ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିଶମ ବିଭାଗର ଚଢ଼ଉ

ଅନୁଗୁଳ: ଜିଲ୍ଲା ଅଗ୍ନିଶମ ବିଭାଗ ପକ୍ଷରୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଅଚାନକ ଚଢ଼ଉ କରାଯାଇଛି। ଜିଲ୍ଲା ଅଗ୍ନିଶମ ବିଭାଗ ଅଧିକାରୀ ପ୍ରଶାନ୍ତ କୁମାର ଧଳଙ୍କ ନେତୃତ୍ଵରେ ହୋଇଥିବା ଏହି ଚଢ଼ଉରେ ଅଗ୍ନି ନିରାପତ୍ତା ଦୃଷ୍ଟିରୁ ଅଡିଟ୍ କରାଯାଇଛି। ଏ…

Continue Readingଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିଶମ ବିଭାଗର ଚଢ଼ଉ

ରାଜପଥ ନିର୍ମାଣ ଦାବିରେ ଜନ ସମାବେଶ

ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ତୁରଙ୍ଗ ଦୁର୍ଗାବିହାର ଠାରେ ମଙ୍ଗଳବାର ଅପରାହ୍ନରେ ଜନ ଜୀବନ ସୁରକ୍ଷା କମିଟି ପକ୍ଷରୁ ୫୫ନମ୍ବର ଜାତୀୟ ରାଜପଥ ନିର୍ମାଣ ଦାବିରେ ଏକ ଜନ ସମାବେଶର ଆୟୋଜନ ହୋଇଥିଲା।ଆଡଭୋକେଟ ପ୍ରମୋଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାବେଶରେ…

Continue Readingରାଜପଥ ନିର୍ମାଣ ଦାବିରେ ଜନ ସମାବେଶ

ସାବଧାନ! ପଟ୍ଟା ଜମି ବି’ ହେଉଛି ଜବରଦଖଲ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ପ୍ରଗତୀନଗରରେ ସୋମବାର ଏକ ଜାଗାକୁ ନେଇ ୨ ପରିବାର ମଧ୍ୟରେ ବାଡ଼ିଆ ପିଟା ହୋଇଛି। ସୂଚନା ଯେ, ହେମୁସୁରପଡ଼ାର ଭରତ ଚନ୍ଦ୍ର ସେଠୀଙ୍କର ଏକ ପଟ୍ଟା ଜାଗା ପ୍ରଗତୀନଗର ଠାରେ ଅଛି। ସେହି ଜାଗାକୁ…

Continue Readingସାବଧାନ! ପଟ୍ଟା ଜମି ବି’ ହେଉଛି ଜବରଦଖଲ

କାର ଧକ୍କାରେ ହେଲ୍‌ଥ କରିଡର ପାଚେରୀ ଭାଙ୍ଗିଲା

ଅନୁଗୁଳ: ଅନୁଗୁଳ ଜଗନ୍ନାଥ ମନ୍ଦିର ବିଏଡ଼ କଲେଜ ରାସ୍ତାରେ ସୋମବାର ରାତି ପ୍ରାୟ ସାଢ଼େ ବାରଟା ସମୟରେ ଏକ ଦ୍ରୁତଗାମୀ କାର ଧକ୍କାରେ ହେଲ୍‌ଥ କରିଡର ପାଚେରୀ ଭାଙ୍ଗି ଯାଇଛି। ଉକ୍ତ କାରଟି (ଓଡ଼ି୦୨ ବିଟି ୮୭୬୩) ବିଏଡ଼ କଲେଜ ଆଡକୁ…

Continue Readingକାର ଧକ୍କାରେ ହେଲ୍‌ଥ କରିଡର ପାଚେରୀ ଭାଙ୍ଗିଲା

ଜବରଦଖଲ ଉଚ୍ଛେଦ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରୁନି ପ୍ରଶାସନ, ଧାରଣା ଦେବାକୁ ଚେତାବନୀ ଦେଲେ ଗାଁ ଲୋକେ

ଅନୁଗୁଳ: ଜବରଦଖଲ ଉଚ୍ଛେଦ ଦାବି କରି ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି ସ୍ଥାନୀୟ କୁମଣ୍ଡ ଗ୍ରାମବାସୀ। ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ସ୍ଥାନୀୟ କୁମଣ୍ଡ ଅଞ୍ଚଳରେ ଦୀର୍ଘ ଦିନ ହେଲାଣି ଅଜଣା ଲୋକମାନେ ଗାଣ୍ଡୁପଡିଆ, ପଶ୍ଚିମେସ୍ୱର ମନ୍ଦିର ଓ…

Continue Readingଜବରଦଖଲ ଉଚ୍ଛେଦ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରୁନି ପ୍ରଶାସନ, ଧାରଣା ଦେବାକୁ ଚେତାବନୀ ଦେଲେ ଗାଁ ଲୋକେ

ଜାତୀୟ ରାଜପଥ ପାଇଁ ଜନ ସମାବେଶ ଆଜି

ଅନୁଗୁଳ: ବହୁ ପ୍ରତିଶ୍ରୁତି ପରେ ବି ସୁଧୁରୁନି ୫୫ନମ୍ବର ଜାତୀୟ ରାଜପଥର ଅବସ୍ଥା ବରଂ ଦିନକୁ ଦିନ ଅତି ଶୋଚନୀୟ ହୋଇ ପଡ଼ିଲାଣି। ପଞ୍ଚମହଲାଠାରୁ ବଅଁରପାଳ ଯାଏ ରାସ୍ତା ପାଲଟିଛି ମରଣଯନ୍ତା। ଆଗକୁ ବର୍ଷା ଆସୁଛି। ତା’ ପୂର୍ବରୁ ରାସ୍ତା ମରାମତି…

Continue Readingଜାତୀୟ ରାଜପଥ ପାଇଁ ଜନ ସମାବେଶ ଆଜି

ଡିଏଭି ସ୍କୁଲ ବନ୍ଦ ପ୍ରସଙ୍ଗ ନେଇ ବିଧାୟକଙ୍କୁ ଭେଟିଲେ ଅଭିଭାବକ

ଅନୁଗୁଳ: ତାଳଚେର ଥର୍ମାଲ୍ ବନ୍ଦ ହେବା ପରେ ଏଠାରେ ଚାଲୁଥିବା ତିନୋଟି ଡିଏଭି ସ୍କୁଲ ବନ୍ଦ ହେବା ନେଇ ନୋଟିସ୍ ପ୍ରକାଶ ପାଇଛି। ଅଭିଭାବକ ସଂଘ ଏହି ମର୍ମରେ ସ୍ଥାନୀୟ ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କୁ ଭେଟିଛନ୍ତି। ସ୍କୁଲ ଅଭିଭାବକ ସଂଘ…

Continue Readingଡିଏଭି ସ୍କୁଲ ବନ୍ଦ ପ୍ରସଙ୍ଗ ନେଇ ବିଧାୟକଙ୍କୁ ଭେଟିଲେ ଅଭିଭାବକ

ନାବାଳିକାଙ୍କୁ ଅଶାଳିନ ମନ୍ତବ୍ୟ ଦେଇ ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅଶାଳିନ ମନ୍ତବ୍ୟ ଦେବା ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫକରି ସୋମବାର କୋର୍ଟ ଚାଲାଣ କରିଛି। ସୂଚନା ଯେ, ନାବାଳିକା ସ୍କୁଲ ଓ ଟିଉସନ ଗଲାବେଳେ ବଳରାମପ୍ରସାଦ କଇଁଫୁଲିଆସାହିର ବବୁଲୁ…

Continue Readingନାବାଳିକାଙ୍କୁ ଅଶାଳିନ ମନ୍ତବ୍ୟ ଦେଇ ଯୁବକ ଗିରଫ

ସନ୍ଥକବି ଭୀମ ଭୋଇ ଙ୍କ ୧୭୪ ତମ ଜୟନ୍ତୀ

ଅନୁଗୁଳ: ଅନୁଗୁଳ ବ୍ଲକ ଅନ୍ତର୍ଗତ ଅଙ୍ଗାରବନ୍ଧ ଗାଁରେ ସନ୍ଥକବି ଭୀମ ଭୋଇଙ୍କ ୧୭୪ ତମ ଜୟନ୍ତୀ ସୋମବାର ପାଳିତ ହୋଇଯାଇଛି। ଅଙ୍ଗାରବନ୍ଧ ଅଲେଖ ମହିମା ଧାମ ପରିଚାଳନା କମିଟି ଓ ଅଲେଖ ମହିମା ସାମାଜିକ ଉନ୍ନୟମ ପରିଷଦ ପକ୍ଷରୁ ସନ୍ଥ କବି…

Continue Readingସନ୍ଥକବି ଭୀମ ଭୋଇ ଙ୍କ ୧୭୪ ତମ ଜୟନ୍ତୀ

କାମ ଦେଲାନି ଝଡାଫୁଙ୍କା,ସାପ କାମୁଡ଼ାରେ ଯୁବକର ଜୀବନ ଗଲା

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତର୍ଗତ ଟିକରପଡାର ପର୍ଯ୍ୟଟନ କ୍ୟାମ୍ପରେ କାର୍ଯ୍ୟ କରୁଥିବା ଜଣେ ଯୁବକର ସାପ କାମୁଡ଼ାରେ ମୃତ୍ୟୁ ହୋଇଛି। ଅନ୍ଧ ବିଶ୍ବାସର ବଶବର୍ତ୍ତି ହୋଇ ଝଡ଼ାଫୁଙ୍କା କରି ସମୟ ଗଡ଼ାଇ ଥିବାରୁ ଏହି ମୃତ୍ୟୁ ହେଲା ବୋଲି…

Continue Readingକାମ ଦେଲାନି ଝଡାଫୁଙ୍କା,ସାପ କାମୁଡ଼ାରେ ଯୁବକର ଜୀବନ ଗଲା