ଟାୱାରରୁ ପଡି ଶ୍ରମିକ ମୃତ

ଅନୁଗୁଳ: ଶୁକ୍ରବାର ଅପରାହ୍ନରେ ଜରପଡା ରେଳ ଷ୍ଟେସନରେ ଏକଦୁର୍ଘଟଣାରେ ଜଣେ ଶ୍ରମିକର ମୃତ୍ୟୁ ଘଟିଛି। ଷ୍ଟେସନରେ ବିଦ୍ୟୁତ ଟ୍ରେନ ନିମନ୍ତେ ଟାୱାର କାମ ଚାଲି ଥିବାବେଳେ କାର୍ଯ୍ୟରତ ଶ୍ରମିକ ଖସି ପଡିବାରୁ ତାଙ୍କ ମୁଣ୍ଡ ତଳେ ପିଟି ହୋଇଯାଇଥିଲା। ଇଟୁଇ ଠିକା…

Continue Readingଟାୱାରରୁ ପଡି ଶ୍ରମିକ ମୃତ

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସଜେଇ ହୋଇଛି ଅନୁଗୁଳ ସହର

ଅନୁଗୁଳ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଅନୁଗୁଳକୁ ଏକ ଦିନିକିଆ ଗସ୍ତରେ ଅସୁଛନ୍ତି। ଏଥିପାଇଁ ତାଙ୍କର ଗସ୍ତ କାର୍ଯ୍ୟକ୍ରମ ଚୁଡ଼ାନ୍ତ ହୋଇଯାଇଛି। ଦିନ ୧୧ଟାରେ ଅନୁଗୁଳ ଷ୍ଟାଡିଅମର ଅସ୍ଥାୟୀ ହେଲି ପ୍ୟାଡରେ ଅବତରଣ କରିବେ। ଅନୁଗୁଳ ବିଧାୟକ ତଥା ଓଡ଼ିଶା ବିଧାନସଭାର…

Continue Readingମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସଜେଇ ହୋଇଛି ଅନୁଗୁଳ ସହର

ପଦ୍ମ ଧରିଲେ ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ

ଅନୁଗୁଳ: ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ ବିଜେପିରେ ସାମିଲ ହୋଇଛନ୍ତି । ଶୁକ୍ରବାର ବିଜେପି ରାଜ୍ୟ ମୁଖ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି । ତାଙ୍କ ସହ ଶତାଧିକ ବିଜେଡି କର୍ମୀ…

Continue Readingପଦ୍ମ ଧରିଲେ ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ

ଅନୁଗୁଳ – ପୁରୀ ମେମୋ ଟ୍ରେନର ପୁନଃ ଚଳନ ପାଇଁ କଂଗ୍ରେସର ଦାବି

ଅନୁଗୁଳ: ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଅନୁଗୁଳ–ପୁରୀ ମେମୋ ଟ୍ରେନ ପୁନଃ ଚଳନ ପାଇଁ ଅତିରିକ୍ତ ଡିଆରମଙ୍କ ଉଦ୍ଦେଶ୍ୟରେ ଗୁରୁବାର ଏକ ଦାବୀପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା କଂଗ୍ରେସ କମିଟିର ସଭାପତି ବିପ୍ଳବ ଜେନାଙ୍କ ନେତୃତ୍ବରେ ଏକ ପ୍ରତିନିଧିଦଳ ଅନୁଗୁଳ ରେଳ…

Continue Readingଅନୁଗୁଳ – ପୁରୀ ମେମୋ ଟ୍ରେନର ପୁନଃ ଚଳନ ପାଇଁ କଂଗ୍ରେସର ଦାବି

ଜେଏସପିଏଲ ଆମିଟି ଇଣ୍ଟର୍ ଇଣ୍ଡଷ୍ଟ୍ରି ଟି-୨୦ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳର ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ(ଜେଏସପିଏଲ)ର ଜିନ୍ଦଲ ନଗର ଖେଳପଡ଼ିଆରେ ଇଣ୍ଟର୍ ଇଣ୍ଡଷ୍ଟ୍ରିଟି-୨୦ କ୍ରିକେଟ ଟୁର୍ନାମେଣ୍ଟ-୨୦୨୧ ଆମିଟି କପ ଗୁରୁବାର ଉଦଘାଟିତ ହୋଇଯାଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରିଜିଓନାଲ ଅଫିସର ଡଃ…

Continue Readingଜେଏସପିଏଲ ଆମିଟି ଇଣ୍ଟର୍ ଇଣ୍ଡଷ୍ଟ୍ରି ଟି-୨୦ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଘର ସମ୍ମୁଖରେ ଧାରଣା

ଅନୁଗୁଳ : ଏନ୍‌ସି ଟ୍ୟାଗ୍ ହଟାଇବା ଦାବିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତାଳଚେରସ୍ଥିତ ବାସଭବନ ସମ୍ମୁଖରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଗୁରୁବାର ଦୁଇ ଘଣ୍ଟା ଧରି ଧାରଣା ଦେଇଥିଲେ । ଇଂ. ଦେବାଶିଷ ହୋତାଙ୍କ ନେତୃତ୍ବରେ ଏକ ଶୋଭାଯାତ୍ରା ଢେଙ୍କାନାଳରୁ ବାହାରି…

Continue Readingକେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଘର ସମ୍ମୁଖରେ ଧାରଣା

ମୁଖ୍ୟମନ୍ତ୍ରୀଙ୍କ ଅନୁଗୁଳ ଗସ୍ତକୁ ଜିଲ୍ଲା ଛାତ୍ର କଂଗ୍ରେସର ବିରୋଧ

ଅନୁଗୁଳ: ଆସନ୍ତା କଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୁଳ ଆସୁଥିବା ବେଳେ ଏହି ଗସ୍ତକୁ ବିରୋଧ କରିଛି ଜିଲ୍ଲା ଛାତ୍ର କଂଗ୍ରେସ। ଜିଲ୍ଲା ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସର କର୍ମକର୍ତ୍ତା ଗୁରୁବାର ସନ୍ଧ୍ୟାରେ ସହରର ବିଭିନ୍ନ ସ୍ଥାନରେ ମମିତା ମେହେରକୁ…

Continue Readingମୁଖ୍ୟମନ୍ତ୍ରୀଙ୍କ ଅନୁଗୁଳ ଗସ୍ତକୁ ଜିଲ୍ଲା ଛାତ୍ର କଂଗ୍ରେସର ବିରୋଧ

ମୁଖ୍ୟମନ୍ତ୍ରୀଙ୍କୁ ଅନୁଗୁଳ ବିଜେଡିର କୃତଜ୍ଞତା

ଅନୁଗୁଳ : ମୁଖ୍ୟମନ୍ତ୍ରୀଙ୍କ ଅନୁଗୁଳ ଜିଲ୍ଲା ଗସ୍ତ ପୂର୍ବରୁ ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ଏକ ହୋଟେଲରେ ଜିଲ୍ଲା ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଅନୁଗୁଳ ଗସ୍ତକୁ ସ୍ୱାଗତ କରାଯିବା ସହ କୃତଜ୍ଞତା ଜ୍ଞାପନ କରାଯାଇଛି। ଅନୁଗୁଳ ପୋରାଞ୍ଚଳରେ ମୁକ୍ତା…

Continue Readingମୁଖ୍ୟମନ୍ତ୍ରୀଙ୍କୁ ଅନୁଗୁଳ ବିଜେଡିର କୃତଜ୍ଞତା

ଅନୁଗୁଳ ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ବିଜେପିର ୧୩ଟି ପ୍ରଶ୍ନ

ଅନୁଗୁଳ : ମୁଖ୍ୟମନ୍ତ୍ରୀଙ୍କ ଅନୁଗୁଳ ଜିଲ୍ଲା ଗସ୍ତ ପୂର୍ବରୁ ୧୩ଟି ପ୍ରଶ୍ନର ଉତ୍ତର ଦିଅନ୍ତୁ ବୋଲି ଅନୁଗୁଳ ଜିଲ୍ଲା ବିଜେପି ଦାବି କରିଛି। ରାଣୀଗୋଡା ବିଜେପି କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ…

Continue Readingଅନୁଗୁଳ ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ବିଜେପିର ୧୩ଟି ପ୍ରଶ୍ନ

ଅଦିନିଆ ବର୍ଷା କ୍ଷୟକ୍ଷତି ନେଇ ଟୁଇଟ କଲେ ସୁପର୍ନୋ ଶତପଥି

ଅନୁଗୁଳ : ଅନୁଗୁଳ ଓ ଢ଼େଙ୍କାନାଳ ଜିଲ୍ଲାରେ ଗତ ୨ ଦିନତଳେ ଲଘୁଚାପ ଜନିତ ଅଦିନିଆ ବର୍ଷାରେ ବହୁ ପରିମାଣର ଫସଲ ହାନୀ ହୋଇଛି। ଏ ନେଇ ସମାଜସେବୀ ସୁପର୍ନୋ ଶତପଥି ତାଙ୍କ ଟୁଇଟରରେ ଅନୁଗୁଳ ଓ ଢ଼େଙ୍କାନାଳ ଜିଲ୍ଲାପାଳଙ୍କୁ ଏହାର…

Continue Readingଅଦିନିଆ ବର୍ଷା କ୍ଷୟକ୍ଷତି ନେଇ ଟୁଇଟ କଲେ ସୁପର୍ନୋ ଶତପଥି