ତାଳଚେରରେ ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ: ୫ଟି ଅଭିଯୋଗର ତୁରନ୍ତ ଫଇସଲା

ଅନୁଗୁଳ: ସୋମବାର ଅନୁଗୁଳ ଜିଲ୍ଲାପାଳ ଅବଦାଲ୍ ମହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ତାଳଚେର ପଞ୍ଚାୟତ ସମିତି ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ରାହୁଳ ଜୈନ ଯୋଗ ଦେଇଥିଲେ। ଏହି ଜନଶୁଣାଣି…

Continue Readingତାଳଚେରରେ ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ: ୫ଟି ଅଭିଯୋଗର ତୁରନ୍ତ ଫଇସଲା

ବେଆଇନ ଲୁହାପଥର ପରିବହନ ଅଭିଯୋଗ: ୧୬ ଚକିଆ ଟ୍ରକ ଜବତ, ଦୁଇ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଥାନା ପକ୍ଷରୁ ବେଆଇନ ଲୁହାପଥର ବୋଝେଇ ହୋଇଥିବା ୧୬ ଚକିଆ ଟ୍ରକ ଜବତ କରାଯାଇଛି। ଏଥିସହ ଗାଡ଼ି ଚାଳକ ଓ ସହାୟକକୁ ଗିରଫ କରିଛି ପୋଲିସ। ସୂଚନା ଅନୁସାରେ, ଶନିବାର ପାଳଲହଡ଼ା ଥାନା ଏଏସଆଇ ଦୁଷ୍ମନ୍ତ…

Continue Readingବେଆଇନ ଲୁହାପଥର ପରିବହନ ଅଭିଯୋଗ: ୧୬ ଚକିଆ ଟ୍ରକ ଜବତ, ଦୁଇ ଗିରଫ

ନାଲକୋ ଠିକା ସଂସ୍ଥାରେ ଏନବିସିସି କମ୍ପାନୀକୁ କାର୍ଯ୍ୟାଦେଶ ପ୍ରଦାନକୁ ନାଲକୋ ଠିକାଦାର ମହାସଂଘର ଜୋରଦାର ବିରୋଧ

ଅନୁଗୁଳ:ନାଲକୋ ଠିକା ସଂସ୍ଥାରେ ଏନବିସିସି କମ୍ପାନୀକୁ କାର୍ଯ୍ୟାଦେଶ ଦେବାକୁ ଜୋରଦାର ବିରୋଧ କରିଛି ନାଲକୋ ଠିକାଦାର ମହାସଂଘ। ଆଜି ମହାସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଡାକି କମ୍ପାନୀର ନିର୍ଦ୍ଦେଶକୁ ବିରୋଧ କରାଯାଇଛି।ପ୍ରକାଶ ଥାଉକି ୧୯୮୭ ମସିହା ଠାରୁ ନାଲକୋ ସ୍ମେଲ୍ଟର୍…

Continue Readingନାଲକୋ ଠିକା ସଂସ୍ଥାରେ ଏନବିସିସି କମ୍ପାନୀକୁ କାର୍ଯ୍ୟାଦେଶ ପ୍ରଦାନକୁ ନାଲକୋ ଠିକାଦାର ମହାସଂଘର ଜୋରଦାର ବିରୋଧ

କାଲିଠୁ ରାଜ୍ୟରେ ଧାନ କିଣା ଆରମ୍ଭ: ବାତ୍ୟା ଭୟ ମଧ୍ୟରେ ସରକାର ପ୍ରସ୍ତୁତ

ଭୁବନେଶ୍ବର: ବାତ୍ୟା ସମ୍ଭାବନା ମଧ୍ୟରେ କାଲିଠୁ ରାଜ୍ୟରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହେବ। ଗତବର୍ଷ ତୁଳନାରେ ଏଥର ଧାନ କିଣା ଟାର୍ଗେଟ ଅଧିକ ରଖାଯାଇଛି। ଚାଷୀମାନଙ୍କ ସୁବିଧା ପାଇଁ ମଣ୍ଡିଗୁଡିକରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଧାନ କିଣା ଉପରେ ତୀକ୍ଷଣ…

Continue Readingକାଲିଠୁ ରାଜ୍ୟରେ ଧାନ କିଣା ଆରମ୍ଭ: ବାତ୍ୟା ଭୟ ମଧ୍ୟରେ ସରକାର ପ୍ରସ୍ତୁତ

ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଏନ୍‌ସିସି ଦିବସ

ଅନୁଗୁଳ: ନଭେମ୍ବର ୨୩ ତାରିଖରେ ଅନୁଗୁଳ ମହାବିଦ୍ୟାଳୟ ପକ୍ଷରୁ ଏନ୍‌ସିସି ଦିବସ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମଟି ଅଧ୍ୟକ୍ଷ ଡ଼ଃ. ନୀଳାଞ୍ଚଳ ପଟେଲ, ଭୌତିକ ବିଜ୍ଞାନ ବିଭାଗ ମୁଖ୍ୟ ଡ଼ଃ. ବସନ୍ତ କୁମାର ସାହୁ ଓ ପ୍ରାଣୀ ବିଜ୍ଞାନ ବିଭାଗ…

Continue Readingସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଏନ୍‌ସିସି ଦିବସ

ନିଖୋଜ ଗାଈ ଚରାଳିଙ୍କ ମୃତଦେହ ପୋଖରୀରୁ ଉଦ୍ଧାର

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଥାନା କୁଳୁମା ଗ୍ରାମର ଗାଈ ଚରାଳିଙ୍କ ମୃତଦେହ ଆଜି ଗ୍ରାମର ଏକ ପୋଖରୀରୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛନ୍ତି। ମୃତକ ହେଲେ ମଙ୍ଗୁଳୁ ବେହେରା (୬୫)। ସୂଚନା ମୁତାବକ, ମଙ୍ଗୁଳୁ ବେହେରା ଗତ…

Continue Readingନିଖୋଜ ଗାଈ ଚରାଳିଙ୍କ ମୃତଦେହ ପୋଖରୀରୁ ଉଦ୍ଧାର

ବେଆଇନ ଦେଶୀ ବନ୍ଧୁକ ରଖିବା ଅଭିଯୋଗ, ଯୁବକ ଗିରଫ

ଅନୁଗୁଳ: ଚୋରା ଦେଶୀ ବନ୍ଧୁକ ରଖିବା ଅଭିଯୋଗରେ ପାଳଲହଡ଼ା ପୋଲିସ ଚଢାଉ କରି ଘରୁ ଦୁଇଟି ଦେଶୀ ବନ୍ଧୁକ ଜବତ କରିଛି। ଏଥିରେ ସମ୍ପୃକ୍ତ ଯୁବକଙ୍କୁ ପୋଲିସ ଗିରଫ କରିଛି।ସୂଚନା ମୁତାବକ, କୌଣସି ସୂତ୍ରରୁ ଖବର ପାଇ ପାଳଲହଡା ଏଏସଆଇ ପ୍ରଦୀପ…

Continue Readingବେଆଇନ ଦେଶୀ ବନ୍ଧୁକ ରଖିବା ଅଭିଯୋଗ, ଯୁବକ ଗିରଫ

ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ

ଅନୁଗୁଳ: ରାଜ୍ୟ ଆଇନସେବା ପ୍ରାଧିକରଣ ଓ ଅନୁଗୁଳ ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଦାମୋଦର ରଥଙ୍କ ତତ୍ତ୍ୱାବଧାନରେ ଶିଶୁଦିବସ ଅବସରରେ ୭ମ ଶ୍ରେଣୀରୁ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ନେଇ ଜିଲ୍ଲା ଅଦାଲତ ପରିସରରେ ଏକ…

Continue Readingଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ

ବିପ୍ଳବୀ ଜନନାୟକ ନବକୃଷ୍ଣଙ୍କ ୧୨୪ ତମ ଜୟନ୍ତୀ

ଅନୁଗୁଳ: ଜିଲ୍ଲା ସଂସ୍କୃତି ପାଠାଗାର ପରିସରରେ ବିପ୍ଳବୀ ଜନନାୟକ ନବକୃଷ୍ଣ ଚୌଧୁରୀଙ୍କ ୧୨୪ ତମ ଜୟନ୍ତୀ ପାଳିତ ହୋଇଯାଇଛି।ଅନୁଗୁଳ ସାହିତ୍ୟ ସଂସଦ, ନବ ମାଳତୀ ଟ୍ରଷ୍ଟ ଓ ଓଡ଼ିଶା ସାହିତ୍ୟ ସଂସଦ ଆନୁକୂଲ୍ୟରେ ଏହି ଜୟନ୍ତୀ ଆୟୋଜିତ ହୋଇଥିଲା। ବିଶିଷ୍ଟ ଶିଶୁ…

Continue Readingବିପ୍ଳବୀ ଜନନାୟକ ନବକୃଷ୍ଣଙ୍କ ୧୨୪ ତମ ଜୟନ୍ତୀ

କୋଇଲା ଉତ୍ପାଦନ କ୍ଷେତ୍ରରେ ରାଜ୍ୟରେ ଅନୁଗୁଳ ଜିଲ୍ଲା ୧ ନମ୍ବର

ଅନୁଗୁଳ: କୋଇଲା ଉତ୍ପାଦନ କ୍ଷେତ୍ରରେ ରାଜ୍ୟରେ ଅନୁଗୁଳ ଜିଲ୍ଲା ୧ ନମ୍ବର ସ୍ଥାନ ହାସଲ କରିଛି ବୋଲି କୋଇଲା ମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି। ରାଜ୍ୟରେ ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ ଓ ସମ୍ବଲପୁର ଜିଲ୍ଲାରେ କୋଇଲା ଉତ୍ପାଦନ ହେଉଛି। ସୂଚନା ଅନୁସାରେ…

Continue Readingକୋଇଲା ଉତ୍ପାଦନ କ୍ଷେତ୍ରରେ ରାଜ୍ୟରେ ଅନୁଗୁଳ ଜିଲ୍ଲା ୧ ନମ୍ବର