ବିଜୁ ଯୁବ ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର, ୭୦ ୟୁନିଟ ରକ୍ତ ସଂଗୃହୀତ

ଅନୁଗୁଳ : ଆଜି ଅନୁଗୁଳ ନିର୍ବାଚନମଣ୍ଡଳୀ ଅନୁଗୁଳ ବ୍ଲକର ବେଡାଶାସନ ପଞ୍ଚାୟତରେ ବିଜୁ ଯୁବ ଜନତା ଦଳ ଓ ଓଡ଼ିଶା-ମୋ ପରିବାର ଆନୁକୂଲ୍ୟରେ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଏହି ଶିବିରରେ ୭୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଶିବିରରେ ମୁଖ୍ୟ…

Continue Readingବିଜୁ ଯୁବ ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର, ୭୦ ୟୁନିଟ ରକ୍ତ ସଂଗୃହୀତ

ଲୁହାରଡ୍ ଚୋରି ଅଭିଯୋଗରେ ୩ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ପୁଲିସ ଶନିବାର ଲୁହାରଡ ଚୋରି ଅଭିଯୋଗରେ ୩ ଜଣ ଯୁବକଙ୍କୁ ଗିରଫ କରିଛି । ପ୍ରକାଶ ଯେ, ପୋଲିସ ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଶନିବାର ଭୋରରେ ସାନକେରଜାଙ୍ଗ ୟୁପି ସ୍କୁଲ ନିକଟରେ…

Continue Readingଲୁହାରଡ୍ ଚୋରି ଅଭିଯୋଗରେ ୩ ଗିରଫ

ଅନୁଗୁଳରେ ଶୀତ ଲହର: ୨୪ ଘଣ୍ଟାରେ ୨ ଡିଗ୍ରୀ ତାପମାନ କମିଲା

ଅନୁଗୁଳ: ବେଶ କିଛି ଦିନର ବିରତି ପରେ ଅନୁଗୁଳରେ ଶୀତ ଲହର ଆରମ୍ଭ ହୋଇଛି। ଶୁକ୍ରବାର ଅନୁଗୁଳ ସହରର ତାପମାତ୍ରା ୧୪.୬ ଡିଗ୍ରୀ ସେଲ୍‌ସିଅସ ଥିବା ବେଳେ ଶନିବାର ସର୍ବନିମ୍ନ ତାପମାତ୍ରା ୧୨.୬ ଡିଗ୍ରୀ ରହିଥିଲା। ଶୀତ ଲହର ଯୋଗୁଁ ଶୀତ…

Continue Readingଅନୁଗୁଳରେ ଶୀତ ଲହର: ୨୪ ଘଣ୍ଟାରେ ୨ ଡିଗ୍ରୀ ତାପମାନ କମିଲା

ଅଲ୍ ଇଣ୍ଡିଆ କିଷାନ କ୍ଷେତ ମଜଦୂର ସଂଗଠନ ପକ୍ଷରୁ ସହିଦ କୃଷକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ଅନୁଗୁଳ: ଅଲ୍ ଇଣ୍ଡିଆ କିଷାନ କ୍ଷେତ ମଜଦୂର ସଂଗଠନ ସର୍ବ ଭାରତୀୟ କମିଟି ଆହ୍ଵାନରେ ଦିଲ୍ଲୀ ଐତିହାସିକ ତିନି କଳା କୃଷି ଆଇନ ପ୍ରତ୍ୟାହାର କରିବା ଦାବିରେ ଚାଲିଥିବା କୃଷକ ଆନ୍ଦୋଳନର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରାଯାଇଛି। ଏ ଅବସରରେ…

Continue Readingଅଲ୍ ଇଣ୍ଡିଆ କିଷାନ କ୍ଷେତ ମଜଦୂର ସଂଗଠନ ପକ୍ଷରୁ ସହିଦ କୃଷକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ରାଗିଂ ପରେ ବି ସରକାର ତତ୍ପରତା ପ୍ରକାଶ ନ କରିବାକୁ ଛାତ୍ର କଂଗ୍ରେସର ବିରୋଧ, ଜିଲ୍ଲାପାଳଙ୍କ ଅଫିସ ଆଗରେ ଦେଲେ ଧାରଣା

ଅନୁଗୁଳ: ଗଞ୍ଜାମ ସ୍ଥିତ ବିନାୟକ ଆଚାର୍ଯ୍ୟ ସରକାରୀ ମହାବିଦ୍ୟାଳୟ କ୍ୟାମ୍ପସରେ ଯେଉଁଭଳି ଅମାନୁଷିକ ଭାବରେ ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ଅତ୍ୟାଚାର କରାଯାଇଛି, ତାହାକୁ ବିରୋଧ କରି ଆଜି ଛାତ୍ର କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ସାହୁଙ୍କ ନେତୃତ୍ୱରେ ଛାତ୍ର…

Continue Readingରାଗିଂ ପରେ ବି ସରକାର ତତ୍ପରତା ପ୍ରକାଶ ନ କରିବାକୁ ଛାତ୍ର କଂଗ୍ରେସର ବିରୋଧ, ଜିଲ୍ଲାପାଳଙ୍କ ଅଫିସ ଆଗରେ ଦେଲେ ଧାରଣା

ନଭେମ୍ବର ୨୮ରୁ ପାଳିତ ହେବ ପୁରୁଷ ବନ୍ଧ୍ୟାକରଣ ପକ୍ଷ, ବନ୍ଧ୍ୟାକରଣ କଲେ ମିଳିବ ୨ ହଜାର ଟଙ୍କା

ଅନୁଗୁଳ: ପୁରୁଷ ବନ୍ଧ୍ୟାକରଣ ପକ୍ଷ ପାଳନ ଉପଲକ୍ଷେ ଆଜି ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡ. ତ୍ରିଲୋଚନ ପ୍ରଧାନ ଅଧ୍ୟକ୍ଷତା କରି…

Continue Readingନଭେମ୍ବର ୨୮ରୁ ପାଳିତ ହେବ ପୁରୁଷ ବନ୍ଧ୍ୟାକରଣ ପକ୍ଷ, ବନ୍ଧ୍ୟାକରଣ କଲେ ମିଳିବ ୨ ହଜାର ଟଙ୍କା

ମେଡିସିନ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି

ଅନୁଗୁଳ: ଶୁକ୍ରବାର ଦୁଇଜଣ କାର୍ଯ୍ୟରତ ମେଡ଼ିସିନ୍ ସେଲ୍ସ ରିପ୍ରେଜେଣ୍ଟିଭଙ୍କ ଦୁର୍ଘଟଣାରେ ଅକାଳ ବିୟୋଗ ଘଟିଥିବା ଜଣାପଡିଛି । ସୂର୍ଯ୍ୟକାନ୍ତ ରାଉତ ଓ ଦୀପକ କୁମାର ରାଉଳ ନାମକ ଦୁଇ ଯୁବ କର୍ମଚାରୀ ତାଙ୍କ କର୍ମକ୍ଷେତ୍ରକୁ ଯାଉଥିବା ବେଳେ ପାଲଲହଡା ବ୍ଲକ ଖମାର…

Continue Readingମେଡିସିନ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି

୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ

ଅନୁଗୁଳ: ସ୍ଥାନୀୟ ସଦର ଥାନା ପୋଲିସ ୧୮.୫ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ୩ ଜଣ ଯୁବକଙ୍କୁ ଗିରଫ କରିଛି। ସୂଚନା ମୁତାବକ, ଅନୁଗୁଳ ସଦର ଥାନା ପୋଲିସ ଶୁକ୍ରବାର ସନ୍ଧ୍ୟାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏକ ସ୍କୁଟର୍(OD…

Continue Reading୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ

ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ, ନିଶାସକ୍ତ ଅବସ୍ଥାରେ ପୋଲିସ ଗାଡ଼ି ଚଲାଉଥିବା ଅଭିଯୋଗ

ଅନୁଗୁଳ: ଶୁକ୍ରବାର ରାତିରେ ସିମିଳିପଡା ପାଁଞ୍ଚ ଛକିଆ ଦେଇ ଗାନ୍ଧୀ ମାର୍ଗରେ ଦ୍ରୁତ ଗତିରେ ଯାଉଥିବା ଏକ ବୋଲେରୋ ଏଟିଏମ୍ ପାହାଚରେ ପିଟି ହୋଇ ହୋଟେଲ ଇମେଜ ଇନ ସାମନାରେ ଓଲଟି ପଡିଥିଲା। ସେତେବେଳେ ହୋଟେଲ ସମ୍ମୁଖରେ ଗ୍ରାହକ ନ ଥିବାରୁ…

Continue Readingଭାରସାମ୍ୟ ହରାଇ ଓଲଟିଲା ବୋଲେରୋ, ନିଶାସକ୍ତ ଅବସ୍ଥାରେ ପୋଲିସ ଗାଡ଼ି ଚଲାଉଥିବା ଅଭିଯୋଗ

ଆହୁରି ବଢିବ ଶୀତ: ୧୫ ଡିଗ୍ରୀ ତଳେ ଅନୁଗୁଳ ସହରର ତାପମାତ୍ରା

ଭୁବନେଶ୍ୱର : କିଛି ଦିନର ବ୍ୟବଧାନ ପରେ ପୁଣି ରାଜ୍ୟରେ ଏବେ ଆରମ୍ଭ ହୋଇଯାଇଛି ଶୀତର ଲହରୀ । ପାରଦ କ୍ରମଶଃ ତଳକୁ ଖସିବାରେ ଲାଗିଛି । ଗତକାଲି ୧୩ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ଅନୁଗୁଳରେ…

Continue Readingଆହୁରି ବଢିବ ଶୀତ: ୧୫ ଡିଗ୍ରୀ ତଳେ ଅନୁଗୁଳ ସହରର ତାପମାତ୍ରା