ଟ୍ୟାଙ୍କର ଧକ୍କାରେ ବାପ ମୃତ, ଝିଅ ଗୁରୁତର

ଅନୁଗୁଳ: ଅନୁଗୁଳ ଥାନା ଅନ୍ତର୍ଗତ ତୁରଙ୍ଗ ନିକଟ ୫୫ ନଂ ଜାତୀୟ ରାଜପଥରେ ବୁଧବାର ସକାଳେ ଏକ ଟ୍ୟାଙ୍କର ଧକ୍କାରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ଝିଅ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ମିଶ୍ରପଡାର ବିଶ୍ୱ ନାୟକ ବାଇକରେ ତାଙ୍କ…

Continue Readingଟ୍ୟାଙ୍କର ଧକ୍କାରେ ବାପ ମୃତ, ଝିଅ ଗୁରୁତର

ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନି ନିର୍ବାପନ ଅଭ୍ୟାସ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରେ ମଙ୍ଗଳବାର ସକାଳେ ଅଗ୍ନି ନିର୍ବାପନ ଅଭ୍ୟାସ କରାଯାଇଛି। ଜିଲ୍ଲା ଅଗ୍ନିଶମ ବିଭାଗ ଦ୍ବାରା ଏହା ଆୟୋଜିତ ହୋଇଥିଲା। ଜିଲ୍ଲା ଅଗ୍ନିଶମ ବିଭାଗ ଅଧିକାରୀଙ୍କ ନେତୃତ୍ବରେ ଚିକିତ୍ସାଳୟର ୫୦ରୁ ଊର୍ଦ୍ଧ୍ବ ଡାକ୍ତର, ନର୍ସ, କର୍ମଚାରୀ…

Continue Readingଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନି ନିର୍ବାପନ ଅଭ୍ୟାସ

ଉପୁଡ଼ିଲା ଗଛ ଅଳ୍ପକେ ବର୍ତିଲେ ଲୋକେ

ଅନୁଗୁଳ: ମଙ୍ଗଳବାର ସନ୍ଧ୍ୟା ପ୍ରାୟ ଆଠଟା ତିରିଶ ମିନିଟ ସମୟରେ ବସ ଷ୍ଟାଣ୍ଡ ପୋଷ୍ଟ ଅଫିସ ସମ୍ମୁଖରେ ଥିବା ଏକ ବିରାଟ ଅଶ୍ୱସ୍ତ ଗଛ ଉପୁଡ଼ି ପଡିବା ଫଳରେ ସେଠାରେ ଥିବା ଉଠା ଦୋକାନୀ ଅଳ୍ପକେ ବର୍ତିଯାଇଥିବାବେଳେ ଆଠ ଦଶଟି ବାଇକ…

Continue Readingଉପୁଡ଼ିଲା ଗଛ ଅଳ୍ପକେ ବର୍ତିଲେ ଲୋକେ

ଡ଼ଃ ହରିହର ଦାଶଙ୍କ ପରଲୋକ

ଅନୁଗୁଳ : ଅନୁଗୁଳ ଜିଲ୍ଲାର ବିଶିଷ୍ଟ ସାହିତ୍ୟିକ ଡ଼ଃ. ହରିହର ଦାଶଙ୍କର ଭୁବନେଶ୍ବରର ଏକ ଘରୋଇ ଚିକିତ୍ସାଳୟରେ ମଙ୍ଗଳବାର ସକାଳେ ପରଲୋକ ହୋଇଯାଇଛି। ସେ ପ୍ରାୟ ୧୫ ବର୍ଷ ହେବ ପକ୍ଷାଘାତ ରୋଗରେ ପିଡ଼ିତ ଥିଲେ। ସେ ଏକାଧାରରେ ଜଣେ ଇଞ୍ଜିନିୟର,…

Continue Readingଡ଼ଃ ହରିହର ଦାଶଙ୍କ ପରଲୋକ

ଆଜି ମା’ଙ୍କ ମହାସପ୍ତମୀ ପୂଜା

ଅନୁଗୁଳ: ଆଜି ମଣ୍ଡପରେ ମହାସପ୍ତମୀ ପୂଜା । ଗତକାଲି ଷଷ୍ଠୀରେ ମହାମାୟାଙ୍କୁ ବିଲ୍ୱବରଣ କରାଯାଇଥିଲା । ସପ୍ତମୀ ପୂଜା ପାଇଁ ବିଭିନ୍ନ ପୂଜା ମଣ୍ଡପରେ ଆଧ୍ୟାତ୍ମିକ ପରିବେଶ । ଆଜି ମାଙ୍କୁ ଚକ୍ଷୁଦାନ ଦିଆଯିବ । ବେଦ ମନ୍ତ୍ର, ଚଣ୍ଡୀ ପାଠରେ…

Continue Readingଆଜି ମା’ଙ୍କ ମହାସପ୍ତମୀ ପୂଜା

‘ଲକ୍ଷ୍ମୀହୋଣ୍ଡା’ ପକ୍ଷରୁ ଏକ୍ସଚେଞ୍ଜ ଓ ଋଣମେଳା

ଅନୁଗୁଳ: ହୋଣ୍ଡା ଇଣ୍ଡିଆର ଅଧିକୃତ ବିକ୍ରେତା ଲକ୍ଷ୍ମୀହୋଣ୍ଡାରେ ପବିତ୍ର ପୂଜା ପଇ ଏକ୍ସଚେଞ୍ଜ ଓ ରଣମେଳା ଆରମ୍ଭ ହୋଇଛି। ଏହି ମେଳାରେ ପାର୍ବଣର ଖୁସିକୁ ଦୁଇଗୁଣିତ କରିବାକୁ ଲକ୍ଷ୍ମୀହୋଣ୍ଡା ନିଜ ଗ୍ରହକଙ୍କ ପାଇଁ ଅନେକ ଆକର୍ଷଣୀୟ ଅଫର ଆରମ୍ଭ କରିଛି। ଏହି…

Continue Reading‘ଲକ୍ଷ୍ମୀହୋଣ୍ଡା’ ପକ୍ଷରୁ ଏକ୍ସଚେଞ୍ଜ ଓ ଋଣମେଳା

ଡକାୟତି ଯୋଜନା ପଣ୍ଡ, ୫ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ୍ ବଇଣ୍ଡା-ଆଠମଲ୍ଲିକ ରାସ୍ତାର ଓଭରବ୍ରିଜ୍‌ ନିକଟରେ ରବିବାର ରାତିରେ ଡକାୟତି ଯୋଜନା କରୁଥିବା ବେଳେ ବଇଣ୍ଡା ଫାଣ୍ଡି ପୁଲିସ ଚଢଉ କରି ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାର ମଟର ସାଇକେଲ ସହ ଠେଙ୍ଗା, ଭୁଜାଲି,…

Continue Readingଡକାୟତି ଯୋଜନା ପଣ୍ଡ, ୫ ଗିରଫ

ଆନ୍ତର୍ଜାତୀୟ ଶିଶୁକନ୍ୟା ଦିବସ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଶିଶୁକନ୍ୟା ଆନ୍ତର୍ଜାତୀୟ ଶିଶୁକନ୍ୟା ଦିବସ ପାଳିତ ହୋଇଛି। ଏହି ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ କନ୍ୟାମାନେ ପୁଅମାନଙ୍କ ତୁଳନାରେ କୌଣସି ଗୁଣରେ…

Continue Readingଆନ୍ତର୍ଜାତୀୟ ଶିଶୁକନ୍ୟା ଦିବସ

ଜୟପ୍ରକାଶଙ୍କ ଜୟନ୍ତୀରେ ସଫେଇ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେଡି ତରଫରୁ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ସୋମବାର ଯୁବ ନେତା ଅରୁଣାଭ ସିଂହଙ୍କ ନେତୃତ୍ୱରେ…

Continue Readingଜୟପ୍ରକାଶଙ୍କ ଜୟନ୍ତୀରେ ସଫେଇ

ବଳରାମ କୋଇଲା ଖଣିରୁ ଡିଜେଲ୍ ଚୋରି, ଏମ୍‌ସିଏଲ୍‌ର ଦୁଇ କର୍ମଚାରୀ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଏମ୍‌ସିଏଲ୍ ଅଧୀନସ୍ଥ ଏଠାକାର ବଳରାମ କୋଇଲା ଖଣିରୁ ରବିବାର ଡିଜେଲ ଚୋରି କରୁଥିଲା ବେଳେ ୨ ଜଣ ମହାନଦୀ କୋଇଲା କମ୍ପାନୀ କର୍ମଚାରୀ ଧରାପଡ଼ି ଗିରଫ ହୋଇଥିବା ଜଣାପଡ଼ିଛି । ରବିବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି…

Continue Readingବଳରାମ କୋଇଲା ଖଣିରୁ ଡିଜେଲ୍ ଚୋରି, ଏମ୍‌ସିଏଲ୍‌ର ଦୁଇ କର୍ମଚାରୀ ଗିରଫ