ପ୍ଲାଷ୍ଟିକ ବିରୁଦ୍ଧରେ ପୌରପାଳିକାର ଚଢ଼ାଉ
ଅନୁଗୁଳ: ଗତ ତିନି ଚାରି ଦିନ ଧରି ଅନୁଗୁଳ ପୌରପାଳିକା ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଥର୍ମକୁଲ କପ, ପ୍ଲେଟ, ପଲିଥିନ ଆଦି ଜବତ କରାଯାଇଛି। ଅମଲାପଡ଼ା, ବସଷ୍ଟାଣ୍ଡର ବିଭିନ୍ନ ଜଳଖିଆ ଦୋକାନ ଓ ବଜାର…
ଅନୁଗୁଳ: ଗତ ତିନି ଚାରି ଦିନ ଧରି ଅନୁଗୁଳ ପୌରପାଳିକା ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଥର୍ମକୁଲ କପ, ପ୍ଲେଟ, ପଲିଥିନ ଆଦି ଜବତ କରାଯାଇଛି। ଅମଲାପଡ଼ା, ବସଷ୍ଟାଣ୍ଡର ବିଭିନ୍ନ ଜଳଖିଆ ଦୋକାନ ଓ ବଜାର…
ଅନୁଗୁଳ: ଅନୁଗୁଳ ଜିଲ୍ଲାର ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା)ର ଆମ୍ବୁସ ମ୍ୟାନ୍ ବିଭୁତି ଭୂଷଣ ପଟ୍ଟନାୟକଙ୍କୁ ଅତିରିକ୍ତ ଭାବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମ୍ଏୱାଇ)ର ଦାୟିତ୍ବ ପ୍ରଦାନ କରାଯାଇଛି। ରାଜ୍ୟ ସରକାରଙ୍କ ପଞ୍ଚାୟତ ରାଜ ଓ ପାନୀୟଜଳ ବିଭାଗର ତରଫରୁ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଇଣ୍ଡା ଜନତା ମହାବିଦ୍ୟାଳୟରେ ଅନୁଗୁଳ ଆର୍ଟିଓଙ୍କ ପକ୍ଷରୁ ସଡ଼କ ସୁରକ୍ଷା ସଂପର୍କରେ ସଚେତନତା କାର୍ଯ୍ୟକ୍ରମ ‘ରକ୍ଷକ’ ଅନୁଷ୍ଠିତ ହୋଇଛି। ଏଥିରେ ଅନୁଗୁଳ ଆର୍ଟିଓ ବିଭବାଞ୍ଜନ ସାମନ୍ତସିଂହରାୟ, ତାଳଚେର ଆରଟିଓ ନିଖିଲ ପଟ୍ଟନାୟକ, ହଣ୍ଡପା ଥାନାଧିକାରୀ ନମିତା ନାୟକ,…
ଅନୁଗୁଳ: ଶନିବାର ବଡି ଭୋର ସମୟରେ ଅନୁଗୁଳ ମଦନମୋହନପଡ଼ା ମହିଳା ମହା ବିଦ୍ୟାଳୟ ନିକଟରେ ଅଚଳ ହୋଇ ପଡିଥିବା ଏକ କାର୍ରେ ନିଆଁ ଲାଗି ଯାଇଥିଲା। ଚାହୁଁ ଚାହୁଁ କାର୍ଟି ସମ୍ପୁର୍ଣ ପୋଡି ଯାଇଥିଲା। ଅଗ୍ନି କାଣ୍ଡର କାରଣ ଜଣା ପଡି…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଗେଡ଼ିଆ ଗାଁରେ ବିଲରେ ପାଣି ମଡ଼ାଇବାକୁ ନେଇ ମରଣାନ୍ତକ ଆକ୍ରମଣ ହୋଇଛି। ସୂଚନା ଯେ, ଗୁରୁବାର ଅପରାହ୍ନରେ ଗାଁର ତ୍ରିଲୋଚନ ସାହୁଙ୍କ ବିଲ ମଝିରେ ପଶି ପଡ଼ୋଶୀ ରବିନ୍ଦ୍ର ବିଶ୍ବାଳ ଓ ସୁମନ୍ତ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ତହସିଲ କାର୍ଯ୍ୟାଳୟରେ କାମ କରାଇ ଦେବାକୁ କହି ୩୦ ହଜାର ଟଙ୍କା ଠକି ନେଇଥିବା ଜଣେ ଦଲାଲଙ୍କୁ ପୁଲିସ ଶୁକ୍ରବାର ଗିରଫ କରିଛି। ସୂଚନା ଯେ, ଛେଣ୍ଡିପଦା ଥାନା ଅନ୍ତର୍ଗତ ବାହାଳସାହିର ନରୋତ୍ତମ ଭୁତିଆ(୬୦) ନିଜର…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ତାଳଚେର ବଅଁରପାଳ ରାସ୍ତାର ଚାଇଁପାଳ ନିକଟରେ ଏକ ଟ୍ରକ୍ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ସୂଚନା ଯେ, ଜାଜପୁର ଜିଲ୍ଲା ଛତିଆର ଜୟନ୍ତୀ ମହାପାତ୍ର ତାଙ୍କ ସ୍ବାମୀଙ୍କସହ ବାଇକ୍ରେ ବଅଁରପାଳ ଆଡ଼କୁ…
ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ରନ୍ତୋଲୋଇ ଗାଁରେ ବୁଧବାର ରାତିରେ ଘର ପୋଡ଼ି ଦେଇଥିବା ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫକରିଛି। ସୂଚନା ଯେ, ଗାଁର ଦିନେଶ ନାଏକ(୨୨) ବୁଧବାର ରାତିରେ ତାଙ୍କ ମା’ ଶୈଳ ନାଏକଙ୍କ ସହ ପାଟିଗୋଳ…
ଅନୁଗୁଳ: ଅନୁଗୁଳ ଓକିଲ ସଂଘର ବରିଷ୍ଠ ସଦସ୍ୟ ଆଇନଜୀବୀ ଗଦାଧର ଗଡନାୟକଙ୍କ ଗତ ୩୦ ତାରିଖ ରାତିରେ ହୃଦଘାତରେ ଦେହାନ୍ତ ହୋଇଥିଲା। ତାଙ୍କ ବିୟୋଗରେ ଗୁରୁବାର ଅନୁଗୁଳ ଓକିଲ ସଂଘ ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଦିଲ୍ଲିପ…
ଅନୁଗୁଳ : ସ୍ଥାନୀୟ ଅମଲାପଡ଼ାର କ୍ଲବ ଗଣପତ୍ ମଣ୍ଡପରେ ଗଜାନନଙ୍କ ଦ୍ଵିତୀୟ ଦିନ ପୂଜା ବେଶ୍ ଧୁମଧାମରେ ଅନୁଷ୍ଠିତ ହୋଇଛି। ଆଜି ମୁଖ୍ୟ ଅତିଥି ଭାବେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ସମ୍ମାନିତ ଅତିଥି ଭାବେ ଢେଙ୍କାନାଳ ସାଂସଦ ମହେଶ ସାହୁ,…