ସମିତିସଭ୍ୟ ନିର୍ବାଚନରେ ବିଜେଡିର ଜସ୍ମିତାଙ୍କ ବାଜିମାତ୍, ୯୯୯ ଖଣ୍ଡ ଭୋଟରେ ପ୍ରତିଦ୍ବନ୍ଦ୍ୱୀଙ୍କୁ ଚଟାଇଲେ ଧୂଳି
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ସାନକେରଜାଙ୍ଗ ପଞ୍ଚାୟତରେ ସମିତିସଭ୍ୟ ନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀନୀ ଜସ୍ମିତା ପ୍ରଧାନ ବିଜୟୀ ହୋଇଛନ୍ତି। ସେ ପ୍ରତିପକ୍ଷ ପ୍ରତିଦ୍ବନ୍ଦ୍ୱୀ ରୀନା ପ୍ରଧାନଙ୍କୁ ୯୯୯ ଖଣ୍ଡ ଭୋଟରେ ଧୂଳି ଚଟାଇଛନ୍ତି। ସୂଚନାଯୋଗ୍ୟ ଯେ ଗତ ତ୍ରିସ୍ତରୀୟ…
