ସୌଭାଗ୍ୟ ନଗରରେ ପ୍ରତିଷ୍ଠା ହେଲା ମା’ ହିଙ୍ଗୁଳାଙ୍କ ମନ୍ଦିର
ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ତୁରଙ୍ଗ ପଞ୍ଚାୟତ ସୌଭାଗ୍ୟ ନଗରରେ ଆଜି ମା' ହିଙ୍ଗୁଳା ମନ୍ଦିର ପ୍ରତିଷ୍ଠା ହୋଇଛି। ଏନେଇ ଗତ ତିନି ଦିନ ଧରି ପୂଜାର୍ଚ୍ଚନା ଚାଲିଥିଲା। ୪ ତାରିଖ ଦିନ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ୫ରେ ମା'…
ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ତୁରଙ୍ଗ ପଞ୍ଚାୟତ ସୌଭାଗ୍ୟ ନଗରରେ ଆଜି ମା' ହିଙ୍ଗୁଳା ମନ୍ଦିର ପ୍ରତିଷ୍ଠା ହୋଇଛି। ଏନେଇ ଗତ ତିନି ଦିନ ଧରି ପୂଜାର୍ଚ୍ଚନା ଚାଲିଥିଲା। ୪ ତାରିଖ ଦିନ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ୫ରେ ମା'…
ଅନୁଗୁଳ: ବୋର୍ଡ଼ ଅଫ ସେକେଣ୍ଡାରୀ ଏଜୁକେସନ,ଓଡିଶା ପକ୍ଷରୁ ହାଇସ୍କୁଲ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ରାଜ୍ୟର ଫଳାଫଳ ୯୦. ୭୯ ପ୍ରତିଶତ ହୋଇଥିବା ବେଳେ ଅନୁଗୁଳ ଜିଲ୍ଲାର ଫଳାଫଳ ୯୩.୬୦ ପ୍ରତିଶତ ହୋଇଛି। ରିପୋର୍ଟ ମୁତାବକ ଜିଲ୍ଲାର ୨୬୨ ଟି ସ୍କୁଲର…
ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟରେ ଗୋଟିଏ ପରେ ଗୋଟିଏ ଜୀବଙ୍କ ଜୀବନ ଯାଉଛି। ହାତୀ ପରେ ଏଠାରେ ଏବେ ଏକ ଗୟଳର ମୃତ୍ୟୁ ଘଟିଛି। ଲଗାତର ଏହାକୁ ମିଶାଇ ୧୦ ଦିନ ମଧ୍ୟରେ ୩ଟି ଗୟଳଙ୍କ ଜୀବନ ଗଲାଣି। ରବିବାର ପୁରୁଣାକୋଟ ବନାଞ୍ଚଳରେ…
ଅନୁଗୁଳ: କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଆସନ୍ତା ୭ ଓ ୮ ତାରିଖ ଦୁଇ ଦିନିଆ ଅନୁଗୁଳ ଗସ୍ତରେ ଆସୁଛନ୍ତି। ୭ ତାରିଖ ଅପରାହ୍ନରେ ଅନୁଗୁଳରେ ପହଞ୍ଚି ସେ ମାଳତୀ ଚୌଧୁରୀ ଆଶ୍ରମ ପରିଦର୍ଶନ କରିବା ସହ ଗୁଣ୍ଡିଚା ମନ୍ଦିରରେ ପୂଜା…
ଅନୁଗୁଳ: ଅନୁଗୁଳ ଟାଉନ ପୁଲିସ ନାବାଳିକା ଅପହରଣ ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫକରିଛି। ସୂଚନା ମୁତାବକ, ମାଟିଆସାହିର ବଳଭଦ୍ର ପ୍ରଧାନ(୧୯) ଜଣେ ୧୬ ବର୍ଷର ନାବାଳିକାଙ୍କୁ ନେଇ ସୋମବାର ରାତିରେ ଫେରାର ହୋଇଯାଇଥିଲେ। ଏ ନେଇ ନାବାଳିକାଙ୍କ ମା’ ସେହି ଦିନ…
ଅନୁଗୁଳ: ସ୍ଥାନୀୟ ଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟକୁ ପାଳଲହଡ଼ା ଉପଜିଲ୍ଲାପାଳ ସୁଶାନ୍ତ କୁମାର ପତି ମଙ୍ଗଳବାର ଅଚାନକ ପରିଦର୍ଶନ କରିଥିଲେ । ଉପଜିଲ୍ଲାପାଳ କଲେଜର ଛାତ୍ରୀନିବାସକୁ ପରିଦର୍ଶନ କରି ଅନ୍ତେବାସୀଙ୍କ ସହିତ ଭାବ ବିନିମୟ କରିବା ସହ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ…
ବନ୍ତଳା: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଖାଲ ଗାଁରେ ରବିବାର ବିଳମ୍ବିତ ରାତିରେ ବଧୁ ନିର୍ଯାତନା ମାମଲା ନେଇ ତୁମୁଳ କାଣ୍ଡ ହୋଇଛି। ଭିଣୋଇ ଟାଙ୍ଗିଆ ଚୋଟରେ ଶଳା ଗୁରୁତର ହୋଇଥିବା ବେଳେ ଶଶୁର ମାଡ଼ରେ ଜ୍ବାଇଁ ଓ ସମୁଦି…
ବଅଁରପାଳ: ଜିଲ୍ଲା ବଅଁରପାଳ ପୁଲିସ ଚୋରି ଅଭିଯୋଗରେ ମଙ୍ଗଳବାର ୩ ଜଣଙ୍କୁ ଗିରଫକରିଛି। ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ନୂଆହତା ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ଏକ ନଳକୂଅର ପାଣିପମ୍ପଟି ଚୋରି ହୋଇଥିଲା। ଏ ନେଇ ସୋମବାର…
ଅନୁଗୁଳ: ଅନୁଗୁଳ ତହସିଲ୍ ଅନ୍ତର୍ଗତ ଛେଳିଆପଡା ଗ୍ରାମ ପଞ୍ଚାୟତର ଛେଳିଆପଡା ହାଇ ସ୍କୁଲ ନିକଟରେଥିବା ଗୋଚର ଜମିରେ ଘର ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଏହି ଜମିରେ କିଛି ଦିନ ପୂର୍ବେ ନଳ କୂଅ ଖୋଳା ଯାଇ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ୫୫ ନଂ ଜାତୀୟ ରାଜପଥର ଅନୁଗୁଳରୁ ସମ୍ବଲପୁର ପର୍ଯ୍ୟନ୍ତ ପ୍ରଶସ୍ତିକରଣ କାର୍ଯ୍ୟକୁ ତ୍ବରାନ୍ବିତ କରିବା ନେଇ ଏକ ସମୀକ୍ଷା ବୈଠକ ମଙ୍ଗଳବାର ଅପରାହ୍ନରେ ଜିଲ୍ଲାପାଳ ଦାୟିତ୍ବରେ ଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍କାର ପ୍ରକଳ୍ପ…