୧୫ ଦିନିଆ ବିଦ୍ୟୁତଚାଳିତ ସିଲେଇ ପ୍ରଶିକ୍ଷଣ ଶିବିର ଉଦଯାପିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ଅନ୍ତର୍ଗତ ବାମୁର ବନାଞ୍ଚଳ ଅଧୀନସ୍ଥ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ପର୍ଯ୍ୟାୟ -୨ ମାଧ୍ୟମରେ ଓ ଖଦି ଗ୍ରାମୋଦ୍ୟୋଗ ଆୟୋଗ ସହାୟତାରେ ଚାଲିଥିବା ବିଦ୍ୟୁତ ଚାଳିତ ସିଲେଇ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଛି। ୧୫…

Continue Reading୧୫ ଦିନିଆ ବିଦ୍ୟୁତଚାଳିତ ସିଲେଇ ପ୍ରଶିକ୍ଷଣ ଶିବିର ଉଦଯାପିତ

ବଇଣ୍ଡା, ଠାକୁରଗଡ଼ରେ କଂଗ୍ରେସର ରାସ୍ତା ରୋକ

ଅନୁଗୁଳ: ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରା ଅନୁଗୁଳ ଜିଲ୍ଲା ବଇଣ୍ଡା ଓ ଠାକୁରଗଡ଼ରେ ସଫଳ ହୋଇଛି। ବଇଣ୍ଡାରେ କଂଗ୍ରେସ କର୍ମୀ ଅରବିନ୍ଦ ସ୍ଵାଇଁଙ୍କ ନେତୃତ୍ବରେ ତପନ ମିଶ୍ର, ହୀରା ଲାଲ ସେଠୀଙ୍କ ସମେତ ବହୁ କଂଗ୍ରେସ…

Continue Readingବଇଣ୍ଡା, ଠାକୁରଗଡ଼ରେ କଂଗ୍ରେସର ରାସ୍ତା ରୋକ

ବାଇକ ଓ ମୋବାଇଲ ଛଡ଼ାଇନେବା ଘଟଣା, ଚାରି ଅଭିଯୁକ୍ତ ଗିରଫ

ଅନୁଗୁଳ: ଧମକ ଦେଇ ବାଇକ ଓ ମୋବାଇଲ ଛଡାଇ ନେବା ଅଭିଯୋଗରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଗିରଫମାନେ ହେଲେ ତାରିଣୀ ପ୍ରସାଦ ବିଶ୍ବାଳ, ବଳରାମ ସାହୁ, ଟୁକୁନା ବେହେରା ଓ ଆକାଶ ନାଏକ। ସୂଚନା…

Continue Readingବାଇକ ଓ ମୋବାଇଲ ଛଡ଼ାଇନେବା ଘଟଣା, ଚାରି ଅଭିଯୁକ୍ତ ଗିରଫ

କାର ସହିତ ୩୦ କେଜି ୭୨୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ

ଅନୁଗୁଳ: ଚଢ଼ଉ କରି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅବକାରୀ ବିଭାଗ ଏକ ଇଣ୍ଡିଗୋ କାର ସହିତ ୩୦ କେଜି ୭୨୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଏଥିସହ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମି…

Continue Readingକାର ସହିତ ୩୦ କେଜି ୭୨୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ

ଟ୍ରାନ୍ସଫର୍ମର ସ୍ଥାନାନ୍ତର ପାଇଁ ଦାବି: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ଗୁହାରି କଲେ ଆଠମଲ୍ଲିକର ଯୁବକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ ଥାନା ଗୁଣ୍ଡୁରୀଖଳି ଗ୍ରାମରେ ଥିବା ଟ୍ରାନ୍ସଫର୍ମରକୁ ସ୍ଥାନାନ୍ତର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗ୍ରାମବାସୀ। ସୋମବାର ଭୁବନେଶ୍ବର ଠାରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଗୁଣ୍ଡୁରୀଖଳି ଗ୍ରାମର ଅରୁଣ କୁମାର ସାହୁ, ବିଶ୍ବଜିତ…

Continue Readingଟ୍ରାନ୍ସଫର୍ମର ସ୍ଥାନାନ୍ତର ପାଇଁ ଦାବି: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ଗୁହାରି କଲେ ଆଠମଲ୍ଲିକର ଯୁବକ

୫ ଦିନ ହେଲାଣି ପୋଡ଼ିଲାଣି ଟ୍ରାନ୍ସଫର୍ମର, ପାଇକସାହିରେ କିଟିକିଟି ଅନ୍ଧାର

ଅନୁଗୁଳ: ୫ ଦିନ ହେଲାଣି ପୋଡ଼ିଲାଣି ଟ୍ରାନ୍ସଫର୍ମର। ଏଯାଏଁ ଗାଁକୁ ଆସିଲି ଲାଇନ। ଅନ୍ଧାରରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ପାଇକ ସାହି। ଅଞ୍ଚଳବାସୀଙ୍କ କହିବାନୁଯାୟୀ, ୧୫୦ ଟି ପରିବାରକୁ ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ ଗାଁରେ ୧୦୦ କେଭି…

Continue Reading୫ ଦିନ ହେଲାଣି ପୋଡ଼ିଲାଣି ଟ୍ରାନ୍ସଫର୍ମର, ପାଇକସାହିରେ କିଟିକିଟି ଅନ୍ଧାର

ସାମାନ୍ୟ ବଚସାରୁ ମାରପିଟ୍, ପୋଲିସ କର୍ମଚାରୀଙ୍କୁ ଯୁବକ ମାଡ଼ ମାରିଥିବା ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନାର ଜଣେ ପୋଲିସ କର୍ମଚାରୀଙ୍କୁ ଜଣେ ଯୁବକ ମାଡ଼ ମାରିଥିବା ଜଣାପଡ଼ିଛି। ଏ ନେଇ ଠାକୁରଗଡ଼ ଥାନାରେ କୌଣସି ଅଭିଯୋଗ ହୋଇନଥ‌ିବା ବେଳେ ପୋଲିସ ଘଟଣାକୁ ଚାପି ଦେବାକୁ ଯୋଜନା କରୁଥିବା ସୂଚନା ମିଳିଛି। ସୂଚନା…

Continue Readingସାମାନ୍ୟ ବଚସାରୁ ମାରପିଟ୍, ପୋଲିସ କର୍ମଚାରୀଙ୍କୁ ଯୁବକ ମାଡ଼ ମାରିଥିବା ଅଭିଯୋଗ

ବଢ଼ୁଛି କେଭିରେ ପଢ଼ିବାକୁ ଆଗ୍ରହ: ଆଠମଲ୍ଲିକ କେନ୍ଦ୍ରୀୟ ବିଦ୍ୟାଳୟରେ ଅଧ୍ୟୟନ ପାଇଁ ଆବେଦନ କରିଛନ୍ତି ୪୨୯ ଛାତ୍ରଛାତ୍ରୀ

ଅନୁଗୁଳ: କେନ୍ଦ୍ରୀୟ ବିଦ୍ୟାଳୟରେ ପଢ଼ିବାକୁ ପିଲାଙ୍କ ମଧ୍ୟରେ ଆଗ୍ରହ ବଢ଼ିବାରେ ଲାଗିଛି। ନୂତନ ଭାବେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଠାରେ ସ୍ଥାପିତ ହୋଇଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ଅଧ୍ୟୟନ ପାଇଁ ଚଳିତବର୍ଷ ପ୍ରଥମଥର ୧ମ ରୁ ୫ମ ପର୍ଯ୍ୟନ୍ତ ସମୁଦାୟ ୪୨୯ ଜଣ…

Continue Readingବଢ଼ୁଛି କେଭିରେ ପଢ଼ିବାକୁ ଆଗ୍ରହ: ଆଠମଲ୍ଲିକ କେନ୍ଦ୍ରୀୟ ବିଦ୍ୟାଳୟରେ ଅଧ୍ୟୟନ ପାଇଁ ଆବେଦନ କରିଛନ୍ତି ୪୨୯ ଛାତ୍ରଛାତ୍ରୀ

ବଳାତ୍କାର ଅଭିଯୁକ୍ତ ୪ ବର୍ଷ ପରେ ଗିରଫ

ଅନୁଗୋଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ଅନ୍ତର୍ଗତ ଗଦାଧରପୂର ଗାଁର ରାଜେନ୍ଦ୍ର ବାଘକୁ ସ୍ଥାନୀୟ କିଶୋରନଗର ପୁଲିସ ଦୀର୍ଘ ୪ ବର୍ଷ ପରେ ଗିରଫ କରିବାରେ ସକ୍ଷମ ହୋଇଛନ୍ତି। ସେ ଜଣେ ମହିଳାଙ୍କୁ ବିବାହ କରିବାକୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ…

Continue Readingବଳାତ୍କାର ଅଭିଯୁକ୍ତ ୪ ବର୍ଷ ପରେ ଗିରଫ

ପିକଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ, ଜଣେ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ସାପଘରା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଏକ ପିକଅପ୍ ଭ୍ୟାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଭ୍ୟାନରେ ବସିଥିବା ପକୋଣ୍ଡା ଅଞ୍ଚଳର ଜନକ ନାୟକ ଗୁରୁତର ଆହତ ହୋଇଛନ୍ତି। ଏ ନେଇ ଜନକଙ୍କ ଭାଇ ଦୁର୍ଯ୍ୟୋଧନ…

Continue Readingପିକଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ, ଜଣେ ଗୁରୁତର