ବାଇକ୍ ଚୋର ଗିରଫ

ଅନୁଗୁଳ: ଅନୁଗୁଳ ସଦର ପୁଲିସ ମଙ୍ଗଳବାର ବାଇକ୍ ଚୋରି ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫକରିଛି। ସୂଚନା ଅନୁଯାୟୀ, ଗତ ମେ ୩୦ ତାରିଖ ରାତିରେ କୁଇଓ ଗାଁର ସୁରେନ୍ଦ୍ର ଦେହୁରୀଙ୍କ ଘରୁ ଏକ ବାଇକ୍(ଓଡି୧୯ଇ-୮୩୬୭) ଚୋରି ହୋଇଥିଲା। ଏ ନେଇ ସୁରେନ୍ଦ୍ର…

Continue Readingବାଇକ୍ ଚୋର ଗିରଫ

ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମକରି ବୃଦ୍ଧ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଇଲାକାରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମକରି ୬୫ ବର୍ଷର ଜଣେ ବୃଦ୍ଧଙ୍କୁ ମଙ୍ଗଳବାର ଗିରଫ କରିଛି ପୁଲିସ। ସୂଚନା ମୁତାବକ, ସୋମବାର ସକାଳ ୯ଟାରେ ୧୦ ବର୍ଷର ଜଣେ ନାବାଳିକା ବିଦ୍ୟାଳୟକୁ ପାଠ ପଢ଼ିବାକୁ…

Continue Readingନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମକରି ବୃଦ୍ଧ ଗିରଫ

ପ୍ରଧାନ ଶିକ୍ଷକ ସମ୍ମିଳନୀ ଉଦ୍‌ଘାଟିତ

ଅନୁଗୁଳ: ଅନୁଗୁଳ ସହରର ଟାଉନ ହଲ ପରିସରରେ ମଙ୍ଗଳବାର ଦୁଇ ଦିନିଆ ଜିଲ୍ଲା ପ୍ରଧାନ ଶିକ୍ଷକ ସମ୍ମିଳନୀ ଉଦ୍‌ଘାଟିତ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦ‌୍‌ଘାଟନ କରିଛନ୍ତି। ଏହି ଅବସରରେ…

Continue Readingପ୍ରଧାନ ଶିକ୍ଷକ ସମ୍ମିଳନୀ ଉଦ୍‌ଘାଟିତ

ମନ୍ଦରଗିରି ପାହାଡ ଓ ନିଆରା ପରମ୍ପରା

ଅନୁଗୁଳ: ଅନୁଗୁଳ ସହର ଠାରୁ ଅଳ୍ପ ଦୂରରେ ଥିବା ମନ୍ଦରଗିରି ପାହାଡର ସୌନ୍ଦର୍ଯ୍ୟ, ଜୈବ ବିବିଧତା ଏହାର ଅନୁପମ ଗୁମ୍ଫା ସ୍ଥାନୀୟ ପର୍ଯ୍ୟଟକ ମାନଙ୍କୁ ବିଶେଷ ଆକର୍ଷିତ କରିଥାଏ। ଏହି ମନ୍ଦରଗିରିରେ ଅନେକ ଔଷଧୀୟ ଗୁଳ୍ମ ଦେଖିବାକୁ ମିଳିଥାଏ। ସ୍ଥାନୀୟ ଅଧିବାସୀଙ୍କ…

Continue Readingମନ୍ଦରଗିରି ପାହାଡ ଓ ନିଆରା ପରମ୍ପରା

ପୁଣି ଆଖି ବୁଜିଲା ଗଜରାଜ, ଚିକିତ୍ସାଧୀନ ଅବସ୍ଥାରେ ହାତୀ ଛୁଆର ମୃତ୍ୟୁ

ଅନୁଗୁଳ: ପୁଣିଥରେ ଆଖି ବୁଜିଲା ଗଜରାଜ। ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ କୁଶଖଲି ଜଙ୍ଗଲରେ ଆଜି ସକାଳେ ଏକ ହାତୀ ଛୁଆର ମୃତ୍ୟୁ ଘଟିଛି। ମୃତ ହାତୀର ବୟସ ୪ ବର୍ଷ ହୋଇଥିବା କୁହାଯାଉଛି। ରିପୋର୍ଟ ମୁତାବକ, ମୃତ ହାତୀ ଛୁଆ…

Continue Readingପୁଣି ଆଖି ବୁଜିଲା ଗଜରାଜ, ଚିକିତ୍ସାଧୀନ ଅବସ୍ଥାରେ ହାତୀ ଛୁଆର ମୃତ୍ୟୁ

ଟ୍ରାଫିକ ସମସ୍ୟା ଘେରରେ ମେଡିକାଲ ଛକ

ଅନୁଗୁଳ: ଆକ୍ସନ ମୁଡରେ ଥିବା ଅନୁଗୁଳ ପୌରପାଳିକା ସହରର ବିଭିନ୍ନ ଛକ ବଜାରରେ ସରକାରୀ ରାସ୍ତାକୁ ଜବର ଦଖଲ କରିଥିବା ଉଠା ଦୋକାନୀଙ୍କୁ ଉଚ୍ଛେଦ କରୁଛି ଅନ୍ୟପକ୍ଷରେ ଉଠା ଦୋକାନୀ ମଧ୍ୟ ଉଚ୍ଛେଦର ଗୋଟିଏ ଦିନ ପରେ ପୁଣି ଠେଲା ଲଗାଇ…

Continue Readingଟ୍ରାଫିକ ସମସ୍ୟା ଘେରରେ ମେଡିକାଲ ଛକ

ଅଭିନବ ଉପାୟରେ ଠକେଇ, ଭୁଲ ସ୍କ୍ରିନ ସର୍ଟ ଦେଖାଇ ନେଇଯାଉଛନ୍ତି ଟଙ୍କା

ଅନୁଗୁଳ: ଲୋକଙ୍କୁ ଠକିବାକୁ ଏବେ ଠକମାନେ ନୂଆ ନୂଆ ଉପାୟ ଆପଣାଉଛନ୍ତି। କିଏ ଅନଲାଇନରେ ଠକେଇ କରି ଆକାଉଣ୍ଟ ଫାଙ୍କା କରିଦଉଛି ତ ଆଉ କିଏ ଭୁଲ କ୍ୟୁଆର କୋର୍ଡ ଦେଖାଇ ଟଙ୍କା ଲୁଟୁଛି। ତେବେ ବର୍ତ୍ତମାନ ଅନୁଗୁଳ ସହରରେ ଏକ…

Continue Readingଅଭିନବ ଉପାୟରେ ଠକେଇ, ଭୁଲ ସ୍କ୍ରିନ ସର୍ଟ ଦେଖାଇ ନେଇଯାଉଛନ୍ତି ଟଙ୍କା

ତାଳଚେର ଓ ବଲଣ୍ଡା ଅଞ୍ଚଳର ପତିତ ଜମିକୁ ଚାଷ ଉପଯୋଗୀ କରିବା ଉପରେ କେନ୍ଦ୍ରମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର/ତାଳଚେର: ପତିତ ଜମିର ପୁନରୁଦ୍ଧାର କରି ତାହାକୁ ଚାଷ ଉପଯୋଗୀ କରିବା ସହ ଆଧୁନିକ ପ୍ରଣାଳୀରେ ଚାଷ କାର୍ଯ୍ୟ କରିବା ପାଇଁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୃଷି ମନ୍ତ୍ରଣାଳୟ ଓ ଅନ୍ତରାଷ୍ଟ୍ରୀୟ ଫସଲ…

Continue Readingତାଳଚେର ଓ ବଲଣ୍ଡା ଅଞ୍ଚଳର ପତିତ ଜମିକୁ ଚାଷ ଉପଯୋଗୀ କରିବା ଉପରେ କେନ୍ଦ୍ରମନ୍ତ୍ରୀଙ୍କ ଗୁରୁତ୍ୱ

ଅଜଣା ଟ୍ରକ୍ ଧକ୍କାରେ ମହିଳା ମୃତ, ସ୍ଵାମୀ ଓ ୨ ପୁଅ ଗୁରୁତର

ଅନୁଗୁଳ: ବଅଁରପାଳ ମେଡିକାଲ ନିକଟସ୍ଥ ୧୪୯ ନମ୍ୱର ଜାତୀୟ ରାଜପଥରେ ଆଜି ଏକ ଅଜଣା ଟ୍ରକ୍ ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ଓଡାପଡା ବ୍ଲକ୍ ମୋଟଙ୍ଗା ଥାନା ଅଞ୍ଚଳର ସୁରଭି ଗାଁର…

Continue Readingଅଜଣା ଟ୍ରକ୍ ଧକ୍କାରେ ମହିଳା ମୃତ, ସ୍ଵାମୀ ଓ ୨ ପୁଅ ଗୁରୁତର

ବିଜେପି ଜିଲ୍ଲା ପଦାଧିକାରୀ ବୈଠକ: ବ୍ୟାପକ ବୃକ୍ଷରୋପଣ ଉପରେ ଗୁରୁତ୍ୱ

ଅନୁଗୁଳ: ଆଜି ଅନୁଗୁଳ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ପଦାଧିକାରୀଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ତିରୋଧାନ ଦିବସ ଜୁନ ୨୩ ରୁ ତାଙ୍କର ଜନ୍ମ…

Continue Readingବିଜେପି ଜିଲ୍ଲା ପଦାଧିକାରୀ ବୈଠକ: ବ୍ୟାପକ ବୃକ୍ଷରୋପଣ ଉପରେ ଗୁରୁତ୍ୱ