ମଧ୍ୟମ ଜଳସେଚନ ବିଭାଗ ଷ୍ଟୋରର ଯନ୍ତ୍ରାଂଶ ଚୋରି ବେଳେ ମାଡ଼ି ବସିଲା ପୋଲିସ, ୧୩ ଗିରଫ

ଆଠମଲ୍ଲିକ: ଆଠମଲ୍ଲିକ ସ୍ଥିତ ମନଜୋର ମଧ୍ୟମ ଜଳସେଚନ ବିଭାଗ ଷ୍ଟୋରରେ ଥିବା ପୁରୁଣା ମେସିନ ଯନ୍ତ୍ରପାତିଗୁଡିକୁ ଗୁରୁବାର ରାତିରେ କିଛି ଦୁର୍ବୃତ୍ତ ଚୋରି କରି ନେଉଥିବା ବେଳେ ପୋଲିସ ମାଡ଼ି ବସିଛି। ପୋଲିସ ଅତର୍କିତ ଚଢ଼ାଉ କରି ୧୩ ଜଣଙ୍କୁ ଗିରଫ…

Continue Readingମଧ୍ୟମ ଜଳସେଚନ ବିଭାଗ ଷ୍ଟୋରର ଯନ୍ତ୍ରାଂଶ ଚୋରି ବେଳେ ମାଡ଼ି ବସିଲା ପୋଲିସ, ୧୩ ଗିରଫ

ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନର ପ୍ରସ୍ତୁତି ବୈଠକ

ଆଠମଲ୍ଲିକ: ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନର ପ୍ରସ୍ତୁତି ବୈଠକ ସୋମବାର ଅପରାହ୍ନରେ ଉପଜିଲ୍ଲାପାଳ ତରଣୀ ସୁନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି l ଏ ଅବସରରେ ପ୍ରଥମରୁ ଦଶମ ବିଦ୍ୟାଳୟସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ସ୍ଥାନୀୟ ମହେନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ହେବ ଓ…

Continue Readingଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନର ପ୍ରସ୍ତୁତି ବୈଠକ

ସୁନା ଚେନ୍ ପାଇଁ ସ୍ତ୍ରୀକୁ ହତ୍ୟା, ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା

ଆଠମଲ୍ଲିକ : ଆଠମଲ୍ଲିକ ଥାନା ଦୁଡୁମ ଗାଁରେ ଯୌତୁକ ପାଇଁ ବଧୂ ହତ୍ୟା ମାମଲାର ଶୁଣାଣି କରି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଲକ୍ଷ୍ମୀନାରାୟଣ ରାୟଚୌଧୁରୀ ୩ ଜଣଙ୍କୁ ଆଜୀବନ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ପାଇଁ ଆଦେଶ…

Continue Readingସୁନା ଚେନ୍ ପାଇଁ ସ୍ତ୍ରୀକୁ ହତ୍ୟା, ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା

କେରାଣ୍ଡିନାଳ ଉପରେ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଦାବି କଲେ ଟୁସର ପଞ୍ଚାୟତବାସୀ

ଆଠମଲ୍ଲିକ: ଆଠମଲ୍ଲିକ ବ୍ଲକ ଟୁସର ପଞ୍ଚାୟତ ବାଜପୁର ଠାରୁ ଗୁଆପଦା ମହିମାସାହି ଦେଇ କେରାଣ୍ଡିନାଳ ପାର ହୋଇ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡର କୁକୁଡ଼ାବାହାଳୀ ପଞ୍ଚାୟତକୁ ଯାତାୟାତ ପାଇଁ ଆବଶ୍ୟକ ହେଉଥିବା ଏକ ପୋଲ ନିର୍ମାଣ ଦାବିରେ ଗତ ମଙ୍ଗଳବାର ବାଜପୁର…

Continue Readingକେରାଣ୍ଡିନାଳ ଉପରେ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଦାବି କଲେ ଟୁସର ପଞ୍ଚାୟତବାସୀ

ମାଧପୁର ଉଚ୍ଚ ବିଦ୍ୟାଳୟରେ ଶିଶୁ ଉତ୍ସବ ୨୦୨୨ ପାଳିତ

ଆଠମଲ୍ଲିକ: ଆଠମଲ୍ଲିକ ବ୍ଲକ ପକ୍ଷରୁ ମାଧପୁର ଉଚ୍ଚ ବିଦ୍ୟାଳୟରେ ଶିଶୁ ଉତ୍ସବ ୨୦୨୨ ପାଳିତ ହୋଇଛି। ଉତ୍ସବରେ ଆଠମଲ୍ଲିକ ବ୍ଲକର ବିଭିନ୍ନ ହାଇସ୍କୁଲରୁ ୧୨୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଉଦଘାଟନୀ ସଭାରେ ମାଧପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟନ୍ତ…

Continue Readingମାଧପୁର ଉଚ୍ଚ ବିଦ୍ୟାଳୟରେ ଶିଶୁ ଉତ୍ସବ ୨୦୨୨ ପାଳିତ

ଆଠ ମଲ୍ଲିକକୁ ଜିଲ୍ଲା ମାନ୍ୟତା ଦାବି, ଗଠନ ହେଲା କମିଟି

ଆଠମଲ୍ଲିକ: ଆଠ ମଲ୍ଲିକକୁ ଜିଲ୍ଲା ମାନ୍ୟତା ଦାବି କରି ଆଜି ସ୍ଥାନୀୟ ଦୁର୍ଗା ବଜାର ସ୍ଥିତ କିଶୋର କ୍ଲବରେ ଉନ୍ନତି ବିଚାର ମଞ୍ଚ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି। ସମାଜସେବୀ ରାମାନନ୍ଦ ପାଣିଗ୍ରାହୀଙ୍କ ଆବାହକତ୍ୱ ଶିକ୍ଷାବିତ ପିତାମ୍ବର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ…

Continue Readingଆଠ ମଲ୍ଲିକକୁ ଜିଲ୍ଲା ମାନ୍ୟତା ଦାବି, ଗଠନ ହେଲା କମିଟି

ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କୁ ଦୁର୍ବ୍ୟବହାର ଓ ମାଡ଼ ଘଟଣା, ଜେଲ ଗଲେ ୨ ବିଜେଡି ନେତା

ଆଠମଲ୍ଲିକ: ଆଠମଲ୍ଲିକ ବ୍ଲକ କନିଷ୍ଠ ଯନ୍ତ୍ରୀ ସନ୍ଦୀପ ବେହେରାଙ୍କୁ କାର୍ଯ୍ୟାଳୟରେ ଗାଳି ଓ ମାଡ଼ ଘଟଣାରେ ପୋଲିସ ଅଭିଯୁକ୍ତ ୨ ବିଜେଡି ନେତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ ପଠାଇ ଦିଆଯାଇଛି। ସୂଚନା…

Continue Readingବ୍ଲକ କନିଷ୍ଠ ଯନ୍ତ୍ରୀଙ୍କୁ ଦୁର୍ବ୍ୟବହାର ଓ ମାଡ଼ ଘଟଣା, ଜେଲ ଗଲେ ୨ ବିଜେଡି ନେତା

ଶାସକ ଦଳର ଜୁଲମ୍ ! କନିଷ୍ଠ ଯନ୍ତ୍ରୀଙ୍କୁ ବିଜୁ ଛାତ୍ର ଜନତା ସଭାପତି ଦୁର୍ବ୍ୟବହାର କରିବା ସହ ମାରପିଟ୍ କରିଥିବା ଅଭିଯୋଗ

ଆଠମଲ୍ଲିକ: ଆଠମଲ୍ଲିକ ବ୍ଲକରେ କାର୍ଯ୍ୟରତ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ଗତ ମଙ୍ଗଳବାର ବିଜୁ ଛାତ୍ରଜନତା ସଭାପତି ହିମାଂଶୁ ଶେଖର ପ୍ରଧାନ (ସିପୁ) ଓ ଉପେନ୍ଦ୍ର ବେହେରା ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାଡମାରିବା ଘଟଣାକୁ ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ…

Continue Readingଶାସକ ଦଳର ଜୁଲମ୍ ! କନିଷ୍ଠ ଯନ୍ତ୍ରୀଙ୍କୁ ବିଜୁ ଛାତ୍ର ଜନତା ସଭାପତି ଦୁର୍ବ୍ୟବହାର କରିବା ସହ ମାରପିଟ୍ କରିଥିବା ଅଭିଯୋଗ

ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଠମଲ୍ଲିକ ଉପକାରାଗାରରେ ସ୍ବାସ୍ଥ୍ୟ ଶିବିର

ଅନୁଗୁଳ: ଆଜି ଅନୁଗୁଳ ଆଇନସେବା ପ୍ରାଧିକରଣ ପକ୍ଷରୁ ସଚିବ ଏସ୍.ଶୁଭଲକ୍ଷ୍ମୀଙ୍କ ଅଧ୍ୟକ୍ଷତାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଆଠମଲ୍ଲିକ ଉପଖଣ୍ଡ ଚିକିତ୍ସାଳୟର ମିଳିତ ସହଯୋଗରେ ଆଠମଲ୍ଲିକ ଉପକାରଗାର ପରିସରରେ ଏକ ସ୍ଵାସ୍ଥ୍ୟ ଶିବିର ଆୟୋଜିତ ହୋଇଛି। ଶିବିରରେ କାରାଗାର ଅନ୍ତେବାସୀଙ୍କର…

Continue Readingଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଠମଲ୍ଲିକ ଉପକାରାଗାରରେ ସ୍ବାସ୍ଥ୍ୟ ଶିବିର

ଆଇନଜୀବୀ ପରିଷଦର ମନମୁଖୀ କାର୍ଯ୍ୟକଳାପକୁ ବିରୋଧ, ଆଠମଲ୍ଲିକ ଆଇନଜୀବୀ ସଂଘ ପକ୍ଷରୁ ସତ୍ୟାଗ୍ରହ

ଆଠମଲ୍ଲିକ : ଭାରତୀୟ ଓ ରାଜ୍ୟ ଆଇନଜୀବୀ ପରିଷଦର ମନମୁଖୀ କାର୍ଯ୍ୟକଳାପ ଓ ଓକିଲ ମାରଣ ନୀତି ବିରୁଦ୍ଧରେ ସୋମବାର ଆଠମଲ୍ଲିକ ଆଇନଜୀବୀ ସଂଘ ପକ୍ଷରୁ ସଭାପତି ସୁଶାନ୍ତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଅଦାଲତ ପରିସରରେ ସତ୍ୟାଗ୍ରହ କରାଯାଇଛି। ସାରା ଓଡିଶା…

Continue Readingଆଇନଜୀବୀ ପରିଷଦର ମନମୁଖୀ କାର୍ଯ୍ୟକଳାପକୁ ବିରୋଧ, ଆଠମଲ୍ଲିକ ଆଇନଜୀବୀ ସଂଘ ପକ୍ଷରୁ ସତ୍ୟାଗ୍ରହ