ଚେନ୍ନାଇରେ ଡକ୍ଟରେଟ ଉପାଧିରେ ସମ୍ମାନିତ ହେଲେ ଅନୁଗୁଳର ଯୁବ ଇଞ୍ଜିନିୟର ଦୁଷ୍ମନ୍ତ ବେହେରା

ଅନୁଗୁଳ : ସାମାଜିକ ସେବା ଓ ସିଭିଲ ଇଞ୍ଜିନିୟରିଂରେ କୃତିତ୍ୱ ଅର୍ଜନ କରିଥିବା ଓଡ଼ିଶାର ୩ ଜଣଙ୍କୁ ଡକ୍ଟରେଟ ଉପାଧିରେ ସମ୍ମାନିତ କରାଯାଇଛି। ଚେନ୍ନାଇର ଚେନ୍ନାଇ ଗେଟ୍ ୱେ ହୋଟେଲରେ ଶୁକ୍ରବାର ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ବିଶିଷ୍ଟ ବ୍ୟକ୍ତିଙ୍କୁ…

Continue Readingଚେନ୍ନାଇରେ ଡକ୍ଟରେଟ ଉପାଧିରେ ସମ୍ମାନିତ ହେଲେ ଅନୁଗୁଳର ଯୁବ ଇଞ୍ଜିନିୟର ଦୁଷ୍ମନ୍ତ ବେହେରା

ଅଷ୍ଟଦୋଳରେ ଗାଁ ବୁଲିଲେ ରାଧାକୃଷ୍ଣ, ମେଲୋଡ଼ିରେ ଝୁମିଲେ ଲୋକେ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ସୋଲଡା ଗାଁରେ ଅଷ୍ଟଦୋଳ ଯାତ୍ରା ଧୁମ୍ ଧାମରେ ପାଳିତ ହୋଇଛି। ଯାତ୍ରା ପାଇଁ ସୋମବାର ଅପରାହ୍ନରେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତିକୁ ଏକ ସୁସଜ୍ଜିତ ବିମାନରେ ଗାଁ ପରିକ୍ରମା କରାଯାଇଥିଲା। ଶୋଭାଯାତ୍ରାରେ ରୋଡାସର ଓ ଡଅଁରା…

Continue Readingଅଷ୍ଟଦୋଳରେ ଗାଁ ବୁଲିଲେ ରାଧାକୃଷ୍ଣ, ମେଲୋଡ଼ିରେ ଝୁମିଲେ ଲୋକେ

ନାଲକୋ ଠିକା ଶ୍ରମିକଙ୍କ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଟାଉନସିପରେ ସୋମବାର ସକାଳେ ଜଣେ ଠିକାଶ୍ରମିକଙ୍କ ମୃତ୍ୟୁ ହୋଛି। ସୂଚନା ଯେ, ନାଲକୋ ଉଦ୍ୟାନ ବିଭାଗରେ କାର୍ଯ୍ୟ କରୁଥିବା ମୋହନ ପାଦଲି(୪୬) ନାମକ ଜଣେ ଠିକା ଶ୍ରମିକ ସୋମବାର ସକାଳେ ଟଉନସିପ୍ କଲ୍ୟାଣ ମଣ୍ଡପ ସାମ୍ନାରେ…

Continue Readingନାଲକୋ ଠିକା ଶ୍ରମିକଙ୍କ ମୃତ୍ୟୁ

ପୁଣିଥରେ ରାସ୍ତାରେ ଝୁମିବେ ଅନୁଗୁଳବାସୀ, ଉତ୍କଳ ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସରେ ଆୟୋଜିତ ହେଉଛି ‘ରାହାଗିରି’

ଅନୁଗୁଳ: ପୁଣିଥରେ ଅନୁଗୁଳରେ ଆରମ୍ଭ ହେଉଛି ରାହାଗିରି। ଏବେ ପୁଣିଥରେ ରାସ୍ତା ଉପରେ ନାଚ, ଗୀତ, ଖେଳର ଆସର ଜମିବ। ଆଉ ଚାଲିବ ମନୋରଞ୍ଜନ। ଝୁମିବେ ଅନୁଗୁଳ ବାସିନ୍ଦା। ଉତ୍କଳ ଦିବସ ଓ ଅନୁଗୁଳ ପ୍ରତିଷ୍ଠା ଦିବସ ଅବସରରେ ଏପ୍ରିଲ ୧ରେ…

Continue Readingପୁଣିଥରେ ରାସ୍ତାରେ ଝୁମିବେ ଅନୁଗୁଳବାସୀ, ଉତ୍କଳ ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସରେ ଆୟୋଜିତ ହେଉଛି ‘ରାହାଗିରି’

ଅନୁଗୁଳରେ ବିଶ୍ଵ ନାଟ୍ୟ ଦିବସ ପାଳିତ

ଅନୁଗୁଳ: ସ୍ଥାନୀୟ କଳାକାର ଭବନ ଠାରେ ରବିବାର ବିଶ୍ଵ ନାଟ୍ୟ ଦିବସ ପାଳିତ ହୋଇଯାଇଛି। କବୟିତ୍ରୀ ଇନ୍ଦିରା ଦାଶଙ୍କ ମଞ୍ଚ ପରିଚାଳନାରେ ଆୟୋଜିତ ଏହି ସମାରୋହରେ ଜିଲ୍ଲା ସଂସ୍କୃତି ଅଧିକାରୀ ଦୁଃଶାସନ ନାୟକ ମୁଖ୍ୟ ଅତିଥି, ଡା ଶାନ୍ତନୁ କୁମାର ସର…

Continue Readingଅନୁଗୁଳରେ ବିଶ୍ଵ ନାଟ୍ୟ ଦିବସ ପାଳିତ

କଲ୍ୟାଣ ମଣ୍ଡପରେ ପ୍ରବଳ ଅବ୍ୟବସ୍ଥା: ଭୋଜି କରି ରାସ୍ତାରେ ଅଳିଆ ଫିଙ୍ଗୁଛନ୍ତି, ଗନ୍ଧରେ ଫାଟୁଛି ପୂରା ଅଞ୍ଚଳ

ଅନୁଗୁଳ: ଭୋଜି ଭାତର ଆସର ସରିବା ପରେ ସେମିତି ଛାଡ଼ିଗଲେ ମଇଳା। ଖାଇ ପିଇ ସାରି ଯିଏ ଯାହା ବାଟରେ ପଳାଇଲେ। କିନ୍ତୁ ଅଳିଆ ଆବର୍ଜନା ଉଠାଇବାକୁ କାହାର ହାତ ଗଲାନି। ଫଳରେ ସେମିତି ପଡି ରହିଲା ଅଳିଆ ଆବର୍ଜନା। ଅନୁଗୁଳ…

Continue Readingକଲ୍ୟାଣ ମଣ୍ଡପରେ ପ୍ରବଳ ଅବ୍ୟବସ୍ଥା: ଭୋଜି କରି ରାସ୍ତାରେ ଅଳିଆ ଫିଙ୍ଗୁଛନ୍ତି, ଗନ୍ଧରେ ଫାଟୁଛି ପୂରା ଅଞ୍ଚଳ

ତାଳଚେର-ପୁରୀ ପାସେଞ୍ଜର ଟ୍ରେନ୍‌ ଚଳାଚଳ ପାଇଁ ରେଳମନ୍ତ୍ରୀଙ୍କୁ ଦାବି ପତ୍ର

ଅନୁଗୁଳ: ତାଳଚେର ଷ୍ଟେସନ୍ ଦେଇ ତାଳଚେର-ପୁରୀ ପାସେଞ୍ଜର ଟ୍ରେନ୍‌ ଚଳାଚଳ କରିବାକୁ ଦାବି କରି ଆଜି ପରିବେଶ ସୁରକ୍ଷା ସମିତି ପକ୍ଷରୁ କେନ୍ଦ୍ର ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ଷ୍ଟେସନ୍ ମ୍ୟାନେଜରଙ୍କ ଜରିଆରେ ଏହି ଦାବି ପତ୍ର…

Continue Readingତାଳଚେର-ପୁରୀ ପାସେଞ୍ଜର ଟ୍ରେନ୍‌ ଚଳାଚଳ ପାଇଁ ରେଳମନ୍ତ୍ରୀଙ୍କୁ ଦାବି ପତ୍ର

ଆଜିଠୁ ଦୁଇଦିନିଆ ଭାରତ ବନ୍ଦ: ଗଡ଼ିବ ବସ୍, ଖୋଲା ରହିବ ଦୋକାନ ବଜାର ଓ ପେଟ୍ରୋଲ ପମ୍ପ

ଭୁବେଶ୍ୱର: କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ମିଳିତ ମଞ୍ଚ ପକ୍ଷରୁ ସୋମବାର ଠାରୁ ଆରମ୍ଭ ହୋଇଛି ଦୁଇ ଦିନିଆ ଭାରତ ବନ୍ଦ।‌ ୧୨ ଦଫା ଦାବି ନେଇ ଏହି ଧର୍ମଘଟ କରାଯାଉଛି। ବନ୍ଦ ବେଳେ ରେଳ ଷ୍ଟେସନ, ବିମାନବନ୍ଦର, ଅଫିସଗୁଡ଼ିକରେ ପିକେଟିଂ, ରାଜପଥ…

Continue Readingଆଜିଠୁ ଦୁଇଦିନିଆ ଭାରତ ବନ୍ଦ: ଗଡ଼ିବ ବସ୍, ଖୋଲା ରହିବ ଦୋକାନ ବଜାର ଓ ପେଟ୍ରୋଲ ପମ୍ପ

ଘରେ ଛାଡ଼ିଦେବାକୁ କହି ଯୁବତୀଙ୍କୁ ଗଣଦୁଷ୍କର୍ମ, ବନ୍ଧା ହେଲେ ୨ ଅଭିଯୁକ୍ତ

ଅନୁଗୁଳ: ଯୁବତୀଙ୍କୁ ଗଣଦୁଷ୍କର୍ମ କରିବା ଅଭିଯୋଗରେ ତାଳଚେର ପୋଲିସ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଦ୍ବୟ ହେଲେ ତାଳଚେର ଖୋଲୁଆ ଅଞ୍ଚଳର ରାମଚନ୍ଦ୍ର ସାହୁ ଓ ବଅଁରପାଳ ଥାନା ଅଞ୍ଚଳର ବଳରାମ ସାହୁ। ତାଳଚେର ଉପକଣ୍ଠରେ ପୀଡ଼ିତା (୨୪)ଙ୍କ ଘର…

Continue Readingଘରେ ଛାଡ଼ିଦେବାକୁ କହି ଯୁବତୀଙ୍କୁ ଗଣଦୁଷ୍କର୍ମ, ବନ୍ଧା ହେଲେ ୨ ଅଭିଯୁକ୍ତ

ଭିକାରୀ ଓ ପାଗଳଙ୍କ କବ୍‌ଜାରେ ଅନୁଗୁଳ

ଅନୁଗୁଳ: ରାଜ୍ୟର ପ୍ରତ୍ୟେକ ସହରକୁ ସୁନ୍ଦର ତଥା ସମୃଦ୍ଧ କରିବାକୁ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ଏହି ଯୋଜନାରେ ଅନୁଗୁଳ ସହରରେ ବି ଅନେକ ଉନ୍ନତିମୂଳକ କାର୍ଯ୍ୟ ହେଉଛି। କିନ୍ତୁ ସହରରେ ଏବେ ବି ଅନେକ ସମସ୍ୟା ଲାଗି ରହିଛି, ଯାହା…

Continue Readingଭିକାରୀ ଓ ପାଗଳଙ୍କ କବ୍‌ଜାରେ ଅନୁଗୁଳ