ଯୁବ ବିଜେଡିର ନୂଆ କାର୍ଯ୍ୟାଳୟ ଉଦଘାଟିତ

ଅନୁଗୁଳ: ରଥଯାତ୍ରା ଅବସରରେ ଅନୁଗୁଳ ସଦର ମହକୁମାର ପ୍ରଗତି ନଗରରେ ଯୁବ ବିଜେଡିର ନୂଆ କାର୍ଯ୍ୟାଳୟ ଉଦଘାଟିତ ହୋଇଛି। ଯୁବ ବିଜେଡି ଜିଲ୍ଲା ସଭାପତି ଦିନେଶ ପ୍ରଧାନଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଢ଼େଙ୍କାନାଳ ସାଂସଦ ମହେଶ…

Continue Readingଯୁବ ବିଜେଡିର ନୂଆ କାର୍ଯ୍ୟାଳୟ ଉଦଘାଟିତ

ଡାକ୍ତର ଦିବସ ଅବସରରେ ରକ୍ତଦାନ ଶିବିର

ଅନୁଗୁଳ: ଡାକ୍ତର ଦିବସ ଅବସରରେ ଅନୁଗୁଳ ଜିଲ୍ଲା ଚିକିତ୍ସାଳୟ ପରିସରରେ ଥିବା ରକ୍ତଦାନ ଭବନରେ ଏକ ରକ୍ତଦାନ ଶିବିର ଶନିବାର ଆୟୋଜିତ ହୋଇଯାଇଛି। ଇଣ୍ଡିଆନ ମେଡିକାଲ ଆସୋସିଏସନ(ଆଇଏମଏ) ଓ ମେଡିସିନ ରିପ୍ରେଜେଣ୍ଟଟେଟିଭ ସଙ୍ଘର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିର…

Continue Readingଡାକ୍ତର ଦିବସ ଅବସରରେ ରକ୍ତଦାନ ଶିବିର

କ୍ରୀଡା ଛାତ୍ରାବାସ ପାଇଁ ପ୍ରତିଭା ଅନ୍ୱେଷଣ

ଅନୁଗୁଳ: କ୍ରୀଡା ଛାତ୍ରାବାସ ପାଇଁ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତା ଆଜି ଅନୁଗୁଳ ଷ୍ଟାଡିୟମ ଠାରେ ଆୟୋଜିତ ହୋଇଯାଇଛି। ଅନୁଗୁଳ ଜିଲ୍ଲାର ବିଭିନ୍ନ ବ୍ଲକରୁ ୪୪ ଜଣ ଓ ବୌଦ୍ଧ ଜିଲ୍ଲାରୁ ୩ ଜଣ ପ୍ରତିଯୋଗୀ ଏଥିରେ ଅଂଶ ଗ୍ରହଣ କରିଥିଲେ ।…

Continue Readingକ୍ରୀଡା ଛାତ୍ରାବାସ ପାଇଁ ପ୍ରତିଭା ଅନ୍ୱେଷଣ

ପାଣି ଓ ବିଜୁଳି ସମସ୍ୟା ଦୂର ପାଇଁ ଏଡିଏମ୍‌ଙ୍କୁ ଦାବିପତ୍ର

ଅନୁଗୁଳ: ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟ -୧ର ଅଭିଭାବକ ମାନେ ଶନିବାର ଏଡିଏମ୍ ରଜନୀକାନ୍ତ ସ୍ୱାଇଁଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ଦେଇଥିଲେ। ସୂଚନା ଯେ, ଗତ କିଛିଦିନ ଧରି ସ୍କୁଲ ଟ୍ରାନ୍ସଫର୍ମରରେ ତ୍ରୁଟି ହେତୁ ଭୋଲ୍ଟେଜ୍ ସମସ୍ୟା ଦେଖାଦେଇଛି। ଏହା…

Continue Readingପାଣି ଓ ବିଜୁଳି ସମସ୍ୟା ଦୂର ପାଇଁ ଏଡିଏମ୍‌ଙ୍କୁ ଦାବିପତ୍ର

ଏଲ୍‌ପିଜିଠାରୁ ଆରମ୍ଭ କରି ପାନ୍‌-ଆଧାର ସଂଯୋଗ ଯାଏ, ଆଜିଠୁ ବଦଳୁଛି ବହୁ ଗୁରୁତ୍ୱପୂର୍ଣ୍ଣ ନିୟମ

ଅନୁଗୁଳ: ଆଜିଠୁ ଦେଶରେ ବଦଳୁଛି ଅନେକ ନିୟମ।ଏସବୁ ନିୟମ ପରିବର୍ତ୍ତନ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଇବ। ଏଥିରେ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧି, ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ୍ ବ୍ୟବହାର ନିଷେଧ, ବ୍ୟାଙ୍କିଙ୍ଗ, କ୍ରିପ୍ଟୋରେ ନିବେଶ,…

Continue Readingଏଲ୍‌ପିଜିଠାରୁ ଆରମ୍ଭ କରି ପାନ୍‌-ଆଧାର ସଂଯୋଗ ଯାଏ, ଆଜିଠୁ ବଦଳୁଛି ବହୁ ଗୁରୁତ୍ୱପୂର୍ଣ୍ଣ ନିୟମ

ଅନୁଗୁଳ ନଗର ବିଜେଡି ପକ୍ଷରୁ ସୁଜି ହାଲୱା ଓ ଥଣ୍ଡା ପାନୀୟ ଜଳ ବିତରଣ

ଅନୁଗୁଳ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ଆଜି ଅନୁଗୁଳ ନଗର ବିଜେଡି ପକ୍ଷରୁ ଜିଲ୍ଲା ଟ୍ରେଜରି କାର୍ଯ୍ୟାଳୟ ଗେଟ ସମ୍ମୁଖରେ ସୁଜି ହାଲୱା ଓ ଥଣ୍ଡା ପାନୀୟ ଜଳ ବିତରଣ କରାଯାଇଛି। ଯୁବ ବିଜେଡି ନେତା ଅରୁଣାଭ ସିଂହଙ୍କ ନେତୃତ୍ୱରେ ଅନୁଷ୍ଠିତ…

Continue Readingଅନୁଗୁଳ ନଗର ବିଜେଡି ପକ୍ଷରୁ ସୁଜି ହାଲୱା ଓ ଥଣ୍ଡା ପାନୀୟ ଜଳ ବିତରଣ

ଅନୁଗୁଳ ଜିନ୍ଦଲ ଦେବଭୂମିରେ ରଥ ଯାତ୍ରା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜିନ୍ଦଲ ନଗର ଦେବଭୂମି ଜଗନ୍ନାଥ ମନ୍ଦିରଠାରେ ପ୍ରଥମ ରଥ ଯାତ୍ରା ଆଜି ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ, ଦେବୀ ସୁଭଦ୍ରାଙ୍କ ଦର୍ପୋଦଳନ ଏବଂ ବିଶ୍ଵ ନିୟନ୍ତା ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଜିନ୍ଦଲ…

Continue Readingଅନୁଗୁଳ ଜିନ୍ଦଲ ଦେବଭୂମିରେ ରଥ ଯାତ୍ରା

ଶୈଳ ଶ୍ରୀକ୍ଷେତ୍ର ଅନୁଗୁଳରେ ଘୋଷ ଯାତ୍ରା: ୫୦ ହଜାର ଭକ୍ତଙ୍କ ସମାଗମ

ଅନୁଗୁଳ: ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ ପର୍ବ ପର୍ବାଣୀ ବନ୍ଦ ରହିବା ପରେ ଚଳିତ ବର୍ଷ ରଥ ଯାତ୍ରା ପାଇଁ ଭକ୍ତଙ୍କ ମଧ୍ୟରେ ବହୁ ଉତ୍ସାହ ଦେଖୀବାକୁ ମିଳିଥିଲା। ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ବଡି ଭୋର ସମୟରେ…

Continue Readingଶୈଳ ଶ୍ରୀକ୍ଷେତ୍ର ଅନୁଗୁଳରେ ଘୋଷ ଯାତ୍ରା: ୫୦ ହଜାର ଭକ୍ତଙ୍କ ସମାଗମ

ଅନୁଗୁଳ ପୌରପାଳିକାର ତୃତୀୟ ବୈଠକ ଅନୁଗୁଳ

ଅନୁଗୁଳ: ଅନୁଗୁଳ ପୌରପାଳିକା ସଭା କକ୍ଷରେ ଗୁରୁବାର ପରିଷଦର ତୃତୀୟ ବୈଠକ ଆୟୋଜିତ ହୋଇଯାଇଛି। ପୌରାଧକ୍ଷ ଅକ୍ଷୟ କୁମାର ସାମନ୍ତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ନିର୍ବାହୀ ଅଧିକାରୀଙ୍କ ଅନୁପସ୍ଥିତିରେ ଏମ୍ଇ ରବିନ କୁମାର ଦାସ ପ୍ରତିନିଧିତ୍ଵ କରିଥିଲେ।ବୈଠକ ଆରମ୍ଭରେ ପୂର୍ବତନ…

Continue Readingଅନୁଗୁଳ ପୌରପାଳିକାର ତୃତୀୟ ବୈଠକ ଅନୁଗୁଳ

୧୧ ନମ୍ବର ୱାର୍ଡ ବାସିଙ୍କ ପୌର କାର୍ଯ୍ୟାଳୟ ଆଗରେ ଧାରଣା

ଅନୁଗୁଳ: ଅନୁଗୁଳ ପୌରାଞ୍ଚଳର ୧୧ ନମ୍ବର ୱାର୍ଡରେ ଉଚ୍ଛେଦକୁ ବିରୋଧକରି ୨୨ଟି ପରିବାରର ସଦସ୍ୟମାନେ ଗୁରୁବାର ପୌର କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ୱାର୍ଡ ବାସିଙ୍କ ଅଭିଯୋଗ ଅନୁସାରେ ବୁଧବାର ଜିଲ୍ଲା ପ୍ରଶାସନ ତରଫରୁ ବସ୍ତୀକୁ ଉଛେଦ କରାଯିବ ବୋଲି ବିଜ୍ଞପ୍ତି…

Continue Reading୧୧ ନମ୍ବର ୱାର୍ଡ ବାସିଙ୍କ ପୌର କାର୍ଯ୍ୟାଳୟ ଆଗରେ ଧାରଣା