଡ଼ିଲେ ତାଳଚେରର ନଗରପାଳ ସମେତ ୧୩ ଜଣ କାଉନସିଲର

ଅନୁଗୁଳ: ବିଜେଡିର ହାତ ଛାଡ଼ିଲେ ତାଳଚେରର ନଗରପାଳ ସମେତ ୧୩ ଜଣ କାଉନସିଲର। ସମସ୍ତ କର୍ମକର୍ତ୍ତା ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି। ସମସ୍ତେ ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଓ ଅନୁଗୁଳ ଜିଲ୍ଲା ସଭାପତି…

Continue Readingବିଜେଡିର ହାତ ଛାଡ଼ିଲେ ତାଳଚେରର ନଗରପାଳ ସମେତ ୧୩ ଜଣ କାଉନସିଲର

ଉର୍ମିଳା ଆପାର୍ଟମେଣ୍ଟରୁ ଚୋରି: ଦୁଇ ଘରେ କଳା କନା ବୁଲାଇଲା ଦୁର୍ବୃତ୍ତ

ଅନୁଗୁଳ: ସ୍ଥାନୀୟ କରଡାଗାଡିଆ ଅଞ୍ଚଳରେ ଥିବା ଉର୍ମିଳା ଆପାର୍ଟମେଣ୍ଟର ଦୁଇଟି ଘରେ ଗତକାଲି ରାତ୍ରିରେ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଚୋରି କରିନେଇଛନ୍ତି। ଘର ମାଲିକମାନେ ନ ଥିବାରୁ ଘର ଦୁଇଟି ଯାଞ୍ଚ କରାଯାଇ ପାରିନାହିଁ, ଫଳରେ କେତେ ମୂଲ୍ୟର ସାମଗ୍ରୀ ଚୋରି…

Continue Readingଉର୍ମିଳା ଆପାର୍ଟମେଣ୍ଟରୁ ଚୋରି: ଦୁଇ ଘରେ କଳା କନା ବୁଲାଇଲା ଦୁର୍ବୃତ୍ତ

ଅପହୃତ ନବମ ଶ୍ରେଣୀ ଛାତ୍ରୀ ଉଦ୍ଧାର, ଯୁବକ ଗିରଫ

ବଇଣ୍ଡା: ଅନୁଗୁଳ ଜିଲା ଆଠମଲ୍ଲିକ ବ୍ଲକ୍ ଅଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ବେଳେ ବୁଧବାର ଠାକୁରଗଡ଼ ପୋଲିସ୍ ଉକ୍ତ ଛାତ୍ରୀଙ୍କୁ ସାଲେପୁର ଅଞ୍ଚଳରୁ ଉଦ୍ଧାର କରିଛି। ଏହି ଅପହରଣରେ ସମ୍ପୃକ୍ତ ଥିବା ଠାକୁରଗଡ଼ ଥାନା ଅନ୍ତର୍ଗତ ଝିଲ୍ଲୀମୁଣ୍ଡା…

Continue Readingଅପହୃତ ନବମ ଶ୍ରେଣୀ ଛାତ୍ରୀ ଉଦ୍ଧାର, ଯୁବକ ଗିରଫ

ଜିଲ୍ଲା କଂଗ୍ରେସ ପକ୍ଷରୁ ସମ୍ବିଧାନ ବଞ୍ଚାଅ ଦିବସ ପାଳିତ

ଅନୁଗୁଳ: ସ୍ଥାନୀୟ କଂଗ୍ରେସ ଭବନରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସମ୍ବିଧାନ ବଞ୍ଚାଅ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ସଭାପତି ସୁନୀଲ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ପାଲଲହଡ଼ା ବିଧାୟକ ପ୍ରାର୍ଥୀ ଫକୀର ସାମଲ,…

Continue Readingଜିଲ୍ଲା କଂଗ୍ରେସ ପକ୍ଷରୁ ସମ୍ବିଧାନ ବଞ୍ଚାଅ ଦିବସ ପାଳିତ

ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଯୋଗଦେଲେ ସନମ୍ ସ୍ମିତା ସାହୁ

ଅନୁଗୁଳ: ଅନୁଗୁଳ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ସନମ୍ ସ୍ମିତା ସାହୁ ଆଜି ଯୋଗଦାନ କରିଛନ୍ତି। ଗତକାଲି କଳିଙ୍ଗ ଷ୍ଟାଡିୟମଠାରେ ଆୟୋଜିତ ନିଯୁକ୍ତି ମେଳା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କଠାରୁ ସେ ନିଯୁକ୍ତି…

Continue Readingଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଯୋଗଦେଲେ ସନମ୍ ସ୍ମିତା ସାହୁ

ଅନୁଗୁଳରେ ସମ୍ବିଧାନ ଦିବସ ପାଳନ

ଅନୁଗୁଳ: ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ପୂର୍ବାହ୍ନରେ ସମ୍ବିଧାନ ଦିବସ ପାଳନ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ବିଧାନ ପ୍ରଣେତା ଡାକ୍ତର ବାବା ସାହେବ ଆମ୍ବେଦକରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ…

Continue Readingଅନୁଗୁଳରେ ସମ୍ବିଧାନ ଦିବସ ପାଳନ

କଣିହାଁରେ ଲକ୍ଷାଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି ବିଧାୟକ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର ବିଭିନ୍ନ ଗ୍ରାମରେ ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି। ପ୍ରକଳ୍ପଗୁଡ଼ିକ ମଧ୍ୟରେ ଦଲକ ଗ୍ରାମ ପଞ୍ଚାୟତ ଦଲକ ଗ୍ରାମରେ ୧୦ ଲକ୍ଷ ଟଙ୍କାରେ ନିର୍ମିତ ହୋଇଥିବା ନୂତନ…

Continue Readingକଣିହାଁରେ ଲକ୍ଷାଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି ବିଧାୟକ

ଯାଞ୍ଚ ସମୟରେ ମଦ୍ୟପ ଚାଳକ ଗିରଫ: ଦୁଇ ବାଇକ୍ ଜବତ

ବଇଣ୍ଡା: ଅନୁଗୁଳ ଜିଲ୍ଲା ଠାକୁରଗଡ ଥାନା ପୋଲିସ ପକ୍ଷରୁ ଗାଡି ମଟର ଯାଞ୍ଚ କରାଯାଇଛି। ଏହି ସମୟରେ ମଦ୍ୟପାନ କରି ବାଇକ ଚଳାଉଥିବା ଅଭିଯୋଗରେ ମାମୁରିଝରନ ଗ୍ରାମର ସଂକେତ ନାୟକ ଓ ବନ୍ଧଗାଁ ଗ୍ରାମର ନରେଶ ନାୟକଙ୍କୁ ଗିରଫ କରାଯାଇଛି। ଏଥିସହ…

Continue Readingଯାଞ୍ଚ ସମୟରେ ମଦ୍ୟପ ଚାଳକ ଗିରଫ: ଦୁଇ ବାଇକ୍ ଜବତ

ଅନୁଗୁଳ ମେଡିକାଲରେ ନର୍ସଙ୍କ ଚରମ ଅବହେଳା: ବାରମ୍ବାର କହିବା ପରେ ବି କରୁନାହାନ୍ତି ସ୍ୱାସ୍ଥ୍ୟ ପରୀକ୍ଷା, ଚିକିତ୍ସାଧିକାରୀଙ୍କୁ ଅଭିଯୋଗ କଲେ ରୋଗୀ

ଅନୁଗୁଳ: ପୁଣି ଅନୁଗୁଳ ହସ୍ପିଟାଲରୁ ସାମନାକୁ ଆସିଛି ଅବହେଳାର ଚିତ୍ର। ଏଠାରେ ନର୍ସଙ୍କ ଦାୟିତ୍ୱହୀନତାରୁ ଜଣେ ରୋଗୀ ଅଭିଯୋଗ କରିଥିବା ସୂଚନା ମିଳିଛି। ସୂଚନା ମୁତାବକ, ମେରୁଦଣ୍ଡ ଆଘାତ ଜନିତ ସମସ୍ୟା ଭୋଗୁଥିବା ଜଣେ ରୋଗୀଙ୍କୁ ରକ୍ତଚାପ ଅସନ୍ତୁଳନ ହେବାରୁ ଗତ…

Continue Readingଅନୁଗୁଳ ମେଡିକାଲରେ ନର୍ସଙ୍କ ଚରମ ଅବହେଳା: ବାରମ୍ବାର କହିବା ପରେ ବି କରୁନାହାନ୍ତି ସ୍ୱାସ୍ଥ୍ୟ ପରୀକ୍ଷା, ଚିକିତ୍ସାଧିକାରୀଙ୍କୁ ଅଭିଯୋଗ କଲେ ରୋଗୀ

ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ: କଲେଜ ଛାତ୍ରୀଙ୍କ ସମେତ ୧୫ ଯାତ୍ରୀ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ଜେରେଙ୍ଗ ଗାଁ ନିକଟରେ କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥରେ ଏକ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଅନୁଗୁଳରୁ ବିନିକେଇ ଯାଉଥିବା ବସର ଡ୍ରାଇଭର ହଠାତ୍ ମୂର୍ଚ୍ଛା ଯିବାରୁ…

Continue Readingଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ: କଲେଜ ଛାତ୍ରୀଙ୍କ ସମେତ ୧୫ ଯାତ୍ରୀ ଗୁରୁତର