ତାଳଚେରକୁ ଜିଲ୍ଲା ମାନ୍ୟତା ଦାବି, ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଲା ତାଳଚେର ସୁରକ୍ଷା ମଞ୍ଚ

ତାଳଚେର: ତାଳଚେରକୁ ଜିଲ୍ଲାର ମାନ୍ୟତା ଦେବା ଦାବିରେ ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସୋମବାର ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସୁରକ୍ଷା ମଞ୍ଚର କହିବାନୁଯାୟୀ, ଭାରତ ସ୍ୱାଧୀନ ହେବା ପୂର୍ବରୁ ମଧ୍ୟ କଳାହୀରାରର ସନ୍ଧାନ ପରେ ଇଂରେଜ…

Continue Readingତାଳଚେରକୁ ଜିଲ୍ଲା ମାନ୍ୟତା ଦାବି, ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଲା ତାଳଚେର ସୁରକ୍ଷା ମଞ୍ଚ

ସ୍କୁଲ ଗେଟରୁ ଖସିଲା ଗ୍ରାନାଇଟ୍ ପଥର, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ ଓ ପରିଦର୍ଶନରେ ଥିବା ବିଡିଓ

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ଗୋତମରା ଗ୍ରାମର ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ଫାଟକରୁ ଗ୍ରାନାଇଟ୍ ପଥର ଖସିଛି। ସୌଭାଗ୍ୟବଶତଃ ଛାତ୍ରଛାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସୂଚନା ମୁତାବକ, ସରକାରୀ ବିଦ୍ୟାଳୟଗୁଡ଼ିକରେ ଏବେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଆଧୁନିକରଣ କରାଯାଉଛି।…

Continue Readingସ୍କୁଲ ଗେଟରୁ ଖସିଲା ଗ୍ରାନାଇଟ୍ ପଥର, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ ଓ ପରିଦର୍ଶନରେ ଥିବା ବିଡିଓ

ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯାଉଥିଲେ, ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କା

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଗୋପୀନାଥପୁରରେ ଥିବା ସରଳିଆ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୨ ଡକାୟତ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି। ସୂଚନା ମୁତାବକ, ସୋମବାର ଅପରାହ୍ନରେ ପେଟ୍ରୋଲ ପମ୍ପର କ୍ୟାସିଅର ସନ୍ତୋଷ କୁମାର ସାହୁ ଓ…

Continue Readingବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯାଉଥିଲେ, ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କା

ଏନଟିପିସିରେ ନିଯୁକ୍ତି ଦାବି, ଦୁର୍ଘଟଣାରେ ମୃତକଙ୍କ ଶବ ରଖି ରାସ୍ତା ଅବରୋଧ କଲେ ଗାଁ ଲୋକ

ତାଳଚେର: କ୍ଷତିପୂରଣ ଦାବିରେ ଆଜି ସ୍ଥାନୀୟ ତାଳଚେର ବ୍ଲକ କଙ୍କିଳି ପଞ୍ଚାୟତ ସଇନାଳି ଗାଁ ଲୋକ ଦୁର୍ଘଟଣାରେ ମୃତକଙ୍କ ଶବକୁ ରଖି ରାସ୍ତା ଅବରୋଧ କରିଛନ୍ତି। ସୂଚନା ମୁତାବକ, ଦୁଇ ଦିନ ତଳେ ସଇନାଳି ଗାଁର ମିଟୁ ସାହୁଙ୍କ ଏକ ମାତ୍ର…

Continue Readingଏନଟିପିସିରେ ନିଯୁକ୍ତି ଦାବି, ଦୁର୍ଘଟଣାରେ ମୃତକଙ୍କ ଶବ ରଖି ରାସ୍ତା ଅବରୋଧ କଲେ ଗାଁ ଲୋକ

ଭ୍ରାମ୍ୟମାଣ ଚିକିତ୍ସା ଗାଡ଼ିରେ ପଶିଲା ନାଗ, ୨ ଘଣ୍ଟା ପରେ ଉଦ୍ଧାର କଲେ ସର୍ପମିତ୍ର

ଅନୁଗୁଳ: ସ୍ଥାନୀୟ ଛେଣ୍ଡିପଦା ବ୍ଲକ ଚାଖୁଣ୍ଡାପାଳ ରାସ୍ତାରେ ଭ୍ରାମ୍ୟମାଣ ଚିକିତ୍ସା ଗାଡ଼ିରେ ଏକ ନାଗସାପ ପଶି ରହିବାରୁ ୨ ଘଣ୍ଟା ଯାଏଁ ସେବା ବ୍ୟାହତ ହୋଇଛି। ବହୁ କଷ୍ଟରେ ସାପକୁ ଗାଡ଼ିରୁ ବାହାର କରାଯାଇ ଜଙ୍ଗଲରେ ଛଡ଼ାଯାଇଛି। ସୂଚନା ମୁତାବକ, ଭ୍ରାମ୍ୟମାଣ…

Continue Readingଭ୍ରାମ୍ୟମାଣ ଚିକିତ୍ସା ଗାଡ଼ିରେ ପଶିଲା ନାଗ, ୨ ଘଣ୍ଟା ପରେ ଉଦ୍ଧାର କଲେ ସର୍ପମିତ୍ର

ସରକାରଙ୍କ ନିର୍ଦେଶ: ଦମନ ଫିଲ୍ମ ଦେଖିବେ ସ୍ୱାସ୍ଥ୍ୟ କର୍ମଚାରୀ

ଅନୁଗୁଳ: ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ସଂକ୍ଷେପରେ ଦମନ ଚଳଚ୍ଚିତ୍ର ଏବେ ଦେଶ ସାରା ପ୍ରସଂଶା ସାଉଁଟିଛି। କୋରାପୁଟ ଭଳି ମ୍ୟାଲେରିଆ ପ୍ରବଣ ଅଞ୍ଚଳରେ ଜନୈକ ଡାକ୍ତର କିଭଳି ସେଠାରେ ଚାଲି ଚାଲି ବା ଭାରରେ ରୋଗୀଙ୍କୁ ନେଇ ଚିକିତ୍ସା କରିଥିଲେ…

Continue Readingସରକାରଙ୍କ ନିର୍ଦେଶ: ଦମନ ଫିଲ୍ମ ଦେଖିବେ ସ୍ୱାସ୍ଥ୍ୟ କର୍ମଚାରୀ

ଏଡସ୍‌ର ନିଆଁ ଭିତରେ ଅନୁଗୁଳ ଜିଲ୍ଲା: ବର୍ଷକରେ ପଜିଟିଭ ସଂଖ୍ୟା ଶତକ ଟପିଲା

ଅନୁଗୁଳ: ଡାପ୍‌ସୁ ଗତ‌ ୧୯ ବର୍ଷ ଧରି ଜିଲ୍ଲାରେ ଏଡସ୍ ବିରୁଦ୍ଧରେ ନିଜର କାର୍ଯ୍ୟକ୍ରମ ଜାରି ରଖିଥିବାବେଳେ ଏଡସ୍‌ର ନିଆଁ ଭିତରେ ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାର ପୀଡିତ ଏବେ ଅଣନିଶ୍ୱାସୀ ହେଇଯାଇଛନ୍ତି। ଏକ ରିପୋର୍ଟରୁ ଜଣା ପଡିଛି ୨୦୦୩ ମସିହାରୁ…

Continue Readingଏଡସ୍‌ର ନିଆଁ ଭିତରେ ଅନୁଗୁଳ ଜିଲ୍ଲା: ବର୍ଷକରେ ପଜିଟିଭ ସଂଖ୍ୟା ଶତକ ଟପିଲା

ମହିଳା ସଂଘକୁ ଆସୁଥିବା ଅର୍ଥ ହେରଫେର ଅଭିଯୋଗ, ଜିଲ୍ଲାପାଳଙ୍କୁ ଭେଟିଲେ ବଲଙ୍ଗ ପଞ୍ଚାୟତର ମହିଳା

ଅନୁଗୁଳ : ସଂଘକୁ ମିଳୁଥିବା ଅର୍ଥ ହେରଫେର ହେଉଥିବା ଅଭିଯୋଗରେ ଆଜି ସ୍ଥାନୀୟ ବଲଙ୍ଗ ପଞ୍ଚାୟତର ମହିଳାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ ହୋଇଛନ୍ତି। ମହିଳାଙ୍କ ଅଭିଯୋଗ ହେଉଛି, ସରକାରଙ୍କ ପକ୍ଷରୁ ସଂଘଗୁଡ଼ିକୁ ଆସୁଥିବା ଅର୍ଥରାଶି ହେରଫେର ହେଉଛି। ବଲଙ୍ଗ ପଞ୍ଚାୟତର ସଂଘମାନଙ୍କର…

Continue Readingମହିଳା ସଂଘକୁ ଆସୁଥିବା ଅର୍ଥ ହେରଫେର ଅଭିଯୋଗ, ଜିଲ୍ଲାପାଳଙ୍କୁ ଭେଟିଲେ ବଲଙ୍ଗ ପଞ୍ଚାୟତର ମହିଳା

ଶିକ୍ଷା ବିକାଶ ସମିତି ମଧ୍ଯସମ୍ଭାଗର କ୍ରିୟାନ୍ବୟନ ବୈଠକ ଆୟୋଜିତ, ସ୍କୁଲର ଉନ୍ନତିକରଣ ଓ ବିକାଶକୁ ଗୁରୁତ୍ୱ

ଅନୁଗୁଳ: ଶିକ୍ଷା ବିକାଶ ସମିତି ମଧ୍ଯସମ୍ଭାଗର ଏସ୍ଇଏସକ୍ୟୁ କ୍ରିୟାନ୍ବୟନ ବୈଠକ ଶନିବାର ଅଧ୍ୟକ୍ଷ ଡକ୍ଟର ଶତ୍ରୁଘ୍ନ ବେହେରାଙ୍କ ତତ୍ତ୍ୱାବଧାନରେ ନାଲକୋନଗର ସରସ୍ଵତୀ ବିଦ୍ୟାଳୟ ମନ୍ଦିରରେ ଅନୁଷ୍ଠିତ ହୋଇଛି। ଏଥିରେ ୭ ଟି ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ, ସମ୍ପାଦକ ପ୍ରମୁଖ ଉପସ୍ଥିତ ରହି…

Continue Readingଶିକ୍ଷା ବିକାଶ ସମିତି ମଧ୍ଯସମ୍ଭାଗର କ୍ରିୟାନ୍ବୟନ ବୈଠକ ଆୟୋଜିତ, ସ୍କୁଲର ଉନ୍ନତିକରଣ ଓ ବିକାଶକୁ ଗୁରୁତ୍ୱ

ବଚପନ ପ୍ଲେ’ ସ୍କୁଲରେ ବେବି ‘ସୋ’

ଅନୁଗୁଳ: ସ୍ଥାନୀୟ ମିଶ୍ରପଡ଼ା ସ୍ଥିତ ବଚପନ ପ୍ଲେ' ସ୍କୁଲରେ ରବିବାର ଏକେ ବେବି 'ସୋ' ଆୟୋଜିତ ହୋଇଥିଲା। ଏହି 'ସୋ' ରେ ସହରର ବିଭିନ୍ନ ଭାଗରୁ ନବେରୁ ଅଧିକ ଶିଶୁ ଭାଗ ନେଇଥିଲେ। ବରିଷ୍ଠ ଶିଶୁ ଚିକିତ୍ସକ ଡା. ନନ୍ଦକିଶୋର ସାହୁ…

Continue Readingବଚପନ ପ୍ଲେ’ ସ୍କୁଲରେ ବେବି ‘ସୋ’