ଅନୁଗୁଳ: ଡିଏମ୍ଏଫ୍ ପାଣ୍ଠି ଖର୍ଚ୍ଚ ୮୧୩୦ କୋଟି
ଅନୁଗୁଳ: ୧୧ଟି ଡିଏମ୍ଏଫ୍ ଜିଲ୍ଲାରେ ଆଦାୟ ହୋଇଥିବା ଟଙ୍କାର ମାତ୍ର ୭.୧୧ ପ୍ରତିଶତ ଖର୍ଚ୍ଚ ହୋଇଥିବା କୁହାଯାଉଛି। ବିଧାନସଭାରେ ଏ ନେଇ ଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା ଉତ୍ତର ରଖିଛନ୍ତି। ଗତ ଅକ୍ଟୋବର ସୁଦ୍ଧା ୧୧,୩୨୬.୫୭ କୋଟି ଟଙ୍କା ଆଦାୟ ହୋଇଥିବା…