ଜମିବାଡ଼ି ପାଇଁ ଆଈଙ୍କୁ ଆକ୍ରମଣ, ନାତି ଗିରଫ
ଅନୁଗୁଳ: ଆଈଙ୍କୁ ଆକ୍ରମଣ କରି ନାତି ଗିରଫ। ଜମିବାଡ଼ି ମାମଲାକୁ ନେଇ ଅନୁଗୁଳ ବ୍ଲକ ଇଙ୍କରବନ୍ଧ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ଇଙ୍କରବନ୍ଧର ରେନି ଘଡେଇଙ୍କ ଝିଅ ସଦର ଥାନା ଅନ୍ତର୍ଗତ କାଙ୍ଗୁଲାରେ ବିବାହ କରିଛନ୍ତି। ଝିଅର…
ଅନୁଗୁଳ: ଆଈଙ୍କୁ ଆକ୍ରମଣ କରି ନାତି ଗିରଫ। ଜମିବାଡ଼ି ମାମଲାକୁ ନେଇ ଅନୁଗୁଳ ବ୍ଲକ ଇଙ୍କରବନ୍ଧ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ଇଙ୍କରବନ୍ଧର ରେନି ଘଡେଇଙ୍କ ଝିଅ ସଦର ଥାନା ଅନ୍ତର୍ଗତ କାଙ୍ଗୁଲାରେ ବିବାହ କରିଛନ୍ତି। ଝିଅର…
ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ଆଜି ପୁଣି ଏକ ହାତୀ ଛୁଆର ମୃତ୍ୟୁ ଘଟିଛି। ଏହି ହାତୀ କିଛି ଦିନ ହେଲା ଅସୁସ୍ଥ ଥିଲେ ମଧ୍ୟ ବନ ବିଭାଗ ତା' ଚିକିତ୍ସା କରିନଥିଲା। ଫଳରେ ଆଜି ତା ମୃତ୍ୟୁ ଘଟିଛି।…
ଅନୁଗୁଳ: ଅନୁଗୁଳ ବ୍ଲକ ଅନ୍ତର୍ଗତ ବଡ଼କନ୍ତକୁଳ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ବିଦ୍ୟାଳୟର ଶିକ୍ଷକ ଦିଲ୍ଲୀପ କୁମାର ସାମଲଙ୍କ ଚାକିରୀ ଗୁରୁବାର ଶେଷ ହୋଇଛି। ଏଥିପାଇଁ ଆୟୋଜିତ ଏକ ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ସ୍ମେଲଟର ପ୍ଲାଣ୍ଟ ପରିସରରୁ ତମ୍ବା କେବୁଲ ଚୋରି ଅଭିଯୋଗରେ ପୁଲିସ ୨ ଜଣ ଯୁବକଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ବୁଧବାର ଭୋର ସମୟରେ ଶିଶୁ ହାର୍ଟିଂ ବସ୍ତିର ବବୁଲୁ ବେହେରା(୨୨) ଓ…
ଅନୁଗୁଳ: ରାଜ୍ୟ ସରକାରୀ କର୍ମଚାରୀ ଓ ଶିକ୍ଷକ ମାନଙ୍କର ମୌଳିକ ଦାବି ଗୁଡିକ ସମାଧାନ କରିବାରେ ରାଜ୍ୟ ସରକାରଙ୍କର ଉଦାସୀନତା ବିରୋଧରେ ଆଜି ରାଜ୍ୟ ବ୍ୟାପୀ ଦାବି ଦିବସ ପାଳିତ ହୋଇଛି। ଏ ଅବସରରେ ଅନୁଗୁଳ ଜିଲ୍ଲା ଶାଖା ତରଫରୁ ଜିଲ୍ଲାପାଳଙ୍କ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ଅନ୍ତର୍ଗତ ରାଣୀଗୋଡା ଗାଁରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ ଆଜି ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମ ଆରମ୍ଭରେ ବିଦ୍ୟାଳୟ ପରିସରରେ ସ୍ଥାପିତ ଉତ୍କଳମଣି ଗୋପବନ୍ଧୁ ଓ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ…
ଅନୁଗୁଳ: ସ୍ଥାନୀୟ ବଅଁରପାଳ ଥାନା ନିକଟସ୍ଥ ପେଟ୍ରୋଲ ପମ୍ପ ସମ୍ମୁଖରେ ରହୁଥିବା ଭଡ଼ା ଘରୁ ୧୦ ଲକ୍ଷ ଟଙ୍କାର ମେସିନ ଚୋରି ହୋଇଥିବା ନେଇ ମହୀଧରପୁର ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି କମ୍ପାନୀ କର୍ତ୍ତୃପକ୍ଷ। ସୂଚନା ମୁତାବକ, ମହୀଧରପୁର ଡାକ ବଙ୍ଗଳା…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ସନ୍ତ୍ରୀ ନିକଟ ୫୫ ନମ୍ବର ଜାତୀୟ ରାଜପଥରେ ବୁଧବାର ଏକ ଟ୍ରକ୍ ବାଇକ୍ ଉପରେ ଚଢି ଯିବାରୁ ଘଟଣା ସ୍ଥଳରେ ସ୍ଵାମୀଙ୍କ ମୃତ୍ୟୁ ହୋଇଛି। ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ…
ଅନୁଗୁଳ: ପ୍ରଥମ ଥର ପାଇଁ ଜିନ୍ଦଲ ଦେବ ଭୂମିରେ ଅନୁଷ୍ଠିତ ହେବ ଘୋଷ ଯାତ୍ରା। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଆସନ୍ତା ୧ ତାରିଖ ରଥ ଯାତ୍ରା ଠାରୁ ୧୨ ତାରିଖ ନୀଳାଦ୍ରି ବିଜୟ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ନୀତି…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପିପଳବାହାଳ ଗାଁର ଲିଟିଲ ବେହେରା(୧୯)ଙ୍କୁ ତାଙ୍କ ସ୍ବାମୀ ରାଜ ବେହେରା ନିର୍ଯାତନା ଦେବା ଅଭିଯୋଗରେ ପୁଲିସ ମଙ୍ଗଳବାର ଗିରଫକରିଛି। ସୂଚନା ଯେ, ଲିଟିଲ ବେହେରା ଫେବୃଆରୀ ୨୨ ତାରିଖରେ କିଶୋରନଗର ଥାନା ଅନ୍ତର୍ଗତ ଧଉରାପାଲି…