ନିଶାଖୋର ଯୁବକ ନିଜ ହାତ କାଟିଲେ

ଅନୁଗୁଳ: ବ୍ରାଉନ ସୁଗାର ସେବନ କରୁଥିବା ଜଣେ ନିଶାଖୋର ଯୁବକ ନିଜ ବାମ ହାତକୁ ଧାରୁଆ ଅସ୍ତ୍ରରେ କାଟି ଦେଇଥିବା ଜଣାପଡ଼ିଛି।ତାଳଚେର ଅଂଚଳର ଜଣେ ଯୁବକ ବ୍ରାଉନ ସୁଗାର ନିୟମିତ ନେଉଥିବା ବେଳେ ଏବେ ପୋଲିସ ଓ ଅବକାରୀ ବିଭାଗର ଘନ…

Continue Readingନିଶାଖୋର ଯୁବକ ନିଜ ହାତ କାଟିଲେ

୨୯ଟି ମଣ୍ଡପରେ ଝଲସିବେ ମା ଲକ୍ଷ୍ମୀ: ଅନୁଗୁଳ ଚଳଚଞ୍ଚଳ

ଅନୁଗୁଳ:ଅକ୍ଟୋବର ୯ ତାରିଖ କୁମାର ପୂର୍ଣ୍ଣିମା ଠାରୁ ଅନୁଗୁଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହେଉଛି । ଏଥିପାଇଁ ସହର ଏବେ ନବବଧୂ ଭଳି ସଜେଇ ହେଉଛି। କାଲଟାକ୍ସ ଛକ ଠାରୁ ହୁଳୁରୁସିଂହା ଓ ଭଣ୍ଡୁବର ଠାରୁ ଖଲାରୀ ମଧ୍ୟରେ ଚଳିତ…

Continue Reading୨୯ଟି ମଣ୍ଡପରେ ଝଲସିବେ ମା ଲକ୍ଷ୍ମୀ: ଅନୁଗୁଳ ଚଳଚଞ୍ଚଳ

ପୂର୍ବତନ ସମାଜ ସାମ୍ବାଦିକଙ୍କ ପରଲୋକ

ଅନୁଗୁଳ: ଅନୁଗୁଳର ପୂର୍ବତନ ସମାଜ ସାମ୍ବାଦିକ ସନ୍ତୋଷ ତ୍ରିପାଠୀଙ୍କ ଆଜି ଅମଲାପଡ଼ା ସ୍ଥିତ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ସେ କିଛି ଦିନ ଧରି ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତାରେ ପୀଡିତ ଥିଲେ। ସ୍ବର୍ଗତ ତ୍ରିପାଠୀଙ୍କ…

Continue Readingପୂର୍ବତନ ସମାଜ ସାମ୍ବାଦିକଙ୍କ ପରଲୋକ

ଓଏଏସ ପରୀକ୍ଷାରେ ସମ୍ବିତ ସାମଲଙ୍କୁ ୧୭୧ ତମ ସ୍ଥାନ

ଅନୁଗୁଳ: ନିକଟରେ ପ୍ରକାଶିତ ଓଏଏସ ପରୀକ୍ଷାରେ ସମ୍ବିତ ସାମଲଙ୍କୁ ୧୭୧ ତମ ସ୍ଥାନ ମିଳିଛି। ସମ୍ବିତଙ୍କ ଘର ଢେ଼ଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅନ୍ତର୍ଗତ ଦୁଦୁରୁକୋଟ ଗାଁରେ। ପିଲାଟି ଦିନରୁ ମେଧାବୀ ଛାତ୍ର ଭାବେ ସମ୍ବିତଙ୍କ ଯଥେଷ୍ଟ ସୁନାମ ଥିଲା। ସେ…

Continue Readingଓଏଏସ ପରୀକ୍ଷାରେ ସମ୍ବିତ ସାମଲଙ୍କୁ ୧୭୧ ତମ ସ୍ଥାନ

ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତୀଲା ପୂଜା ମଣ୍ଡପ

ଅନୁଗୁଳ: ଆଜି ଦିନ ପ୍ରାୟ ଅଢେଇ ଟା ବେଳେ ଶିମିଳିପଡ଼ା ପଞ୍ଚମୁଖୀ ମାର୍କେଟ ରେ ଥିବା ଏକ ଇଲେକ୍ଟ୍ରିକ ଖୁଣ୍ଟରେ ସର୍ଟ ସର୍କିଟ ଘଟି ନିଆଁ ଲାଗିଥିଲା। ଏହି ନିଆଁ ପାଖରେ ଥିବା ପୂଜା ମଣ୍ଡପରେ ମଧ୍ୟ ଲାଗି ଯାଇଥିଲା। ତେବେ…

Continue Readingସର୍ଟ ସର୍କିଟରୁ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତୀଲା ପୂଜା ମଣ୍ଡପ

୧୫୨ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ

ଅନୁଗୁଳ: ସ୍ଥାନୀୟ ବଅଁରପାଳ ଥାନା ତୁଳସୀପାଳ ଗ୍ରାମରୁ ୧୫୨ ଲିଟର ବିଦେଶୀ ମଦ ଜବତ ହେବା ସହ ପୋଲିସ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ ସନାତନ ରାଉଳ। ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା…

Continue Reading୧୫୨ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ

ଅକ୍ଟୋବର ମାସ ପାଇଁ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମର କାର୍ଯ୍ୟସୂଚୀ ଜାରି

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁଙ୍କର ଅକ୍ଟୋବର ମାସ ପାଇଁ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏଥିରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେବେ। ନିର୍ଦ୍ଧାରିତ କାର୍ଯ୍ୟସୂଚୀ…

Continue Readingଅକ୍ଟୋବର ମାସ ପାଇଁ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମର କାର୍ଯ୍ୟସୂଚୀ ଜାରି

ତେଲ ପକାଇବା ବାହାନାରେ ଲୁଟିବାକୁ ଆସିଥିଲେ ପେଟ୍ରୋଲ ପମ୍ପ, ମାଡ଼ି ବସିଲା ପୋଲିସ

ଆଠମଲ୍ଲିକ: ଆଠମଲ୍ଲିକ ସହର ୬୨ ନମ୍ବର ରାଜ୍ୟ ରାଜପଥ କଡ଼ରେ ଥିବା ଭାରତ ପେଟ୍ରୋଲିୟମ କମ୍ପାନୀର ପେଟ୍ରୋଲ ପମ୍ପରେ ଗତ ବୁଧବାର ରାତିରେ ଡକାୟତି ଯୋଜନା ଫସର ଫାଟିଛି। ରାତି ପ୍ରାୟ ୧୧ ଟା ସମୟରେ ଡକାୟତମାନେ କାରରେ ତେଲ ପକାଇବା…

Continue Readingତେଲ ପକାଇବା ବାହାନାରେ ଲୁଟିବାକୁ ଆସିଥିଲେ ପେଟ୍ରୋଲ ପମ୍ପ, ମାଡ଼ି ବସିଲା ପୋଲିସ

ଲଷ୍ମୀ ପୂଜା ନେଇ ସାମ୍ବାଦିକ ସମ୍ମିଳନୀ: ଚଳିତ ବର୍ଷ ଆତସବାଜି ହେବନାହିଁ

ଅନୁଗୁଳ: ଆଉ ଦିନକ ପରେ ସୁସଜ୍ଜିତ ପୂଜା ମଣ୍ଡପକୁ ଓଲ୍ହାଇବେ ସାଗର ଦୁଲଣି ମା ଲଷ୍ମୀ । ତାଙ୍କୁ ସ୍ୱାଗତ କରିବା ପାଇଁ ସକଳ ପ୍ରସ୍ତୁତିରେ ଲାଗିଛନ୍ତି ପୂଜା କମିଟି କର୍ମକର୍ତା।ଏଥିନେଇ ଶୁକ୍ରବାର ଏକ ହୋଟେଲରେ ଆୟୋଜିତ ହୋଇଥିଲା କେନ୍ଦ୍ରୀୟ ପୂଜା…

Continue Readingଲଷ୍ମୀ ପୂଜା ନେଇ ସାମ୍ବାଦିକ ସମ୍ମିଳନୀ: ଚଳିତ ବର୍ଷ ଆତସବାଜି ହେବନାହିଁ

ଓଏଏସ୍ ପରୀକ୍ଷାରେ ସତ୍ୟବ୍ରତଙ୍କୁ ୨୭୯ ତମ ସ୍ଥାନ

ଅନୁଗୁଳ:ଆଜି ଓଡିଶା ପ୍ରଶାସନିକ ସେବାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କ ତାଲିକା ପ୍ରକାଶିତ ହୋଇଛି। ଏହି ପରୀକ୍ଷାରେ ଅନୁଗୁଳ ଅମଲାପଡାରେ ରହୁଥିବା ସତ୍ୟବ୍ରତ ମହାପାତ୍ର ୨୭୯ ତମ ସ୍ଥାନ ହାସଲ କରିଛନ୍ତି। ସତ୍ୟବ୍ରତଙ୍କ ବାପା ଶ୍ରୀକାନ୍ତ ମହାପାତ୍ର ବସ ଷ୍ଟାଣ୍ଡରେ ହକରିଙ୍ଗ କରନ୍ତି…

Continue Readingଓଏଏସ୍ ପରୀକ୍ଷାରେ ସତ୍ୟବ୍ରତଙ୍କୁ ୨୭୯ ତମ ସ୍ଥାନ