ପାନୀୟ ଜଳ ସଙ୍କଟ ନେଇ ଉପଜିଲ୍ଲାପାଳଙ୍କୁ ଦାବିପତ୍ର. , ରାସ୍ତା ଅବରୋଧ ପାଇଁ ଚେତାବନୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଳକ କଣ୍ଢାଳ ପଂଚାୟତର ବିଭିନ୍ନ ଗ୍ରାମରେ ଦେଖାଦେଇଥିବା ଉତ୍କଟ ଜଳସଙ୍କଟର ସମାଧାନ ପାଇଁ ସରପଞ୍ଚ ଯଶୋବନ୍ତୀ ବେହେରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନା ଅନୁଯାୟୀ, ପଞ୍ଚାୟତର…

Continue Readingପାନୀୟ ଜଳ ସଙ୍କଟ ନେଇ ଉପଜିଲ୍ଲାପାଳଙ୍କୁ ଦାବିପତ୍ର. , ରାସ୍ତା ଅବରୋଧ ପାଇଁ ଚେତାବନୀ

ବନ୍ତଳା ଅରାଡ଼ିହ ଗାଁରୁ ଚୋରା ଶାଗୁଆନ ପଟା ଜବତ

ଅନୁଗୁଳ: ଅନୁଗୁଳ ବନଖଣ୍ଡ ପକ୍ଷରୁ ଚୋରା କାଠ ବ୍ୟବସାୟୀ ଓ ଶିକାରୀଙ୍କ ଉପରେ ବାରମ୍ବାର ଚଢାଉ କରାଯିବା ଫଳରେ ସେମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ୧୬ ତାରିଖ ଅପରାହ୍ନରେ ବନ୍ତଳା ରେଞ୍ଜ ଅଧିକାରୀଙ୍କ ନେତୃତ୍ୱରେ ଜଙ୍ଗଲ ବିଭାଗ ଅଧିକାରୀ ମାନେ ବନ୍ତଳା…

Continue Readingବନ୍ତଳା ଅରାଡ଼ିହ ଗାଁରୁ ଚୋରା ଶାଗୁଆନ ପଟା ଜବତ

ମୁଖ୍ୟମନ୍ତ୍ରୀ କପ୍ ଫୁଟବଲ ଓ କବାଡି ପ୍ରତିଯୋଗିତା

ଅନୁଗୁଳ: ସ୍ଥାନୀୟ ପିଟିସି ପଡ଼ିଆରେ ଚାଲିଥିବା ମୁଖ୍ୟମନ୍ତ୍ରୀ କପ୍ ଫୁଟବଲ୍ ପ୍ରତିଯୋଗିତାର ସପ୍ତମ ଦିବସ ବାଳକ ବିଭାଗ ପ୍ରଥମ ମ୍ୟାଚ୍ ରେ ଜୟମଲ୍ଲ ଅଷ୍ଟକୀଳାକୁ ୧-୦ ଗୋଲରେ ପରାସ୍ତ କରିଥିଲା। ସେହିଭଳି ଅପରାହ୍ନରେ ଦ୍ୱିତୀୟ ମ୍ୟାଚ୍ ରେ ତାଳଚେର ବନ୍ତଳାକୁ ୩-୦…

Continue Readingମୁଖ୍ୟମନ୍ତ୍ରୀ କପ୍ ଫୁଟବଲ ଓ କବାଡି ପ୍ରତିଯୋଗିତା

ଅନୁଗୁଳ ବନଖଣ୍ଡ ପକ୍ଷରୁ ବନ୍ୟପ୍ରାଣୀ ଉଦ୍ଧାର ମକଡ୍ରିଲ୍: ଟ୍ରାଙ୍କୁଲାଇଜ୍ କୌଶଳ ପ୍ରଦର୍ଶନ

ଅନୁଗୁଳ: ବନ୍ୟପ୍ରାଣୀ ଉଦ୍ଧାର କାର୍ଯ୍ୟକୁ ଅଧିକ ସୁସଂଗତ ଓ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଅନୁଗୁଳ ବନଖଣ୍ଡ ପକ୍ଷରୁ ଏକ ମକଡ୍ରିଲ୍ ବା ଯୁଦ୍ଧକାଳୀନ ପ୍ରସ୍ତୁତି ଅଭ୍ୟାସ ଅନୁଷ୍ଠିତ ହୋଇଛି। ୨୦୨୬ ଏପ୍ରିଲ ୧୫ ତାରିଖ ମଧ୍ୟାହ୍ନ ପ୍ରାୟ ୧୨ଟା ୧୦ ମିନିଟ…

Continue Readingଅନୁଗୁଳ ବନଖଣ୍ଡ ପକ୍ଷରୁ ବନ୍ୟପ୍ରାଣୀ ଉଦ୍ଧାର ମକଡ୍ରିଲ୍: ଟ୍ରାଙ୍କୁଲାଇଜ୍ କୌଶଳ ପ୍ରଦର୍ଶନ

ଦ୍ୱିତୀୟ ବର୍ଷରେ ବାଜିମାତ୍ କଲା କୌଟିଲ୍ୟ ଏକାଡେମୀ, ସିବିଏସଇ ଦଶମରେ ଉଲ୍ଲେଖନୀୟ ସଫଳତା: ସଂସ୍କୃତରେ ଚାରି ଜଣଙ୍କୁ ୧୦୦ରୁ ୧୦୦, ଆୟୁଷ୍ମାନ ଟପ୍ପର୍

ଅନୁଗୁଳ: ସଫଳତା ପାଇଁ ଦଶନ୍ଧି ପୁରୁଣା ହେବା ଦରକାର ନାହିଁ। ନିଷ୍ଠା, ପରିଶ୍ରମ ଓ ସଠିକ୍ ଦିଗଦର୍ଶନ ଥିଲେ ଦୁଇ ବର୍ଷର ଅନୁଷ୍ଠାନ ବି ଇତିହାସ ରଚିପାରେ। ଏହାକୁ ପ୍ରମାଣ କରି ଦେଖାଇଛି ମୈତ୍ରୀନଗରସ୍ଥିତ କୌଟିଲ୍ୟ ଏକାଡେମୀ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା…

Continue Readingଦ୍ୱିତୀୟ ବର୍ଷରେ ବାଜିମାତ୍ କଲା କୌଟିଲ୍ୟ ଏକାଡେମୀ, ସିବିଏସଇ ଦଶମରେ ଉଲ୍ଲେଖନୀୟ ସଫଳତା: ସଂସ୍କୃତରେ ଚାରି ଜଣଙ୍କୁ ୧୦୦ରୁ ୧୦୦, ଆୟୁଷ୍ମାନ ଟପ୍ପର୍

ସାମ୍ବାଦିକଙ୍କ ହକ୍ ପାଇଁ ଗର୍ଜିବ ୟୁଜେଏ: ଏପ୍ରିଲ ୨୯ରେ ରାଜ୍ୟବ୍ୟାପୀ ବିକ୍ଷୋଭ

ଅନୁଗୁଳ: ସାମ୍ବାଦିକମାନଙ୍କ ବିଭିନ୍ନ ନ୍ୟାର୍ଯ୍ୟ ଦାବି ପୂରଣ ଦିଗରେ ସରକାରଙ୍କ ଅଣଦେଖା ବିରୋଧରେ ଆନ୍ଦୋଳନକୁ ଜୋରଦାର କରିବାକୁ ଘୋଷଣା କରିଛି ଉତ୍କଳ ସାମ୍ବାଦିକ ସଂଘ (ୟୁଜେଏ) । ତାଳଚେରଠାରେ ଅନୁଷ୍ଠିତ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ସୂଚନା ଦିଆଯାଇଛି…

Continue Readingସାମ୍ବାଦିକଙ୍କ ହକ୍ ପାଇଁ ଗର୍ଜିବ ୟୁଜେଏ: ଏପ୍ରିଲ ୨୯ରେ ରାଜ୍ୟବ୍ୟାପୀ ବିକ୍ଷୋଭ

ଚମକିଲେ ତାଳଚେରର ଏଲିଟିଆନ୍‌: ସିବିଏସଇ ଦଶମ ପରୀକ୍ଷାରେ ଶତ ପ୍ରତିଶତ ସଫଳତା, ସାର୍ଥକ ଟପ୍ପର, ତନ୍ମୟଙ୍କ ଗଣିତରେ ଶତକ

ଅନୁଗୁଳ: ସଫଳତା ପାଇଁ ବଡ଼ ଭିତ୍ତିଭୂମି ନୁହେଁ, ଦୃଢ଼ ଇଚ୍ଛାଶକ୍ତି ଓ ସଠିକ୍ ମାର୍ଗଦର୍ଶନ ଦରକାର। ଏହାକୁ ପ୍ରମାଣ କରି ଦେଖାଇଛି ତାଳଚେରର ବଡସିଂଘାଡା ସ୍ଥିତ ଏଲିଟ୍ ଏଜୁକେସନାଲ୍ ଗ୍ରୁପ୍। ସିବିଏସଇ ଏଆଇଏସଏସଇ ଦଶମ ପରୀକ୍ଷା-୨୦୨୬ ଫଳାଫଳରେ ଏହି ଅନୁଷ୍ଠାନ ୧୦୦…

Continue Readingଚମକିଲେ ତାଳଚେରର ଏଲିଟିଆନ୍‌: ସିବିଏସଇ ଦଶମ ପରୀକ୍ଷାରେ ଶତ ପ୍ରତିଶତ ସଫଳତା, ସାର୍ଥକ ଟପ୍ପର, ତନ୍ମୟଙ୍କ ଗଣିତରେ ଶତକ

କରାଟେ ବେଲ୍ଟ ପରୀକ୍ଷଣ ଶିବିର

ଅନୁଗୁଳ: ସ୍ଥାନୀୟ ପିଟିସି ଉଚ୍ଚ ବିଦ୍ୟାଳୟ ପରିସରରେ ଉତ୍କଳ କ୍ୟୁକୋଷିନ କରାଟେ ସଂଗଠନ ପକ୍ଷରୁ ଏକ ବେଲ୍ଟ ପରୀକ୍ଷଣ ଶିବିର ଆୟୋଜିତ ହୋଇଯାଇଛି। ସଂଗଠନର ସଭାପତି ସୁରଞ୍ଜନ ରାଜକୁମାର ଓ ସମ୍ପାଦକ ବବିନ ଚନ୍ଦ୍ର ଗଡ଼ନାୟକଙ୍କ ତତ୍ତ୍ଵାବଧାନରେ ଏହି ଶିବିର ଆୟୋଜିତ…

Continue Readingକରାଟେ ବେଲ୍ଟ ପରୀକ୍ଷଣ ଶିବିର

ସିଏମ୍ ଟ୍ରଫି ଫୁଟବଲ ଓ କବାଡି ପ୍ରତିଯୋଗିତା

ଅନୁଗୁଳ: ସିଏମ୍ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟର ଷଷ୍ଠ ଦିବସରେ ପ୍ରଥମେ ବାଳକ ବିଭାଗର ନାଲକୋ ଓ ଅନ୍ତୁଳିଆ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ନାଲକୋ ୧୫-୦ ଗୋଲ ବ୍ୟବଧାନରେ ବିଜୟୀ ହୋଇଥିଲା। ଦ୍ୱିତୀୟ ମ୍ୟାଚରେ ପାଲଲହଡ଼ା ୨-୧ ଗୋଲରେ ଆଠମଲ୍ଲିକକୁ ପରାସ୍ତ…

Continue Readingସିଏମ୍ ଟ୍ରଫି ଫୁଟବଲ ଓ କବାଡି ପ୍ରତିଯୋଗିତା

ଅପ୍ରେଲ ୧୭ ତାରିଖରୁ ଜିଲ୍ଲା ମହୋତ୍ସବ ଆରମ୍ଭ: ୪ ଦିନ ଧରି ଝୁମିବେ, ନାଚିବେ ଅନୁଗୁଳ ବାସି

ଅନୁଗୁଳ: ଆସନ୍ତା ୧୭ ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ଅନୁଗୁଳ ଷ୍ଟାଡିୟମ ଠାରେ ଜିଲ୍ଲା ମହୋତ୍ସବ ଏବଂ ପଲ୍ଲୀଶ୍ରୀ ମେଳା ଅନୁଷ୍ଠିତ ହେବାକୁ ଯାଉଛି। ଏହି ମହୋତ୍ସବ ୪ ଦିନ…

Continue Readingଅପ୍ରେଲ ୧୭ ତାରିଖରୁ ଜିଲ୍ଲା ମହୋତ୍ସବ ଆରମ୍ଭ: ୪ ଦିନ ଧରି ଝୁମିବେ, ନାଚିବେ ଅନୁଗୁଳ ବାସି