ତଳମୂଳ ଦୁର୍ଗା ମାଧବ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ତଳମୂଳ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆଠାରେ ୬୧ତମ ଦୁର୍ଗା ମାଧବ ଫୁଟବଲ ଟୁର୍ଣ୍ଣାମେଣ୍ଟ ସୋମବାର ଉଦଯାପିତ ହୋଇଯାଇଛି। ତରୁଣ ଏଣ୍ଡ ତରୁଣ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ଚଟି…

Continue Readingତଳମୂଳ ଦୁର୍ଗା ମାଧବ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

କଞ୍ଜା ଗାଁରେ ଗିରି ଗୋବର୍ଦ୍ଧନ ପୂଜା

ଅନୁଗୁଳ : ଅନୁଗୁଳ ବ୍ଲକ କଞ୍ଜା ଗାଁରେ ସୋମବାର ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇଯାଇଛି। କରୋନା କଟକଣା ମଧ୍ୟରେ ଅଳ୍ପ ସଂଖ୍ୟକ ଶ୍ରଦ୍ଧାଳୁ ପୂଜାରେ ଯୋଗଦେଇଥିଲେ। ପୂର୍ଵପୁରୁଷଙ୍କ ଅନୁସାରେ ଗିରି ଗୋବର୍ଦ୍ଧନ ପୂଜା ହେଲେ ଇନ୍ଦ୍ର ସୁବୃଷ୍ଟି କରିଥାଆନ୍ତି। ମାଟି…

Continue Readingକଞ୍ଜା ଗାଁରେ ଗିରି ଗୋବର୍ଦ୍ଧନ ପୂଜା

ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁକୁ ନେଇ ଡାକ୍ତରଖାନାରେ ଉତ୍ତେଜନା

ଅନୁଗୁଳ: ବାଲିମି ଥାନା ବାଙ୍କୀଡି ଗାଁର ଏକ ପୋଖରୀରେ ବୁଡି ଜଣେ ଯୁବକର ମୃତ୍ୟୁକୁ ନେଇ ଅନୁଗୁଳ ଡାକ୍ତରଖାନାରେ ଉତ୍ତେଜନା ଦେଖା ଦେଇଥିଲା। ସୋମବାର ଅପରାହ୍ନରେ ବାଙ୍କୀଡି ଗାଁର ଆଲୋକ ନାଏକ ଏବଂ ଚନ୍ଦନ ନାଏକ ଗାଁ ପୋଖରୀକୁ ପଦ୍ମ ଫୁଲ…

Continue Readingପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁକୁ ନେଇ ଡାକ୍ତରଖାନାରେ ଉତ୍ତେଜନା

ଅନୁଗୁଳ ପୁରୀ ମେମୁ ଚଳାଚଳ ପାଇଁ ଦାବି

ଅନୁଗୁଳ: ଅନୁଗୁଳ ପୁରୀ ମେମୁ ଟ୍ରେନ ଚଳାଚଳ ପାଇଁ ରାଣୀଗୋଡା ବରିଷ୍ଠ ନାଗରିକମଞ୍ଚ ପକ୍ଷରୁ ଏକ ଦାବିପତ୍ର ଡିଆରଏମଙ୍କ ଜରିଆରେ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଦିଆଯାଇଛି। ଏଥିନେଇ ଏକ ସଭା ରାଣୀଗୋଡା ବଗାଧର ପିଢ ପ୍ରାଙ୍ଗଣରେ ରବିବାର ସକାଳେ ଅନୁଷ୍ଠିତ ହୋଇଥିଲା।…

Continue Readingଅନୁଗୁଳ ପୁରୀ ମେମୁ ଚଳାଚଳ ପାଇଁ ଦାବି

୫୦ ହଜାର ଟଙ୍କାରେ ମା’ଙ୍କ ଆଜ୍ଞାଲଡୁ ନିଲାମ

ଅନୁଗୁଳ: ବିଦାୟ ନେଲେ ମା’ ଦଶଭୁଜା। ଶେଷ ହେଲା ଦଶହରା ପର୍ବ । ତେବେ ରବିବାର ମା’ଙ୍କ ଭସାଣି ପର୍ବ ଉପଲକ୍ଷେ ଅନୁଷ୍ଠିତ ହୋଇଥିଲା ମା’ଙ୍କ ଆଜ୍ଞାଲଡୁ ଓ ଆଜ୍ଞାମାଳ ନିଲାମ। ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଖୋଲୁଆ ଗ୍ରାମରେ ଗତ…

Continue Reading୫୦ ହଜାର ଟଙ୍କାରେ ମା’ଙ୍କ ଆଜ୍ଞାଲଡୁ ନିଲାମ

‘ସନ୍ଥ ଭୀମଭୋଇ’ ପତ୍ରିକା ପ୍ରକାଶିତ

ଅନୁଗୁଳ : ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଅନ୍ତର୍ଗତ ବଏଜା ଭୀମଭୋଇ ମହିମା ପୀଠର ପ୍ରତିଷ୍ଠାତା ବାବା ପ୍ରଭାକର ଦାସଙ୍କ ମହାପ୍ରସ୍ଥାନ ତିଥିରେ ସନ୍ଥପ୍ରଭା ଇ'ପତ୍ରିକା ପ୍ରକାଶ ପାଇଛି। ସନ୍ଥକବି ଭୀମଭୋଇ ସାହିତ୍ୟ ପରିଷଦ ତରଫରୁ ପ୍ରକାଶିତ ଇ ପତ୍ରିକା ରେ…

Continue Reading‘ସନ୍ଥ ଭୀମଭୋଇ’ ପତ୍ରିକା ପ୍ରକାଶିତ

୧୪ ଅଧିକାରୀଙ୍କ ପଦୋନ୍ନତି

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲ୍‌କୋରେ ଇନଚାର୍ଜ ଭାବେ କାର୍ଯ୍ୟରତ ୧୪ଜଣ ଅଧିକାରୀଙ୍କୁ ମହାପ୍ରବନ୍ଧକ ଭାବେ ପଦୋନ୍ନତି ମିଳିଛି । ନାଲ୍‌କୋ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ପଦୋନ୍ନତି ଦିଆଯାଇଛି। ଏଥିପାଇଁ ସମସ୍ତ ମହାପ୍ରବନ୍ଧକଙ୍କୁ ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ଅଭିନନ୍ଦନ ଜଣାଇବା ସହ…

Continue Reading୧୪ ଅଧିକାରୀଙ୍କ ପଦୋନ୍ନତି

ବାକି ଟଙ୍କାକୁ ନେଇ ମାଡ଼ପିଟ, ୨ ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଜରିପାଳ ଗାଁରେ ବାକି ଟଙ୍କାକୁ ନେଇ ୨ ଜଣଙ୍କ ମଧ୍ୟରେ ମାଡ଼ପିଟ ହୋଇ ୨ ଜଣ ଆହତ ହୋଇଛନ୍ତି। ସୂଚନା ମୁତାବକ, ଜରିପାଳ ଗାଁର ଶମ୍ଭୁନାଥ ମାଝିଙ୍କର ଗଡ଼ମଣ୍ଡଳ ଠାରେ ଏକ…

Continue Readingବାକି ଟଙ୍କାକୁ ନେଇ ମାଡ଼ପିଟ, ୨ ଗିରଫ

ପଞ୍ଚୁନାଥ ମେମୋରିଆଲ କବାଡ଼ି ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକର ଅରାହାଟ ଖେଳ ପଡ଼ିଆ ଠାରେ ପଞ୍ଚୁନାଥ ମେମୋରିଆଲ କବାଡ଼ି ଟୁର୍ଣ୍ଣାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ବଅଁରପାଳ…

Continue Readingପଞ୍ଚୁନାଥ ମେମୋରିଆଲ କବାଡ଼ି ଟୁର୍ଣ୍ଣାମେଣ୍ଟ ଉଦଯାପିତ

କେୱାଇସି ଅପଡେଟ୍ ନାଁ’ରେ ଲୁଟ୍

ଅନୁଗୁଳ: ଜଣେ ସିଆଇଏସ୍ଏଫ୍ କର୍ମଚାରୀ ସାଇବର ଠକେଇର ଶିକାର ହୋଇଛନ୍ତି। କେୱାଇସି ଅପଡେଟ୍ ନାଁରେ ଅନଲାଇନ୍ ଲୁଟେରା ତାଙ୍କ ଆକାଉଣ୍ଟରୁ ୧ ଲକ୍ଷ ୧୭ ଟଙ୍କା ଲୁଟି ନେଇଛନ୍ତି। ନାଲ୍‌କୋ ଥାନାରେ ଅଭିଯୋଗ ପରେ ପୁଲିସ୍ ଅନୁସନ୍ଧାନ ଚଳାଇଛି। ଠକେଇର ଶିକାର…

Continue Readingକେୱାଇସି ଅପଡେଟ୍ ନାଁ’ରେ ଲୁଟ୍