ଆବାସ ଟଙ୍କା ହଡ଼ପ ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ ନମପଶି ପଂଚାୟତର କଂଟାନାଳି ଓ ନମଗାଁର ଲୋକମାନେ ସୋମବାର ପାଳଳହଡା ଉପଜିଲ୍ଲାପାଳ ଅଜିତ ପ୍ରଧାନଙ୍କୁ ଭେଟି ସମିତି ସଭ୍ୟ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ସମିତି ସଭ୍ୟ ଆବାସ ଟଙ୍କା ହଡପ କରିବା…

Continue Readingଆବାସ ଟଙ୍କା ହଡ଼ପ ଅଭିଯୋଗ

ବଜ୍ରପାତରେ ୨ ଗୋରୁ ଚରାଳି ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଖଇରମୁଣ୍ଡା ଗ୍ରାମରେ ରବିବାର ବଜ୍ରପାତରେ ୨ ଗାଈ ଚରାଳି ଗୁରୁତର ଆହତ ହୋଇଛନ୍ତି। ସୂଚନା ମୁତାବକ, ଖଇରମୁଣ୍ଡା ଗ୍ରାମର ଅରୁଣ ଧଳ(୫୦) ଓ ଭାଗୀରଥି ପ୍ରଧାନ(୫୫) ରବିବାର ଗାଈ ଚରାଇବାକୁ ଗାଁ ପାଖ ପଡ଼ିଆକୁ…

Continue Readingବଜ୍ରପାତରେ ୨ ଗୋରୁ ଚରାଳି ଗୁରୁତର

ଚାଷୀଙ୍କ ମୁହଁରେ ଚଢ଼ିଗଲା ଶଗଡ଼

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଇଲାକା ଟେଣ୍ଟ୍‌ଲୋଇ ଗ୍ରାମରେ ସୋମବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଚାଷୀଙ୍କ ମୁହଁରେ ଶଗଡ଼ ଚକ ଚଢ଼ିଯିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଚାଷୀ ସେହି ଗ୍ରାମର କୈଳାସ…

Continue Readingଚାଷୀଙ୍କ ମୁହଁରେ ଚଢ଼ିଗଲା ଶଗଡ଼

୮୪ ତମ ‘ପ୍ରଜାମଣ୍ଡଳ’ ଦିବସ ପାଳିତ

ଅନୁଗୁଳ (Jugal Kishore Sahoo) : ଅନୁଗୁଳ ଜିଲ୍ଲା ତାଳଚେର ସ୍ୱାଧୀନତା ସଂଗ୍ରାମୀ ଟ୍ରଷ୍ଟ, କଣିହାଁ ଆନୁକୂଲ୍ୟରେ ସୋମବାର 'ପ୍ରଜାମଣ୍ଡଳ'ର ୮୪ତମ ଜନ୍ମଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଟ୍ରଷ୍ଟ ସଭାପତି ନୃସିଂହ ବରାଳଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ…

Continue Reading୮୪ ତମ ‘ପ୍ରଜାମଣ୍ଡଳ’ ଦିବସ ପାଳିତ

ପୁଣି ଜୋରଦାର ହେବ ମାସ୍କ ଚେକିଂ

ଅନୁଗୁଳ: କରୋନାର ତୃତୀୟ ଲହରର ଭୟବହତା ସହ ଏଥିରେ ଶିଶୁଙ୍କ ପ୍ରତି ଅଧିକ ବିପଦ ରହିଥିବା ବିଶେଷଜ୍ଞ କହୁଥିବା ବେଳେ ଏହାର ମୁକାବିଲା ପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ଜୋର ଧରିଲାଣି । ଅପରପକ୍ଷରେ କରୋନାର ପ୍ରଥମ ଓ ଦ୍ଵିତୀୟ ଲହରର…

Continue Readingପୁଣି ଜୋରଦାର ହେବ ମାସ୍କ ଚେକିଂ

ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଅନୁଗୁଳ: ଆଠମଲ୍ଲିକ ଥାନା ଇଲାକା ଏକ ଆମ୍ବ ଗଛରୁ ସୋମବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଆଠମଲ୍ଲିକ ଏନଏସି ୧୦ ନମ୍ବର ଓ୍ବାର୍ଡର କାଳିଆ ସାହୁଙ୍କ ପୁଅ ସତ୍ୟଜିତ ସାହୁ (୨୫) ବୋଲି ଜଣାପଡ଼ିଛି। ସୂଚନା ମୁତାବକ,…

Continue Readingଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବିଜେପି ଖଲାରୀ ମଣ୍ଡଳର କାର୍ଯ୍ୟ କାରିଣୀ ବୈଠକ

ଅନୁଗୁଳ : ଅନୁଗୁଳ ବ୍ଲକ୍ ଛେଳିଆପଡା ଠାରେ ଅନୁଗୁଳ ନିର୍ବାଚନ ମଣ୍ଡଳୀର ଖଲାରୀ ମଣ୍ଡଳରେ ବିଜେପି କାର୍ଯ୍ୟ କାରିଣୀ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ନେଇ ଆଲୋଚନା, ମଣ୍ଡଳ ରାଜନୈତିକ ଚିଠା ପ୍ରସ୍ତାବ…

Continue Readingବିଜେପି ଖଲାରୀ ମଣ୍ଡଳର କାର୍ଯ୍ୟ କାରିଣୀ ବୈଠକ

ବିଦ୍ୟୁତ୍ ଆଘାତରେ ଭାଇ ମୃତ, ଭଉଣୀ ଗୁରୁତର

ଅନୁଗୁଳ: ଛେଣ୍ଡିପଦା ଗ୍ରାମର ଜଣେ ଯୁବକ ବିଦ୍ୟୁତ କରେଣ୍ଟ ସଂସ୍ପର୍ଶରେ ଆସି ମୃତ୍ୟୁ ମୁଖରେ ପଡ଼ିଥିବାବେଳେ ପାଖରେ ଥିବା ଭଉଣୀ ଗୁରୁତର ଆହତ ହୋଇଛନ୍ତି। ଆଜି ଦିନ ଗୋଟାଏ ବେଳେ ସ୍ବର୍ଗତ ବାନାମ୍ବର ମହାରଣାଙ୍କ ପୁଅ ଚନ୍ଦ୍ରଶେଖର(୨୫) ନିଜ ଘର ଟିଭି…

Continue Readingବିଦ୍ୟୁତ୍ ଆଘାତରେ ଭାଇ ମୃତ, ଭଉଣୀ ଗୁରୁତର

ପଥରମୁଣ୍ଡା ରକବାରୁ ମୋରମ୍ ଚୋରା ଚାଲାଣ

ଅନୁଗୁଳ (Jugal Kishore Sahoo) : ଅନୁଗୁଳ ଜିଲ୍ଲା କଣିହାଁ ବଡ଼ ପଥରମୁଣ୍ଡା ରକବା ତଥା କଣିହାଁ କଲେଜ ପାଖରେ ଦିନ ଦ୍ଵିପ୍ରହରରେ ବେଧଡକ ଭାବରେ ଜେସିବି ମେସିନ ଦ୍ଵାରା ଶହଶହ ଟ୍ରିପ ମୋରମ ଚୋରା ଚାଲାଣ ହେଉଛି । ଏହି…

Continue Readingପଥରମୁଣ୍ଡା ରକବାରୁ ମୋରମ୍ ଚୋରା ଚାଲାଣ

ବ୍ଲାକମେଲିଂ ଅଭିଯୋଗରେ ସ୍ବାମୀ ଓ ସ୍ତ୍ରୀ ଗିରଫ

ଅନୁଗୁଳ : ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ତୁରଙ୍ଗଠାରେ ଥିବା ଏକ ବିଉଟି ପାର୍ଲରର ମାଲିକ ଓ ତାଙ୍କ ସ୍ତ୍ରୀ ବ୍ଲାକମେଲିଂ କରିବା ଅଭିଯୋଗରେ ରବିବାର ଗିରଫ ହୋଇଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ୨୦୧୯ ମସିହାରେ ରାଜେଶ ବିଶ୍ବାଳ(୩୭) ନାମକ…

Continue Readingବ୍ଲାକମେଲିଂ ଅଭିଯୋଗରେ ସ୍ବାମୀ ଓ ସ୍ତ୍ରୀ ଗିରଫ