ଅନୁଗୁଳ ଜିଲ୍ଲା ପୋଲିସର ‘ବଣ୍ଟନ ମେଳା’: ଜନତାଙ୍କୁ ସାମଗ୍ରୀ ଫେରସ୍ତ କଲେ କେନ୍ଦ୍ରମନ୍ତ୍ରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ 'ବଣ୍ଟନ ମେଳା' ଶନିବାର ଅନୁଷ୍ଠିତ ହୋଇଛି। ଏଥିରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୋଲିସର ଏହି ଜନକଲ୍ୟାଣକାରୀ ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଛନ୍ତି।ଏହି ମେଳା ମାଧ୍ୟମରେ…

Continue Readingଅନୁଗୁଳ ଜିଲ୍ଲା ପୋଲିସର ‘ବଣ୍ଟନ ମେଳା’: ଜନତାଙ୍କୁ ସାମଗ୍ରୀ ଫେରସ୍ତ କଲେ କେନ୍ଦ୍ରମନ୍ତ୍ରୀ

ନିର୍ଦ୍ଦେଶ ଅବମାନନା: ଆଠମଲ୍ଲିକ ଏନଏସି ନିର୍ବାହୀ ଅଧିକାରୀଙ୍କୁ ଦ୍ୱିତୀୟ କାରଣ ଦର୍ଶାଅ ନୋଟିସ

ଭୁବନେଶ୍ୱର: ସରକାରୀ ନିର୍ଦ୍ଦେଶକୁ ଅବମାନନା କରିବା ଅଭିଯୋଗରେ ଆଠମଲ୍ଲିକ ଏନଏସି (NAC) ନିର୍ବାହୀ ଅଧିକାରୀଙ୍କୁ ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ଦ୍ୱିତୀୟ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ପୁନର୍ବାସ ସହାୟତା ଯୋଜନାରେ ମନୋନୀତ ପ୍ରାର୍ଥୀ ରଶ୍ମି ରଞ୍ଜନ ସିଂଙ୍କୁ…

Continue Readingନିର୍ଦ୍ଦେଶ ଅବମାନନା: ଆଠମଲ୍ଲିକ ଏନଏସି ନିର୍ବାହୀ ଅଧିକାରୀଙ୍କୁ ଦ୍ୱିତୀୟ କାରଣ ଦର୍ଶାଅ ନୋଟିସ

ପ୍ରେମିକ ପରେ ପ୍ରେମିକାଙ୍କ ଆତ୍ମହତ୍ୟା; ସଖୀ ସେଣ୍ଟରରେ ଜୀବନ ହାରିଲେ ନାବାଳିକା

​ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ସଖୀ ସେଣ୍ଟରରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମିକଙ୍କ ମୃତ୍ୟୁର କିଛି ଘଣ୍ଟା ପରେ ଜଣେ ନାବାଳିକା ଶୌଚାଳୟ ଭିତରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ନାବାଳିକା ଜଣକ…

Continue Readingପ୍ରେମିକ ପରେ ପ୍ରେମିକାଙ୍କ ଆତ୍ମହତ୍ୟା; ସଖୀ ସେଣ୍ଟରରେ ଜୀବନ ହାରିଲେ ନାବାଳିକା

ହିତାଧିକାରୀଙ୍କ ପାଖରେ ପହଞ୍ଚୁ ସରକାରୀ ଯୋଜନା; ପିଇଓଙ୍କୁ ଭେଟିଲେ ବିଜେପି କର୍ମକର୍ତ୍ତା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ କୃତିବାସପୁର ପଞ୍ଚାୟତର ବିକାଶ ପାଇଁ ବିଜେପି ପକ୍ଷରୁ ଦାବି ଜଣାଯାଇଛି। ଶକ୍ତି ପ୍ରମୁଖ ଲକ୍ଷ୍ମଣ କୁମାର ସାହୁଙ୍କ ନିର୍ଦ୍ଦେଶକ୍ରମେ ତ୍ରିନାଥ ଦେହୁରୀଙ୍କ ନେତୃତ୍ୱରେ କର୍ମକର୍ତ୍ତାମାନେ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଭେଟିଥିଲେ।…

Continue Readingହିତାଧିକାରୀଙ୍କ ପାଖରେ ପହଞ୍ଚୁ ସରକାରୀ ଯୋଜନା; ପିଇଓଙ୍କୁ ଭେଟିଲେ ବିଜେପି କର୍ମକର୍ତ୍ତା

ଜାତୀୟ ପଞ୍ଚାୟତରାଜ ଦିବସ: ୧୨୪ ହିତାଧିକାରୀଙ୍କୁ ମିଳିଲା ଅନ୍ତ୍ୟୋଦୟ ଗୃହ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ପରିସରରେ ଜାତୀୟ ପଞ୍ଚାୟତରାଜ ଦିବସ ବେଶ୍ ଆଡମ୍ବର ସହକାରେ ପାଳିତ ହୋଇଛି। ବିଡିଓ ଶୁଭକାନ୍ତ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ…

Continue Readingଜାତୀୟ ପଞ୍ଚାୟତରାଜ ଦିବସ: ୧୨୪ ହିତାଧିକାରୀଙ୍କୁ ମିଳିଲା ଅନ୍ତ୍ୟୋଦୟ ଗୃହ

କିଶୋରନଗରରେ ପାରମ୍ପରିକ ଖାଦ୍ୟ ମେଳା: ୧୨ଟି ଷ୍ଟଲରେ ପ୍ରଦର୍ଶିତ ହେଲା ଓଡ଼ିଶାର ଅସ୍ମିତା

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ସ୍ଥିତ ସରକାରୀ ପ୍ରାରମ୍ଭିକ ଶିକ୍ଷକ ଶିକ୍ଷାନୁଷ୍ଠାନ ପରିସରରେ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶକ୍ରମେ ଏକ ଭବ୍ୟ ପାରମ୍ପରିକ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଭାରପ୍ରାପ୍ତ ଥାନା ଅଧିକାରୀ ହରିକୃଷ୍ଣ ପ୍ରଧାନ…

Continue Readingକିଶୋରନଗରରେ ପାରମ୍ପରିକ ଖାଦ୍ୟ ମେଳା: ୧୨ଟି ଷ୍ଟଲରେ ପ୍ରଦର୍ଶିତ ହେଲା ଓଡ଼ିଶାର ଅସ୍ମିତା

ଅନୁଗୁଳ କଲେଜ୍‌ରେ କ୍ୟାରିୟର ପରାମର୍ଶ ଓ ନିଯୁକ୍ତି ଶିବିର

ଅନୁଗୁଳ: ଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଗତ ୨୨ ତାରିଖରେ କ୍ୟାରିୟର ପରାମର୍ଶ ଓ ନିଯୁକ୍ତି ଶିବିର ଆୟୋଜିତ ହୋଇଯାଇଛି। ବିଶେଷ କରି ରସାୟନ ବିଜ୍ଞାନ ସ୍ନାତକ ଛାତ୍ରଛାତ୍ରୀଙ୍କ ପାଇଁ ଏହି ଶିବିର ଆୟୋଜନ କରାଯାଇଥିଲା।ସଭା ପ୍ରାରମ୍ଭ ରେ କଲେଜ୍‌ର ଅଧ୍ୟକ୍ଷ ଡ଼ା…

Continue Readingଅନୁଗୁଳ କଲେଜ୍‌ରେ କ୍ୟାରିୟର ପରାମର୍ଶ ଓ ନିଯୁକ୍ତି ଶିବିର

କଣିହାଁ ଭାଜପା ମଣ୍ଡଳ ପକ୍ଷରୁ କୋଇଲା ଖଣି ମହାପ୍ରବନ୍ଧକଙ୍କୁ ଦାବିପତ୍ର: ନିଯୁକ୍ତି ନ ହେଲେ ଖଣି କାର୍ଯ୍ୟ ଠପ୍ ଚେତାବନୀ

ଅନୁଗୁଳ: ନୂତନ ଠିକା ସଂସ୍ଥାରେ ପୁରୁଣା କର୍ମଚାରୀ ଓ ସ୍ଥାନୀୟ ବେରୋଜଗାର ଯୁବକଙ୍କୁ ଦକ୍ଷତା ଭିତ୍ତିକ ନିଯୁକ୍ତି ଦେବା ଦାବିରେ କଣିହାଁ ଭାଜପା ମଣ୍ଡଳ ପକ୍ଷରୁ ଖୋଲା ମୁହଁ କୋଇଲା ପ୍ରକଳ୍ପ ମହାପ୍ରବନ୍ଧକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ମଣ୍ଡଳ ସଭାପତି ସୁଶାନ୍ତ…

Continue Readingକଣିହାଁ ଭାଜପା ମଣ୍ଡଳ ପକ୍ଷରୁ କୋଇଲା ଖଣି ମହାପ୍ରବନ୍ଧକଙ୍କୁ ଦାବିପତ୍ର: ନିଯୁକ୍ତି ନ ହେଲେ ଖଣି କାର୍ଯ୍ୟ ଠପ୍ ଚେତାବନୀ

ଠାକୁରଗଡ଼ରେ ମା’ ବିମଳା ଓ ଲକ୍ଷ୍ମୀଙ୍କ ବିଗ୍ରହ ପ୍ରତିଷ୍ଠା: ଆଧ୍ୟାତ୍ମିକ ପରିବେଶରେ ନଗର ପରିକ୍ରମା ସମ୍ପନ୍ନ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ଠାରେ ଏକ ଭକ୍ତିପୂତ ପରିବେଶରେ ମା’ ବିମଳା ଓ ମା’ ଲକ୍ଷ୍ମୀଙ୍କ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହୋଇଛି। ଏହି ଉତ୍ସବ ଅବସରରେ ଆୟୋଜିତ ଭବ୍ୟ ‘ନଗର ପରିକ୍ରମା’ରେ ଶତାଧିକ ମହିଳା ଓ…

Continue Readingଠାକୁରଗଡ଼ରେ ମା’ ବିମଳା ଓ ଲକ୍ଷ୍ମୀଙ୍କ ବିଗ୍ରହ ପ୍ରତିଷ୍ଠା: ଆଧ୍ୟାତ୍ମିକ ପରିବେଶରେ ନଗର ପରିକ୍ରମା ସମ୍ପନ୍ନ

ଅନୁଗୁଳରେ ଜିଲ୍ଲାସ୍ତରୀୟ ‘ହକ୍କାଥନ ୩.୦’: ନୂତନ ଅନ୍ୱେଷା ଓ ସର୍ଜନାତ୍ମକତାର ମହାକୁମ୍ଭ

ଅନୁଗୁଳ : ଅନୁଗୁଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଉଚ୍ଚ ମାଧ୍ୟମିକ ସ୍ତରୀୟ ଜିଲ୍ଲାସ୍ତରୀୟ ‘ହକ୍କାଥନ ୩.୦’ ଅନୁଷ୍ଠିତ ହୋଇଛି। ଜିଲ୍ଲା ଶିକ୍ଷାଧିକାରୀ ନିରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ IIT ଭୁବନେଶ୍ୱରର ପ୍ରଫେସର ନରେଶ ଚନ୍ଦ୍ର ସାହୁ…

Continue Readingଅନୁଗୁଳରେ ଜିଲ୍ଲାସ୍ତରୀୟ ‘ହକ୍କାଥନ ୩.୦’: ନୂତନ ଅନ୍ୱେଷା ଓ ସର୍ଜନାତ୍ମକତାର ମହାକୁମ୍ଭ