ଘନ ଘନ ବିଦ୍ୟୁତ କାଟ, ପାନୀୟ ଜଳ ସମସ୍ୟା ସହ ବିଭିନ୍ନ ଅସୁବିଧାର ତୁରନ୍ତ ସମାଧାନ ପାଇଁ ଦାବି କଲା ବିଜେପି, ନଚେତ୍ ହେବ ଆନ୍ଦୋଳନ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଲାଗି ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲା ବିଜେପି ପକ୍ଷରୁ ଉଦବେଗ ପ୍ରକାଶ ପାଇଛି। ସୋମବାର ଜିଲ୍ଲା କାର୍ଯ୍ୟାଳୟରେ ସଭାପତି ଡିଲେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ନେଇ ଆଲୋଚନା କରାଯାଇଥିଲା। ଏ ଅବସରରେ ଜିଲ୍ଲାରେ…

Continue Readingଘନ ଘନ ବିଦ୍ୟୁତ କାଟ, ପାନୀୟ ଜଳ ସମସ୍ୟା ସହ ବିଭିନ୍ନ ଅସୁବିଧାର ତୁରନ୍ତ ସମାଧାନ ପାଇଁ ଦାବି କଲା ବିଜେପି, ନଚେତ୍ ହେବ ଆନ୍ଦୋଳନ

ସର୍ବ ଭାରତୀୟ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ମେଳା ଉଦଘାଟିତ, ଜମୁଛି ଲୋକଙ୍କ ଭିଡ଼

ଅନୁଗୁଳ: ସ୍ଥାନୀୟ ହାଇସ୍କୁଲ ପଡିଆରେ ସର୍ବ ଭାରତୀୟ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ମେଳା ଉଦଘାଟିତ ହୋଇଛି। ମୁଖ୍ୟ ଅତିଥି ଭାବେ ପୌରାଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ ଯୋଗଦେଇ ମେଳା ଉଦଘାଟନ କରିଛନ୍ତି। ଏ ଅବସରରେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ନାଟ୍ୟକାର ତଥା…

Continue Readingସର୍ବ ଭାରତୀୟ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ମେଳା ଉଦଘାଟିତ, ଜମୁଛି ଲୋକଙ୍କ ଭିଡ଼

ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଏସୟୁସିଆଇ ପକ୍ଷରୁ ଗଣଧାରଣା

ଅନୁଗୁଳ: ଦେଶରେ ରନ୍ଧନ ଗ୍ୟାସ ଦର ମାତ୍ରାଧିକ ବୃଦ୍ଧି ସହିତ ପେଟ୍ରୋଲ, ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢିବା ଯୋଗୁଁ ଖାଉଟି ମାନେ ହନ୍ତସନ୍ତ ହେଉଛନ୍ତି। ବାରମ୍ବାର ଦର ବୃଦ୍ଧି ଦ୍ୱାରା ଆର୍ଥିକ ଅନଟନରେ ପଡି ଲୋକେ ଦାଦନ ଖଟିବାକୁ…

Continue Readingରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଏସୟୁସିଆଇ ପକ୍ଷରୁ ଗଣଧାରଣା

ମା’ ସପିଂ ମଲ୍ ଉଦଘାଟିତ, ସବୁ ଡ୍ରେସ ଉପରେ ୧୫% ରିହାତି

ଅନୁଗୁଳ: ସ୍ଥାନୀୟ ଗାନ୍ଧୀ ମାର୍ଗ ଠାରେ ପଶ୍ଚିମ ଓଡ଼ିଶାର ଅଗ୍ରଣୀ ଶାଢ଼ି ଶୋ ରୁମ ରବିବାର ଉଦଘାଟିତ ହୋଇଛି। ପ୍ରତିଷ୍ଠିତ ବ୍ୟବସାୟୀ ଅଶୋକ ମାଣ୍ଡେଠିଆ ମଲ ଉଦଘାଟନ କରିଥିଲେ। ଏ ଅବସରରେ ମା' ସପିଂ ମଲର ରାଜେଶ କୁମାର ଓ ବିଜେଡି…

Continue Readingମା’ ସପିଂ ମଲ୍ ଉଦଘାଟିତ, ସବୁ ଡ୍ରେସ ଉପରେ ୧୫% ରିହାତି

ତୋଫାନ ଯୁବକ ସଂଘ ଆନୁକୂଲ୍ୟରେ ବିଶ୍ୱ ରେଡ୍‌କ୍ରସ୍ ଦିବସ ପାଳତ

ଅନୁଗୁଳ: ତାଳଚେର ବ୍ଲକ ଘଣ୍ଟପଡା ସ୍ଥିତ ତୋଫାନ୍ ଯୁବକ ସଂଘ ଆନୁକୂଲ୍ୟରେ ସଂଘ କାର୍ଯ୍ୟାଳୟ ଠାରେ ବିଶ୍ୱ ରେଡ୍‌କ୍ରସ୍ ଦିବସ ପାଳିତ ହୋଇଯାଇଛି । ସଭାପତି ଧିରେନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ରେଡ୍‌କ୍ରସ୍ ସୋସାଇଟିର…

Continue Readingତୋଫାନ ଯୁବକ ସଂଘ ଆନୁକୂଲ୍ୟରେ ବିଶ୍ୱ ରେଡ୍‌କ୍ରସ୍ ଦିବସ ପାଳତ

ଛେଣ୍ଡିପଦା କୋଇଲା ଖଣି ପାଇଁ ସଠିକ ସଂସ୍ଥା ଦ୍ବାରା ପରିବେଶୀୟ ଆକଳନ ଦାବି

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ୍ ଅଞ୍ଚଳରେ ହେବାକୁ ଥିବା କୋଇଲା ଖଣି ଅଞ୍ଚଳରେ ସଠିକ ସଂସ୍ଥା ଦ୍ବାରା ପରିବେଶୀୟ ଆକଳନ କରିବାକୁ ଦାବି ହୋଇଛି। ରବିବାର ଅପରାହ୍ନରେ ସ୍ଥାନୀୟ ଏକ ହୋଟେଲରେ ଛେଣ୍ଡିପଦା ଖଣି ପ୍ରଭାବିତ ପ୍ରଜା ସଂଘ ଏବଂ…

Continue Readingଛେଣ୍ଡିପଦା କୋଇଲା ଖଣି ପାଇଁ ସଠିକ ସଂସ୍ଥା ଦ୍ବାରା ପରିବେଶୀୟ ଆକଳନ ଦାବି

ବିଭିନ୍ନ ମଲ୍ଲ ତଦାରଖ କଲା ଅଗ୍ନିଶମ ବିଭାଗ

ଅନୁଗୁଳ: ଅନୁଗୁଳ ସହରର ବିଭିନ୍ନ ମଲ୍ଲରେ ରବିବାର ଅଗ୍ନିଶମ ବିଭାଗ ତାଫରୁ ଅଗ୍ନି ନିର୍ବାପନ ବ୍ୟବସ୍ଥାର ତଦାରଖ କରାଯାଇଛି। ଅନୁଗୁଳ ଅଗ୍ନିଶମ ବିଭଗର ଅଧିକାରୀମାନେ ବିଭାଗୀୟ ଡିଜିଙ୍କ ନିର୍ଦ୍ଦେଶ କ୍ରମେ ସହରର ବିଭିନ୍ନ ମଲ୍ଲକୁ ଯାଇ ଫାୟାର ପ୍ରୀଭେନସନ ଆଣ୍ଡ ସେଫ୍ଟି…

Continue Readingବିଭିନ୍ନ ମଲ୍ଲ ତଦାରଖ କଲା ଅଗ୍ନିଶମ ବିଭାଗ

ସୀମା ଟପିଲା ପୁଲିସର ବର୍ବରତା, ଛେଳି କିଣାବିକାକୁ ନେଇ ଯୁବକଙ୍କୁ ପିଟି ପିଟି କଲା ଦରମରା

ଅନୁଗୁଳ: ସ୍ଥାନୀୟ ଆଠମଲ୍ଲିକ ପୁଲିସ ବିରୋଧରେ ଥାର୍ଡ ଡିଗ୍ରୀ ନିର୍ଯାତନା ଦେଇଥିବା ନେଇ ଆସିଛି ସଙ୍ଗୀନ ଅଭିଯୋଗ। ଛେଳି କିଣା ବିକା ମାମଲାରେ ଅର୍ଥ ଦିଆନିଆ ନେଇ ବିକ୍ରେତାଙ୍କୁ ଅତି ଅମାନୁଷିକ ଭାବେ ଆଠମଲ୍ଲିକ ଥାନା ପୁଲିସ ମାଡ଼ ଦେଇଛି ବୋଲି…

Continue Readingସୀମା ଟପିଲା ପୁଲିସର ବର୍ବରତା, ଛେଳି କିଣାବିକାକୁ ନେଇ ଯୁବକଙ୍କୁ ପିଟି ପିଟି କଲା ଦରମରା

ବିଶ୍ବ ମାତୃତ୍ବ ଦିବସରେ ଅନୁଗୁଳରେ ୨ୟ ରାହାଗିରି ମା’ଙ୍କ ପାଇଁ

ଅନୁଗୁଳ: ଅନୁଗୁଳ ସହରରେ ରବିବାର ସକାଳେ ଦ୍ଵିତୀୟ ରାହଗିରି ଅନୁଷ୍ଠିତ ହୋଇଯାଇଛି। ଜଗନ୍ନାଥ ମନ୍ଦିର ରାସ୍ତାରେ ଅନୁଷ୍ଠିତ ଏହି ରାହାଗିରିରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶ୍ୱ ମାତୃତ୍ବ ଦିବସରେ ରାହଗିରି ସବୁ ମା'…

Continue Readingବିଶ୍ବ ମାତୃତ୍ବ ଦିବସରେ ଅନୁଗୁଳରେ ୨ୟ ରାହାଗିରି ମା’ଙ୍କ ପାଇଁ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସୁପରିଚାଳନା ପାଇଁ କମିଟି ଗଠିତ, ୭ ଦିନ ଭିତରେ ସମାଧାନ ହେବ ସବୁ ସମସ୍ୟା

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ସୁପରିଚାଳନା ପାଇଁ ଏକ କମିଟି ଗଠିତ ହୋଇଛି। ସିଡିଏମଓ ଡା. ତ୍ରିଲୋଚନ ପ୍ରଧାନଙ୍କ ନେତୃତ୍ୱରେ ଗଠିତ ଏହି କମିଟିରେ ଏଡ଼ିଏମଓ ମେଡିକାଲ, ଦୁଇ ମ୍ୟାନେଜର, ଦୁଇ ନର୍ସ, ଦୁଇ ଫାର୍ମାସିଷ୍ଟ,ଏନଏଚଏମ, ଡିପିଏମ, ଡ୍ୟାମ ଓ…

Continue Readingଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସୁପରିଚାଳନା ପାଇଁ କମିଟି ଗଠିତ, ୭ ଦିନ ଭିତରେ ସମାଧାନ ହେବ ସବୁ ସମସ୍ୟା