ମଦ୍ୟପାନ କରି ବାଇକ ଚଲାଉଥିବା ଅଭିଯୋଗ: ୨ ଗିରଫ, ୨ ବାଇକ ଜବତ
ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ପୋଲିସ ଗୁରୁବାର ଗାଡ଼ି ଯାଞ୍ଚ କରିବା ବେଳେ ଦୁଇଟି ଗାଡ଼ି ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି। ମଦ୍ୟପାନ କରି ବାଇକ ଚଲାଉଥିବା ଅଭିଯୋଗରେ ଦୁଇ ଯୁବକଙ୍କୁ ଗିରଫ କରାଯାଇଛି। ନାକିଚି…
ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ପୋଲିସ ଗୁରୁବାର ଗାଡ଼ି ଯାଞ୍ଚ କରିବା ବେଳେ ଦୁଇଟି ଗାଡ଼ି ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି। ମଦ୍ୟପାନ କରି ବାଇକ ଚଲାଉଥିବା ଅଭିଯୋଗରେ ଦୁଇ ଯୁବକଙ୍କୁ ଗିରଫ କରାଯାଇଛି। ନାକିଚି…
ଅନୁଗୁଳ: ପୁଣି ଅନୁଗୁଳ ଜିଲ୍ଲାର ବଧୂ ନିର୍ଯାତନା ଅଭିଯୋଗ ସାମ୍ନାକୁ ଆସିଛି। ସ୍ଥାନୀୟ ଠାକୁରଗଡ଼ ଗ୍ରାମର ସୁବାସିନୀ ନାୟକଙ୍କୁ ତାଙ୍କ ସ୍ୱାମୀ କାର୍ତ୍ତିକ ନାୟକ ମାଡ଼ ମାରିବା ସହ ନିର୍ଯାତନା ଦେଉଥିବା ନେଇ ବୁଧବାର ସୁବାସିନୀ ଥାନାରେ ଅଭିଯୋଗ କରିଛନ୍ତି।…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକରେ ପୁଣି ଏକ ହାତୀର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ୫ ଦିନ ଭିତରେ ୨ ହାତୀଙ୍କ ଜୀବନ ଗଲାଣି। ଏତେ ପରେ ବି ବେଫିକର ବସିଛି ବନ ବିଭାଗ। ଗତକାଲି ଆଠମଲ୍ଲିକ ବନଖଣ୍ଡ ମାଧୁପୁର ରେଞ୍ଜ…
ଅନୁଗୁଳ: ଟ୍ରିପଲ ମର୍ଡର ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ କିଶୋରନଗର ଥାନା ଗମ୍ଭାରୀମଳିହା ଗ୍ରାମରେ ଘଟିଥିବା ଟ୍ରିପଲ ମର୍ଡର ଘଟଣାରେ ୨ ଅଭିଯୁକ୍ତଙ୍କୁ ଶୁକ୍ରବାର ଆଠମଲ୍ଲିକ ଅତିରିକ୍ତ ଦୌରାଜଜ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି।…
ଅନୁଗୁଳ: ଆଠମଲ୍ଲିକ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୪ ତମ ଜନ୍ମ ଦିନ ସେପ୍ଟେମ୍ବର ୧୭ ଠାରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅକ୍ଟୋବର ୨ଯାଏଁ ସେବା ପକ୍ଷରେ ମେଗା ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ସ୍ଥାନୀୟ ଏନ୍ଏସି କଲ୍ୟାଣ…
ବଇଣ୍ଡା : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଗ୍ରାମରେ ହେବାକୁ ଥିବା ମା' ଲକ୍ଷ୍ମୀଙ୍କ ପୂଜା ପାଇଁ ଆଜି ମାଟି ଅନୁକୂଳ କରାଯାଇଛି। ମା'ଙ୍କ ମୂର୍ତ୍ତି ପାଇଁ ଠାକୁରଗଡ଼ ଗ୍ରାମ ନିକଟରେ ଥିବା ଶିବ ମନ୍ଦିର ନିକଟରୁ ମାଟି ସଂଗ୍ରହ…
ଅନୁଗୁଳ: କର୍ମା ପୂଜା ବେଳେ ଅଘଟଣ। ଟଙ୍କା ନ ଦେବାରୁ ପୂଜା ଦେଖି ଆସିଥିବା ପାଖ ଗାଁ ଲୋକଙ୍କୁ ହତ୍ୟା। ମୃତକ ହେଲେ କିଶୋର ନଗର ଅଞ୍ଚଳର ବାରଷା ମିର୍ଦ୍ଧା (୨୫)। ସୂଚନା ମୁତାବକ, ଶନିବାର କିଶୋର ନଗର ଅଞ୍ଚଳର ବାରଷା…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ପାଇକସାହିସ୍ଥିତ କାଶୀ ବିଶ୍ଵନାଥ ମହାବିଦ୍ୟାଳୟର ଆକାଉଣ୍ଟରୁ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ତୋଫାନ ମହାନନ୍ଦୀଆ ଅର୍ଥ ହଡ଼ପ କରିଥିବା ନେଇ ନିରୋଜ କାନ୍ତ ସାହୁ ରବିବାର ଦିନ ଠାକୁରଗଡ଼ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗକୁ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ସତସଙ୍ଗ ବିହାର ଆନୁକୂଲ୍ୟରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଜନ୍ମ ମାସରେ ଭାଦ୍ରବ ସତସଙ୍ଗ ପରିକ୍ରମା ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି। ସନ୍ଧ୍ୟାରେ ବିଶେଷ ସତସଙ୍ଗର ଆୟୋଜନ କରାଯାଇଥିଲା। ଏଥିରେ ଠାକୁରଙ୍କ ବିନତି ପ୍ରାର୍ଥନା,…
ଅନୁଗୁଳ : ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅଞ୍ଚଳର ଜଣେ ବିବାହିତା ମହିଳାଙ୍କର ଅଶ୍ଳୀଳ ଭିଡିଓ ଭାଇରାଲ ହୋଇଥିବା ନେଇ ସୋମବାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୋଲିସ କେସ୍ ନମ୍ବର ୧୬୯/୨୪ ରେ ମାମଲା ରୁଜୁ କରି ତଦନ୍ତ…