କର୍କଟ ରୋଗୀଙ୍କ ଚିକିତ୍ସାରେ ଅର୍ଥ ବାଧକ
ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କିଆକଟା ଗ୍ରାମର ସାନନ୍ଦ ଗୁରୁ ଦୀର୍ଘ ଦିନ ହେଲାଣି ମୁଖ କର୍କଟ ରୋଗରେ ପୀଡ଼ିତ ହୋଇ ବହୁ କଷ୍ଟରେ କାଳାତିପାତ କରୁଛନ୍ତି। ତାଙ୍କର ଅସ୍ତ୍ରୋପଚାର ହୋଇଥିଲେ ମଧ୍ୟ ପରବର୍ତୀ ଚିକିତ୍ସା ପାଇଁ ଅର୍ଥ ପ୍ରତିବନ୍ଧକ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କିଆକଟା ଗ୍ରାମର ସାନନ୍ଦ ଗୁରୁ ଦୀର୍ଘ ଦିନ ହେଲାଣି ମୁଖ କର୍କଟ ରୋଗରେ ପୀଡ଼ିତ ହୋଇ ବହୁ କଷ୍ଟରେ କାଳାତିପାତ କରୁଛନ୍ତି। ତାଙ୍କର ଅସ୍ତ୍ରୋପଚାର ହୋଇଥିଲେ ମଧ୍ୟ ପରବର୍ତୀ ଚିକିତ୍ସା ପାଇଁ ଅର୍ଥ ପ୍ରତିବନ୍ଧକ…
ତାଳଚେର: ବେଆଇନ ଭାବେ ଲିଙ୍ଗରାଜ କୋଇଲା ଖଣିରୁ କୋଇଲା ଚୋରି କରୁଥିବା ୩ଟି ଟ୍ରକ ଓ ଗୋଟିଏ ଜେସିବିକୁ ଜବତ କରିଛନ୍ତି ଓଆଇଏସଏଫ୍ କର୍ମଚାରୀ। ଗୁରୁବାର ବିଳମ୍ବିତ ରାତିରେ ତାଳଚେର ଲିଙ୍ଗରାଜ କୋଇଲାଖଣି ସୁରକ୍ଷା ଦାୟିତ୍ୱରେ ଥିବା ଓଆଇଏସ୍ଏଫ୍ କର୍ମଚାରୀ ଖଣିର…
ଅନୁଗୁଳ: ଗତ ସପ୍ତାହରେ ଅନୁଷ୍ଠିତ ହୋଇଥିବା ଓମ୍ସା ବା ଓଡିଶା ଡାକ୍ତର ସଂଘ ନିର୍ବାଚନ ଫଳାଫଳରେ ପରିବର୍ତନ ଘଟିଛି।ପୂର୍ବ ପ୍ରକାଶିତ ଫଳାଫଳ ଅନୁସାରେ ଡା ପୁଣ୍ୟଶ୍ଲୋକ ଦାସ ସଭାପତି ଓ ଡା ଭଞ୍ଜନ ସାହୁ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ।…
ଅନୁଗୁଳ: ଗତ ମଙ୍ଗଳ ବାର ବିଳମ୍ବିତ ରାତିରେ ଅନୁଗୁଳ ଡାକ୍ତରଖାନା ଆଶୁ ଚିକିତ୍ସା ୱାର୍ଡରେ ଘଟିଥିବା ଏକ ଅସଦାଚରଣ ଘଟଣା ବିଳମ୍ବରେ ହେଉ ପଛେ ଆଜି ପଦାକୁ ଆଇଛି। ଉକ୍ତ ଦିନ ରାତି ପ୍ରାୟ ବାରଟା ବେଳକୁ ସହର ର ଜଣେ…
ଅନୁଗୁଳ : ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସନ୍ଦେହ ଘେରରେ ଥିବା ଜିଲ୍ଲାର ବିଭିନ୍ନ ଦୋକାନରେ ଚଢ଼ଉ କରାଯାଇଛି। ଏ ଅବସରରେ ବାସି ଓ ଖରାପ ଖାଦ୍ୟ ପରଷୁଥିବା ହୋଟେଲ, ପେଟ୍ରୋଲ ପମ୍ପ, ମଦ ଦୋକାନରେ ଏକ ସ୍ୱତନ୍ତ୍ର ଟିମ୍ ଚଢ଼ଉ କରିଥିଲା। ଏଥିରେ…
ଅନୁଗୁଳ: ଅନୁଗୁଳ ଟାଉନ ହଲରେ ପାଞ୍ଚ ଦିନ ଧରି ଆୟୋଜିତ ହେଉଥିବା ଓଡିଶୀ ନୃତ୍ୟ କର୍ମଶାଳା ଦୀକ୍ଷାଶାଳା ଗୁରୁବାର ଉଦଯାପିତ ହୋଇଯାଇଛି। ଏହି ସମାରୋହରେ ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଓଡିଶୀ ନୃତ୍ୟ…
ଅନୁଗୁଳ : ଅନୁଗୁଳ ଉପଖଣ୍ଡ କ୍ରୀଡା ସଂଘରେ ଛେଣ୍ଡିପଦା ବ୍ଲକ ଅଞ୍ଚଳକୁ ଉପେକ୍ଷା କରାଯାଉଥିବା ନେଇ ଆଜି ଉପଜିଲ୍ଲାପାଳଙ୍କୁ ଜଣାଇଛନ୍ତି ଖେଳାଳି। ଛେଣ୍ଡିପଦା ଅଞ୍ଚଳର ବରିଷ୍ଠ ଖେଳାଳିମାନେ ଆଜି ଉପଜିଲ୍ଲାପାଳ ବୈତୁରା ଦୀପଙ୍କୁ ଭେଟି ଏନେଇ ଏକ ଦାବିପତ୍ର ଦେଇଛନ୍ତି। ପୂର୍ବତନ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କାଣ୍ଡସରଠାରେ ଏକ କାର ଭିତରୁ ପୋଲିସ ନାଲକୋର ଜଣେ ସିଆଇଏସ୍ଏଫ୍ ଜବାନଙ୍କ ମୃତଦେହ ଉଦ୍ଧାର କରିଛି। ସୂଚନା ଯେ, କାରଟି କାଣ୍ଡର ଗାଁର ୫୫ ନଂ ଜାତୀୟ ରାଜପଥ କଡ଼ଷର ଥିବା ଏକ…
ତାଳଚେର : ବକେୟା ଦରମା ସହ ବୋନସ ଦାବିରେ ଆଜି ତାଳଚେର ପୌର ପରିଷଦର ଠିକା ସଫେଇ କର୍ମଚାରୀ ବିକ୍ଷୋଭ କରିଛନ୍ତି। ଏଥିସହ ଦୀର୍ଘ ସମୟ ଯାଏଁ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେଇଛନ୍ତି। ଫଳରେ ଅଞ୍ଚଳରେ ସଫେଇ କାର୍ଯ୍ୟ ଏକ ପ୍ରକାର…
ଅନୁଗୁଳ: ଦୁର୍ବ୍ୟବହାର ଓ ମରଣାନ୍ତକ ଆକ୍ରମଣ ନେଇ ସ୍ଥାନୀୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ନ୍ୟାୟ ଆଶାରେ ଆଜି ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କୁ ଭେଟିଛନ୍ତି ସ୍ଥାନୀୟ ତିତିରିକଟାର ଦୁଇ ଜଣ ବ୍ୟକ୍ତି। ଆଠମଲ୍ଲିକ ଥାନା ଅଧୀନସ୍ଥ ତିତିରିକଟାର ପ୍ରମିଳା…