ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ପୂଜାରେ ପଡ଼ିଥିବା ବିଭିନ୍ନ ଫୁଡ୍ ଷ୍ଟଲରେ ଚଢ଼ଉ, ୩ ଜଣଙ୍କୁ ଜରିମାନା

ଅନୁଗୁଳ: ଅନୁଗୁଳ ସହରରେ ଚାଲିଥିବା ମା' ଲକ୍ଷ୍ମୀଙ୍କ ପୂଜା ଅବସରରେ ବିଭିନ୍ନ ସ୍ଥାନରେ ଗୁପଚୁପ, ଚାଟ, ମଥୁରା କେକ୍ ଦୋକାନମାନ ଖୋଲାଯାଇଛି। ଆଜି ଏ ସବୁ ଦୋକାନରେ ଖାଦ୍ୟର ମାନ ଯାଞ୍ଚ କରିଛି ଖାଦ୍ୟ ନିରାପତ୍ତା ବିଭାଗ। ବିଭାଗ ପକ୍ଷରୁ ଦଶହରା…

Continue Readingଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ପୂଜାରେ ପଡ଼ିଥିବା ବିଭିନ୍ନ ଫୁଡ୍ ଷ୍ଟଲରେ ଚଢ଼ଉ, ୩ ଜଣଙ୍କୁ ଜରିମାନା

ଆନ୍ତର୍ଜାତିକ ଶିଶୁ କନ୍ୟା ଦିବସ ପାଳିତ

ଅନୁଗୁଳ: ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆଜି ଆନ୍ତର୍ଜାତିକ ଶିଶୁ କନ୍ୟା ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଅବସରପ୍ରାପ୍ତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସ୍ଵର୍ଣପ୍ରଭା ପ୍ରଧାନ ମୁଖ୍ୟ ଅତିଥି…

Continue Readingଆନ୍ତର୍ଜାତିକ ଶିଶୁ କନ୍ୟା ଦିବସ ପାଳିତ

ସାନକଞ୍ଜନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ବିକ୍ଷୋଭ

ଅନୁଗୁଳ: ସ୍ଥାନୀୟ ସାନକଞ୍ଜନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ଦିନ ହେଲା ଲାଗି ରହିଥିବା ଶିକ୍ଷକ ସମସ୍ୟାକୁ ତୁରନ୍ତ ସମାଧାନ କରିବା ଲାଗି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ ଓ ଗ୍ରାମବାସୀ। ଅଭିଯୋଗ ମୁତାବକ, ୧୯୮୨ ମସିହା ଠାରୁ…

Continue Readingସାନକଞ୍ଜନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ବିକ୍ଷୋଭ

ବଉଳିଗଡ଼ରେ ଜନ ସମ୍ପର୍କ ପଦଯାତ୍ରା, ଯୋଗ ଦେଲେ ୫୦୦ରୁ ଊର୍ଦ୍ଧ୍ଵ ମହିଳା

ଅନୁଗୁଳ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହୋଇଥିବା ଜନ ସମ୍ପର୍କ ପଦଯାତ୍ରା ବଅଁରପାଳ ବ୍ଲକ ବଉଳିଗଡ଼ ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା…

Continue Readingବଉଳିଗଡ଼ରେ ଜନ ସମ୍ପର୍କ ପଦଯାତ୍ରା, ଯୋଗ ଦେଲେ ୫୦୦ରୁ ଊର୍ଦ୍ଧ୍ଵ ମହିଳା

ଆଜି ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଜନ୍ମଦିନ, ୮୦ ବର୍ଷରେ ପାଦ ଥାପିଲେ ବଲିଉଡ୍‌ ଶେହେନସା

ଅନୁଗୁଳ/ଭୁବନେଶ୍ୱର: ଆଜି ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଜନ୍ମଦିନ। ଆଜି ୮୦ ବର୍ଷରେ ପାଦ ଥାପିଛନ୍ତି ବଲିଉଡ୍‌ ଶେହେନସା। ୧୯୪୨ ମସିହା ଅକ୍ଟୋବର ମାସ ଆଜିର ଦିନରେ ଉତ୍ତର ପ୍ରଦେଶର ଆଲ୍ଲାହାବାଦରେ ତାଙ୍କ ଜନ୍ମ। ବହୁ ଉତଥାନ ଓ ପତ୍ତନ ଦେଇ…

Continue Readingଆଜି ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଜନ୍ମଦିନ, ୮୦ ବର୍ଷରେ ପାଦ ଥାପିଲେ ବଲିଉଡ୍‌ ଶେହେନସା

୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ନେବା ବେଳେ ଧରା ପଡ଼ିଲା ସୁନୀଲ ସେଠୀ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର କୋଳିୟାରୀ ପୋଲିସ ହାଣ୍ଡିଧୂଆଁ ନିକଟରୁ ୨୦ ଗ୍ରାମରୁ ଊର୍ଦ୍ଧ୍ବ ବ୍ରାଉନସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, କୋଳିୟାରୀ ଥାନା ଏସଆଇ ବିକାଶ ଗିରି ଗତକାଲି ରାତିରେ ପ୍ୟାଟ୍ରୋଲିଂ ବେଳେ ହାଣ୍ଡିଧୂଆଁ…

Continue Reading୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ନେବା ବେଳେ ଧରା ପଡ଼ିଲା ସୁନୀଲ ସେଠୀ

ପନିକିରେ ଆକ୍ରମଣକରି ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ପାତ୍ରପଡ଼ା ଗାଁରେ ଜଣଙ୍କୁ ପନିକିରେ ଆକ୍ରମଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସୂଚନା ଯେ, ଶନିବାର ପାତ୍ରପଡ଼ା ଗାଁରେ ଢ଼ମକୁଇଲି ଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ବାଜା ବଜାଇବା…

Continue Readingପନିକିରେ ଆକ୍ରମଣକରି ଯୁବକ ଗିରଫ

ସ୍ୱାମୀଙ୍କ ଭିନ୍ନକ୍ଷମ ଭତ୍ତା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ଵାରସ୍ଥ ହେଲେ ସୁଲୋଚନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ କଞ୍ଜରା ଗ୍ରାମର ସୁଲୋଚନା ସାହୁ ଆଜି ପରିବାର ଲୋକଙ୍କ ଭତ୍ତା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ ହୋଇଛନ୍ତି। ସୂଚନାଯୋଗ୍ୟ, ସୁଲୋଚନା ସାହୁଙ୍କ ସ୍ଵାମୀ ବିପିନ ବିହାରୀ ସାହୁ ସମ୍ପୂର୍ଣ୍ଣ ବିକଳାଙ୍ଗ ଭତ୍ତା ମିଳିବା ପାଇଁ…

Continue Readingସ୍ୱାମୀଙ୍କ ଭିନ୍ନକ୍ଷମ ଭତ୍ତା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ଵାରସ୍ଥ ହେଲେ ସୁଲୋଚନା

ରାସ୍ତା ସଫାକରା ଯାନର ଶୁଭାରମ୍ଭ

ଅନୁଗୁଳ: ଅନୁଗୁଳ ପୌର ପ୍ରଶାସନ ତରଫରୁ ସୋମବାର କାର୍ଯ୍ୟାଳୟ ପରିସରରେ ଏକ ରାସ୍ତା ସଫାକରା ଯାନର ଶୁଭାରମ୍ଭ କରାଯାଇଛି। ପୌରାଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ ପତାକା ଦେଖାଇ ଏହି ଯାନର ଶୁଭାରମ୍ଭ କରିଥିଲେ। ଅନୁଗୁଳ ଭଳି ଜନ ଗହଳି ପୂର୍ଣ ସହରରେ…

Continue Readingରାସ୍ତା ସଫାକରା ଯାନର ଶୁଭାରମ୍ଭ

ଗଜଲକ୍ଷ୍ମୀ ପୂଜା ମଣ୍ଡପ ଉନ୍ମୋଚିତ

ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପଞ୍ଚାୟତରେ ରବିବାର ଗଜଲକ୍ଷ୍ମୀ ପୂଜା ମଣ୍ଡପର ଉନ୍ମୋଚନ କରାଯାଇଛି। ଆଠମଲ୍ଲିକ ଓକିଲ ସଂଘ ସଭାପତି ସୁଶାନ୍ତ କୁମାର ମହାପାତ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିବା ସହ ନଡ଼ିଆ ଭାଙ୍ଗି ପୂଜାମଣ୍ଡପକୁ ଉନ୍ମୋଚିତ କରିଥିଲେ।…

Continue Readingଗଜଲକ୍ଷ୍ମୀ ପୂଜା ମଣ୍ଡପ ଉନ୍ମୋଚିତ