ଅନୁଗୁଳରେ ବିଶ୍ୱ ପୁସ୍ତକ ଦିବସ ପାଳିତ: ପୁସ୍ତକ ପଠନ ଓ ପାଠାଗାର ସ୍ଥାପନ ଉପରେ ଗୁରୁତ୍ୱ

​ଅନୁଗୁଳ: ପୁସ୍ତକ ଜ୍ଞାନର ଆଲୋକ ପ୍ରଦାନ କରିବା ସହ ଜୀବନର ପ୍ରକୃତ ମାର୍ଗଦର୍ଶକ ସାଜିଥାଏ। ଏହି ପରିପ୍ରେକ୍ଷୀରେ, ଆଜି ଅନୁଗୁଳର ମହିମାଜ୍ୟୋତି ଆବାସିକ ବିଦ୍ୟାଳୟଠାରେ 'ଡ୍ରିମ୍ ଫର୍ ଅନୁଗୁଳ' ଏବଂ 'ଆମ ପ୍ରତିଭା ଆମ ସ୍ବାଭିମାନ' ପକ୍ଷରୁ ବିଶ୍ୱ ପୁସ୍ତକ ଦିବସ…

Continue Readingଅନୁଗୁଳରେ ବିଶ୍ୱ ପୁସ୍ତକ ଦିବସ ପାଳିତ: ପୁସ୍ତକ ପଠନ ଓ ପାଠାଗାର ସ୍ଥାପନ ଉପରେ ଗୁରୁତ୍ୱ

ମହିଳାଙ୍କୁ ଦୁଷ୍କର୍ମ ଓ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ, ଯୁବନେତା ଗିରଫ

ଅନୁଗୁଳ: ଅନୁଗୁଳ ଟାଉନ୍‌ ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ସହ ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଠକେଇ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଶିକ୍ଷକପଡ଼ା ଅଞ୍ଚଳର ବିଜେଡି ଯୁବନେତା…

Continue Readingମହିଳାଙ୍କୁ ଦୁଷ୍କର୍ମ ଓ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ, ଯୁବନେତା ଗିରଫ

ଅନୁଗୁଳ ବନଖଣ୍ଡର ଅଭିନବ ପ୍ରୟାସ: ହାତୀ-ମଣିଷ ଲଢ଼େଇ ରୋକିବ ‘ହାଇମାଷ୍ଟ ଲାଇଟ୍’

ଅନୁଗୁଳ: ହାତୀ-ମଣିଷ ମଧ୍ୟରେ ସଂଘର୍ଷ ରୋକିବା ପାଇଁ ଅନୁଗୁଳ ବନଖଣ୍ଡ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ବନ୍ୟଜନ୍ତୁ ଓ ମଣିଷଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବନଖଣ୍ଡର ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ‘ହାଇମାଷ୍ଟ ଲାଇଟ୍’ ସ୍ଥାପନ କରାଯାଉଛି। ରାତି ସମୟରେ ହାତୀଙ୍କ…

Continue Readingଅନୁଗୁଳ ବନଖଣ୍ଡର ଅଭିନବ ପ୍ରୟାସ: ହାତୀ-ମଣିଷ ଲଢ଼େଇ ରୋକିବ ‘ହାଇମାଷ୍ଟ ଲାଇଟ୍’

ବାହାଘର ପ୍ରୋସେସନ୍ ବେଳେ ଫୁଟିଲା ଗୁଳି, ଦୁଇ ଆହତ

ଅନୁଗୁଳ: ବାହାଘର ପ୍ରୋସେସନ୍ ବେଳେ ଫୁଟିଲା ଗୁଳି । ଦୁଇ ଆହତ। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ବେଲପୁଞ୍ଜି ଗାଁରେ ଗୁଳିକାଣ୍ଡ। ବୌଦ୍ଧ ଅଞ୍ଚଳରୁ ବେଲପୁଞ୍ଜି ଗାଁକୁ ଆସିଥିଲେ ବରଯାତ୍ରୀ । ପ୍ରୋସେସନ୍ ଚାଲିଥିବାବେଳେ ହଠାତ୍ ଗୁଳି ଫୁଟିଥିଲା । ଏଥିରେ ମନମୁଣ୍ଡା…

Continue Readingବାହାଘର ପ୍ରୋସେସନ୍ ବେଳେ ଫୁଟିଲା ଗୁଳି, ଦୁଇ ଆହତ

ଏନଟିପିସି କଣିହାଁକୁ ‘ସିଏସଆର ଉତ୍କର୍ଷତା ସମ୍ମାନ’: ସମ୍ବର୍ଦ୍ଧିତ କଲା ଉତ୍କଳ ସାମ୍ବାଦିକ ସଂଘ

ଅନୁଗୁଳ:ସାମାଜିକ ଦାୟିତ୍ୱବୋଧ (CSR) କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଏନଟିପିସି କଣିହାଁକୁ ‘ସିଏସଆର ଉତ୍କର୍ଷତା ସମ୍ମାନ’ ପ୍ରଦାନ କରାଯାଇଛି। ମଙ୍ଗଳବାର ଏନଟିପିସି ପ୍ରଶାସନିକ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ପ୍ରକଳ୍ପର ମୁଖ୍ୟ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ…

Continue Readingଏନଟିପିସି କଣିହାଁକୁ ‘ସିଏସଆର ଉତ୍କର୍ଷତା ସମ୍ମାନ’: ସମ୍ବର୍ଦ୍ଧିତ କଲା ଉତ୍କଳ ସାମ୍ବାଦିକ ସଂଘ

ବିଶ୍ୱ ଧରିତ୍ରୀ ଦିବସ: ପରିବେଶ ସୁରକ୍ଷା ପାଇଁ ଯୋଜନା ମାଳମାଳ ଫଳ ନିଷ୍ଫଳ

ଅନୁଗୁଳ: ୟୁନେସ୍କୋ ୧୯୭୦ ଏପ୍ରିଲ ୨୨ ରେ ପ୍ରଥମ ଧରିତ୍ରୀ ଦିବସ ପାଳିବାକୁ ପ୍ରସ୍ତାବ ଦେଇଥିଲା।ସେହିଦିନଠାରୁ ବିଶ୍ୱବ୍ୟାପୀ ଏହି ଦିବସ ପାଳିତ ହୋଇଆସୁଛି। ଜୈବ ବିବିଧତା ସଂରକ୍ଷଣ,ପରିବେଶ ସୁରକ୍ଷା,ସବୁଜିମା ବୃଦ୍ଧି, ବନ୍ୟ ପ୍ରାଣୀଙ୍କ ସୁରକ୍ଷା ଆଦି ବିଷୟରେ ସଚତେନତା କାର୍ଯ୍ୟକ୍ରମ ଏ…

Continue Readingବିଶ୍ୱ ଧରିତ୍ରୀ ଦିବସ: ପରିବେଶ ସୁରକ୍ଷା ପାଇଁ ଯୋଜନା ମାଳମାଳ ଫଳ ନିଷ୍ଫଳ

କଙ୍କିନାଳୀ ଗ୍ରାମରେ ଅଖିମୁଠି ଅନୁକୂଳ କଲେ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ତୁଳସୀପାଳ ପଞ୍ଚାୟତର କଙ୍କିନାଳୀ ଗ୍ରାମରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ 'ଅଖିମୁଠି' ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଧି ଅନୁଯାୟୀ…

Continue Readingକଙ୍କିନାଳୀ ଗ୍ରାମରେ ଅଖିମୁଠି ଅନୁକୂଳ କଲେ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ

ଓଡ଼ିଶୀ ନୃତ୍ୟରେ ‘ନୃତ୍ୟନିଳୟ’ର କୃତିତ୍ୱ: ସିସିଆରଟି ବୃତ୍ତି ପାଇଁ ମନୋନୀତ ହେଲେ ଦୁଇ ଛାତ୍ରୀ

ଅନୁଗୁଳ: ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଅନୁଗୁଳର ପ୍ରତିଷ୍ଠିତ ଅନୁଷ୍ଠାନ ‘ନୃତ୍ୟନିଳୟ’ ପୁଣି ଏକ ଗୌରବ ଆଣିଦେଇଛି। ଭାରତ ସରକାରଙ୍କ ସାଂସ୍କୃତିକ ସଂସାଧନ ଓ ପ୍ରଶିକ୍ଷଣ କେନ୍ଦ୍ର (CCRT) ପକ୍ଷରୁ ପ୍ରଦତ୍ତ ପ୍ରତିଷ୍ଠିତ କନିଷ୍ଠ ବୃତ୍ତି (୨୦୨୫-୨୬) ପାଇଁ ଅନୁଷ୍ଠାନର ଦୁଇଜଣ ଛାତ୍ରୀ…

Continue Readingଓଡ଼ିଶୀ ନୃତ୍ୟରେ ‘ନୃତ୍ୟନିଳୟ’ର କୃତିତ୍ୱ: ସିସିଆରଟି ବୃତ୍ତି ପାଇଁ ମନୋନୀତ ହେଲେ ଦୁଇ ଛାତ୍ରୀ

ଓଡ଼ିଶା ଭଳି ରାଜ୍ୟ ବିରୋଧରେ ଷଡ଼ଯନ୍ତ୍ର କରୁଛି ବିଜେପି: ମହିଳା ସଂରକ୍ଷଣ ବିଲ୍‌କୁ ନେଇ ବର୍ଷିଲା କଂଗ୍ରେସ

ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲ୍‌କୁ ନେଇ କେନ୍ଦ୍ରର ବିଜେପି ସରକାରଙ୍କୁ ତୀବ୍ର ସମାଲୋଚନା କରିଛି କଂଗ୍ରେସ। ସେପ୍ଟେମ୍ବର ୨୦୨୩ରେ ‘ନାରୀଶକ୍ତି ବନ୍ଦନ ଅଧିନୟମ’ ପାରିତ ହୋଇଥିଲେ ସୁଦ୍ଧା ଏହାକୁ ୨୦୨୪ ନିର୍ବାଚନରେ କାର୍ଯ୍ୟକାରୀ ନ କରିବା ସରକାରଙ୍କ ଆନ୍ତରିକତା ଉପରେ ବଡ଼…

Continue Readingଓଡ଼ିଶା ଭଳି ରାଜ୍ୟ ବିରୋଧରେ ଷଡ଼ଯନ୍ତ୍ର କରୁଛି ବିଜେପି: ମହିଳା ସଂରକ୍ଷଣ ବିଲ୍‌କୁ ନେଇ ବର୍ଷିଲା କଂଗ୍ରେସ

ବରିଷ୍ଠ କଂଗ୍ରେସ ନେତା ତଥା ଆଇନଜୀବୀ ଚିତ୍ତରଞ୍ଜନ ପ୍ରଧାନଙ୍କ ପରଲୋକ; ପାଳଲହଡ଼ା ଅଞ୍ଚଳରେ ଶୋକର ଛାୟା

ଅନୁଗୁଳ: ଅନୁଗୁଳ ଜିଲ୍ଲାର ବିଶିଷ୍ଟ କଂଗ୍ରେସ ନେତା ତଥା ବରିଷ୍ଠ ଆଇନଜୀବୀ ଚିତ୍ତରଞ୍ଜନ ପ୍ରଧାନଙ୍କର ମଙ୍ଗଳବାର ଅପରାହ୍ନରେ ହୃଦଘାତ ଯୋଗୁ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା। ଅସୁସ୍ଥତା ଅନୁଭବ କରିବା ପରେ ତାଙ୍କୁ ପାଳଲହଡ଼ା ଡାକ୍ତରଖାନା…

Continue Readingବରିଷ୍ଠ କଂଗ୍ରେସ ନେତା ତଥା ଆଇନଜୀବୀ ଚିତ୍ତରଞ୍ଜନ ପ୍ରଧାନଙ୍କ ପରଲୋକ; ପାଳଲହଡ଼ା ଅଞ୍ଚଳରେ ଶୋକର ଛାୟା