ସାମ୍ୱାଦିକ ଆକ୍ରମଣକୁ ନଗର କଂଗ୍ରେସ କମିଟିର ନିନ୍ଦା

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୁଇ କାର୍ଯ୍ୟରତ ସାମ୍ୱାଦିକଙ୍କୁ ହୋବଇଥିବା ମରଣାତ୍ମକ ଆକ୍ରମଣକୁ ନଗର କଂଗ୍ରେସ କମିଟି ଦୃଢ଼ ନିନ୍ଦା କରିଛି। ନଗର କଂଗ୍ରେସ ସଭାପତି ସୁଦିପ୍ ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳି ଜିଲାପାଳଙ୍କୁ ଏ ନେଇ ଏକ…

Continue Readingସାମ୍ୱାଦିକ ଆକ୍ରମଣକୁ ନଗର କଂଗ୍ରେସ କମିଟିର ନିନ୍ଦା

ବିୟୁଟିସିଆନ୍ ୱେଲଫେୟାର ଆସୋସିଏସନ୍‌ର ବୈଠକ

ଅନୁଗୁଳ: ଓଡ଼ିଶା ବିୟୁଟିସିଆନ୍ ୱେଲଫେୟାର ଆସୋସିଏସନ୍‌ର ଏକ ବୈଠକ ଗୁରୁବାର ଅନୁଗୁଳଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ସଂଘର ସଭାପତି ସୁପ୍ରିୟା ମିଶ୍ର, ଉପସଭାପତି କୃଷ୍ଣପ୍ରିୟା ତ୍ରିପାଠୀ, ଇଲାରାଣୀ ବୋଡ଼ା, ଇତିଶ୍ରୀ ମହାନ୍ତି, ସୋନି ମହାନ୍ତି, ତୃପ୍ତି ଦାଶ, ସି.ବି. ବୋଷ…

Continue Readingବିୟୁଟିସିଆନ୍ ୱେଲଫେୟାର ଆସୋସିଏସନ୍‌ର ବୈଠକ

କାୟାକଳ୍ପ ଟିମ୍‌ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ

ଅନୁଗୁଳ: ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କାୟାକଳ୍ପ ଟିମ୍ ଗୁରୁବାର ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ବ୍ୟାପକ ଅବସ୍ଥାରେ ସୁଧାର ଆଣିବାକୁ ପରାମର୍ଶ ଦେଇଛି। ପରିମଳ ବ୍ୟବସ୍ଥାକୁ ଦେଖି ଖପ୍ପା ହୋଇଥିବା ଟିମ୍ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଧିକରୁ…

Continue Readingକାୟାକଳ୍ପ ଟିମ୍‌ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ

ପାଇପ ବୋଝେଇ ପିକ୍ଅପ୍ ଭ୍ୟାନ୍ ଜବତ, ୩ ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପୁଲିସ ଗୁରୁବାର ସକାଳେ ଏକ ପାଇପ୍ ବୋଝେଇ ପିକ୍ଅପ୍ ଭ୍ୟାନ୍ ଜବତ କରିଛି। ଏଥିରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, କଣିହାଁ ଥାନା ଅନ୍ତର୍ଗତ…

Continue Readingପାଇପ ବୋଝେଇ ପିକ୍ଅପ୍ ଭ୍ୟାନ୍ ଜବତ, ୩ ଗିରଫ

ଉପବଚସ୍ପତିଙ୍କୁ କ୍ଷମା କରିବା ନିମନ୍ତେ ଶାନ୍ତି ଯଜ୍ଞ

ଅନୁଗୁଳ : ଅନୁଗୁଳ ଶୈଳ ଶ୍ରୀକ୍ଷେତ୍ର ବଡ ଦାଣ୍ଡରେ ଜିଲ୍ଲା କଂଗ୍ରେସ କମିଟିର ପୂର୍ବତନ ସାଧାରଣ ସମ୍ପାଦକ ତଥା କାଉନସିଲର ବଲବୀର ସିଂ ଗୁରୁବାର ପୁର୍ବାହ୍ନରେ ଏକ ଶାନ୍ତି ମହା ଯଜ୍ଞର ଆୟୋଜନ କରିଥିଲେ। ସୂଚନା ମୁତାବକ, ଗତ ୨୦ ତାରିଖରେ…

Continue Readingଉପବଚସ୍ପତିଙ୍କୁ କ୍ଷମା କରିବା ନିମନ୍ତେ ଶାନ୍ତି ଯଜ୍ଞ

ଲକ୍ଷାଧିକ ଟଙ୍କାର ଫାଇନ ଆସ ବୋଝେଇ ଟ୍ରକ ଜବତ, ୪ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କେନ୍ଦୁପଶି ଗାଁରୁ ପୁଲିସ ବୁଧବାର ବିଳମ୍ବିତ ରାତିରେ ଏକ ଫାଇନ ଆସ ବୋଝେଇ ଟ୍ରକ(ଜିଜେ୧୩- ଏଡବ୍ଲୁ-୦୯୮୪)କୁ ଜବତ କରିଛି। ଏଥିସହ ଏଥିରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫକରି ଗୁରୁବାର କୋର୍ଟ ଚାଲାଣ କରିଛି।…

Continue Readingଲକ୍ଷାଧିକ ଟଙ୍କାର ଫାଇନ ଆସ ବୋଝେଇ ଟ୍ରକ ଜବତ, ୪ ଗିରଫ

ଜାତୀୟ ରାଜପଥର ଦୁରାବସ୍ଥା ନେଇ ରାସ୍ତା ଅବରୋଧ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ଦେଇ ଯାଇଥିବା ୫୫ନଂ ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ଏପର୍ଯନ୍ତ ଶେଷ ହେଉନଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଗୁରୁବାର ବଅଁରପାଳ ନୂଆହତା ଗ୍ରାମ ଟେଲକୋ ଛକଠାରେ ରାସ୍ତା ଅବରୋଧ କରିଥିଲେ। ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ଯେ,…

Continue Readingଜାତୀୟ ରାଜପଥର ଦୁରାବସ୍ଥା ନେଇ ରାସ୍ତା ଅବରୋଧ

ସାମ୍ବାଦିକଙ୍କୁ ସୁରକ୍ଷାକର୍ମୀଙ୍କ ଆକ୍ରମଣ ଅଭିଯୋଗ, ଥାନାରେ ଏତଲା

ଅନୁଗୁଳ: ଗୁରୁବାର ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୁଇ ଜଣ ସାମ୍ବାଦିକଙ୍କୁ ସୁରକ୍ଷାକର୍ମୀ ଆକ୍ରମଣ କରିଥିବା ନେଇ ଅନୁଗୁଳ ଥାନାରେ ଅଭିଯୋଗ ହୋଇଛି। କାୟାକଳ୍ପ ଟିମ୍ ଅନୁଗୁଳ ମେଡିକାଲ ଗସ୍ତରେ ଆସିଛି। ସମ୍ବାଦ ସହର ପ୍ରତିନିଧି ବିକାଶ କୁମାର ସାହୁ…

Continue Readingସାମ୍ବାଦିକଙ୍କୁ ସୁରକ୍ଷାକର୍ମୀଙ୍କ ଆକ୍ରମଣ ଅଭିଯୋଗ, ଥାନାରେ ଏତଲା

ସୁସୁଡ଼ା କପ୍ କ୍ରିକେଟ୍ ଉଦ୍‌ଘାଟିତ

ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ସୁସୁଡ଼ା ମଶାଣି ପଡିଆରେ ବୁଧବାରଠାରୁ ସୁସୁଡା କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଆରମ୍ଭ ହୋଇଛି। ଶନିବାର ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ୮ଟି ଦଳ ଅଂଶଗ୍ରହଣ କରିବେ। ସମାଜସେବୀ ପର୍ଶୁରାମ ଦାଶ ମୁଖ୍ୟ ଅତିଥ…

Continue Readingସୁସୁଡ଼ା କପ୍ କ୍ରିକେଟ୍ ଉଦ୍‌ଘାଟିତ

ଜମି ବିକିବା ନାମରେ ୪୬ ଲକ୍ଷ ଠକେଇ ଘଟଣାରେ ୩ ଭଉଣୀ ଗିରଫ

ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ଶୁଶୁଡା ଗ୍ରାମରେ ଜମି ବିକିବା ନାମରେ ୪୬ ଲକ୍ଷ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ବୁଧବାର ଅନୁଗୁଳ ଥାନା ପୁଲିସ୍ ୩ ଭଉଣୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ୩ ଭଉଣୀ ହେଲେ…

Continue Readingଜମି ବିକିବା ନାମରେ ୪୬ ଲକ୍ଷ ଠକେଇ ଘଟଣାରେ ୩ ଭଉଣୀ ଗିରଫ