କଣିହାଁ ପଞ୍ଚାୟତ ସମିତିର ସାଧାରଣ ବୈଠକ
କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ପଞ୍ଚାୟତ ସମିତିର ୭ ମ ସାଧାରଣ ବୈଠକ ପବିତ୍ର ମୋହନ ସଭାଗୃହରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ସମିତି ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ ସଭା ପରିଚାଳନା କରିଥିଲେ। ବୈଠକରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ସାଂସଦ ପ୍ରତିନିଧି…
କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ପଞ୍ଚାୟତ ସମିତିର ୭ ମ ସାଧାରଣ ବୈଠକ ପବିତ୍ର ମୋହନ ସଭାଗୃହରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ସମିତି ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ ସଭା ପରିଚାଳନା କରିଥିଲେ। ବୈଠକରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ସାଂସଦ ପ୍ରତିନିଧି…
ଅନୁଗୁଳ: ରୋଟାରୀ କ୍ଲବ୍ ଅନୁଗୁଳ ରୟାଲ ପକ୍ଷରୁ ଦିଶା ସିନିଅର ସିଟିଜେନ୍ ହୋମ୍, ଶ୍ରଦ୍ଧା ନଗର, ତୁରଙ୍ଗରେ ବରିଷ୍ଠ ନାଗରିକଙ୍କ ପାଇଁ ବୁଧବାର ଏକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିରରେ ବ୍ଲଡ୍ ପ୍ରେସର ଏବଂ ଡାଇବେଟିସ ଯାଞ୍ଚ…
ବଇଣ୍ଡା: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ଇଛାପୂର ଅଞ୍ଚଳରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଏବଂ ପରିବାର ଲୋକେ ମାଡ଼ ମାରିବା ସହ ଘରୁ ବାହାର କରିଦେଇଥିବା ଅଭିଯୋଗ ହୋଇଛି। ଇଛାପୂରର ସୁଭଦ୍ରା ନାୟକ ସୋମବାର ଦିନ ହଣ୍ଡପା ଥାନାରେ…
ଅନୁଗୁଳ: ସମଗ୍ର ରାଜ୍ୟରେ ସାଇବର ଅପରାଧ ରୋକିବା ପାଇଁ ପୋଲିସ ଡିଜିଙ୍କ ନିର୍ଦ୍ଦେଶ କ୍ରମେ ସଚେତନତା ଓ କାର୍ଯ୍ୟାନୁଷ୍ଠାନ ଜାରି ରହିଥିବା ବେଳେ ଅନୁଗୁଳ ସାଇବର ପୋଲିସ ଝାଡ଼ଖଣ୍ଡରୁ ଆଉ ଜଣେ ସାଇବର ଲୁଟେରାକୁ ଗିରଫ କରିଛି। ଏହି ସମ୍ପର୍କରେ ମଙ୍ଗଳବାର…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଧଣ୍ଡାତୋପା ରେଞ୍ଜର ଝିଲ୍ଲୀମୁଣ୍ଡା ଓ ମନ୍ଦରବାହାଳ ଜଙ୍ଗଲରେ ବିଦ୍ୟୁତ ସାହାଯ୍ୟରେ ଜନ୍ତୁ ଶିକାର ବଢ଼ିବା ପରେ ମଙ୍ଗଳବାର ଭୋର ୪ଟାରେ ବଇଣ୍ଡା ବିଦ୍ୟୁତ ବିଭାଗ ଦଳ ଚଢ଼ାଉ କରି ବିଛାଇଥିବା ବିଦ୍ୟୁତ ଫାଶ ଜବତ…
ଅନୁଗୁଳ: କଣିହାଁ ବ୍ଲକ ଅନ୍ତର୍ଗତ ବୁରୁବାହାଳ, ଚିନ୍ତାମଣୀପୁର, ବଣସିଂଗ ଓ କିଆଝର ଗ୍ରାମର ଲୋକମାନେ ମଙ୍ଗଳବାର କଣିହାଁ ବିଦ୍ୟୁତ ସବଷ୍ଟେସନ ଘେରି ପ୍ରତିବାଦ କରିଛନ୍ତି। ବାରମ୍ବାର ବିଦ୍ୟୁତ ବିଭ୍ରାଟ, ରାତିରେ ସରବରାହ ବନ୍ଦ ଓ ଦିନରେ ଅନିୟମିତ ବିଦ୍ୟୁତ କାଟ ନେଇ…
ଅନୁଗୁଳ: ସହରର ଜଣେ ମହିଳାଙ୍କୁ ବ୍ଲାକ୍ମେଲ କରିବା ଅଭିଯୋଗରେ ତାଳଚେର ଥାନା ଅନ୍ତର୍ଗତ ରଘୁନାଥପୁରର ସୁନୀଲ କୁମାର ସାହୁକୁ ଅନୁଗୋଳ ପୋଲିସ ଗିରଫ କରିଛି। ପୋଲିସ ତଥ୍ୟ ଅନୁସାରେ, ପୀଡିତାଙ୍କ ସହ ସୁନିଲଙ୍କର ଫେସବୁକରେ ପରିଚୟ ହେବା ପରେ ପ୍ରେମସମ୍ପର୍କ ଗଢ଼ିଉଠିଥିଲା।…
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜିଲ୍ଲାପାଳମାନଙ୍କୁ ଦୁର୍ନୀତି ନେଇ କଡ଼ା ଚେତାବନୀ ଦେବା ସହ ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଜିଲ୍ଲାପାଳ ସମ୍ମିଳନୀରେ ସେ ପ୍ରଶାସନିକ ସ୍ତରରେ ଉନ୍ନତି ପାଇଁ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ…
ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟକୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଓ ସ୍ଥାନୀୟ ଲୋକଙ୍କ ଆର୍ଥିକ ସ୍ୱାବଲମ୍ବୀ କରିବା ପାଇଁ ଟିକରପଡାଠାରେ ବନବିଭାଗ ପକ୍ଷରୁ ନେଚର୍ କ୍ୟାମ୍ପ ଖୋଲାଯାଇଥିଲା। ହେଲେ ଏବେ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଥିଲେ ମଧ୍ୟ ବନବିଭାଗ ପକ୍ଷରୁ ନେଚର କ୍ୟାମ୍ପ…
ଅନୁଗୁଳ: ନୂଆ ଦିଲ୍ଲୀ ଠାରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜ୍ୟର ପାଞ୍ଚ ଗୋଟି ଜିଲ୍ଲାକୁ ଆଜି ଜଳ ସଞ୍ଚୟ ଜନ ଭାଗିଦାରୀ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ପାଞ୍ଚ ଗୋଟି ଜିଲ୍ଲା ହେଲା ଗଞ୍ଜାମ,କଳାହାଣ୍ଡି,ରାୟଗଡ଼ା,କଟକ ଓ ମୟୂରଭଞ୍ଜ। ଜଳ ସଂରକ୍ଷଣ…