ଜବରଦଖଲ ମୁକ୍ତ ହେଲା ରାଜପଥ ପାର୍ଶ୍ବ
ଅନୁଗୁଳ: ଅନୁଗୁଳ ପ୍ରଶାସନର ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ଥାନା ଛକ ଠାରୁ ବୁଢ଼ୀ ଠାକୁରାଣୀ ଛକ ଯାଏଁ ୫୫ ନମ୍ବର ଜାତୀୟ ରାଜପଥ ଉଭୟ ପାର୍ଶ୍ଵ ଦଖଲ ମୁକ୍ତ କରାଯାଇଛି। ମେସିନ ଲଗାଇ ଜବରଦଖଲ ଉଚ୍ଛେଦ କରିଛି ପୌର ପ୍ରଶାସନ। ଏହି…
ଅନୁଗୁଳ: ଅନୁଗୁଳ ପ୍ରଶାସନର ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ଥାନା ଛକ ଠାରୁ ବୁଢ଼ୀ ଠାକୁରାଣୀ ଛକ ଯାଏଁ ୫୫ ନମ୍ବର ଜାତୀୟ ରାଜପଥ ଉଭୟ ପାର୍ଶ୍ଵ ଦଖଲ ମୁକ୍ତ କରାଯାଇଛି। ମେସିନ ଲଗାଇ ଜବରଦଖଲ ଉଚ୍ଛେଦ କରିଛି ପୌର ପ୍ରଶାସନ। ଏହି…
ଅନୁଗୁଳ: ଗତ କିଛି ବର୍ଷ ମଧ୍ୟରେ ଅନୁଗୁଳ ଜିଲ୍ଲାରେ ଅନେକ ଆଦିବାସୀ ହରିଜନଙ୍କ ଜମି ହଡ଼ପ ହୋଇଛି। ପ୍ରାୟ ୭୦୦ ଏକର ଜମି ହଡ଼ପ କରାଯାଇଛି। ସୁଶୀଲ ଅଗ୍ରୱାଲ ନାମକ ଜନୈକ ଜମି ଦଲାଲ ଏସବୁ କାରବାର ପଛର ନାୟକ ବୋଲି…
ଅନୁଗୁଳ: ଆସନ୍ତା ୪ ତାରିଖରେ ଅନୁଗୁଳ ଲକ୍ଷ୍ମୀ ପୂଜା ସମୂହର ଭସାଣୀ ଉତ୍ସବ ଅନୁଷ୍ଠିତ ହେବ।ଏଥିନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ପୌର କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ମୃଣ୍ମୟ ମୂର୍ତ୍ତିଗୁଡ଼ିକୁ ପୌର ପାଳିକା ଦ୍ଵାରା ନିର୍ମାଣ କରାଯାଇଥିବା ନିକଟବର୍ତ୍ତୀ ଅସ୍ଥାୟୀ ପୋଖରୀରେ…
ଅନୁଗୁଳ: ଅନୁଗୁଳ ଜିଲ୍ଲାର ଅନ୍ୟତମ ପ୍ରାଚୀନ ଶିକ୍ଷାନୁଷ୍ଠାନ ଅମଲାପଡ଼ା ପ୍ରାଥମିକ ସ୍କୁଲ୍ ବନ୍ଦ ହେବା ନେଇ କଳ୍ପନଜଳ୍ପନା ଆରମ୍ଭ ହୋଇଛି। ସ୍କୁଲ୍ରେ ମାତ୍ର ୩୦ ଜଣ ଛାତ୍ରଛାତ୍ରୀ ଏବେ ପଢୁ ଥିବାରୁ ସରକାରୀ ଯୋଜନା ଅନୁସାରେ ଏହାକୁ ଅନ୍ୟ ପାଖ ସ୍କୁଲ୍…
ଅନୁଗୁଳ: ଅନୁଗୁଳ ଡାକ୍ତରଖାନାର ସମସ୍ୟା ନ କହିବା ଭଲ। ଗୋଟିଏ ଅଡୁଆ ନତୁଟୁଣୁ ଆଉ ଗୋଟିଏ ସମସ୍ୟା ଦେଖାଦେଇଛି। ରୋଗୀଙ୍କ ଶଯ୍ୟା ସହିତ ପାଇପ୍ଲାଇନ୍ ଗତ ୨ ବର୍ଷ ତଳୁ କିଣାସରିଛି। କିନ୍ତୁ ଏହାକୁ କାହିଁକି କାର୍ଯ୍ୟକାରୀ କରାଯାଉନାହିଁ, ତାହା ବୁଝାପଡୁନାହିଁ।…
ଅନୁଗୁଳ: ଏଣିକି ବ୍ୟାଙ୍କରେ ଟଙ୍କା ଡିପୋଜିଟ୍ କର କି କାଢ଼ ଆପଣଙ୍କୁ ଚାର୍ଜ ଲାଗିବ। ବ୍ୟାଙ୍କ ଅଫ୍ ବରୋଦା ନଭେମ୍ବର ୧ଠାରୁ ଏଭଳି ବ୍ୟବସ୍ଥା ଲାଗୁ କରିବାକୁ ଯାଉଥିବା ବେଳେ ଅନ୍ୟ ବ୍ୟାଙ୍କମାନେ ମଧ୍ୟ ଏଭଳି ନିଷ୍ପତ୍ତି ନେଇପାରନ୍ତି ବୋଲି ଆଶଙ୍କା…
ଅନୁଗୁଳ: ରବିବାର ସଂଧ୍ୟାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି ଅନୁଗୁଳ ବସଷ୍ଟାଣ୍ଡ ଇଲାକାରେ। ଏଥିରେ କେହି ଗୁରୁତର ଆହତ ହୋଇନଥିଲେ ବି ୪ଟି ବାଇକ୍ ଚୂରମାର୍ ହୋଇଯାଇଛି। ସାଢେ଼ ସାତଟା ବେଳେ ଅମଲାପଡା ଜୟଦୁର୍ଗା ମାର୍କେଟ ଭିତରକୁ ଲୁହାପଥର ବୋଝେଇ ଟ୍ରକ୍…
ତାଳଚେର:ଏନସିଏଲ ( ନର୍ଦ୍ଦର୍ଣ୍ଣ କୋଲ ଫିଲଡସ ଲିମିଟେଡ)ର ସିଏମଡି ପି.କେ ସିହ୍ନା କୋଲ ଇଣ୍ଡିଆ ଲିମିଟେଡର ସହାୟକ କମ୍ପାନୀ ଏମସିଏଲ (ମହାନାଦୀ କୋଲଫିଲ୍ଡସ ଲିମିଟେଡ) ସିଏମଡି ଭାବେ ରବିବାର ଅତିରିକ୍ତ ଦାୟିତ୍ଵ ଗ୍ରହଣ କରିଛନ୍ତି । ଶ୍ରୀ ସିହ୍ନା ଏନଆଇଟି ରାୟପୁରରୁ…
ଅନୁଗୁଳ: ଶନିବାର ସନ୍ଧ୍ୟାରେ ଅନୁଗୁଳର ଜନଗହଳିପୂର୍ଣ୍ଣ ତାମ୍ରିତ କଲୋନୀରେ ଏକ ଅଭାବନୀୟ ଘଟଣା ସ୍ଥାନୀୟ ଲୋକଙ୍କ ଛାତି ଥରାଇ ଦେଇଛି। ତିନି ଜଣ ଦୁବୃର୍ତ୍ତ ଏକ ବାଇକ୍ରେ ଆସି ନିର୍ମଳା ମେଡିସିନ୍ ଷ୍ଟୋର୍ରେ ହଙ୍ଗାମା କରିଥିଲେ। ଦୋକାନୀଙ୍କୁ ଏକ ଖଣ୍ତାରେ ଆକ୍ରମଣ…
ଅନୁଗୁଳ: କରୋନା ରୋଗୀଙ୍କ ସେବା କରୁ କରୁ ନିଜେ ସ˚କ୍ରମିତ ହେଲେ। କରୋନାକୁ ପରାଜିତ କରିଥିଲେ ବି ଦୁଇ ମାସ ଧରି ଜୀବନ ସ˚ଘର୍ଷରେ ହାରିଗଲେ ଯୁବ ଡାକ୍ତର ବିଶ୍ବନାଥ ରାଉତ(୪୦)। ତାଳଚେର ଘଣ୍ଟପଡ଼ା ପଞ୍ଚାୟତ ଚାଳଗଡ଼ ଗ୍ରାମର ଏହି ଯୁବ…