ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ଚୟନ, ପିତାମ୍ବର ବିଶ୍ବାଳ ହେଲେ ସଭାପତି

ଆଠମଲ୍ଲିକ: ଆଠମଲ୍ଲିକ ବ୍ଲକ କାର୍ଯ୍ୟାଳୟ ନିକଟସ୍ଥ ମିଟିଙ୍ଗ ହଲରେ ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଛି। ବରିଷ୍ଠ ନାଗରିକ ମଞ୍ଚର ସଭାପତି ବୀରେନ୍ଦ୍ର କୁମାର୍ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ ସମ୍ମିଳନୀରେ ସଂପାଦକ…

Continue Readingବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ଚୟନ, ପିତାମ୍ବର ବିଶ୍ବାଳ ହେଲେ ସଭାପତି

ଭୋଜିରେ କଥାକଟି ହେଲା କାଳ: ବଡ଼ ବାପା ପୁଅ ଭାଇର ଠେଙ୍ଗା ମାଡ଼ରେ ଯୁବକ ମୃତ

ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ବଡ଼ବାହାଳ ଗାଁରେ ସାମାନ୍ୟ ବଚସାକୁ କେନ୍ଦ୍ର କରି ବଡ଼ବାପା ପୁଅର ଠେଙ୍ଗା ମାଡ଼ରେ ଯୁବକଙ୍କ ଜୀବନ ଯାଇଛି। ସୂଚନା ମୁତାବକ, ଗତକାଲି ସନ୍ଧ୍ୟାରେ ବାବୁଲି ଦେହୁରୀ, ବଡ଼ ବାପା ପୁଅ ଲିଙ୍କୁନ ଦେହୁରୀ ଓ…

Continue Readingଭୋଜିରେ କଥାକଟି ହେଲା କାଳ: ବଡ଼ ବାପା ପୁଅ ଭାଇର ଠେଙ୍ଗା ମାଡ଼ରେ ଯୁବକ ମୃତ

ସକାଳୁ ସକାଳୁ ବାଇକକୁ ଧକ୍କା ଦେଲା ଟ୍ରକ: ଜଣେ ମୃତ, ୨ ଗୁରୁତର

ଅନୁଗୁଳ: ଅନୁଗୁଳ ସହର ଥାନା ଛକ ଠାରେ ଆଜି ସକାଳୁ ଟ୍ରକ ଧକ୍କାରେ ବାଇକ ଆରୋହୀ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ମୃତ ମହିଳା ଜଣେ ଆସ କର୍ମୀ। ତାଙ୍କ ନାମ କୁମାରୀ ସାହୁ…

Continue Readingସକାଳୁ ସକାଳୁ ବାଇକକୁ ଧକ୍କା ଦେଲା ଟ୍ରକ: ଜଣେ ମୃତ, ୨ ଗୁରୁତର

ଜଙ୍ଘା ବଡ଼ ଦେଓଙ୍କୁ ଦର୍ଶନ କରି ଆଶୀର୍ବାଦ ନେଲେ ଆଇନମନ୍ତ୍ରୀ ଜଗନ୍ନାଥ ସାରକା, ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ୪ ବିଧାୟକ

ଆଠମଲ୍ଲିକ: ଆଠମଲ୍ଲିକ ବ୍ଲକ ଆମ୍ବସରମୁଣ୍ଡା ପଞ୍ଚାୟତସ୍ଥିତ ଗୋଣ୍ଡ ସମାଜର ଜଙ୍ଘା ପେନଠାନାରେ ଜଙ୍ଘା ବଡ଼ ଦେଓଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି ୨ ମନ୍ତ୍ରୀ ଓ ୪ ବିଧାୟକ। ସୋମବାର ଆଇନମନ୍ତ୍ରୀ ଜଗନ୍ନାଥ ସାରକା, ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ…

Continue Readingଜଙ୍ଘା ବଡ଼ ଦେଓଙ୍କୁ ଦର୍ଶନ କରି ଆଶୀର୍ବାଦ ନେଲେ ଆଇନମନ୍ତ୍ରୀ ଜଗନ୍ନାଥ ସାରକା, ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ୪ ବିଧାୟକ

ନୂଆ ମୋଟର ଚାଳକ ଆଇନକୁ ବିରୋଧ: ଚତୁର୍ଥ ଦିନରେ ଆଠମଲ୍ଲିକର ଗାଡ଼ି ଚାଳକଙ୍କ ପ୍ରତିବାଦ ଆନ୍ଦୋଳନ

ଅନୁଗୁଳ: କେନ୍ଦ୍ର ସରକାର ଦ୍ଵାରା ସଂସଦରେ ଗୃହୀତ ମୋଟର ଚାଳକ ଆଇନକୁ ବିରୋଧ କରି ସାରା ଦେଶରେ ଗାଡି ଚାଳକଙ୍କ ଚାଲିଥିବା ଆନ୍ଦୋଳନ ଆଜି ଚତୁର୍ଥ ଦିନରେ ପହଞ୍ଚିଛି। ଆଠ ମଲ୍ଲିକ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଆଜି ଶତାଧିକ ଗାଡିଚାଳକ…

Continue Readingନୂଆ ମୋଟର ଚାଳକ ଆଇନକୁ ବିରୋଧ: ଚତୁର୍ଥ ଦିନରେ ଆଠମଲ୍ଲିକର ଗାଡ଼ି ଚାଳକଙ୍କ ପ୍ରତିବାଦ ଆନ୍ଦୋଳନ

ଅଟୋଚାଳକ ସଞ୍ଜୟ ପ୍ରଧାନଙ୍କ ମହାନତା, ନିରାଶ୍ରୟଙ୍କୁ ବାଣ୍ଟିଲେ କମ୍ବଳ

ଆଠମଲ୍ଲିକ : ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମଇମୁରା ଗ୍ରାମ ପଞ୍ଚାୟତ ଧୋଡ଼ାଖୋଳ ଗ୍ରାମର ଯୁବ ସମାଜସେବୀ ତଥା ଅଟୋଚାଳକ ସଞ୍ଜୟ ପ୍ରଧାନ ବଡ଼ଦିନ ଅବସରରେ ନିରାଶ୍ରୟ ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ ଯୁବକ ଯୁବତୀ, ବିଧବା ମହିଳାଙ୍କୁ ୨୫ ଟି କମ୍ବଳ ବଣ୍ଟନ କରାଯାଇଛି।…

Continue Readingଅଟୋଚାଳକ ସଞ୍ଜୟ ପ୍ରଧାନଙ୍କ ମହାନତା, ନିରାଶ୍ରୟଙ୍କୁ ବାଣ୍ଟିଲେ କମ୍ବଳ

ଇଲେକ୍ଟ୍ରିକ୍ ପୋଲରେ ପିଟି ହେଲା ବାଇକ: ଜଣେ ମୃତ, ଜଣେ ଗୁରୁତର

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲା ଅନ୍ତୁଳିଆ ଗାଁ ନିକଟରେ ଏକ ବାଇକ୍ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଇଲେକ୍ଟ୍ରିକ୍ ପୋଲରେ ପିଟି ହୋଇଯାଇଛି। ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି। ସୂଚନା ମୁତାବକ,…

Continue Readingଇଲେକ୍ଟ୍ରିକ୍ ପୋଲରେ ପିଟି ହେଲା ବାଇକ: ଜଣେ ମୃତ, ଜଣେ ଗୁରୁତର

ଆଠମଲ୍ଲିକ ଏବଂ ବଇଣ୍ଡା ଅବକାରୀ ବିଭାଗକୁ ବଡ଼ ସଫଳତା: ବିପୁଳ ଗଞ୍ଜେଇ ଜବତ, ୨ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଏବଂ ବଇଣ୍ଡା ଅବକାରୀ ବିଭାଗକୁ ବଡ଼ ସଫଳତା। ସ୍ଥାନୀୟ ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ଅବକାରୀ ପୋଲିସ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବଇଣ୍ଡା ଓ…

Continue Readingଆଠମଲ୍ଲିକ ଏବଂ ବଇଣ୍ଡା ଅବକାରୀ ବିଭାଗକୁ ବଡ଼ ସଫଳତା: ବିପୁଳ ଗଞ୍ଜେଇ ଜବତ, ୨ ଗିରଫ

ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ: ଆଠମଲ୍ଲିକରୁ ଭୁବନେଶ୍ୱର ପଠାଗଲା ବୀର ମାଟି

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ଚାଲିଥିବା ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳକୁ ସଂଗୃହୀତ ପବିତ୍ର ମାଟିକୁ ଆଜି ଭୁବନେଶ୍ୱର ପଠାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ…

Continue Readingମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ: ଆଠମଲ୍ଲିକରୁ ଭୁବନେଶ୍ୱର ପଠାଗଲା ବୀର ମାଟି

ଲକ୍ଷ୍ମୀ ବଜାରର ପ୍ରତିଷ୍ଠାତା ସଦସ୍ୟ ବାଉରୀ ବନ୍ଧୁ ସାହୁଙ୍କର ୯୫ ବର୍ଷ ବୟସରେ ନିଧନ, ସହରର ସବୁ ଦୋକାନ ବନ୍ଦ କରି ଶ୍ରଦ୍ଧାଞ୍ଜଳି ଦେଲେ ବ୍ୟବସାୟୀ

ଆଠମଲ୍ଲିକ: ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଅଞ୍ଚଳର ବ୍ୟବସାୟୀ ଓ ଲକ୍ଷ୍ମୀ ବଜାରର ପ୍ରତିଷ୍ଠାତା ସଦସ୍ୟ ବାଉରୀ ବନ୍ଧୁ ସାହୁଙ୍କର ୯୫ ବର୍ଷ ବୟସରେ ଠାକୁରଗଡ଼ସ୍ଥିତ ନିଜସ୍ଵ ବାସଭବନରେ ଶନିବାର ପରଲୋକ ହୋଇ ଯାଇଛି। ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ପୁଅ, ବୋହୂ, ନାତି,…

Continue Readingଲକ୍ଷ୍ମୀ ବଜାରର ପ୍ରତିଷ୍ଠାତା ସଦସ୍ୟ ବାଉରୀ ବନ୍ଧୁ ସାହୁଙ୍କର ୯୫ ବର୍ଷ ବୟସରେ ନିଧନ, ସହରର ସବୁ ଦୋକାନ ବନ୍ଦ କରି ଶ୍ରଦ୍ଧାଞ୍ଜଳି ଦେଲେ ବ୍ୟବସାୟୀ