କବି ରାଧାମୋହନ ଗଡନାୟକଙ୍କୁ ଶ୍ରଦ୍ଧାଞ୍ଜଳି

ଅନୁଗୁଳ: ପ୍ରଖ୍ୟାତ ଓଡ଼ିଆ କବି ପଦ୍ମଶ୍ରୀ ରାଧାମୋହନ ଗଡନାୟକଙ୍କ ଜୟନ୍ତୀ ଅବସରରେ ଗୁରୁବାର ଜିଲ୍ଲା ସାହିତ୍ୟ ସଂସଦ ଓ ରାଧାମୋହନ ସ୍ମୃତି କମିଟି ପକ୍ଷରୁ ଭାବପୂର୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏ ଅବସରରେ ଅନୁଗୁଳ ମହାବିଦ୍ୟାଳୟ ସମ୍ମୁଖରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ…

Continue Readingକବି ରାଧାମୋହନ ଗଡନାୟକଙ୍କୁ ଶ୍ରଦ୍ଧାଞ୍ଜଳି

ହେମସୁରପଡ଼ା ଦୁର୍ଗାପୂଜା କମିଟିର ନୂତନ କର୍ମକର୍ତ୍ତା

ଅନୁଗୁଳ: ହେମସୁରପଡ଼ା ଦୁର୍ଗା ମଣ୍ଡପଠାରେ ଦୁର୍ଗାପୂଜା ପଞ୍ଚାୟତ କମିଟିର ଚଳିତ ବର୍ଷ ପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଗତବର୍ଷର ଆୟବ୍ୟୟର ହିସାବ ସାଙ୍ଗକୁ ଚଳିତ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ସତ୍ୟାନନ୍ଦ ଦଳବେହେରା…

Continue Readingହେମସୁରପଡ଼ା ଦୁର୍ଗାପୂଜା କମିଟିର ନୂତନ କର୍ମକର୍ତ୍ତା

ଭାଲୁ ଆକ୍ରମଣରେ ଗାଈ ଚରାଳି ଗୁରୁତର

ଅନୁଗୁଳ: ବୁଧବାର ଅପରାହ୍ନରେ କିଶୋରନଗର ଥାନା ବାମୁର ପଞ୍ଚାୟତ ଅନ୍ତର୍ଗତ ଲାଂଚି ଗାଁରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇଛି। ସୂଚନା ଯେ, ଲାଂଚି ଗାଁର ଭଗବାନ ବେହେରା(୪୬) ସବୁଦିନ ଭଳି ଘର ପାଖ ଜଙ୍ଗଲକୁ ଗାଈ ଚରାଇବାକୁ ଯାଇଥିବା…

Continue Readingଭାଲୁ ଆକ୍ରମଣରେ ଗାଈ ଚରାଳି ଗୁରୁତର

ଧାର ଟଙ୍କା ମାଗିବାରୁ ମହିଳାଙ୍କୁ ଆକ୍ରମଣ ଉଦ୍ୟମ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ବଡ଼କେରଜାଙ୍ଗ ଗାଁର ଜଣେ ମହିଳା ତାଙ୍କ ଧାର ଟଙ୍କା ମାଗିବାରୁ ଆକ୍ରମଣର ଶିକାର ହୋଇଛନ୍ତି। ସୂଚନା ଯେ, ଗାଁର ଲକ୍ଷ୍ମଣ ରାଉଳଙ୍କ ସ୍ତ୍ରୀ ଦମୟନ୍ତୀ ରାଉଳଙ୍କଠାରୁ ଗାଁର ସୁଶିଲ ସାହୁ(୨୧) ନାମକ…

Continue Readingଧାର ଟଙ୍କା ମାଗିବାରୁ ମହିଳାଙ୍କୁ ଆକ୍ରମଣ ଉଦ୍ୟମ

ମଙ୍ଗଳା ମନ୍ଦିର ଭାଙ୍ଗିବାକୁ ଆସି ହଟହଟା ହେଲା ଜିଲ୍ଲା ପ୍ରଶାସନ

ଅନୁଗୁଳ: ସ୍ଥାନୀୟ ନାଲକୋ ଥାନା ଅଧୀନସ୍ଥ କାଣ୍ଡସର ଅଞ୍ଚଳରେ ଜବରଦଖଲ ଉଚ୍ଛେଦ କରିବାକୁ ଆସି ହଟହଟା ହୋଇଛନ୍ତି ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ। ଏହି ସ୍ଥାନରେ ମଙ୍ଗଳା ମନ୍ଦିର ଓ ଭୋଗ ଘର ଥିବାରୁ ସ୍ଥାନୀୟ ଲୋକେ ତାହାକୁ ଭାଙ୍ଗିବାକୁ ଦେଇ…

Continue Readingମଙ୍ଗଳା ମନ୍ଦିର ଭାଙ୍ଗିବାକୁ ଆସି ହଟହଟା ହେଲା ଜିଲ୍ଲା ପ୍ରଶାସନ

ଦୀନ ଦୟାଲ ଉପାଧ୍ୟାୟ କୌଶଳ ଯୋଜନାର କର୍ମଶାଳା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଗ୍ରାମାଞ୍ଚଳର ଯୁବକ ଯୁବତୀମାନଙ୍କ ପାଇଁ ଦୀନ ଦୟାଲ ଉପାଧ୍ୟାୟ କୌଶଳ ଯୋଜନାରେ ମଲଟି ଷ୍ଟେଜ ହୋଲଡର୍ସ ଦିନିକିଆ କର୍ମଶାଳା ବୁଧବାର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଦିନିକିଆ କର୍ମଶାଳାରେ ଓରମାସର…

Continue Readingଦୀନ ଦୟାଲ ଉପାଧ୍ୟାୟ କୌଶଳ ଯୋଜନାର କର୍ମଶାଳା

ଅଧିକାରୀ ହେବ ତ ଏମିତି! ଅପହଞ୍ଚ ସାତକୋଶିଆରେ ଗଛ ମୂଳରେ ବସି ଡାକ ସେବା ଯୋଗାଉଛନ୍ତି ପୋଷ୍ଟ ମାଷ୍ଟର ପଦ୍ମିନୀ ଜେନା

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଧୀରେ ଧୀରେ ସ୍ୱାଭାବିକ ହେଉଛି ବନ୍ୟା ପରିସ୍ଥିତି। ପାଣି ଛାଡୁଥିବା ବେଳେ ଲୋକମାନେ ଘରକୁ ଫେରୁଛନ୍ତି। ତେବେ ଏଭଳି ସ୍ଥିତିରେ ନଦୀ କୂଳରେ ଲୋକଙ୍କୁ ସେବା ଯୋଗାଉଛନ୍ତି ଜଣେ ସରକାରୀ କର୍ମଚାରୀ। ଅଫିସରେ ନେଟୱାର୍କ ନ ଥିବାରୁ…

Continue Readingଅଧିକାରୀ ହେବ ତ ଏମିତି! ଅପହଞ୍ଚ ସାତକୋଶିଆରେ ଗଛ ମୂଳରେ ବସି ଡାକ ସେବା ଯୋଗାଉଛନ୍ତି ପୋଷ୍ଟ ମାଷ୍ଟର ପଦ୍ମିନୀ ଜେନା

ଅନୁଗୁଳ ଷ୍ଟାଡିୟମ ଏବେ ନିଶାଖୋରଙ୍କ ଆଡ୍ଡାସ୍ଥଳୀ

ଅନୁଗୁଳ: ଅନୁଗୁଳ ଷ୍ଟାଡିୟମ ଜିଲ୍ଲା କ୍ରୀଡାର ଏନ୍ତୁଡ଼ିଶାଳ। ଗ୍ୟାଲେରୀ ଭାଙ୍ଗିରୁଜି ଗଲେବି ପ୍ରତିଦିନ ଶହ ଶହ ଲୋକ ଓ କ୍ରୀଡ଼ାବିତ ଏଠାକୁ ଖେଳ ଅଭ୍ୟାସ ପାଇଁ ଆସିଥାନ୍ତି। ଜିଲ୍ଲା କ୍ରୀଡା ସଂସଦ ଏହାର ଦେଖା ଶୁଣା କରିଥାଏ। କିନ୍ତୁ ସଂସଦର ଏବେ…

Continue Readingଅନୁଗୁଳ ଷ୍ଟାଡିୟମ ଏବେ ନିଶାଖୋରଙ୍କ ଆଡ୍ଡାସ୍ଥଳୀ

ବଢ଼ିଲା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ : କାର୍ଯ୍ୟକାଳ ବୃଦ୍ଧି ପାଇଁ ମିଳିଛି କେନ୍ଦ୍ରର ଅନୁମୋଦନ

ଭୁବନେଶ୍ୱର: ୨୦୨୩ ଫେବୃଆରୀ ୨୮ ଯାଏଁ ବଢ଼ିଲା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ । ଚଳିତ ମାସରେ ତାଙ୍କ କାର୍ଯ୍ୟକାଳ ଶେଷ ହେବାର ଥିଲା । ତେବେ ତାଙ୍କ କାର୍ଯ୍ୟକାଳ ଆଉ ଛ' ମାସ ବୃଦ୍ଧି ପାଇଛି ।…

Continue Readingବଢ଼ିଲା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ : କାର୍ଯ୍ୟକାଳ ବୃଦ୍ଧି ପାଇଁ ମିଳିଛି କେନ୍ଦ୍ରର ଅନୁମୋଦନ

କରଜ କରି ସାଇକେଲ କିଣିବା ମହାଙ୍ଗା ପଡ଼ିଲା

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ବଲାସିଂହା ଗାଁର ରିଣ୍ଟୁ ଓରଫ ରବିନ୍ଦ୍ର ଗୋଚ୍ଛାୟତ(୨୫)ଙ୍କ ସ୍ତ୍ରୀ କଣ୍ଡେଇ ଗୋଚ୍ଛାୟତ(୨୫) ସୋମବାର ରାତିରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି।ଏହି ଘଟଣାରେ କଣ୍ଡେଇଙ୍କ ପରିବାର ତରଫରୁ ଥାନାରେ ହତ୍ୟା ଅଭିଯୋଗ କରାଯାଇଛି। ଅଭିଯୋଗପାଇ…

Continue Readingକରଜ କରି ସାଇକେଲ କିଣିବା ମହାଙ୍ଗା ପଡ଼ିଲା