ସ୍କୁଲବସ୍ ଦାବିରେ ଖଣି ରାସ୍ତା ଅବରୋଧ
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଏମ୍ସିଏଲ୍. ପକ୍ଷରୁ ହେଁସମୂଳ ସହରସାହି ସ୍କୁଲର ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ଯିବା ପାଇଁ ଖଣି ପକ୍ଷରୁ ବସ୍ ବ୍ୟବସ୍ଥା ନକରିବା ପ୍ରତିବାଦରେ ଶନିବାର ସକାଳ ୯ ଘଟିକା ଠାରୁ ୧୨ ଘଟିକା ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ…
