ନାଲକୋ ନିକଟସ୍ଥ ଗାଁରେ ବିକାଶ କାର୍ଯ୍ୟ ପରିଚାଳନା କଲେ ସାଂସଦ
ଅନୁଗୁଳ: ସିଏସଆର ପାଣ୍ଠି ଦ୍ୱାରା ନାଲକୋ ଆଖପାଖ ଅଞ୍ଚଳରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ବିଷୟରେ ଏକ ସମୀକ୍ଷା ବୈଠକ ସାଂସଦ ମହେଶ ସାହୁଙ୍କ ଉପସ୍ଥିତିରେ ଆୟୋଜିତ ହୋଇଛି। କାଙ୍ଗୁଲା - ବେନ୍ତପୁର ପଞ୍ଚାୟତ ପଦ୍ମପାଦ ମଠରେ ବିଜୁ ଯୁବ ଜନତା ଦଳର…
