ସମ୍ଭାବ୍ୟ ବାତ୍ୟା ‘ଅସାନି’ର ମୁକାବିଲା ପାଇଁ ଅନୁଗୁଳ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ, ଜିରୋ କାଜୁଆଲିଟି ଲକ୍ଷ୍ୟ

ଅନୁଗୁଳ: ସମ୍ଭାବ୍ୟ ବାତ୍ୟା ‘ଅସାନି’କୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ବାତ୍ୟା ଓଡ଼ିଶା ଛୁଇଁବାର ସମ୍ଭାବନା ନଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏ ନେଇ ସମସ୍ତ…

Continue Readingସମ୍ଭାବ୍ୟ ବାତ୍ୟା ‘ଅସାନି’ର ମୁକାବିଲା ପାଇଁ ଅନୁଗୁଳ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ, ଜିରୋ କାଜୁଆଲିଟି ଲକ୍ଷ୍ୟ

ଆଜି ମାତୃ ଦିବସ: ପ୍ରେରଣାଦାୟୀ, ମମତାମୟୀ ମା’ ପାଇଁ ଦିନ ଟିଏ

ମା' । ଏଇ ଗୋଟିଏ ଶବ୍ଦରେ ଯେମିତି ସାରା ଦୁନିଆର ସ୍ନେହ ଭରି ରହିଛି । ଦୁନିଆର ସବୁ ଶବ୍ଦ ଯାହା ପାଖରେ ଫିକା ସେ ହେଉଛି ମା’। ବିଶ୍ବର ସର୍ବଶ୍ରେଷ୍ଠ ଯୋଦ୍ଧା ହେଉଛି ମା’। ମା’ ଶବ୍ଦଟି ଛୋଟ ହୋଇପାରେ…

Continue Readingଆଜି ମାତୃ ଦିବସ: ପ୍ରେରଣାଦାୟୀ, ମମତାମୟୀ ମା’ ପାଇଁ ଦିନ ଟିଏ

ଅଗ୍ନିଶମ ବିଭାଗ ପକ୍ଷରୁ ସହରର ବିଭିନ୍ନ ପେଟ୍ରୋଲ ପମ୍ପ ଓ ଗ୍ୟାସ ଗୋଦାମରେ ସୁରକ୍ଷା ଯାଞ୍ଚ

ଅନୁଗୁଳ: ଅନୁଗୁଳ ଅଗ୍ନିଶମ ବିଭାଗ ପକ୍ଷରୁ ସହରର ବିଭିନ୍ନ ପେଟ୍ରୋଲ ପମ୍ପ ଓ ଗ୍ୟାସ ଗୋଦାମରେ ଅତର୍କିତ ଚଢ଼ଉ କରାଯାଇ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଇଛି। ଜିଲ୍ଲା ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ କୁମାର ଧଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଯାଞ୍ଚ କରାଯାଇଥିଲା।…

Continue Readingଅଗ୍ନିଶମ ବିଭାଗ ପକ୍ଷରୁ ସହରର ବିଭିନ୍ନ ପେଟ୍ରୋଲ ପମ୍ପ ଓ ଗ୍ୟାସ ଗୋଦାମରେ ସୁରକ୍ଷା ଯାଞ୍ଚ

କାନ୍ଥରେ ପିଟି ହୋଇ ହରିଣର ମୃତ୍ୟୁ

ତାଳଚେର: ତାଳଚେର ଫରେଷ୍ଟ ରେଞ୍ଜ କଳମଛୁଇଁ ଗାଁରେ କାନ୍ଥରେ ପିଟି ହୋଇ ଆଜି ଏକ ହରିଣର ମୃତ୍ୟୁ ଘଟିଛି। ଗାଁ ଲୋକଙ୍କ କହିବାନୁଯାୟୀ, ହରିଣଟି ନିକଟସ୍ଥ ମହୀତଳା ଜଙ୍ଗଲରୁ ଆସି କଳମଛୁଇଁ ପୁରୁଣାସାହି ଦେଇ କାଳିକାପ୍ରସାଦ ସାହି ଆଡକୁ ଦୌଡ଼ୁଥିଲା। ଏହି…

Continue Readingକାନ୍ଥରେ ପିଟି ହୋଇ ହରିଣର ମୃତ୍ୟୁ

ଅନୁଗୁଳରେ ଈଶ୍ୱରାମ୍ମା ଦିବସ ପାଳିତ

ଅନୁଗୁଳ: ଅନୁଗୁଳ ସତ୍ୟସାଇ ସେବା ମନ୍ଦିର ପରିସରରେ ଈଶ୍ୱରମ୍ମା ଦିବସ ପାଳିତ ହୋଇଯାଇଛି। ଏ ଅବସରରେ ସକାଳେ ନଗର ସଂକୀର୍ତ୍ତନ, ଧ୍ବଜା ରୋପଣ ପୂଜାର୍ଚନା ଆଦି କରା ଯାଇଥିଲା। ଏହାପରେ ଅନୁଗୁଳ ଡାକ୍ତରଖାନା ପରିସରରେ ରୋଗୀମାନଙ୍କୁ ଫଳ ବଣ୍ଟନ କରା ଯାଇଥିଲା।…

Continue Readingଅନୁଗୁଳରେ ଈଶ୍ୱରାମ୍ମା ଦିବସ ପାଳିତ

ଆସୁଛି ବାତ୍ୟା ଅସାନୀ: ୧୦ରେ ବଡ଼ ଧରଣର ବର୍ଷା, ସମୁଦ୍ରକୁ ଯିବାକୁ ବାରଣ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ଅସାନୀ ଯୋଗୁ ଅଶାନ୍ତ ହେଉଛି ବଙ୍ଗୋପସାଗର। ଲଘୁଚାପ କ୍ଷେତ୍ର ଆଜି ଡିପ୍ରେସନ୍‌ରେ ପରିଣତ ହେବ। ଆସନ୍ତାକାଲି ଦାନା ବାନ୍ଧିବ ସାଇକ୍ଲୋନ୍‌ ଅସାନୀ। ଏହା ପ୍ରଭାବରେ ୯ ତାରିଖରୁ ସମୁଦ୍ର ଅଧିକ ଅଶାନ୍ତ ରହିବ। ଆସନ୍ତାକାଲିଠାରୁ ପବନର ବେଗ ବଢ଼ିବ।…

Continue Readingଆସୁଛି ବାତ୍ୟା ଅସାନୀ: ୧୦ରେ ବଡ଼ ଧରଣର ବର୍ଷା, ସମୁଦ୍ରକୁ ଯିବାକୁ ବାରଣ କଲା ପାଣିପାଗ ବିଭାଗ

ଆଜି ଭାଗ୍ୟଫଳ ଦାତା ଶନି ଦେବଙ୍କ ବାର୍ଷିକ ପୂଜା, ଧୁମଧାମରେ ପାଳୁଛନ୍ତି ଶ୍ରଦ୍ଧାଳୁ

ଅନୁଗୁଳ: ଆଜି ବୈଶାଖ ମାସ ଶୁକ୍ଳପକ୍ଷର ଶନିବାର। ଆଜି ହେଉଛି ଭାଗ୍ୟଫଳ ଦାତା ଶନି ଦେବଙ୍କ ବାର୍ଷିକ ପୂଜା। ଏ ଅବସରରେ ଅନୁଗୁଳର ବିଭିନ୍ନ ଶନି ମନ୍ଦିର ଉତ୍ସବ ମୁଖରିତ ହୋଇଛି। ଗତ ଦୁଇ ବର୍ଷ ହେଲାଣି କରୋନା କଟକଣା ଯୋଗୁଁ…

Continue Readingଆଜି ଭାଗ୍ୟଫଳ ଦାତା ଶନି ଦେବଙ୍କ ବାର୍ଷିକ ପୂଜା, ଧୁମଧାମରେ ପାଳୁଛନ୍ତି ଶ୍ରଦ୍ଧାଳୁ

ଦେବଗଡ଼ ବିଧାୟକଙ୍କୁ ଗିରଫ ପ୍ରତିବାଦରେ ବିଜେପିର ବିକ୍ଷୋଭ

ଅନୁଗୁଳ: ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଅନ୍ୟାୟଚିତ୍ତ ଭାବେ ଗିରଫ କରିବା ପ୍ରତିବାଦରେ ଶୁକ୍ରବାର ଅନୁଗୁଳ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ବିଜେପି ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିସହ ବିଧାୟକ ଶ୍ରୀ ପାଣିଗ୍ରାହୀ ବିଡିଓଙ୍କ ବିରୁଦ୍ଧରେ ଦେଇଥିବା ଏତେଲାର କୌଣସି…

Continue Readingଦେବଗଡ଼ ବିଧାୟକଙ୍କୁ ଗିରଫ ପ୍ରତିବାଦରେ ବିଜେପିର ବିକ୍ଷୋଭ

ଛାତ୍ର ଆତ୍ମହତ୍ୟା ଘଟଣା: ନିର୍ଯାତନା ଦେଇଥିବା ଛାତ୍ରାବାସ କେୟାର ଟେକର ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବାପୁଜୀ ମହାବିଦ୍ୟାଳୟର ଛାତ୍ର ବିବେକ ସାହୁ ଆତ୍ମହତ୍ୟା ଘଟଣାରେ ପୋଲିସ ଆଜି ଛାତ୍ରାବାସର କେୟାର ଟେକରକୁ ଗିରଫ କରିଛି। କେୟାର ଟେକର ବିବେକକୁ ମାଡ଼ ମାରିବା ସହ ବିନା ଦୋଷରେ ବେଜିତ କରିଥିଲା। ଏଥିରେ ମାନସିକ…

Continue Readingଛାତ୍ର ଆତ୍ମହତ୍ୟା ଘଟଣା: ନିର୍ଯାତନା ଦେଇଥିବା ଛାତ୍ରାବାସ କେୟାର ଟେକର ଗିରଫ

ଗାନ୍ଧିଜୀଙ୍କ ଅନୁଗୁଳ ଆଗମନର ୮୮ତମ ସ୍ମୃତି ଦିବସ

ଅନୁଗୁଳ: ଗାନ୍ଧିଜୀଙ୍କ ଅନୁଗୁଳ ଆଗମନର ୮୮ତମ ସ୍ମୃତି ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ୧୯୩୪ ମସିହା ମେ ୬ ତାରିଖ ଦିନ ମହାତ୍ମା ଗାନ୍ଧୀଙ୍କ ଅନୁଗୁଳ ଆଗମନ ଦିବସର ସ୍ମୃତିକୁ ମନେ ପକାଇବା ପାଈଁ ବାଜିରାଉତ ଛାତ୍ରା ବାସ, ଗାନ୍ଧୀ ଶାନ୍ତି…

Continue Readingଗାନ୍ଧିଜୀଙ୍କ ଅନୁଗୁଳ ଆଗମନର ୮୮ତମ ସ୍ମୃତି ଦିବସ