ରକ୍ଷକ ହେଲା ଭକ୍ଷକ! ଦଳିତ ମହିଳାଙ୍କୁ ଘରୁ ଘୋଷାଡ଼ି ଆଣି ଗୋଡ଼ାଇ ଗୋଡ଼ାଇ ପିଟିଲେ ସାଦା ପୋଷାକଧାରୀ ପୋଲିସ, ମେଡିକାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ପୀଡ଼ିତା

ଆଠମଲ୍ଲିକ: ଜାତିଆଣ ଆକ୍ଷେପ କରି ସାଦା ପୋଷାକଧାରୀ ପୋଲିସ ଜଣେ ଅନୁସୂଚିତ ଜାତିର ମହିଳାଙ୍କ ଘରେ ପଶି ତାଙ୍କୁ ଘୋଷାଡ଼ି ଆଣି ବାହାରେ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି। ଏନେଇ ପୀଡିତାଙ୍କ ଝିଅ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଚିନ୍ତାମଣି ପ୍ରଧାନଙ୍କୁ ଅଭିଯୋଗ କରିଛନ୍ତି।…

Continue Readingରକ୍ଷକ ହେଲା ଭକ୍ଷକ! ଦଳିତ ମହିଳାଙ୍କୁ ଘରୁ ଘୋଷାଡ଼ି ଆଣି ଗୋଡ଼ାଇ ଗୋଡ଼ାଇ ପିଟିଲେ ସାଦା ପୋଷାକଧାରୀ ପୋଲିସ, ମେଡିକାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ପୀଡ଼ିତା

ବଳରାମପ୍ରସାଦ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ କର୍ମୀ ସମ୍ମିଳନୀ ଆୟୋଜିତ

ଅନୁଗୁଳ : ସ୍ଥାନୀୟ ବଅଁରପାଳ ବ୍ଲକ ବଳରାମ ପ୍ରସାଦ ପଞ୍ଚାୟତର ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ପରିସରରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ଜିଲ୍ଲା…

Continue Readingବଳରାମପ୍ରସାଦ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ କର୍ମୀ ସମ୍ମିଳନୀ ଆୟୋଜିତ

ନାଲକୋ ଟ୍ରେନ ଲାଇନରେ ଫାଟକ ଓ ଲାଇଟ୍ ବ୍ୟବସ୍ଥା ପାଇଁ ଆନ୍ଦୋଳନ କଲେ ବନ୍ଦା ଗାଁ ଲୋକ, ୧୫ ଦିନ ଭିତରେ କାର୍ଯ୍ୟ ଶେଷ କରିବାକୁ ପ୍ରତିଶ୍ରୁତି ଦେଲା କମ୍ପାନୀ

ବଅଁରପାଳ/ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ବନ୍ଦା ପଞ୍ଚାୟତ ଦେଇ ଯାଇଥିବା ନାଲକୋର ଟ୍ରେନ ଲାଇନ ଉପରେ ଫାଟକ ଓ ଲାଇଟ ଲଗାଇବାକୁ ସ୍ଥାନୀୟ ଲୋକେ ଆନ୍ଦୋଳନ କରିଛନ୍ତି। ବନ୍ଦା ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ଏହି ଟ୍ରେନ ଲାଇନରେ ଫାଟକ ଏବଂ ଲାଇଟ…

Continue Readingନାଲକୋ ଟ୍ରେନ ଲାଇନରେ ଫାଟକ ଓ ଲାଇଟ୍ ବ୍ୟବସ୍ଥା ପାଇଁ ଆନ୍ଦୋଳନ କଲେ ବନ୍ଦା ଗାଁ ଲୋକ, ୧୫ ଦିନ ଭିତରେ କାର୍ଯ୍ୟ ଶେଷ କରିବାକୁ ପ୍ରତିଶ୍ରୁତି ଦେଲା କମ୍ପାନୀ

ସ୍କୁଲ ପଡ଼ିଆ ମଝିରେ ମୁକୁଳା ହୋଇ ପଡ଼ିଛି ଟ୍ରାନ୍ସଫର୍ମର: ନେଇସାରିଲାଣି ୨ ଜୀବନ, ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଦାବି

ଅନୁଗୁଳ: ଅନୁଗୁଳ ଜିଲ୍ଲା କରଡ଼ା ଗାଡ଼ିଆ ପଞ୍ଚାୟତ କୁଶାସିଙ୍ଗା ଗାଁରେ ମୁକୁଳା ହୋଇ ପଡ଼ିଛି ଟ୍ରାନ୍ସଫର୍ମର। ମହୁଲ ବୁରି ସାହି ପ୍ରକଳ୍ପ ପ୍ରାଥମିକ ସ୍କୁଲ ସମ୍ମୁଖରେ ଥିବା ପଡ଼ିଆ ମଝିରେ ଏହି ଟ୍ରାନ୍ସଫର୍ମର ଥିବାରୁ ସ୍କୁଲ ପିଲା ଏଠାରେ ଖେଳିବାକୁ ଭୟ…

Continue Readingସ୍କୁଲ ପଡ଼ିଆ ମଝିରେ ମୁକୁଳା ହୋଇ ପଡ଼ିଛି ଟ୍ରାନ୍ସଫର୍ମର: ନେଇସାରିଲାଣି ୨ ଜୀବନ, ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଦାବି

ମାଧପୁର ପଞ୍ଚାୟତରେ ମହାଘୋଟଲା, ତଦନ୍ତ ପାଇଁ ଘଟଣାସ୍ଥଳରେ ପହଞ୍ଚିଲେ ଜିଲ୍ଲା ଉନ୍ନୟନ ଅଧିକାରୀ

ଆଠମଲ୍ଲିକ: ଆଠମଲ୍ଲିକ ବ୍ଲକ ମାଧପୁର ପଞ୍ଚାୟତରେ ମନରେଗା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମୋ ବଗିଚା, କମ୍ପୋଷ୍ଟ ପିଟ, ମୋ ପୋଖରୀ ଓ ରାସ୍ତା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁବାର ଜିଲ୍ଲା ଉନ୍ନୟନ ଅଧିକାରୀ…

Continue Readingମାଧପୁର ପଞ୍ଚାୟତରେ ମହାଘୋଟଲା, ତଦନ୍ତ ପାଇଁ ଘଟଣାସ୍ଥଳରେ ପହଞ୍ଚିଲେ ଜିଲ୍ଲା ଉନ୍ନୟନ ଅଧିକାରୀ

ମୂଷା ବଜାଇଲା ଫାୟାର ଆଲର୍ମ

ଅନୁଗୁଳ: ସମୟ ଆଜି ସନ୍ଧ୍ୟା ସାତଟା। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଷ୍ଟୋର ଗୋଦାମର ହଟାତ୍ ସାଇରନ ବାଜି ଉଠିଲା। ଏହା ଦେଖି ସିକ୍ୟୁରୀଟି ଗାର୍ଡ ମାନେ ଧାଇଁ ଆସିଲେ। ଗୋଦାମ ତାଲା ପଡ଼ିଥିଲା। ଏହା ପରେ ଷ୍ଟୋର ମୁଖ୍ୟ ଫାର୍ମାସିଷ୍ଟ…

Continue Readingମୂଷା ବଜାଇଲା ଫାୟାର ଆଲର୍ମ

ଟ୍ରେନ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା କାରଣ ଖୋଜୁଛି ପୋଲିସ

ଅନୁଗୁଳ: ସ୍ଥାନୀୟ କୁମଣ୍ଡ ପଞ୍ଚାୟତର ଚଣ୍ଡୀ ବଜାର ଦେଇ ଯାଇଥିବା ଟ୍ରେନ ଲାଇନ ଉପରେ ଗୁରୁବାର ସକାଳେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଦେଖିବାକୁ ମିଳିଛି। ମୃତ ବ୍ୟକ୍ତିଙ୍କ ପରିଚୟ ମିଳିଛି। ମୃତକ ହେଲେ ବାବୁଲି ବେହେରା (୩୨), ସେ ଅନୁଗୁଳ…

Continue Readingଟ୍ରେନ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା କାରଣ ଖୋଜୁଛି ପୋଲିସ

କଣିହାଁ ଅଞ୍ଚଳବାସୀଙ୍କୁ ମରଣ ମୁହଁକୁ ଠେଲି ଦେଉଛି ଏନଟିପିସି, ଯୁଆଡ଼େ ଦେଖ ଗଦା ଗଦା ପାଉଁଶ ଆଉ ଧୂଳି

ଭାରତର ସର୍ବ ବୃହତ ତାପଜ ବିଦ୍ୟୁତ ପ୍ରକଳ୍ପ ତଥା କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ କମ୍ପାନୀ ଏନଟିପିସି ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକରେ ଗଢ଼ି ଉଠିଛି। ଏହି ତାପଜ ବିଦ୍ୟୁତ କେନ୍ଦ୍ର କଣିହାଁରେ ହେବା ବେଳେ ଅଞ୍ଚଳର ଉନ୍ନତି ପାଇଁ ଲୋକେ ନିଜ ଚାଷଜମି,…

Continue Readingକଣିହାଁ ଅଞ୍ଚଳବାସୀଙ୍କୁ ମରଣ ମୁହଁକୁ ଠେଲି ଦେଉଛି ଏନଟିପିସି, ଯୁଆଡ଼େ ଦେଖ ଗଦା ଗଦା ପାଉଁଶ ଆଉ ଧୂଳି

ଜମି ମାଲିକକୁ ଟଙ୍କା ନଦେଇ ଠକୁଥିବା ବେଳେ ଦଲାଲକୁ ଉଠାଇ ନେଲା ପୋଲିସ

ଛେଣ୍ଡିପଦା : ସ୍ଥାନୀୟ ଛେଣ୍ଡିପଦା ଥାନା ପୋଲିସ ତହସିଲ କାର୍ଯ୍ୟାଳୟ ପରିସରରୁ ଜଣେ ଜମି ମାଲିକଙ୍କୁ ଠକୁଥିବା ଦଲାଲଙ୍କୁ ଉଠାଇ ନେଇ ତଦନ୍ତ ଚଳାଇଛି। ସୂଚନା ମୁତାବକ, ବୁଧବାର ଗୋହିରାପଶୀ ଗ୍ରାମର ନୂଆଦେଇ ବେହେରା(୬୯) ବ୍ରାହ୍ମଣବିଲ୍ ମୌଜାରେ ଥିବା ତାଙ୍କର ୬…

Continue Readingଜମି ମାଲିକକୁ ଟଙ୍କା ନଦେଇ ଠକୁଥିବା ବେଳେ ଦଲାଲକୁ ଉଠାଇ ନେଲା ପୋଲିସ

ଅଣ୍ଡର ବ୍ରିଜ ନିର୍ମାଣ ସହ ୪ ଦଫା ଦାବି ନେଇ ରେଳବାଇ ମହାପ୍ରବନ୍ଧକଙ୍କୁ ଦାବି ପତ୍ର ଦେଲେ ବନ୍ତୋଲ ପଞ୍ଚାୟତବାସୀ

ତାଳଚେର: ତାଳଚେର ରେଳବାଇ ଷ୍ଟେସନ ନିକଟସ୍ଥ ବନ୍ତୋଲ ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟ ତଥା ରେଲୱେର କେତେକ ସମସ୍ୟାର ସମାଧାନ କରିବା ନିମନ୍ତେ ଇଷ୍ଟକୋଷ୍ଟ ରେଳବାଇ ମହାପ୍ରବନ୍ଧକଙ୍କ ଉଦ୍ଦେଶ୍ୟରେ ଆଜି ସରପଞ୍ଚ ଜୟନ୍ତୀଲତା ପ୍ରଧାନ ଏବଂ ସମିତି ସଭ୍ୟା ଅମ୍ରିତା ପାଣି ଦାବି…

Continue Readingଅଣ୍ଡର ବ୍ରିଜ ନିର୍ମାଣ ସହ ୪ ଦଫା ଦାବି ନେଇ ରେଳବାଇ ମହାପ୍ରବନ୍ଧକଙ୍କୁ ଦାବି ପତ୍ର ଦେଲେ ବନ୍ତୋଲ ପଞ୍ଚାୟତବାସୀ