ଅନୁଗୁଳ ପୌରପାଳିକା ପକ୍ଷରୁ ଆବାସ ଯୋଜନାରେ କାର୍ଯ୍ୟାଦେଶ ଓ ଯାଗା ମିଶନ ପଟ୍ଟା ବଣ୍ଟନ

ଅନୁଗୁଳ: ଅନୁଗୁଳ ପୌରପାଳିକା ଟାଉନ୍‌ହଲ ଠାରେ ବୁଧବାର ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନାରେ ସପ୍ତମ କାର୍ଯ୍ୟାଦେଶ ଓ ଯାଗା ମିଶନ ପକ୍ଷରୁ ପଟ୍ଟା ବଣ୍ଟନ କରାଯାଇଥିଲା। ଓଡ଼ିଶା ବିଧାନ ସଭା ଉପବାଚସ୍ପତି ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ରୂପେ ଏହି…

Continue Readingଅନୁଗୁଳ ପୌରପାଳିକା ପକ୍ଷରୁ ଆବାସ ଯୋଜନାରେ କାର୍ଯ୍ୟାଦେଶ ଓ ଯାଗା ମିଶନ ପଟ୍ଟା ବଣ୍ଟନ

କାର୍ଯ୍ୟରେ ଅବହେଳା ପାଇଁ କନିଷ୍ଠ କିରାଣୀ ନିଲମ୍ବିତ

ଅନୁଗୁଳ: ଅବସର ନେବା ପରେ ଶିକ୍ଷକ ମାନଙ୍କୁ ପେନସନ, ଗ୍ରାଚୁଇଟି ତଥା ଅନ୍ୟାନ୍ୟ ପ୍ରାପ୍ୟ ଯାହା ସେମାନଙ୍କୁ ମିଳିବା କଥା ମିଳୁନାହିଁ। ଅବସର ନେବାର ଦୀର୍ଘ ଦିନପରେ ସୁଦ୍ଧା ଏହି ଅବସରପ୍ରାପ୍ତ ଶିକ୍ଷକ ମାନେ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଦଉଡ଼ି ଦଉଡ଼ି…

Continue Readingକାର୍ଯ୍ୟରେ ଅବହେଳା ପାଇଁ କନିଷ୍ଠ କିରାଣୀ ନିଲମ୍ବିତ

ପୋଷଣ ଅଭିଯାନ କାର୍ଯ୍ୟକ୍ରମ: ଶିଶୁଙ୍କ ଯତ୍ନ ନେବା ଉପରେ ଗୁରୁତ୍ୱାରୋପ

ଅନୁଗୁଳ: ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ। ଏଣୁ ଜନ୍ମ ହେବା ପୂର୍ବରୁ ଏବଂ ପରେ ଶିଶୁର ଯତ୍ନ ନେବା ନିତାନ୍ତ ଆବଶ୍ୟକ। ଯାହା ଏବେ ଅଙ୍ଗନବାଡ଼ି କର୍ମୀ କରୁଛନ୍ତି। ଏଣୁ ଆମେ ସେମାନଙ୍କୁ ସମ୍ମାନ ଦେବା ଉଚିତ୍। ମଙ୍ଗଳବାର ଅନୁଷ୍ଠିତ ସାମାଜିକ…

Continue Readingପୋଷଣ ଅଭିଯାନ କାର୍ଯ୍ୟକ୍ରମ: ଶିଶୁଙ୍କ ଯତ୍ନ ନେବା ଉପରେ ଗୁରୁତ୍ୱାରୋପ

ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଜଳଛତ୍ର

ଅନୁଗୁଳ: ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ସ୍କାଉଟ ଏବଂ ଜୁନିଅର ରେଡକ୍ରସ ୟୁନିଟର ମିଳିତ ଆନୁକୁଲ୍ୟରେ ମଙ୍ଗଳବାର ବସ ଷ୍ଟାଣ୍ଡ ଠାରେ ଏକ ଜଳଛତ୍ର ଖୋଲାଯାଇଛି। ଅନୁଗୁଳର ତାପ ମାତ୍ରା ୪୩ ଡିଗ୍ରୀ ଟପିଲା ପରେ ସାଧାରଣ ଜନ ଜୀବନ ଅସ୍ତ ବ୍ୟସ୍ତ…

Continue Readingଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଜଳଛତ୍ର

ରାସ୍ତା ମରାମତି ବେଳେ କଟକଣା ମନୁନାହାନ୍ତି

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଡିଏମ୍‌ଏଫ୍ ଫଣ୍ଡରୁ ଅର୍ଥ ମଞ୍ଜୁର କରାଯାଇ ୫୫ ନମ୍ୱର୍ ଜାତୀୟ ରାଜପଥର‌ ଛ' ଟି ପ୍ୟାଚ୍‌ରେ ୫.୧ କିମି ରାସ୍ତା ମରାମତି କାମ ଆରମ୍ଭ ହୋଇଚି। ଏହି ସମୟରେ ଜାତୀୟ ରାଜପଥର ଅର୍ଦ୍ଧେକ ହାଲୁକା…

Continue Readingରାସ୍ତା ମରାମତି ବେଳେ କଟକଣା ମନୁନାହାନ୍ତି

ବଢ଼ିଲା କ୍ଷୀର ଦର, ଏପ୍ରିଲ ୨୧ରୁ ହେବ ଲାଗୁ

ଅନୁଗୁଳ : ପୁଣି ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼। ସବୁ ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢିବା ପରେ ଏବେ ବଢିବ ଓମଫେଡ୍ କ୍ଷୀର ଦର। ଓମ୍‌ଫେଡ୍ କ୍ଷୀର ଦର ଲିଟର ପିଛା ଦୁଇ ଟଙ୍କା ବୃଦ୍ଧି ପାଇବ। ଏପ୍ରିଲ୍‌ ୨୧ ତାରିଖରୁ…

Continue Readingବଢ଼ିଲା କ୍ଷୀର ଦର, ଏପ୍ରିଲ ୨୧ରୁ ହେବ ଲାଗୁ

ମୋବାଇଲ ଛିନତାଇ ଅଭିଯୋଗରେ ୨ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ସିପିପି ଛକ ନିକଟରୁ ମୋବାଇଲ ଛିନ୍‌ତାଇ ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫକରି ସୋମବାର କୋର୍ଟ ଚାଲାଣ କରିଛି। ସୂଚନା ଯେ, ରବିବାର ସକାଳେ ମେଦିନାପୁର ଅଞ୍ଚଳର ଅନିକେଶ ସାମନ୍ତ ନାମକ ଜଣେ…

Continue Readingମୋବାଇଲ ଛିନତାଇ ଅଭିଯୋଗରେ ୨ ଗିରଫ

ସାତକୋଶିଆ ବିସ୍ଥାପିତଙ୍କୁ ଥଇଥାନ ବୈଠକରେ ଗଣ୍ଡଗୋଳ, ବାହାରିପାରିଲାନି ନିଷ୍କର୍ଷ

ଅନୁଗୁଳ : ମୁଖ୍ୟ ସ୍ରୋତକୁ ଫେରିବେ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଦୀର୍ଘ ବର୍ଷ ହେବ ବସବାସ କରୁଥିବା କଟରଙ୍ଗ ଗାଁ ଲୋକ। ଦେଖିବେ ବିକାଶର ନୂଆ ସୂର୍ଯ୍ୟ। ଏନେଇ ନିଜ ଆଡୁ ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ। ଏଥିପାଇଁ ସରକାରୀ ସ୍ତରରେ ସମସ୍ତ…

Continue Readingସାତକୋଶିଆ ବିସ୍ଥାପିତଙ୍କୁ ଥଇଥାନ ବୈଠକରେ ଗଣ୍ଡଗୋଳ, ବାହାରିପାରିଲାନି ନିଷ୍କର୍ଷ

ଜଳୁଛି ଅନୁଗୁଳ ଜଙ୍ଗଲ: ୨ଟି ସ୍ଥାନରେ ନିଆଁ ଲଗାଇଲେ ଦୁବୃର୍ତ୍ତ, ଆୟତ୍ତ କଲେ ଆଗ୍ନିକ

ଅନୁଗୁଳ: ଖରାଦିନ ଆରମ୍ଭ ପୂର୍ବରୁ ହିଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟୁଥିବା ଦେଖାଯାଇଛି। ଆଜି ସଦର ଥାନା ଅନ୍ତର୍ଗତ କୁମଣ୍ଡ ଅଞ୍ଚଳରେ ଏକ ବାଉଁଶ ବୁଦାରେ ନିଆଁ ଲାଗିଯାଇଛି। କେହି ଦୁର୍ବୃତ୍ତ ଏହି ନିଆଁ ଲଗାଇ ଦେଇଥିବା ଅଭିଯୋଗ କରିଛନ୍ତି…

Continue Readingଜଳୁଛି ଅନୁଗୁଳ ଜଙ୍ଗଲ: ୨ଟି ସ୍ଥାନରେ ନିଆଁ ଲଗାଇଲେ ଦୁବୃର୍ତ୍ତ, ଆୟତ୍ତ କଲେ ଆଗ୍ନିକ

ଡ଼କାୟତୀ ଯୋଜନା ପଣ୍ଡ, ୩ ଗିରଫ, ପିସ୍ତଲ, ମୋବାଇଲ, ସ୍କର୍ପିଓ ଓ ବାଇକ ଜବତ

ଅନୁଗୁଳ: ଅନୁଗୁଳ ସଦର ପୁଲିସ ରବିବାର ବିଳମ୍ବିତ ରାତିରେ ରନ୍ତଲୋଇ ମା’ ସାତଭଉଣୀ ମନ୍ଦିର ନିକଟରୁ ଡ଼କାୟତୀ ଯୋଜନା କରୁଥିବା ୩ ଜଣଙ୍କୁ ଗିରଫ କରିଛି। ସୂଚନା ଯେ, ସଦର ଥାନା ଅନ୍ତର୍ଗତ ପରତରା ଗାଁର ଗୋପି ଓରଫ ଗୋପିନାଥ ନାଏକ(୩୭),…

Continue Readingଡ଼କାୟତୀ ଯୋଜନା ପଣ୍ଡ, ୩ ଗିରଫ, ପିସ୍ତଲ, ମୋବାଇଲ, ସ୍କର୍ପିଓ ଓ ବାଇକ ଜବତ