କେବେ ସୁଧୁରିବେ ଏମାନେ ? ବିପଦସଂକୁଳ ଅବସ୍ଥାରେ ବସ୍ ପଛପଟେ ଠିଆ ହୋଇ ଯାତ୍ରା କରୁଛନ୍ତି କଲେଜ ଛାତ୍ର

ଅନୁଗୁଳ: କଲେଜ ଛାତ୍ରଙ୍କୁ ବିପଦ ସଂକୁଳ ଅବସ୍ଥାରେ ନେଉଥିବା ଏକ ବସର ଭିଡିଓ ଏବେ ଖୁବ ଭାଇରାଲ ହେଉଛି। ଏହି ଭିଡିଓ ଅନୁଗୁଳ ଜିଲ୍ଲା ବନ୍ତଳାର ବୋଲି ଜଣାଯାଇଛି। ସୂଚନା ମୁତାବକ, ଆଜି ବନ୍ତଳାଠାରେ ଏକ ବସ(OR19H3533) କଲେଜ ଛାତ୍ରଙ୍କୁ ଅତି…

Continue Readingକେବେ ସୁଧୁରିବେ ଏମାନେ ? ବିପଦସଂକୁଳ ଅବସ୍ଥାରେ ବସ୍ ପଛପଟେ ଠିଆ ହୋଇ ଯାତ୍ରା କରୁଛନ୍ତି କଲେଜ ଛାତ୍ର

ବିଦ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତର କରାଯିବାକୁ ବିରୋଧ, ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଗାଁ ଲୋକ

ଅନୁଗୁଳ : ଗାଁ ସ୍କୁଲ୍କୁ ଅନ୍ୟତ୍ର ସ୍ଥାନାନ୍ତର ନ କରିବା ଦାବିରେ ଆଜି ସ୍ଥାନୀୟ ବଣାବିରା ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ ହୋଇଛନ୍ତି। ବଣାବିରା ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ବଣାବିରାରେ ଥିବା ଜାମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ୧୧୨ ବର୍ଷର। ଏହି ସ୍କୁଲ…

Continue Readingବିଦ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତର କରାଯିବାକୁ ବିରୋଧ, ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଗାଁ ଲୋକ

ମେଡିକାଲରୁ ଧରାପଡିଲା ନକଲି ୱାର୍ଡର

ଅନୁଗୁଳ: ଆଜି ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଜଣେ ନକଲି ୱାର୍ଡର ଅନୁଗୁଳ ମେଡିକାଲରୁ ଧରପଡିଛି। ସନ୍ଧ୍ୟା ସମୟରେ ଏହି ନକଲି ୱାର୍ଡର ଜଣକ ମେଡିକାଲର ସର୍ଜରି ୱାର୍ଡ ଭିତରକୁ ଯିବାକୁ ଚାହିଁ ଥିଲା। ସିକ୍ୟୁରୀଟି ଗାର୍ଡ ଓ ସୁପରଭାଇଜର ଅଟକାଇବାରୁ…

Continue Readingମେଡିକାଲରୁ ଧରାପଡିଲା ନକଲି ୱାର୍ଡର

ୟୁ-ଟ୍ୟୁବ୍‌ ଯୋଗାଇଛି ନିଯୁକ୍ତି ଓ ରୋଜଗାର

ଅନୁଗୁଳ: ସାମାଜିକ ଗଣମାଧ୍ୟମର ୟୁ-ଟ୍ୟୁବ୍‌ ପ୍ଲାଟଫର୍ମ ଏବେ ଭାରତୀୟଙ୍କ ପାଇଁ ରୋଜଗାରର ପ୍ରମୁଖ ପନ୍ଥା ପାଲଟିଛି । ଘରେ ବସି ନୂଆ ନୂଆ ବିଷୟ, ପ୍ରସଙ୍ଗ ଓ ଘଟଣା ପ୍ରସ୍ତୁତ କରି ଭାରତୀୟ ଯୁବକ ଯୁବତୀ ବେଶ୍‌ ରୋଜଗାରକ୍ଷମ ହୋଇପାରୁଛନ୍ତି। ଅନେକ…

Continue Readingୟୁ-ଟ୍ୟୁବ୍‌ ଯୋଗାଇଛି ନିଯୁକ୍ତି ଓ ରୋଜଗାର

ବିନା ଦୋଷରେ ଗାଁରୁ ହେଲେ ବାସନ୍ଦ, ନ୍ୟାୟ ଆଶାରେ ଜିଲ୍ଲାପାଳଙ୍କ ଦୁଆରେ ପୁରୁଣାପାଣିର ମଣିକାର

ଅନୁଗୁଳ: ଗାଁରୁ ବାସନ୍ଦ ହୋଇଥିବାରୁ ନ୍ୟାୟ ଆଶାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇଛନ୍ତି ସ୍ଥାନୀୟ ପାଳଲହଡ଼ା ଥାନା ବତିସୁଆଁ ପଞ୍ଚାୟତ ପୁରୁଣାପାଣିର ପରମା ନାଏକଙ୍କ ପୁଅ ମଣିକର ନାଏକ। ବିନା ଦୋଷରେ ତାଙ୍କୁ ବାସନ୍ଦ କରାଯାଇଛି ବୋଲି ସେ କହିଛନ୍ତି। ମଣିକରଙ୍କ…

Continue Readingବିନା ଦୋଷରେ ଗାଁରୁ ହେଲେ ବାସନ୍ଦ, ନ୍ୟାୟ ଆଶାରେ ଜିଲ୍ଲାପାଳଙ୍କ ଦୁଆରେ ପୁରୁଣାପାଣିର ମଣିକାର

ଘରୋଇ କମ୍ପାନୀର ପାଇପ ଲାଇନ କାର୍ଯ୍ୟ ଯୋଗୁଁ ଦୁଇ ଘଣ୍ଟା ଅଟକିଲା ଆମ୍ବୁଲାନ୍ସ, ତାତିଲେ ଲୋକେ

ପାଳଲହଡ଼ା: ପାଇପ ଲାଇନ କାମ ପାଇଁ ଦୁଇ ଘଣ୍ଟା ଅଟକିଲା ଆମ୍ବୁଲାନ୍ସ। ରବିବାର ପାଳଲହଡ଼ା ବ୍ଲକ ସଇଡ଼ା ପଞ୍ଚାୟତ ଡାଲୋ ଗାଁର ମୁଖ୍ୟ ରାସ୍ତା କଡ଼ରେ ଏକ ଘରୋଇ କମ୍ପାନୀର ପାଇପ ଲାଇନ କାର୍ଯ୍ୟ ଦିନ ଦିପ୍ରହରରେ ଚାଲିଥିବାରୁ ଯାତାୟାତ ବ୍ୟାହତ…

Continue Readingଘରୋଇ କମ୍ପାନୀର ପାଇପ ଲାଇନ କାର୍ଯ୍ୟ ଯୋଗୁଁ ଦୁଇ ଘଣ୍ଟା ଅଟକିଲା ଆମ୍ବୁଲାନ୍ସ, ତାତିଲେ ଲୋକେ

କୋଇଲା ସମସ୍ୟାର ସମାଧାନ ଓ ପରିବେଶ ମଞ୍ଜୁରୀ ସମେତ ବିଭିନ୍ନ ଦାବି ନେଇ ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କଲା ଶ୍ରମିକ କଂଗ୍ରେସ

ଅନୁଗୁଳ: ନାଲକୋ ଶ୍ରମିକ କଂଗ୍ରେସ ୟୁନିୟନ୍ ତରଫରୁ ନାଲକୋର ବିଭିନ୍ନ ସମସ୍ୟା ଓ ସମାଧାନ ପାଇଁ ନାଲକୋ ସ୍ମେଲ୍ଟର୍ ଓ ପାୱାର କମ୍ପ୍ଲେକ୍ସ ପରିଦର୍ଶନରେ ଆସିଥିବା ନାଲକୋର ୬ ଜଣ ସ୍ବାଧୀନ ନିର୍ଦ୍ଦେଶକଙ୍କୁ ନିବେଦନ କରାଯାଇଛି। ନାଲକୋ ପରିଦର୍ଶନରେ ଆସିଥିବା ନିର୍ଦ୍ଦେଶକ…

Continue Readingକୋଇଲା ସମସ୍ୟାର ସମାଧାନ ଓ ପରିବେଶ ମଞ୍ଜୁରୀ ସମେତ ବିଭିନ୍ନ ଦାବି ନେଇ ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କଲା ଶ୍ରମିକ କଂଗ୍ରେସ

ନୂଆ ପ୍ଲାଣ୍ଟରେ ପୁରୁଣା ଶ୍ରମିକଙ୍କୁ ନିଯୁକ୍ତି ନ ଦେବାକୁ ବିରୋଧ, ଆସନ୍ତା ୨ ରେ ଧାରଣା ଦେବ ଶିଳ୍ପନଗର ଠିକା ଶ୍ରମିକ ସଂଘ

ତାଳଚେର: ଆସନ୍ତା ୨ ତାରିଖରେ ତାଳଚେର ସହର ୱାର୍ଡରେ ଥିବା ପ୍ଲାଣ୍ଟ ପମ୍ପ ହାଉସ ସମ୍ମୁଖରେ ଧାରଣା ଦେବାକୁ ଠିକା ଶ୍ରମିକ ସଂଘର କର୍ମକର୍ତ୍ତା ନିଷ୍ପତ୍ତି ନେଇଛନ୍ତି। ତାଳଚେର ଥର୍ମାଲ ପ୍ଲାଣ୍ଟ କର୍ତ୍ତୃପକ୍ଷଙ୍କ ଆଞ୍ଚଳିକ ମନୋଭାବ ଯୋଗୁଁ ନୂତନ ପ୍ଲାଣ୍ଟରେ ନିଯୁକ୍ତି…

Continue Readingନୂଆ ପ୍ଲାଣ୍ଟରେ ପୁରୁଣା ଶ୍ରମିକଙ୍କୁ ନିଯୁକ୍ତି ନ ଦେବାକୁ ବିରୋଧ, ଆସନ୍ତା ୨ ରେ ଧାରଣା ଦେବ ଶିଳ୍ପନଗର ଠିକା ଶ୍ରମିକ ସଂଘ

ଛଟ ପୂଜା: ନାରଣ ସାଗର କୂଳରେ ୨ ହଜାର ଶ୍ରଦ୍ଧାଳୁଙ୍କ ଅର୍ଘ୍ୟ ଦାନ

ଅନୁଗୁଳ: ଛଟ ପୂଜା ଅବସରରେ ରବିବାର ଅନୁଗୁଳ ସାଗର କୂଳରେ ୨ ହଜାର ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଥିଲା ବିଶେଷ କରି ଉତ୍ତର ପ୍ରଦେଶ,ବିହାର, ଝାରଖଣ୍ଡ ଅଞ୍ଚଳରୁ ଆସି ଏଠାରେ ଚାକିରୀ ଅବା ବ୍ୟବସାୟ କରୁଥିବା ଲୋକମାନେ ଏଥିରେ ସାମିଲ ହୋଇଥିଲେ ପରିବାରରର…

Continue Readingଛଟ ପୂଜା: ନାରଣ ସାଗର କୂଳରେ ୨ ହଜାର ଶ୍ରଦ୍ଧାଳୁଙ୍କ ଅର୍ଘ୍ୟ ଦାନ

ସ୍ଥାୟୀ ନିଯୁକ୍ତି ଦାବିରେ ଜିଲ୍ଲା ଆଉଟସୋର୍ସିଂ କର୍ମଚାରୀ ମହାସଂଘର ବୈଠକ

ଅନୁଗୁଳ: ସ୍ଥାୟୀ ନିଯୁକ୍ତି ଦାବିରେ ଅନୁଗୁଳ ଜିଲ୍ଲା ଆଉଟସୋର୍ସିଂ କର୍ମଚାରୀ ମହାସଂଘ ତରଫରୁ ଏକ ଜରୁରୀ ବୈଠକ ସ୍ଥାନୀୟ ମାରୱାଡି ଧର୍ମଶାଳାରେ ଅନୁଷ୍ଠିତ ହୋଇଛି। ମହାସଂଘର ସଭାପତି ଯୁଗନ୍ମୟୀ ଦାଶ ଏବଂ ସମ୍ପାଦକ ସଞ୍ଜୟ କୁମାର ସାହୁଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଅନୁଷ୍ଠିତ…

Continue Readingସ୍ଥାୟୀ ନିଯୁକ୍ତି ଦାବିରେ ଜିଲ୍ଲା ଆଉଟସୋର୍ସିଂ କର୍ମଚାରୀ ମହାସଂଘର ବୈଠକ