ବିଳମ୍ବିତ ରାତିରେ ଛାତରୁ ଖସି ଯୁବକ ମୃତ
ଅନୁଗୁଳ: ଅନୁଗୁଳ ସହର ଶିକ୍ଷକପଡ଼ାରେ ଛାତରୁ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି ହଣ୍ଡପା ଅଞ୍ଚଳର ପ୍ରତାପ ସାହୁ। ସେ ସ୍ଥାନୀୟ ସ୍କୁଲ ନିକଟ ଗୋକୁଳ ଚନ୍ଦ୍ର ସାହୁଙ୍କ ପାଖରେ ଡ୍ରାଇଭର ଭାବେ କାମ କରୁଥିଲେ।…
ଅନୁଗୁଳ: ଅନୁଗୁଳ ସହର ଶିକ୍ଷକପଡ଼ାରେ ଛାତରୁ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି ହଣ୍ଡପା ଅଞ୍ଚଳର ପ୍ରତାପ ସାହୁ। ସେ ସ୍ଥାନୀୟ ସ୍କୁଲ ନିକଟ ଗୋକୁଳ ଚନ୍ଦ୍ର ସାହୁଙ୍କ ପାଖରେ ଡ୍ରାଇଭର ଭାବେ କାମ କରୁଥିଲେ।…
ଅନୁଗୁଳ: ଅନୁଗୁଳ ଅମଲାପଡ଼ା ମା' ବାସନ୍ତୀ ଦୁର୍ଗା ପୂଜା ପଡ଼ିଆରେ ବାସନ୍ତିକ ଦୁର୍ଗା ପାର୍ବଣ ଅବସରରେ ରବିବାର ନବକୁମାରୀ ପୂଜା ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ସକାଳେ ହୋମ ଯଜ୍ଞ ନିତିକାନ୍ତି ସହ ଷୋଡଶ ଉପଚାରରେ ପୂଜା ପରେ ଅପରାହ୍ନରେ ନବ…
ଅନୁଗୁଳ: ଦୀର୍ଘ ୨ ଦିନ ଧରି ସହରରେ ଚାଲିଥିବା ନାଚଗୀତର ଆସର ଆଜି ଶେଷ ହେଉଛି। ଆଜି ଅନୁଗୁଳ ମହୋତ୍ସବର ତୃତୀୟ ତଥା ଉଦ୍ଯାପନୀ ଦିବସ। ଶେଷ ଦିବସରେ ଅନୁଗୁଳବାସୀଙ୍କୁ ଝୁମାଇବାକୁ ଆସୁଛନ୍ତି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣାଶୁଣା ସଂଗୀତକାର ତଥା…
ଅନୁଗୁଳ: ଆଜି ଅନୁଗୁଳ ମହୋତ୍ସବର ଦ୍ୱିତୀୟ ଦିନ। କାଲି ଭଳି ଆଜି ପାଇଁ ବି ବେଶ୍ ଉତ୍ସାହିତ ଅଛନ୍ତି ଜିଲ୍ଲାବାସୀ। ଗତକାଲି ଷ୍ଟେବିନ୍ ବେନ୍ଙ୍କ ସଙ୍ଗୀତର ତାଳେ ତାଳେ ଝୁମିଥିବା ଦର୍ଶକେ ଆଜି ପୁଣି ଭିଜିବେ ସଚେତ୍ ଓ ପରମ୍ପରାଙ୍କ ଧୁନ୍ରେ।…
ଅନୁଗୁଳ: ସ୍ଥାନୀୟ ଜରପଡା ଥାନା ଅନ୍ତର୍ଗତ ତପୋବନ ଢାବା ପଛ ଦଲକି ପାହାଡ଼ରୁ ଜଣେ ମହିଳାଙ୍କ ଗଳିତ ମୃତ ଦେହ ମିଳିଛି। ମହିଳାଙ୍କ ବେକକୁ ଏକ ସରୁ ଜିଆଇ ତାରରେ ବନ୍ଧା ଯାଇ ଆମ୍ବଗଛ ଡାଳରେ ଝୁଲାଇ ଦିଆଯାଇଛି। ତେବେ ମହିଳା…
ଅନୁଗୁଳ: ଧାନ ନେଲେ, କିନ୍ତୁ ଦେଉନାହାନ୍ତି ଟଙ୍କା। ସମବାୟ ସମିତିକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ଚାଷୀ। ଅନୁଗୁଳ ବ୍ଲକ ବେଡା ଶାସନ ସେବା ସମବାୟ ସମିତି ସମ୍ପାଦକଙ୍କ ବିରୋଧରେ ଏମିତି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଚାଷୀ। ଏ ନେଇ ଚାଷୀମାନେ…
ଅନୁଗୁଳ: ସ୍ଥାନୀୟ କଙ୍କରାଇ ନିଶା ଇଣ୍ଡ୍ରଷ୍ଟିଆଲ ଅଞ୍ଚଳର ବେଆଇନ କୋଇଲା ଡିପୋ ଉପରେ ଚଢ଼ଉ କରି ପୋଲିସ ସ୍ପେଶାଲ ସ୍କ୍ୱାର୍ଡ ୫ଟି କୋଇଲା ବୋଝେଇ ମିନିଟ୍ରକ୍ ଜବତ କରିଛନ୍ତି। ଏହି ଚୋରା ଚାଲାଣରେ ସମ୍ପୃକ୍ତ ୫ ଜଣଙ୍କୁ ପୋଲିସ ଅଟକ ରଖିଛି।…
ଅନୁଗୁଳ: ଆଜିଠୁ ଆରମ୍ଭ ହେଉଛି ଅନୁଗୁଳ ମହୋତ୍ସବ। ଦୀର୍ଘ ୨ ବର୍ଷ ପରେ ଆଜି ପୁଣି ଝୁମିବେ ଅନୁଗୁଳବାସୀ। କରୋନା କଟକଣା ହଟିଥିବାରୁ ରହିବନି କୌଣସି ବାଧା ବନ୍ଧନ। ମତୁଆଲା ହେବେ ପିଲାଠୁ ବୁଢ଼ା ଯାଏଁ। ଏଥିପାଇଁ ପ୍ରସ୍ତୁତି ବି ସରିଲାଣି।…
ଅନୁଗୁଳ: ଅଣ୍ଡା, ମାଛ ପାଇଁ ଆନ୍ଧ୍ର,ଫଳ ମୂଳ ପାଇଁ ସିମଳା, ନାଗପୁର , କାଶ୍ମୀର, ଆଳୁ ପାଇଁ ପଶ୍ଚିମବଙ୍ଗ ଉପରେ ବର୍ଷ ତମାମ ନିର୍ଭର କରୁଥିବା ଅନୁଗୁଳ ପାଇଁ ଆତ୍ମନିର୍ଭରଶୀଳତାର ପ୍ରତ୍ୟୟ ସୃଷ୍ଟି କରିଛନ୍ତି ପାଲଲହଡ଼ାର ପାଉଡ଼ି ଚାଷୀ। ଏହି ଚାଷୀଙ୍କ…
ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ କୁମଣ୍ଡ ଚଣ୍ଡୀ ବଜାର ଛକରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ବୁଧୁବାର ସନ୍ଧ୍ୟାରେ ଦୁଇ ଜଣ ଆହତ ହୋଇଛନ୍ତି। ସୂଚନା ଯେ, କଲିଏରୀ ଥାନା ଅନ୍ତର୍ଗତ ଲକେଇପଶି ଗାଁର ଶ୍ରୀବତ୍ସ ଦାସ ଡ୍ରାଇଭରଙ୍କସହ ବୋଲେରୋ(ଓଡି-୩୩ଏଡି-୦୦୯୮)ରେ ସନ୍ଧ୍ୟାରେ ଅନୁଗୁଳ…