ଖଣି ପରିସରରେ ମାତିଲେ ଚୋର, ହାଇୱାକୁ ପିସ୍ ପିସ୍ କରି କାଟି ଦେଲେ
ଅନୁଗୁଳ(Jugal Kishore Sahoo):ଅନୁଗୁଳ ଜିଲ୍ଲା କଣିହାଁ ଖୋଲାମୁହଁ କୋଇଲା ଖଣି ପ୍ରକଳ୍ପ ଅଫିସ୍ ପଛ ପାଖରେ ଏକ ହାଇୱା ଗାଡିର ବଡିକୁ ସ୍ପଷ୍ଟ ଦିବା ଲୋକରେ ପିସ୍ପିସ୍ କାଟି ଚୋରି ଘଟଣାରେ ମଙ୍ଗଳବାର ୩ଜଣ ଅଭିଯୁକ୍ତକୁ କଣିହାଁ ପୁଲିସ୍ ଗିରଫ କରିଛି।…
