ଜାଗା ଜବରଦଖଲ କରି ଗୁହାଳ କରିଥିଲେ, ଭାଙ୍ଗିବା ପାଇଁ କହିବାରୁ ବୃଦ୍ଧଙ୍କୁ ହତ୍ୟା ଧମକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ବଡ଼ ଦାଦର ଗ୍ରାମର ଜଣେ ବୃଦ୍ଧଙ୍କୁ ସେହି ଗ୍ରାମର ଜଣେ ଯୁବକ ହତ୍ୟା ଧମକ ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ବଡ଼ ଦାଦର ଗାଁର ମୁରଲୀଧର ନାୟକ (୭୫) ଙ୍କୁ ସେହି ଗ୍ରାମର…

Continue Readingଜାଗା ଜବରଦଖଲ କରି ଗୁହାଳ କରିଥିଲେ, ଭାଙ୍ଗିବା ପାଇଁ କହିବାରୁ ବୃଦ୍ଧଙ୍କୁ ହତ୍ୟା ଧମକ

ବାରହା ଭାବି ଶ୍ୱଶୁରଙ୍କୁ ଗୁଳି ମାଡ଼ ଘଟଣା: ଜ୍ଵାଇଁ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ତଲେଇପଥର ଜଙ୍ଗଲରେ ରବିବାର ବାରହା ଭାବି ଶ୍ୱଶୁରଙ୍କୁ ଗୁଳି କରିବା ଅଭିଯୋଗରେ ପୋଲିସ ଅଭିଯୁକ୍ତ ଜ୍ଵାଇଁ ସୁବଳ ନାୟକକୁ ଗିରଫ କରିଛି। ଶ୍ଵଶୁରଙ୍କ ଚିକିତ୍ସା କରିଥିବା ଆଠମଲ୍ଲିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ପ୍ରଗତି ମହାପାତ୍ରଙ୍କ…

Continue Readingବାରହା ଭାବି ଶ୍ୱଶୁରଙ୍କୁ ଗୁଳି ମାଡ଼ ଘଟଣା: ଜ୍ଵାଇଁ ଗିରଫ

ଜ୍ଵାଇଁ ଗୁଳିରେ ଶ୍ୱଶୁର ଗୁରୁତର, ବାରହା ଭାବି କରିଥିଲେ ଟାର୍ଗେଟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ତଲେଇପଥର ଜଙ୍ଗଲରେ ରବିବାର ଭୋରରେ ଜ୍ୱାଇଁର ଗୁଳି ମାଡ଼ରେ ଶ୍ୱଶୁର ଗୁରୁତର ହୋଇଛନ୍ତି। ବାରହା ଶିକାର କରିବା ପାଇଁ ଜ୍ୱାଇଁ ଗୁଳି ମାରୁଥିବା ବେଳେ ଶ୍ୱଶୁରଙ୍କ ଦେହରେ ବାଜିଥିବା ଜଣାଯାଇଛି। ସୂଚନା ମୁତାବକ, ସମ୍ପର୍କୀୟ…

Continue Readingଜ୍ଵାଇଁ ଗୁଳିରେ ଶ୍ୱଶୁର ଗୁରୁତର, ବାରହା ଭାବି କରିଥିଲେ ଟାର୍ଗେଟ

ଅବକାରୀ ଚଢ଼ାଉ, ୭ ଗିରଫ

ବଇଣ୍ଡା: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଓ ବଇଣ୍ଡା ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର ଦିନ ଠାକୁରଗଡ଼,ହଣ୍ଡପା, କିଶୋରନଗର ଥାନା ଅଞ୍ଚଳରେ ଚଢ଼ାଉ କରି ବ୍ୟାପକ ଚୋରl ମଦ ଜବତ କରାଯାଇଛି। ଏଥିସହ ୭ ଜଣଙ୍କୁ ଗିରଫ କରାଯାଇଛି। ଠାକୁରଗଡ଼ ଥାନା କରଡ଼ାବାହାଳୀ…

Continue Readingଅବକାରୀ ଚଢ଼ାଉ, ୭ ଗିରଫ

ଆଠମଲ୍ଲିକରେ ଓଷ୍ଟାର ବ୍ଲକସ୍ତରୀୟ ସାମ୍ବିଧାନିକ ସମ୍ମିଳନୀ ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଓଷ୍ଟା ପକ୍ଷରୁ ଠାକୁରଗଡ଼ ଉଚ୍ଚ ବିଦ୍ୟାଳୟ ପରିସରରେ ସାମ୍ବିଧାନିକ ସମ୍ମିଳନୀ ସୋମବାର ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ଯୋଗ ଦେଇ ଅତିଥିମାନେ ଶିକ୍ଷକଙ୍କ ଦାୟିତ୍ୱ ବିଷୟରେ କହିଥିଲେ। ଶିକ୍ଷାବିତ ସୁଧାକର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀରେ…

Continue Readingଆଠମଲ୍ଲିକରେ ଓଷ୍ଟାର ବ୍ଲକସ୍ତରୀୟ ସାମ୍ବିଧାନିକ ସମ୍ମିଳନୀ ଆୟୋଜିତ

ପଇଁଚକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୫ ତମ ପ୍ରତିଷ୍ଠା ଉତ୍ସବ ପାଳିତ, ଜମି ଦାନ କରିଥିବା ବ୍ୟକ୍ତିତ୍ୱଙ୍କୁ କରାଗଲା ସମ୍ମାନିତ

ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଅଏଡ଼ା ପଞ୍ଚାୟତ ବିନିକେୟୀ ବିହାର ସ୍ଥିତ ପଇଁଚକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୫ ତମ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଛି। ପରିଚାଳନା କମିଟି ସଭାପତି ଚିତ୍ତରଞ୍ଜନ କର୍ଣ୍ଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ…

Continue Readingପଇଁଚକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୫ ତମ ପ୍ରତିଷ୍ଠା ଉତ୍ସବ ପାଳିତ, ଜମି ଦାନ କରିଥିବା ବ୍ୟକ୍ତିତ୍ୱଙ୍କୁ କରାଗଲା ସମ୍ମାନିତ

ପତ୍ନୀଙ୍କୁ ଅସହ୍ୟ ନିର୍ଯାତନା ଅଭିଯୋଗ, ସ୍ୱାମୀଙ୍କ ନାଁରେ ଏତଲା

ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ପିତାବଳିବାହାଳ ଗାଁରେ ପତ୍ନୀଙ୍କୁ ମାଡ଼ ମାରିବା ଅଭିଯୋଗରେ ସ୍ୱାମୀଙ୍କ ନାଁରେ ଅଭିଯୋଗ ହୋଇଛି। ପୀଡ଼ିତା ହେଲେ ସୁନିତା ସାହୁ। ସୁନିତା ସାହୁ ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ୱାମୀ ନଗେନ ସାହୁ ତାଙ୍କୁ ମାଡ଼…

Continue Readingପତ୍ନୀଙ୍କୁ ଅସହ୍ୟ ନିର୍ଯାତନା ଅଭିଯୋଗ, ସ୍ୱାମୀଙ୍କ ନାଁରେ ଏତଲା

ଆଠମଲ୍ଲିକର ଯୁବ ବିଜେପି ନେତା ସୁଶାନ୍ତ ସାହୁଙ୍କ ପରଲୋକ, ଶୋକ ବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ପେଡିପଥର ପଞ୍ଚାୟତର ଯୁବ ବିଜେପି ନେତା ସୁଶାନ୍ତ କୁମାର ସାହୁଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ଏକ ଶୋକବାର୍ତ୍ତାରେ ଲେଖିଛନ୍ତି, ଆମ…

Continue Readingଆଠମଲ୍ଲିକର ଯୁବ ବିଜେପି ନେତା ସୁଶାନ୍ତ ସାହୁଙ୍କ ପରଲୋକ, ଶୋକ ବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଇଚ୍ଛାପୁର କୃଷକ ସମାଜର ବାର୍ଷିକ ବୈଠକ ଆୟୋଜିତ, ନୂଆ ସଭାପତି ହେଲେ ଶ୍ରୀବତ୍ସ ସାହୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଇଚ୍ଛାପୁର ଗ୍ରାମର କଲ୍ୟାଣୀ ମଣ୍ଡପ ଠାରେ ଶୁକ୍ରବାର ଦିନ ଇଚ୍ଛାପୁର କୃଷକ ସମାଜର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଛି। କୃଷକ ସମାଜର ସଭାପତି ଭାଗିରଥୀ ସାହୁଙ୍କ ସଭାପତିତ୍ଵରେ ଅନୁଷ୍ଠିତ ବୈଠକରେ ଇଚ୍ଛାପୁର ଗ୍ରାମର କୃଷକଙ୍କ…

Continue Readingଇଚ୍ଛାପୁର କୃଷକ ସମାଜର ବାର୍ଷିକ ବୈଠକ ଆୟୋଜିତ, ନୂଆ ସଭାପତି ହେଲେ ଶ୍ରୀବତ୍ସ ସାହୁ

୭ ଦିନ ହେଲାଣି ପୋଡ଼ି ଯାଇଛି ଟ୍ରାନ୍ସଫର୍ମର, ଅନ୍ଧାରରେ ୧୫ ପରିବାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ମଇମୂରା ଗ୍ରାମ ପଞ୍ଚାୟତ ଅଧୀନ ବନ୍ଧ ସାହି ବସ୍ତିରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମର ଗତ ୭ ଦିନ ହେଲାଣି ପୋଡ଼ି ଯାଇଛି। କିନ୍ତୁ ବିଦ୍ୟୁତ ବିଭାଗର ଅପାରଗତା ଯୋଗୁ ବସ୍ତିରେ ରହୁଥିବା ୧୫ ପରିବାର…

Continue Reading୭ ଦିନ ହେଲାଣି ପୋଡ଼ି ଯାଇଛି ଟ୍ରାନ୍ସଫର୍ମର, ଅନ୍ଧାରରେ ୧୫ ପରିବାର